Home Middle

ଆମେରିକାରେ ଗୁଳିମାଡ଼: ୭ ମୃତ

ଓ୍ବାଶିଂଟନ,୨୩।୧: ଆମେରିକାର ଚିକାଗୋରେ ଦୁଇଟି ଭିନ୍ନ ସ୍ଥାନ ଗୁଳି ମାଡ଼ରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଇଲିନୋଇସର ଜୋଲିଏଟର ଓ୍ବେଷ୍ଟ ଏକର୍ସ ରୋଡର ୨୨୦୦ ବ୍ଲକରେ ଏହି ଗୁଳି ବିନିମୟ ହୋଇଛି। ଏହି ଘଟଣା ପରଠାରୁ ଅଭିଯୁକ୍ତ ଫେରାର ଅଛନ୍ତି। ତାଙ୍କ…

ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଦିନ ଭକ୍ତଙ୍କ ପାଇଁ ଖୋଲିଲା ରାମ ମନ୍ଦିର, ଭୋର ୩ଟାରୁ ଶ୍ରଦ୍ଧାଳୁଙ୍କ ଭିଡ

ଅଯୋଧ୍ୟା,୨୩।୧: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ସକାଳେ ଭକ୍ତମାନେ ପୂଜାପାଠ କରିବା ପାଇଁ ଶ୍ରୀ ରାମ ମନ୍ଦିରର ମୁଖ୍ୟ ଫାଟକରେ ବହୁ ସଂଖ୍ୟାରେ ଏକାଠି ହେବା ଆରମ୍ଭ କରିଛନ୍ତି ଏବଂ ଶ୍ରୀ ରାମ ଲାଲାଙ୍କ ଦର୍ଶନ କରିଛନ୍ତି। ଆଜିଠାରୁ ରାମଲାଲା…

ଦିଲ୍ଲୀ, ନଏଡା, ଗାଜିଆବାଦରେ ଭୂକମ୍ପ

ନୂଆଦିଲ୍ଲୀ,୨୩।୧: ସୋମବାର ରାତିରେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଏନସିଆରର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଭୟଭୀତ ହୋଇ ପଡିଥିଲେ। ରାତିରେ ଘଟିଥିବା ଭୂକମ୍ପ ପରେ ଅନେକ ଲୋକ ରାସ୍ତାରେ ବୁଲୁଥିବା ଦେଖଇବାକୁ ମିଳିଥିଲା। ଜାତୀୟ ଭୂକମ୍ପ…

ବାସଭବନରେ ଦୀପ ଜଳାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧: ସୋମବାର ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ସମାପ୍ତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ଦୀପ ଜାଳିଛନ୍ତି। ଏଥିସହ ରାମଜ୍ୟୋତି ପ୍ରଜ୍ଜଳିତ କରି ନିଜ ଘରେ ରାମଲାଲାଙ୍କୁ ସ୍ବାଗତ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି…

ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଘୋଷଣା କଲେ ମୋଦି, ୧ କୋଟି ଘରେ ଲାଗିବ ସୋଲାର, ଏହି ମାନେ ହେବେ ଉପକୃତ

ନୂଆଦିଲ୍ଲୀ,୨୨।୧: ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ସୋଲାର ଯୋଜନା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶବାସୀଙ୍କ ଘର ଛାତରେ ସୋଲାର ସିଷ୍ଟମ ରହିବା ଉଚିତ୍‌। ପିଏମ ମୋଦିଙ୍କ…

ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଲେ କଂଗ୍ରେସ ମନ୍ତ୍ରୀ

ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନୀ ସମାରୋହରେ ହିମାଚଳ ପ୍ରଦେଶର ଜନସମ୍ପର୍କ ମନ୍ତ୍ରୀ ବିକ୍ରମଦିତ୍ୟ ସିଂ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ, ମୁଁ ଏଠାରେ ଉପସ୍ଥିତ ରହି ନିଜକୁ ଭାଗ୍ୟବାନ ମନେ କରୁଛି। ଆଜି ଦେଶ ତଥା ବିଶ୍ୱ…

