CBSE Board Exam: ବର୍ଷରେ ୨ ଥର ହେବ ସିବିଏସଇ ବୋର୍ଡ ପରୀକ୍ଷା, କ’ଣ ରହିଛି ନିୟମ ଜାଣନ୍ତୁ…
ନୂଆଦିଲ୍ଲୀ,୨୦।୧ : ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷା ବର୍ତ୍ତମାନ ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ବୋର୍ଡ ଏଥିପାଇଁ ନୂଆ ନିୟମ ଆଣିଛି। ୨୦୨୪-୨୫ ବର୍ଷର ଛାତ୍ରୀଛାତ୍ରମାନଙ୍କୁ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ପାଇଁ ହାଜର ହେବାକୁ ପଡିବ…
Republic Day 2024: ଗଣତନ୍ତ୍ର ଦିବସ ପାଇଁ ସୁରକ୍ଷା ନେଇ ଦିଲ୍ଲୀ ପୋଲିସ ଆଲର୍ଟ, ଫେବୃଆରୀ ୧୫ ପର୍ଯ୍ୟନ୍ତ ଏସବୁ ଉପରେ କଟକଣା…
ନୂଆଦିଲ୍ଲୀ,୨୦।୧ : ଜାନୁଆରୀ ୨୬ରେ ଜାତୀୟ ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଛି। ସୁରକ୍ଷାକୁ ନେଇ ଦିଲ୍ଲୀ ପୋଲିସ ନିୟମକୁ କଡାକଡି କରିଛି। ଏଥିପାଇଁ ଅତିରିକ୍ତ ପ୍ରସ୍ତୁତି ଚାଲିଛି। ଦିଲ୍ଲୀ ପୋଲିସ ୧୫ ଫେବୃଆରୀ…
ରାମଙ୍କ ଆଖି ଖୋଲା ହେଲେ ଭାଙ୍ଗିଯିବ ଦର୍ପଣ, ଘଟିଥାଏ ଆଲୌକିକ ଘଟଣା
ଯୋଧ୍ୟା,୨୦।୧: ରାମଙ୍କୁ ନେଇ ଉତ୍ସବମୁଖର ସାରା ଦେଶ। ଅପେକ୍ଷାର ଅନ୍ତ କରି ଅଯୋଧ୍ୟାରେ ବିରାଜିବେ ରାମଲଲାଙ୍କ କିଶୋର ରୂପ। ଏହାରି ଭିତରେ ଜ୍ୟୋତିଷଙ୍କ ମତକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଯେ, ରାମଙ୍କ ଆଖି ଖୋଲିବା ପରେ ସାମ୍ନାରେ…
ଆସାମରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ
ଦିଶପୁର,୨୦।୧: ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଆକ୍ରମଣ। ଆସାମରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ହୋଇଛି ଆକ୍ରମଣ। ଆସାମର ଉତ୍ତର ଲକ୍ଷ୍ମୀପୁରରେ ଏହି ଆକ୍ରମଣ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ଯାତ୍ରାବେଳେ ଭାଜପାକର୍ମୀ ବହୁ ସଂଖ୍ୟାରେ ପୋଷ୍ଟର…
ଜାନୁଆରୀ ୨୨ରେ ବନ୍ଦ ରହିବ କି ବ୍ୟାଙ୍କ? ଆରବିଆଇ କଲା ବଡ ଘୋଷଣା
ନୂଆଦିଲ୍ଲୀ,୨୦।୧: ଆଉ କେଇଟା ଦିନ ପରେ ଅଯୋଧ୍ୟାରେ ବିଜେ କରିବେ ଶ୍ରୀରାମ। ଏଥିପାଇଁ ସାରା ଅଯୋଧ୍ୟାରେ ଖୁସିର ମାହୋଲ ଜାରି ରହିଛି। ଏହି ଦିନକୁ ଅନେକ ରାଜ୍ୟ ଛୁଟି ଘୋଷଣା କରିଥିାବେଳେ କେନ୍ଦ୍ର ସରକାର ଓ ଓଡିଶା ସରକାର ଏହିଦିନକୁ ହାଫ୍…
୫୦୦ଟଙ୍କିଆ ନୋଟ୍ରେ ରହିବ ଶ୍ରୀରାମଙ୍କ ଫଟୋ! ୨୨ରେ ଜାରି କରିବ ଆରବିଆଇ
ନୂଆଦିଲ୍ଲୀ,୨୦।୧: ସବୁ ଅଶା ଆକାଂକ୍ଷାର ଅବସାନ ଘଟାଇ ପ୍ରତିଷ୍ଠା ହେବାକୁ ଯାଉଛି ରାମ ମନ୍ଦିର। ଏହାରି ଭିତରେ ଶ୍ରୀରାମଙ୍କ କମନୀୟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆରବିଆଇ ପକ୍ଷରୁ ରାମଙ୍କ ପ୍ରତିମୂର୍ତ୍ତି ଥିବା ୫୦୦ଟଙ୍କିଆ ନୋଟ୍ ବଜାରକୁ…
