ମହାଯଜ୍ଞ ଆରମ୍ଭ: ବେଦମନ୍ତ୍ରରେ କମ୍ପୁଛି ଶ୍ରୀକ୍ଷେତ୍ର
ପୁରୀ,୧୬ା୧(ଅଜିତ ମହାନ୍ତି):ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଏବେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିିଛି। ୧୨ ତାରିଖରେ ଶ୍ରୀନହରରେ ଗଜପତି ମହାରାଜା ଶ୍ରୋତ୍ରୀୟ ବାହ୍ମଣମାନଙ୍କୁ ଗୁଆଟେକା ଓ ବରଣ କରିବା ପରେ ପ୍ରକଳ୍ପ…
ଝିଅ ବେଶରେ ବାନ୍ଧବୀଙ୍କ ପାଇଁ ପରୀକ୍ଷା ଦେଇ ଯୁବକ ଗିରଫ
ନୂଆଦିଲ୍ଲୀ,୧୬ା୧:ପଞ୍ଜାବ ଫରିଦକୋଟ୍ର ଏକ ପରୀକ୍ଷା କେନ୍ଦ୍ରରେ ଜଣେ ଯୁବକ ଝିଅ ବେଶ ଧାରଣ କରି ତାଙ୍କ ବାନ୍ଧବୀଙ୍କ ପାଇଁ ପରୀକ୍ଷା ଦେଉଥିବାବେଳେ ଧରାପଡ଼ିଛନ୍ତି। ଏହି ଘଟଣା ପରୀକ୍ଷା କେନ୍ଦ୍ରରେ ହାସ୍ୟରୋଳ ସୃଷ୍ଟି କରିଥିଲା। କୋଟକପୁରାର ଡିଏଭି ପବ୍ଲିକ୍ ସ୍କୁଲ୍ରେ ଗତ ୭…
ମଣିପୁରରୁ ନାଗାଲାଣ୍ଡ ପହଞ୍ଚିଲା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’
ନୂଆଦିଲ୍ଲୀ,୧୫।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ସୋମବାର ମଣିପୁରର ସେକମାଇରୁ ଆରମ୍ଭ ହୋଇଛି। ଏହି ସମୟରେ ତାଙ୍କୁ ସ୍ବାଗତ କରିବାକୁ ବାଟରେ ଠିଆ ହୋଇଥିବା ଲୋକଙ୍କ ସହ କଥା ହୋଇଛନ୍ତି। ରାହୁଲ ଗାନ୍ଧୀ କିଛି ବାଟ…
‘ରାହୁଲ ଗାନ୍ଧୀ ଏହାକୁ ମନେ ରଖିବା ଉଚିତ୍’, ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ କହିଲେ ଟିଏମସି ନେତା
କୋଲକାତା,୧୫।୧: ରବିବାର (ଜାନୁୟାରୀ ୧୪ ରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ପଶ୍ଚିମବଙ୍ଗକୁ ସାମିଲ କରିବା ଉପରେ ବରିଷ୍ଠ ତୃଳମୂଳ କଂଗ୍ରେସ (ଟିଏମସି) ନେତା ତଥା ମୁଖପାତ୍ର କୁନାଲ ଘୋଷ କହିଛନ୍ତି, ପଶ୍ଚିମବଙ୍ଗରେ…
ଟୁ-ଫିଙ୍ଗର ଟେଷ୍ଟ କରିବାକୁ ନେଇ ଡାକ୍ତରଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା
ଶିମ୍ଲା,୧୫।୧ : ବଳାତ୍କାରର ଶିକାର ହୋଇଥିବା ଜଣେ ନାବାଳିକାଙ୍କ ଟୁ-ଫିଙ୍ଗର ଟେଷ୍ଟ କରିଥିବା ପାଲାମପୁର ସିଭିଲ୍ ହସ୍ପିଟାଲର ଡାକ୍ତରମାନଙ୍କୁ ହିମାଚଳପ୍ରଦେଶ ହାଇକୋର୍ଟ ଭର୍ତ୍ସନା କରିଛନ୍ତି। ଡାକ୍ତରଙ୍କ ତ୍ରୁଟି ପାଇଁ ରାଜ୍ୟ ସରକାର ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନିମନ୍ତେ…
କୋହଲିଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ, ଭାଙ୍ଗିପାରନ୍ତି ସଚିନ, ଗାଭାସ୍କରଙ୍କ ରେକର୍ଡ
ନୂଆଦିଲ୍ଲୀ,୧୫।୧: ଜାନୁଆରୀ ୨୫ରୁ ଇଂଲଣ୍ଡ ବିପକ୍ଷ ୫ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆର ଏକ ନମ୍ବର ବ୍ୟାଟର୍ ବିରାଟ କୋହଲି ଅନେକ ବଡ଼ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ୨୦୦୦ ରନ୍ ପୂରଣ କରିବା…