‘ରାମ ଅଗ୍ନି ନୁହେଁ, ରାମ ଶକ୍ତି’, ସ୍ଥାପନ ହେଲା ରାମ ରାଜ୍ୟ, ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପରେ କହିଲେ ମୋଦି

ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ମନ୍ଦିର ପରିସରକୁ ଆସିଥିବା ଅତିଥିମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଶତାବ୍ଦୀ ଅପେକ୍ଷା କରିବା ପରେ ଆମର ରାମ ଆଜି ପହଞ୍ଚିଛନ୍ତି। ଏହି ମୁହୂର୍ତ୍ତଟି ସବୁଠାରୁ ପବିତ୍ର ଅଟେ।…

ଅଯୋଧ୍ୟାରେ ଦୁନିଆର ନଜର: ପ୍ରତିବର୍ଷ ରାମନଗରୀରେ ପହଞ୍ଚିବେ ୫ କୋଟି ଶ୍ରଦ୍ଧାଳୁ, ଆରମ୍ଭ ହେବ ଅର୍ଥନୈତିକ ପ୍ରବାହ

ନୂଆଦିଲ୍ଲୀ,୨୨।୧: ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ଭଗବାନ ଶ୍ରୀ ରାମ ବିରାଜମାନ କରିଛନ୍ତି। ଏହି ମୁହୂର୍ତ୍ତର ଅଲୌକିକତା କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିଥିଲା। ରାମ ମନ୍ଦିରର ଉଦଘାଟନ ଲୋକଙ୍କ ବିଶ୍ୱାସର ମୁଖ୍ୟ କେନ୍ଦ୍ର ହୋଇଥିବାବେଳେ ୮୫,୦୦୦ କୋଟି…

ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତି ଭଗବାନ ରାମଲାଲାଙ୍କ ପୂଜାରେ ଉପସ୍ଥିତ ଅଛନ୍ତି। ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ପିଏମ ମୋଦି କ୍ରିମ ରଙ୍ଗର କୁର୍ତ୍ତା…

Video: ଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅଯୋଧ୍ୟାରେ ଥିବା ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ରାମ ଲାଲା ମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସମଗ୍ର ଦେଶ ଉତ୍ସବମୁଖର ଥିଲା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଭିରେ ପ୍ରାଣ ପ୍ରତିଷ୍ଠା…

ଭାରତରେ ପ୍ରତିବର୍ଷ ଏକ କୋଟିରୁ ଅଧିକ ଲୋକ କରୁଛନ୍ତି ବିବାହ: ଖର୍ଚ୍ଚ ହେଉଛି ୧୧ ଲକ୍ଷ କୋଟିରୁ ବେଶୀ…

ନୂଆଦିଲ୍ଲୀ,୨୨।୧: ପରିସଂଖ୍ୟାନ ଦର୍ଶାଉଛି ପ୍ରତିବର୍ଷ ଭାରତରେ କୋଟିଏରୁ ଅଧିକ ଲୋକ ବିବାହ କରନ୍ତି, ଯାହା ଦେଶର ସାଂସ୍କୃତିକ ବିବିଧତା ଏବଂ ରୀତିନୀତିର ରଙ୍ଗୀନ ଚିତ୍ର ଉପସ୍ଥାପନ କରିଥାଏ। ପ୍ରତ୍ୟେକ ଜାତି, ଧର୍ମ ଏବଂ ଅଞ୍ଚଳର କାହାଣୀ ଅଲଗା ଅଲଗା ହୋଇଥାଏ। ପ୍ରତ୍ୟେକ…

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମ୍ପନ୍ନ: ଜାଣନ୍ତୁ ଏହି ଦିବ୍ୟମୁହୂର୍ତ୍ତବେଳେ କିଏ ଥିଲେ ଉପସ୍ଥିତ

ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତି ଭଗବାନ ରାମଲାଲାଙ୍କ ପୂଜାରେ ଜଡିତ ଅଛନ୍ତି। ଆରଏସଏସ ମୁଖ୍ୟ ମୋହନ ଭଗବତ, ୟୁପି ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ, ଯୋଗୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri