ଭଡାଘରେ ରହୁଥିଲେ ଶୀଘ୍ର ହୋଇଯିବେ ବୁଢା, ଗବେଷଣାରୁ ହେଲା ଖୁଲାସା
ନୂଆଦିଲ୍ଲୀ,୧୩।୧: ନିଜ ପରିବାର ପାଇଁ ନୂଆଘର କିଣିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇ ନ ଥାଏ। କିଛିଜଣଙ୍କର ସେଇ ଡ୍ରିମ ହାଉସ ସ୍ବପ୍ନରେ ବସା ବାନ୍ଧିନିଏ। ବ୍ୟକ୍ତିଟିଏ ନିଜ ମନ ପସନ୍ଦର ଘରଟିଏ କିଣିବା ପାଇଁ ଜୀବନଯାକର ଧନ ସାଇତି ରଖିଥାଏ।…
ମଣିଷକୁ ଜିଅନ୍ତା ଚୋବାଇଦେଲା Piranhas ମାଛ, ଉଦ୍ଧାର ହେଲା କେବଳ କଙ୍କାଳ
ରୋଣ୍ଡାନିଆ,୧୩।୧: ଦୁନିଆରେ ମଣିଷକୁ ସର୍ବାହାରୀ ପ୍ରାଣୀ ବୋଲି କୁହାଯାଇଥାଏ। କେବଳ ନିରାମିଷ ନୁହେଁ ମଣିଷ ଆମିଷ ମଧ୍ୟ ଭକ୍ଷଣ କରିଥାଏ। ଆମିଷ ମଧ୍ୟରେ ମାଛ-ମାଂସ ଠାରୁ ଆରମ୍ଭ କରି ଅଣ୍ଡା, ଚିଙ୍ଗୁଡି ଓ କଙ୍କଡା ଆଦିକୁ ସମାଜ ଆହାର ଭାବେ ଗ୍ରହଣ…
ମନା କଲେ ନୀତୀଶ, ‘INDIA’ ମେଣ୍ଟର ମଙ୍ଗ ଧରିପାରନ୍ତି ମଲ୍ଲିକାର୍ଜୁନ
ନୂଆଦିଲ୍ଲୀ,୧୩।୧: ‘ଇଣ୍ଡିଆ’ ମେଣ୍ଟର ସଂଯୋଜକ ହେବାକୁ ସଫାସଫା ମନା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଶନିବାର ମେଣ୍ଟର ବୈଠକ ବସିଥିଲା। ଦୁଇ ଘଣ୍ଟା ଧରି ଚାଲିଥିବା ବୈଠକରେ ସୁଯୋଗ ଦିଆଯିବା ସତ୍ତ୍ୱେ ନୀତୀଶ ସଂଯୋଜକ ହେବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।…
ରାମ ମନ୍ଦିର ଶୁଣାଣିବେଳେ ପ୍ଲା କାର୍ଡ ଧରି କୋର୍ଟରେ ପହଞ୍ଚିଥିଲା ମାଙ୍କଡ, ଜଜ୍ ଦେଖି…
ନୂଆଦିଲ୍ଲୀ,୧୩।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ଏବେ ଉତ୍ସବମୁଖର ସାରା ଦେଶ। ଏହାକୁ ନେଇ ସମ୍ପ୍ରତି ସ୍ଥିତିରେ ଯେତିକି ଜଟିଳ ହେଉଛି ରାଜନୀତି ତେବେ ଏହାର ଇତିହାସ ମଧ୍ୟ ସେତିକି ରୋଚକ ରହିଛି। ଏହାରି ଭିତରେ ଧୀରେଧୀରେ ରାମ ମନ୍ଦିର…
Ram Mandir: ବିଦେଶରେ ବି ଜାନୁଆରୀ ୨୨କୁ ରହିବ ଛୁଟି, ଜାଣନ୍ତୁ କେଉଁ ଦେଶ କଲା ଘୋଷଣା
ନୂଆଦିଲ୍ଲୀ,୧୩।୧: ଅଯୋଧ୍ୟାରେ ଜାନୁଆରୀ ୨୨ରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ଲୋକାର୍ପଣରେ ଉତ୍ତର ପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ ଛୁଟି ଘୋଷଣା କରିଛନ୍ତି। ତେବେ କେବଳ ଭାରତ ନୁହେଁ ରାମ ମନ୍ଦିରକୁ ନେଇ ବିଦେଶରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି।…
ତାଇଓ୍ବାନ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ, ୧୦ ଲକ୍ଷ ମତଦାତା ପ୍ରଥମ ଥର ଦେବେ ଭୋଟ
ତାଇପେ,୧୩।୧: ତାଇୱାନରେ ପରବର୍ତ୍ତୀ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ଶନିବାର ଆରମ୍ଭ ହୋଇଛି। ଏହି ଭୋଟିଂରେ ସମୁଦାୟ ୧ କୋଟି ୯୦ଲକ୍ଷ ଲୋକ ଭାଗ ନେଉଛନ୍ତି। ଏଥିମଧ୍ୟରୁ ୧୦ ଲକ୍ଷ ଭୋଟର ପ୍ରଥମ ଥର ପାଇଁ ଭୋଟ ପ୍ରକ୍ରିୟାର ଏକ ଅଂଶ…
ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ଉପବାସ ରଖିବେ ମୋଦି, ଭୂଇଁରେ ଶୋଇବା ସହ ୧୧ଦିନ ଧରି ରଖିବେ ମୌନବ୍ରତ