ରାଷ୍ଟ୍ରପତି ପୁଟିନ୍ଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଫୋନରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିଜେ ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରପତି ପୁଟିନ୍ଙ୍କ…
ମୋଦି ସରକାରଙ୍କ ୯ ବର୍ଷରେ ଦାରିଦ୍ର୍ୟରୁ ବାହାରିଛନ୍ତି ୨୫ କୋଟି, ନୀତି ଆୟୋଗ ରିପୋର୍ଟରେ ଦାବି
ନୂଆଦିଲ୍ଲୀ,୧୫।୧: ୨୦୧୩-୧୪ରୁ ୨୦୨୨-୨୩ ପର୍ଯ୍ୟନ୍ତ ନଅ ବର୍ଷ ମଧ୍ୟରେ ୨୪.୮୨ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ବାହାରିଛନ୍ତି। ନୀତି ଆୟୋଗ ସୋମବାର ଏକ ରିପୋର୍ଟରେ ଏହି ଦାବି କରିଛି। ଏହି ସମୟରେ ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶରେ ବହୁମୁଖୀ ଦାରିଦ୍ର୍ୟର ସବୁଠାରୁ…
ରାମମନ୍ଦିରରେ ସ୍ଥାପିତ ହେବ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲାଲାଙ୍କ ପ୍ରତିମୂର୍ତ୍ତି
ନୂଆଦିଲ୍ଲୀ,୧୫।୧: ପ୍ରସିଦ୍ଧ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ଚୟନ କରାଯାଇଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହା ନିଶ୍ଚିତ କରିଛନ୍ତି। ଏହି ମୂର୍ତ୍ତିର ଓଜନ ୧୫୦ ରୁ ୨୦୦…
ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫ା୧: ଆଜି ସାରା ରାଜ୍ୟରେ ପାଳନ ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ…
ବିଶ୍ୱବ୍ୟାପୀ ୪୦% ଚାକିରି ଖାଇଯିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଆଗକୁ ଆସୁଛି କଠିନ ସମୟ: ଆଇଏମ୍ଏଫ୍ ମୁଖ୍ୟ
ନୂଆଦିଲ୍ଲୀ,୧୫।୧: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବିଭିନ୍ନ କାର୍ୟ୍ୟକୁ ସରଳ କରିବା ସହିତ ବିଶ୍ୱର ଅଭିବୃଦ୍ଧି ପାଇଁ “ବିପୁଳ ସୁଯୋଗ” ପ୍ରଦାନ କରୁଛି। କିନ୍ତୁ ସମାନ ସମୟରେ ଏଆଇ ବିଶ୍ୱବ୍ୟାପୀ ଚାକିରି ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍) ମୁଖ୍ୟ…
ଆଜି ସେନା ଦିବସ: କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫ା୧: ଜାନୁଆରୀ ୧୫ ତାରିଖ ଅର୍ଥାତ୍ ଆଜି ସେନା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସେନା କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। Salute to the bravery and selfless sacrifices of the Army personnel, veterans…
Archives


