ରାମ ମନ୍ଦିର ପରେ ଅଯୋଧ୍ୟାକୁ ମିଳିବ ମସଜିଦ, ଜାଣନ୍ତୁ କେବେ ହେବ ପ୍ରତିଷ୍ଠା
ଅଯୋଧ୍ୟା,୨୧।୧: ଜାନୁଆରୀ ୨୨ ଅର୍ଥାତ୍ ସୋମବାର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦ୍ଘାଟନ ହେବାକୁ ଯାଉଛି। ରାମ ମନ୍ଦିର ବିବାଦୀୟ ଭୂମିକୁ ନେଇ ୨୦୧୯ରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ। ରାୟବେଳେ ଅଯୋଧ୍ୟାରେ ରାମ ମନ୍ଦିର ସହ ମସଜିଦ ନିର୍ମାଣ ପାଇଁ ଭୂମି…
ପ୍ରାଣ ପ୍ରତିଷ୍ଠା ଦିନ ଏମ୍ସ ସମେତ ଅନ୍ୟ କେନ୍ଦ୍ର ସରକାରୀ ହସପିଟାଲ ହାଫ୍ ଡେ: ମୃତ୍ୟୁ ଘଟୁଥିବା ରୋଗୀଙ୍କୁ ଅପେକ୍ଷା କରିବାକୁ କହିବେ କି ଡାକ୍ତର, ବିରୋଧୀ କହିଲେ ‘ହେ ରାମ’…
ନୂଆଦିଲ୍ଲୀ,୨୧।୧ : ଜାନୁଆରୀ ୨୨ ସୋମବାର, ରାମ ମନ୍ଦିରର ପବିତ୍ର ଉଦଘାଟନୀ ଦିବସରେ ଦିଲ୍ଲୀର ଏମ୍ସ ସହିତ ସମସ୍ତ କେନ୍ଦ୍ରୀୟ ଡାକ୍ତରଖାନାରେ ଅଧା ଦିନର ଛୁଟି ଘୋଷଣା କରାଯାଇଛି। ଏହାକୁ ନେଇ ବିରୋଧୀ ଦଳ ପକ୍ଷରୁ ଆଶ୍ଚର୍ଯ୍ୟ ପ୍ରକଟ କରାଯିବା ସହିତ…
ଭାରତ-ଆମେରିକା ସମ୍ପର୍କ ସାରା ବିଶ୍ୱ ପାଇଁ ଅତ୍ୟନ୍ତ ଲାଭଦାୟକ…
ଓ୍ବାଶିଂଟନ,୨୧।୧ : କେବଳ ଏହି ଦୁଇ ଦେଶ ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଲାଭଦାୟକ ଅଟେ। ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସିଂ ସାନ୍ଧୁ ଭାରତୀୟ ଆମେରିକୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବାବେଳେ ଏହା…
ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉପରେ ଲାଗିବ କି ରୋକ୍! କୋର୍ଟରେ ପିଟିଶନ ଦାଖଲ କଲେ ୪ ଛାତ୍ର
ମୁମ୍ବାଇ,୨୧।୧:ପ୍ରାଣ ପ୍ରତିଷ୍ଠାକୁ ନେଇ ଏବେ ସାରାଦେଶ ରାମମୟ। ଏଥିପାଇଁ ଦେଶରେ ୯ଟି ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି ସରକାର। ମହାରାଷ୍ଟ୍ର ସରକାର ମଧ୍ୟ ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଛୁଟି ଘୋଷଣା କରିଛନ୍ତି । ଯାହାକୁ ନେଇ…
କ୍ରିପ୍ଟୋ ନାଁରେ ୧୫ କୋଟିର ଠକେଇ
ବଲାଙ୍ଗୀର, ୨୧ା୧ (ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀରରୁ ପରିଚାଳିତ ଏକ ନକଲି କ୍ରିପ୍ଟୋକରେନ୍ସି ର଼୍ୟାକେଟର ପର୍ଦ୍ଦାଫାଶ କରିଛି ସ୍ଥାନୀୟ ପୋଲିସ। ଏହି କ୍ରିପ୍ଟୋକରେନ୍ସି ଜରିଆରେ ପ୍ରାୟ ୧୫ କୋଟି ଟଙ୍କାର ଠକେଇ ବା ଲୁଟ୍ କରାଯାଇଛି। ର଼୍ୟାକେଟର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ମେହେରଙ୍କ…
ମଙ୍ଗୁଳି ଛକରେ ଟ୍ରକ୍କୁ ପିଟିଲା କାର୍, ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର
ଚୌଦ୍ୱାର,୨୧।୧(ମାନସ କୁମାର ସାମଲ): ଓଡିଆ ସିନେଜଗତର ଲୋକପ୍ରିୟ ସିନେ ନିର୍ଦ୍ଦେଶକ ସୁଧାକର ବସନ୍ତ ଦୁର୍ଘଟଣାର ଶିକାର ହୋଇଛନ୍ତି। କଟକ ମଙ୍ଗୁଳିସ୍ଥିତ ବଜରଙ୍ଗୀ ଓ୍ବେ ବ୍ରିଜ୍ ନିକଟରେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
