Home Middle

ଆସିଲେ ରାମ, ‘ଜୟ ସିୟାରାମ’ରେ ଗୁଞ୍ଜରିତ ହେଲା ଗର୍ଭଗୃହ

ଅଯୋଧ୍ୟା,୧୮।୧: କେବଳ ପ୍ରଭୁ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ସହର ନୁହେଁ, ସମଗ୍ର ଦେଶ ଏବେ ରାମମୟ ପାଲଟିଛି। ସମସ୍ତେ ୨୨ଜାନୁଆରୀକୁ ଅପେକ୍ଷା କରିଛନ୍ତି। ଯେତେବେଳେ ରାମଲାଲା ମହାନ ରାମ ମନ୍ଦିରରେ ବସିବେ। ଉତ୍ସର୍ଗୀକୃତ ରୀତିନୀତି ମଙ୍ଗଳବାର ଅର୍ଥାତ୍‌ ଜାନୁଆରୀ ୧୬ରୁ ଆରମ୍ଭ…

ଚଟାଣରେ ଶୋଉଛନ୍ତି, କେବଳ ପଇଡ଼ ପାଣି ପିଉଛନ୍ତି; ରାମ ମନ୍ଦିର କାର୍ଯ୍ୟକ୍ରମ ପାଇଁ ଉପାସରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮ା୧: ଅଯୋଧ୍ୟା ରାମ ମନ୍ଦିରରେ ‘ରାମ ଲାଲା’ଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସ୍ୱତନ୍ତ୍ର ରୀତିନୀତିରେ ରହୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ଏବେ ଚଟାଣରେ ଶୋଉଛନ୍ତି ଏବଂ ୧୧ ଦିନିଆ ‘ଉପବାସ’ (ବିଶେଷ ରୀତିନୀତି) କରି…

ଆବୁଧାବିରେ ଶୀଘ୍ର ଶେଷ ହେବ ହିନ୍ଦୁ ମନ୍ଦିର ନିର୍ମାଣ କାର୍ଯ୍ୟ, ମୋଦି କରିବେ ଉଦଘାଟନ

ଦୁବାଇ,୧୮।୧: ୟୁଏଇରେ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ ସୁଧୀର ଆବୁଧାବିରେ ନିର୍ମିତ ବିଏପିଏସ୍‌ ହିନ୍ଦୁ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ସମୟରେ ରାଷ୍ଟ୍ରଦୂତ ମନ୍ଦିରର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଦେଖିଥିଲେ। ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମନ୍ଦିର ନିର୍ମାଣ ପାଇଁ ଘୋଷଣା…

ପ୍ରଥମେ ସନାତନ ଧର୍ମକୁ କହିଲେ ଡେଙ୍ଗୁ, ମ୍ୟାଲେରିଆ, ଏବେ ରାମ ମନ୍ଦିରକୁ ନେଇ ଦେଲେ ବିବାଦୀୟ ବୟାନ

ନୂଆଦିଲ୍ଲୀ,୧୮।୧: ସନାତନ ଧର୍ମ ବିରୁଦ୍ଧରେ ବୟାନ ଦେଇଥିବା ଡିଏମକେ ନେତା ଉଦୟନିଧି ଷ୍ଟାଲିନ ବର୍ତ୍ତମାନ ରାମ ମନ୍ଦିର ଉପରେ ଏକ ବିବୃତ୍ତି ଦେଇଛନ୍ତି। ପୁଣି ଥରେ ସେ ଏକ ବିବାଦୀୟ ବୟାନ ଦେଇଛନ୍ତି। ଉଦୟାନିଧି କହିଛନ୍ତି ଯେ ଆମେ ମସଜିଦ ଭାଙ୍ଗିବା…

ଗୁରୁଚାପ ବଳୟ ସକ୍ରିୟ: ଉପକୂଳ ଅଞ୍ଚଳରେ ଘନକୁହୁଡ଼ି

ଭୁବନେଶ୍ୱର,୧୮ା୧(ଅସମାପିକା ସାହୁ): ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘନକୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଓଡ଼ିଶାକୁ କୁହୁଡ଼ି କବଳିତ କରି…

ପ୍ରେସକ୍ରିପସନ ବିନା ମିଳିବ ନାହିଁ ଆଣ୍ଟି ବାୟୋଟିକ୍‌!