ନୂଆଦିଲ୍ଲୀ,୧୩।୧: ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବ୍ୟ ରାମ ମନ୍ଦିରର ଉଦ୍ଘାଟନ କରିବା ସହ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ। ଏଥିପାଇଁ ସେ ୧୧ ଦିବସୀୟ ଏକ ବ୍ରତ…
ୟେମେନ ରାଜଧାନୀରେ ବୋମା ମାଡ କଲା ଆମେରିକା, ହୁତି ବିଦ୍ରୋହୀଙ୍କୁ ଚେତାବନୀ
ଓ୍ବାଶିଂଟନ,୧୩।୧: ଶନିବାର ସକାଳେ ୟେମେନର ହୁତି ବିଦ୍ରୋହୀଙ୍କ ଶିବିର ଉପରକୁ ଆମେରିକା ସୈନ୍ୟବାହିନୀ ପୁଣି ଥରେ ବୋମା ମାଡ଼ କରିଛି। ଏହାପୂର୍ବରୁ ଶୁକ୍ରବାର, ବ୍ରିଟିଶ ସେନା ସହିତ ଆମେରିକା ୟେମେନର ଅନେକ ସ୍ଥାନରେ ହୁତି ବିଦ୍ରୋହୀମାନଙ୍କ ବିରୁଦ୍ଧରେ ବ୍ୟାପକ ଆକ୍ରମଣ କରିଥିଲା।…
ରାମ ଜନ୍ମଭୂମିର ପବିତ୍ର ମାଟି ନେଇ ଫେରିବେ ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇଥିବା ଅତିଥି, ମୋଦିଙ୍କୁ ବିଶେଷ ଉପହାର
ନୂଆଦିଲ୍ଲୀ,୧୩।୧: ଅଯୋଧ୍ୟାରେ ନିର୍ମିତ ପ୍ରସିଦ୍ଧ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ୨୨ ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହାକୁ ନେଇ ଏକ ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ୧୧ହଜାରରୁ ଅଧିକ ଅତିଥି ଏଥିରେ…
ଦେଶର ଦୀର୍ଘତମ ସାମୁଦ୍ରିକ ବ୍ରିଜ୍
ମୁମ୍ବାଇ,୧୩ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ (ଏମ୍ଟିଏଚ୍ଏଲ୍)ର ଉଦ୍ଘାଟନ କରିଛନ୍ତି। ଦେଶର ଭିତ୍ତିଭୂମି କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ କୁହାଯାଉଥିବା ଏହି ବ୍ରିଜ୍ର ନାମକରଣ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନାମାନୁସାରେ ‘ଅଟଳ ସେତୁ’ କରାଯାଇଛି।…
ବିଲ୍କିସ୍ ବଳାତ୍କାରୀ ଫେରାର
ଅହମଦାବାଦ,୧୩।୧: ବିଲ୍କିସ୍ ବାନୋ ଗଣବଳାତ୍କାର ମାମଲାରେ ୧୧ ଅପରାଧୀଙ୍କୁ ଦିଆଯାଇଥିବା କ୍ଷମାକୁ ସୁପ୍ରିମକୋର୍ଟ ଗତ ସୋମବାର ଖାରଜ କରିଦେଇ ସେମାନଙ୍କୁ ଜେଲ୍କୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେମାନେ ଏପର୍ଯ୍ୟନ୍ତ ଆତ୍ମସମର୍ପଣ କରିନାହାନ୍ତି। ୧୧ ଅପରାଧୀଙ୍କ ମଧ୍ୟରୁ ୯ ଜଣଙ୍କ ଖୋଜଖବର ମିଳୁନାହିଁ। ସେମାନଙ୍କ…
କୋର୍ଟଙ୍କ ବଡ ରାୟ: ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବାକୁ ମନା କରୁଥିଲେ ଦେଇପାରିବେ ଛାଡପତ୍ର!
ନୂଆଦିଲ୍ଲୀ,୧୨।୧: ସ୍ବାମୀ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀ ମନା କଲେ ତାହା ମାନସିକ ନିର୍ଯ୍ୟାତନା ଭାବେ ଦେଖାଯିବ। ମଧ୍ୟ ପ୍ରଦେଶ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏପରି ଟିପ୍ପଣୀ ଦେଇଛନ୍ତି। ହିନ୍ଦୁ ବିବାହ ଧାରା ଅନୁଯାୟୀ ସ୍ବାମୀ ଏଥିପାଇଁ…
Archives