ଗଣମାଧ୍ୟମ, ସୋସିଆଲ ମିଡିଆକୁ ସତର୍କ କରାଇଲା କେନ୍ଦ୍ର; ରାମମନ୍ଦିରକୁ ନେଇ ବିଭ୍ରାନ୍ତ କରନାହିଁ
ନୂଆଦିଲ୍ଲୀ,୨୧।୧: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ କେତେକ ବିଭ୍ରାନ୍ତିକର ଖବର ପ୍ରସାରିତ ହେଉଥିବା ଜଣାପଡ଼ିଛି। ଏଭଳି ଖବର ପ୍ରସାରଣରୁ ଦୂରେଇ ରହିବାକୁ…
ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ସବୁ ଜାଣି ଅଜଣା ହେଉଛନ୍ତି ଧର୍ମେନ୍ଦ୍ର: ବିଜେଡି
ଭୁବନେଶ୍ୱର,୨୦।୧(ଅନିଲ ଦାସ)-ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ସବୁ ଜାଣି ଅଜଣା ହେବାର ନାଟକ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସରକାରଙ୍କ ମିନି ରତ୍ନ ସଂସ୍ଥା କରିଛି ଶିକ୍ଷକ ନିଯୁକ୍ତି। ଟୁଇଟ୍ ଜରିଆରେ ଧର୍ମେନ୍ଦ୍ରଙ୍କୁ ଏଭଳି ଜବାବ ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ…
ନିଜକୁ ଡାକ୍ତର ପରିଚୟ ଦେଇ ବ୍ୟାଙ୍କରୁ ଉଠାଉଥିଲେ ଋଣ, ବନ୍ଧାହେଲେ ଯୁବକ
କଟକ,୨୦ା୧(କାର୍ତ୍ତିକ ସାହୁ): ନକଲି କାଗଜପତ୍ର ଦ୍ୱାରା ବ୍ୟାଙ୍କରୁ ଋଣ ଉଠାଇ ଅର୍ଥ ଆତ୍ମସାତ୍ କରୁଥିବା ଜଣେ ଯୁବକଙ୍କୁ ସଦର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ବ୍ୟାଙ୍କ ଅଧିକାରୀଙ୍କ ନିକଟତର ହୋଇଥିଲେ। ଆଉ…
ଗଣିତ ପଢ଼ାଉ ଥିବା ଅଧା ମ୍ୟାଡାମ୍-ସାର୍ ନିଜେ ପଢ଼ି ନାହାନ୍ତି ଗଣିତ ! : TISS ରିପୋର୍ଟ…
ନୂଆଦିଲ୍ଲୀ,୨୦।୧ : ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (ଟିଆଇଏସଏସ) ରେ ସେଣ୍ଟର ଅଫ ଏକ୍ସଲେନ୍ସ ଇନ ଟିଚର ଏଜୁକେଶନ(ସିଟିଇ) ପ୍ରତ୍ୟେକ ପିଲାଙ୍କ ପାଇଁ ସଠିକ ଶିକ୍ଷକ ଶୀର୍ଷକ ଏକ ଅନୁସନ୍ଧାନ ଅଧ୍ୟୟନ କରିଥିଲା। ଯେଉଁଥିରୁ ଜଣାପଡିଛି ସାରା ଦେଶରେ ଗଣିତ…
ବୁଲି ବୁଲି ମନ୍ଦିର-ମନ୍ଦିର ପୂଜା, ରାମେଶ୍ୱରମ ସମୁଦ୍ରରେ ବୁଡ଼: ଦକ୍ଷିଣ ବନାମ ଉତ୍ତର ବିବାଦକୁ ସମାପ୍ତ କଲେ ମୋଦି…
ନୂଆଦିଲ୍ଲୀ,୨୦।୧ : ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମ ମନ୍ଦିରର ଉଦଘାଟନ ସଂପର୍କରେ ଦେଶରେ ପ୍ରବଳ ଉତ୍ସାହ ରହିଛି, ସମଗ୍ର ଦେଶ ରାମଙ୍କ ଭକ୍ତିରେ ବୁଡି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ରାମଙ୍କ ଆଗମନ ପାଇଁ…
ଆସନ୍ତା ୨୫ ବର୍ଷରେ ୧୦ ଦେଶରେ ହିନ୍ଦୁଙ୍କ ସଂଖ୍ୟା ହେବ ସର୍ବାଧିକ…
ଓ୍ବାଶିଂଟନ,୨୦।୧ : ସମଗ୍ର ବିଶ୍ୱରେ ଧାର୍ମିକ ଜନସଂଖ୍ୟା ଦ୍ରୁତ ଗତିରେ ବଦଳୁଛି । ଏକ ଅନୁସନ୍ଧାନ ଅନୁଯାୟୀ, ପ୍ରତିବର୍ଷ ଆମେରିକାରେ ୨୦ ହଜାର ଲୋକ ଇସଲାମ ଧର୍ମ ଗ୍ରହଣ କରନ୍ତି। ଏଥି ସହିତ, ୨୦୧୫ ମସିହାରେ ଆମେରିକୀୟ ଥିଙ୍କ ଟ୍ୟାଙ୍କ ପ୍ୟୁ…
Archives


