Categories: ଜାତୀୟ

ହରିୟାଣାରେ ତ୍ରିଶଙ୍କୁ ସରକାର ସମ୍ଭାବନା: ଛୋଟ ଦଳ ସାଜିବେ କିଙ୍ଗ୍‌ ମେକର

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରୁ ଏଠାରେ ତ୍ରିଶଙ୍କୁ ସରକାର ଗଠନର ସମ୍ଭାବନା ସୃଷ୍ଟି ହୋଇଛି। ଭାଜପା ସହିତ କଂଗ୍ରେସ କଡ଼ା ମୁକାବିଲା କରୁଥିବାବେଳେ ସରକାର ଗଠନ ପାଇଁ ଛୋଟ ଦଳ ଗୁଡ଼ିକ କିଙ୍ଗ୍‌ ମେକର ସାଜିବାର ଆଶା ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share