ମୈଥିଲୀ ଠାକୁରଙ୍କ ଗୀତ ଶେୟାର କରି ଭାବୁକ ହେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୦।୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶେଷ ରୀତିନୀତି କରୁଛନ୍ତି। ଅନେକ ରାମ ଭଜନ ଶେୟାର ପରେ ଶନିବାର ପ୍ରଧାନମନ୍ତ୍ରୀ ମା ଶବରୀ ପ୍ରସଙ୍ଗ ସହ ଜଡିତ ମୈଥିଲୀ…
ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ପଚରାଉଚରା କରିବ ଇଡି, ୫ ମାସ ଧରି ପଠାଉଥିଲା ସମନ
ରାଞ୍ଚି,୨୦।୧: ଜମି ଦୁର୍ନୀତି ମାମଲାରେ ବାରମ୍ବାର ସମନ ମିଳିବା ସତ୍ତ୍ୱେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ମୁଖରେ ହାଜର ହେଉନାହାନ୍ତି। ଏମିତିରେ ଇଡି ଟିମ୍ ତାଙ୍କୁ ପଚରାଉଚରା କରିବା ଲାଗି ଶନିବାର ରାଞ୍ଚି ଯିବ। ତେବେ ସୋରେନଙ୍କୁ ତାଙ୍କ…
ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ
ଜଳେଶ୍ୱର,୨୦।୧(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ସେ ଶନିବାର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୪୮ ମସିହାରେ ଜୟନାରାୟଣ…
ପରଲୋକରେ ପ୍ରାକ୍ତନ ଏମ୍ପି ଅନାଦି ଚରଣ ସାହୁ
କଟକ,୨୦ା୧ (କାର୍ତ୍ତିକ ସାହୁ): ଅବସରପ୍ରାପ୍ତ ପୋଲିସ ଅଧିକାରୀ ତଥା ପ୍ରାକ୍ତନ ଏମ୍ପି ଅନାଦି ଚରଣ ସାହୁଙ୍କର ସିଡିଏ ସେକ୍ଟର-୬ସ୍ଥିତ ବାସଭବନରେ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ…
Ram Mandir Prasad Booking: କ’ଣ ଘରେ ବସି ମାଗଣାରେ ପାଇପାରିବେ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନର ପ୍ରସାଦ? ଜାଣନ୍ତୁ ପ୍ରକୃତ ସତ…
ନୂଆଦିଲ୍ଲୀ,୨୦।୧: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଅନେକ କମ୍ପାନୀ ପ୍ରସାଦ ବଣ୍ଟନ ନେଇ ଦାବି କରୁଛନ୍ତି। ଏପରିକି ବହୁଳ ମାତ୍ରାରେ ଶ୍ରଦ୍ଧାଳୁ ସେମାନଙ୍କ ଓ୍ବେବ୍ସାଇଟ୍କୁ ଯାଇ ବୁକିଂ କରୁଥିବା ଦେଖାଯାଉଛି।…
ଅଯୋଧ୍ୟାରେ ରାମଲଲାଙ୍କ ଅସ୍ଥାୟୀ ମନ୍ଦିର ଦର୍ଶନ ଶେଷ, ସୋମବାର ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ
ନୂଆଦିଲ୍ଲୀ,୧୯ା୧: ଅଯୋଧ୍ୟାରେ ମହାପ୍ରଭୁ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଦେଶର କୋଣଅନୁକୋଣରେ ବହୁବିଧ କାର୍ଯ୍ୟକ୍ରମ ଚାଲିଛି । ଏହିକ୍ରମରେ ୫୧ ଇଞ୍ଚ ଉଚ୍ଚତାର ପ୍ରଭୁ ରାମଲାଲାଙ୍କ ମୂର୍ତ୍ତିକୁ ଅଣାଯାଇ ମନ୍ଦିର ପରିସର ଭିତରେ ରଖାଯାଇଛି । ଗଣପତି ଓ ଅନ୍ୟ ଦେବତାଙ୍କୁ ଆଜି…
Archives


