Home Middle

ବିଜେପୁର ଉପନିର୍ବାଚନ: ନବୀନଙ୍କୁ ଟପିଲେ ରୀତା

ବରଗଡ଼ ଅଫିସ/ପଦ୍ମପୁର,୨୪।୧୦- ଚଳିତ ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ରେକର୍ଡ ସୃଷ୍ଟି ଦିଗରେ ଅଗ୍ରସର ହେଉଛନ୍ତି। ଏପରିକି ଗତ ସାଧାରଣ ନିର୍ବାଚନରେ…

6 years ago

ହରିୟାଣାରେ କର୍ନାଟକ ଭଳି ଗେମ୍‌ ପ୍ଲାନ୍‌: ଚୌତାଲା ହେବେ କି ଦ୍ୱିତୀୟ କୁମାରସ୍ବାମୀ ?

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଆସିବାକୁ ବାକିଥିବା ବେଳେ ଏବେ ସେଠାରେ ତ୍ରିଶଙ୍କୁ ସରକାର ଗଠନ ହେବ ବୋଲି ଅନୁମାନ କରାଯାଉଛି। ଯଦି ଏହା ହୁଏ…

6 years ago

ବିଜେପୁର ଉପନିର୍ବାଚନ LIVE UPDATE: ଦ୍ୱାଦଶ ରାଉଣ୍ଡ ସୁଦ୍ଧା ବିଜେଡି ୫୯,୬୬୬ ଭୋଟରେ ଆଗୁଆ

ବରଗଡ଼ ଅଫିସ/ପଦ୍ମପୁର,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟ ଗଣତି ଗୁରୁବାର ସକାଳୁ ଜାରି ରହିଛି। ଦ୍ୱାଦଶ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ୫୯,୬୬୬…

6 years ago

ଏକ୍‌ଜିଟ୍‌ ପୋଲ୍‌ ଭୁଲ୍‌ ସାବ୍ୟସ୍ତ ହେଲା: ଖଟ୍ଟରଙ୍କୁ ଦିଲ୍ଲୀ ଡାକରା

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ରାଜ୍ୟରେ ଭାଜପା ବହୁମତ ପାଇବା ଆଶା କ୍ଷୀଣ ହେବାରେ ଲାଗିଛି। ଏକ୍‌ଜିଟ୍‌ ପୋଲ୍‌ରେ ଭାଜପା ରାଜ୍ୟରେ…

6 years ago

ମୁଖ୍ୟମନ୍ତ୍ରୀ ପଦ ଦିଅ ସମର୍ଥନ ନିଅ: ଜେଜେପି

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନର ଭୋଟଗଣତି ଜାରି ରହିଛି। ଏଠାରେ ଭାଜପା ବହୁମତ ହାସଲଠାରୁ ପଛରେ ପଡ଼ିଛି। ଅପରପକ୍ଷରେ କଂଗ୍ରେସ ଶାସକ ଦଳ ସହିତ କଡ଼ା ମୁକାବିଲା…

6 years ago

ବିଜୟ ପୂର୍ବରୁ ଭାଜପା କାର୍ଯ୍ୟାଳୟରେ ଲଡୁ ପ୍ରସ୍ତୁତ

ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଗଣତି ପରେ ଉତ୍ସାହିତ ହୋଇ ପଡିଛି ଭାରତୀୟ ଜନତା ପାର୍ଟି(ଭାଜପା)। ବିଜୟକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ବିଜୟ ଉତ୍ସବ ପାଳନ…

6 years ago

ବିଜେପୁର ଉପନିର୍ବାଚନ: ଚତୁର୍ଥ ରାଉଣ୍ଡ ସୁଦ୍ଧା ୨୩ହଜାର ୩୬୫ ଭୋଟରେ ବିଜେଡି ଆଗରେ

ବରଗଡ଼ ଅଫିସ/ପଦ୍ମପୁର,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡିର ପ୍ରାର୍ଥୀ ରୀତା ସାହୁ ୨୩ ହଜାର ୩୬୫…

6 years ago

ରାଜ୍ୟରେ ପ୍ରବଳ ବର୍ଷା: ୭ଟି ଜିଲାରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୨୪।୧୦(ବ୍ୟୁରୋ):ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ଚାରିଆଡେ ଜଳମଗ୍ନ ହୋଇପଡିଛି। ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ…

6 years ago

ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଉପରେ ଗ୍ରେନେଡ୍‌ ମାଡ଼

ଶ୍ରୀନଗର,୨୪।୧୦: ଜମ୍ମୁ-କଶ୍ମୀର କୁଲଗାମ୍‌ରେ ଥିବା ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଉପରେ ଗ୍ରେନେଡ୍‌ ମାଡ଼ ହୋଇଛି। ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀ ଘଟଣାସ୍ଥଳକୁ ଘେରି ରହିବା ସହିତ…

6 years ago

ହରିୟାଣାରେ ତ୍ରିଶଙ୍କୁ ସରକାର ସମ୍ଭାବନା: ଛୋଟ ଦଳ ସାଜିବେ କିଙ୍ଗ୍‌ ମେକର

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରୁ ଏଠାରେ ତ୍ରିଶଙ୍କୁ ସରକାର ଗଠନର ସମ୍ଭାବନା ସୃଷ୍ଟି ହୋଇଛି। ଭାଜପା…

6 years ago