ନୂଆଦିଲ୍ଲୀ,୩୧।୧୦ : ସୂର୍ଯ୍ୟ ପରାଗ ପରେ ଏବେ ନଭେମ୍ବର ୮(ମଙ୍ଗଳବାର)ରେ ଦେବ ଦୀପାବଳିରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ସୂର୍ଯ୍ୟପରାଗର ୧୫ ଦିନ ପରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ…
ମାନିଲା,୩୧।୧୦ : ଫିଲିପାଇନ୍ସର ପ୍ରବଳ ଟ୍ରପିକାଲ ଝଡ ପାଙ୍ଗ (ନାଲ୍ଗେ) ରେ ମୃତ୍ୟୁ ସଂଖ୍ୟା ୯୮କୁ ବୃଦ୍ଧି ପାଇଛି। ଫିଲିପାଇନ୍ସ ମିଡିଆ ରିପୋର୍ଟ ଅନୁଯାୟୀ, ଜାତୀୟ ବିପର୍ଯ୍ୟୟ…
ନୂଆଦିଲ୍ଲୀ, ୩୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ…
ଶ୍ରୀନଗର,୩୧।୧୦ : ଜମ୍ମୁ-କଶ୍ମୀର ପୋଲିସ ୟୁରୋପରୁ ପରିଚାଳିତ ଏକ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଥିବା ଦାବି କରିଛି। ଜମ୍ମୁରେ ଡ୍ରୋନ ସାହାଯ୍ୟରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ…
ଆଙ୍କରା,୩୧।୧୦ : ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ ଏକ ନୂତନ ସମ୍ବିଧାନର ପ୍ରତିଶ୍ରୁତି ଦେଇଛନ୍ତି। ଆଙ୍କରାରେ ନିଜ ଭାଷଣରେ ନାଗରିକଙ୍କ ଅଧିକାର ଏବଂ ସ୍ବାଧୀନତାକୁ ନିଶ୍ଚିତ…
ଗାନ୍ଧିନଗର,୩୧ ।୧୦: ସର୍ଦ୍ଦାର ପଟେଲଙ୍କ ୧୪୭ ତମ ଜୟନ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି…
ମସ୍କୋ,୩୧।୧୦ : ଖାଦ୍ୟଶସ୍ୟ ଯୋଗାଣ ଚୁକ୍ତିରେ ଅଂଶଗ୍ରହଣକୁ ସ୍ଥଗିତ ରଖିବାକୁ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି। ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ସେବାଷ୍ଟୋପୋଲ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୩୧।୧୦ : ରଣନୈତିକ ଦୃଷ୍ଟିକୋଣରୁ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସ୍ଥିରତା ପାଇଁ ଭାରତର ଭୂମିକାକୁ ବୃଦ୍ଧି କରାଇବାକୁ ଆମେରିକା ସହଯୋଗ କରିବ। ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ…
ବ୍ରାସିଲିଆ,୩୧।୧୦: ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନରେ ବାମପନ୍ଥୀ ୱାର୍କର୍ସ ପାର୍ଟିର ଲୁଇଜ ଇନାସିଓ ଲୁଲା ଡା ସିଲଭା ବିଜୟ ହାସଲ କରିଛନ୍ତି। ସେ ବର୍ତ୍ତମାନର ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କୁ…
ଭୁବନେଶ୍ୱର/କୋରାପୁଟ,୩୧ା୧୦(ବ୍ୟୁରୋ/ନି.ପ୍ର.):କୋରାପୁଟ ଜିଲାବାସୀଙ୍କ ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ସୋମବାର ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ଜୟପୁର ବିମାନବନ୍ଦରକୁ ନିୟମିତ ବିମାନ ଉଡ଼ାଣ ଆରମ୍ଭ ହେବ।…