ନୂଆଦିଲ୍ଲୀ,୧୮।୧: ଦେଶରେ ଆଣ୍ଟିବାୟୋଟିକ କିମ୍ବା ଆଣ୍ଟିମାଇକ୍ରୋବାୟଲ ଔଷଧର ଅପବ୍ୟବହାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଡାକ୍ତରମାନଙ୍କୁ ଏହି ଔଷଧ ଲେଖିବାବେଳେ ‘ସଠିକ ସୂଚକ’ ଲେଖିବା ବାଧ୍ୟତାମୂଳକ କରିଛନ୍ତି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ୟୁନିଟ ହେଲଥ…

ବିଭିନ୍ନ ମୋର୍ଚ୍ଚା ପ୍ରଭାରୀଙ୍କ ନାମ ଘୋଷଣା କଲା ଭାଜପା

ଭୁବନେଶ୍ୱର,୧୮ା୧: ରାଜ୍ୟ ଭାଜପାର ବିଭିନ୍ନ ମୋର୍ଚ୍ଚା ପାଇଁ ଗୁରୁବାର ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଆଜି ସେମାନଙ୍କ ନାମ ଘୋଷଣା କରାଯାଇଛି। ସେଥିମଧ୍ୟରୁ ଦଳର ବରିଷ୍ଠ ନେତା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ଯୁବ…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଅଧା ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ମୋଦି ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ,୧୮।୧: ରାମ ମନ୍ଦିରର ଉଦ୍‌ଘାଟନକୁ ନେଇ ଜୋସୋରରେ ପ୍ରସ୍ତୁତି ଚାଲିଥିବା ବେଳେ କେନ୍ଦ୍ରରେ ମୋଦି ସରକାର ଗୁରୁବାର (ଜାନୁଆରୀ ୧୮) ଏକ ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ…

ଇରାନ-ପାକିସ୍ତାନ ମୁହାଁମୁହିଁ: ଅନେକ ଆତଙ୍କବାଦୀ ନିହତ

ଇସଲାମାବାଦ,୧୮ା୧: ଦୁଇଦିନ ପୂର୍ବେ ଅର୍ଥାତ୍‌ ମଙ୍ଗଳବାର ଇରାନ କରିଥିବା ଆକ୍ରମଣର ଗୁରୁବାର ଜବାବ ଦେଇଛି ପାକିସ୍ତାନ। ଆଜି ପାକିସ୍ତାନ ଇରାନର ସିସ୍ତାନ ଓ ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ବେସ୍‌ ଉପରେ ଆକ୍ରମଣ କରିଛି। ଇସଲାମାବାଦରେ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି,…

ଭଜନ ଗାଇଲେ ଫାରୁକ ଅବଦୁଲ୍ଲା, ରାମ ମନ୍ଦିରକୁ ବିରୋଧ କରୁଥିବା କପିଲ ସିବଲ ହେଲେ ରାମମୟ

ନୂଆଦିଲ୍ଲୀ,୧୮।୧: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସମଗ୍ର ଦେଶ ଅପେକ୍ଷା କରିଛି। ଏହି ସମୟରେ ରାମ ମନ୍ଦିରକୁ ନେଇ ଦେଶରେ ରାଜନୀତି ମଧ୍ୟ ଶିଖରରେ ପହଞ୍ଚିଛି। ଗୁରୁବାର ରାଜ୍ୟ ସଭା ଏମପି କପିଲ ସିବଲ ଏବଂ ଜମ୍ମୁ-କଶ୍ମୀରର ପୂର୍ବତନ…

ଇରାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍‌: ୩ ମହିଳା, ୪ ଶିଶୁ ମୃତ

ତେହରାନ,୧୮ା୧: କିଛିଦିନ ପୂର୍ବରୁ ଇରାନ ପାକିସ୍ତାନର ଆତଙ୍କବାଦୀ ବେସ୍‌ ଉପରେ ଆକ୍ରମଣ କରିଥିଲା। ଏହା ପରେ ପାକିସ୍ତାନ ମଧ୍ୟ ଇରାନ ଉପରେ ଆକ୍ରମଣ କରି ନିଜର ରାଗ ଶୁଝାଇଛି। ପାକିସ୍ତାନର କ୍ଷେପଣାସ୍ତ୍ର ଆକ୍ରମଣ ସମ୍ପର୍କରେ ସୂଚନା ଇରାନ କହିଛି, ଏହି ଏୟାର…

FasTag Scamକୁ ସାବଧାନ ! ନିମିଷକେ ବ୍ୟାଙ୍କ ଖାତା ହେଉଛି ଖାଲି…

ନୂଆଦିଲ୍ଲୀ,୧୮।୧ : ଭାରତର ସମସ୍ତ ଟୋଲରେ ଡିଜିଟାଲ ଟୋଲ ଟ୍ୟାକ୍ସ ଦେବାକୁ ଫାସଟ୍ୟାଗ ବ୍ୟବହୃତ ହେଉଛି। ଏହି ଇଲେକ୍ଟ୍ରୋନିକ ଟୋଲ ସଂଗ୍ରହ ବ୍ୟବସ୍ଥା ଫାସଟ୍ୟାଗ ମାଧ୍ୟମରେ ନ୍ୟାଶନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ଦ୍ୱାରା ଜାରି ହୋଇଛି। ଫାସଟ୍ୟାଗ ଅଧିଗ୍ରହଣ କିମ୍ବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri