ଯାଜପୁରରେ ଭୟଙ୍କର ଦୃଶ୍ୟ: ମହିଳାଙ୍କୁ ନଦୀକୂଳରୁ ଝାମ୍ପିନେଲା କୁମ୍ଭୀର
ବରୀ,୬।୧୦(ମହେନ୍ଦ୍ର ସ୍ବାଇଁ): ବନ୍ୟାଜଳ କମ ଥାଇ ସୁଦ୍ଧା ବିଭିନ୍ନ ନଦୀରେ କୁମ୍ଭୀର ମାନଙ୍କର ଆତଙ୍କ ଦେଖିବାକୁ ମିଳିଛି। ସୋମବାର ଅପରାହ୍ନରେ ବରୀ ବ୍ଲକ ବୋଦୁଅ ପଞ୍ଚାୟତ ଅଧୀନ କନ୍ତିଆ ଗ୍ରାମର ମହଲା ସାହିର ସୌଦାମିନୀ ମହଲା(୫୭) ନଦୀକୁ ଶୌଚ ହେବାକୁ ଯାଇଥିବା…
ସଲଣ୍ଡିଆମୁଣ୍ଡା ଚଳଚଞ୍ଚଳ: ଗଜଲକ୍ଷ୍ମୀ ପୂଜାରେ ଉଠୁଛି ପଡ଼ୁଛି…
ରିଷିଡା,୬।୧୦(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ସଲଣ୍ଡିଆମୁଣ୍ଡାଠାରେ ଚତୁଃର୍ଦ୍ଦଶ ତମ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି । ରବିବାର ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ।ସୋମବାର ସକାଳୁ ପୂଜା ଆରମ୍ଭ ହୋଇଛି। କର୍ତ୍ତା ଭାବେ ବରିଷ୍ଠ ସାମ୍ବାଦିକ ନରୋତ୍ତମ…
ବିହାର ନିର୍ବାଚନ ପୂର୍ବରୁ ଆସିଲା ଆଶ୍ଚର୍ଯ୍ୟଜନକ ସର୍ଭେ, ମହାଗଠବନ୍ଧନକୁ ବଡ଼ ଝଟକା, NDAକୁ ମିଳିବ ଏତେ ସିଟ୍
ନୂଆଦିଲ୍ଲୀ,୬।୧୦: ବିହାର ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଏକ ମତାମତ ସର୍ଭେ କରାଯାଇଥିଲା। ଏହି ସର୍ଭେ ଅନୁଯାୟୀ, ବିହାରରେ NDAର ପ୍ରଭାବ ଅଧିକ ଥିବା ଜଣାପଡ଼ିଛି। ଲୋକମାନେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାର୍ଯ୍ୟକୁ ସମର୍ଥନ କରୁଥିବା ପରି…
ପୋଲିସ SI ପରୀକ୍ଷା ଜାଲିଆତି: ବାଲେଶ୍ୱରରୁ ଆଉ ଜଣେ ଅଭିଯୁକ୍ତ ଗିରଫ
ବାଲେଶ୍ୱର,୬ା୧୦(ବାଞ୍ଛାନିଧି ଦେ): ବହୁଚର୍ଚ୍ଚିତ ପୋଲିସ ଏସ୍ଆଇ ପରୀକ୍ଷା ନିଯୁକ୍ତି ଜାଲିଆତି ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତନାଘନା ଜାରି ରହିଛି। ତଦନ୍ତ ଯେତେ ଆଗକୁ ଯାଉଛି, ରହସ୍ୟ ସେତେ ପଦାକୁ ଆସୁଛି। ରାକେଟ୍ର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଫେରାର ଥିବାବେଳେ ତାଙ୍କର ସବୁ…
ଭାରତ ବିପକ୍ଷ ମ୍ୟାଚରେ କ୍ରୋଧ ଦେଖାଇବା ପାକିସ୍ତାନୀ ଖେଳାଳିଙ୍କୁ ପଡିଲା ମହଙ୍ଗା, ICC ଶୁଣାଇଲା କଠୋର ଦଣ୍ଡ
ନୂଆଦିଲ୍ଲୀ,୬।୧୦: ଆଇସିସି ଆଚରଣ ସଂହିତା ଉଲ୍ଲଂଘନ କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପାକିସ୍ତାନୀ କ୍ରିକେଟର ସିଦ୍ରା ଅମିନଙ୍କୁ ଦଣ୍ଡିତ କରିଛି। ଗତ ରବିବାର, ଭାରତ ବନାମ ପାକିସ୍ତାନ ମହିଳା ବିଶ୍ୱକପ ମ୍ୟାଚ ସମୟରେ, ଭାରତ ୮୮ ରନରେ ବିଜୟୀ ହୋଇଥିଲା।…
‘ମୁଁ ଅଧିନାୟକ ହେବାକୁ ଚାହୁଁଛି’, ଶୁଭମନ ଗିଲ ODI ଅଧିନାୟକ ହେବା ପରେ ଏମିତି କହିଲେ ଏହି ଯୁବ ଖେଳାଳି
ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଅନେକ ପରିବର୍ତ୍ତନ ଅନୁଭବ କରୁଛି। ଅନେକ ଅଭିଜ୍ଞ ଖେଳାଳି ବିଭିନ୍ନ ଫର୍ମାଟରୁ ଅବସର ନେଇସାରିଛନ୍ତି। ଭାରତୀୟ ଅଧିନାୟକତ୍ୱରେ ମଧ୍ୟ ପରିବର୍ତ୍ତନ ଘଟୁଛି। ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟରୁ ଅବସର ପରେ, ଶୁଭମନ ଗିଲଙ୍କୁ ପ୍ରଥମେ…
ଜିଲାର ନାଁ ରଖିଲେ ପ୍ରମୋଦ: ଦୁର୍ଗମରୁ ଯାଇ ଦିଲ୍ଲୀରେ ପାଇଲେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାପତ୍ର
ତୁମୁଡିବନ୍ଧ, ୬।୧୦(ଦୀପକ କୁମାର ପରାସେଠ): ଦୁର୍ଗମରୁ ଯାଇ ଦିଲ୍ଲୀରେ ପାଇଲେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାପତ୍ର । ଆଇଟିଆଇ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ଦୁର୍ଗମ ପଞ୍ଚାୟତ ଲଙ୍କାଗଡ଼ର ସୁନା…
ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ ତାରିଖ ଘୋଷଣା: ବିଳମ୍ବ କଲେ ଏତେ ଟଙ୍କା ଫାଇନ୍
ଭୁବନେଶ୍ୱର,୬।୧୦: ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ ନେଇ CHSE ତାରିଖ ଘୋଷଣା କରିଛି। ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୨୦ରୁ ନଭେମ୍ବର ୬ ଭିତରେ ଫର୍ମ ଭରିବେ। ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୧୩ରୁ ୨୫ ଭିତରେ ଫର୍ମଫିଲପ କରିବେ। ତେବେ ଫର୍ମଫିଲପ…
ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ, ଚିକିତ୍ସାଳୟରେ ଆରମ୍ଭ ହେଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ, ପନ୍ଦର ଦିନ ଧରି…
ବଲାଙ୍ଗୀର, ୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର, ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସୋମବାର ଶାରଦୀୟ ବିରେଚନ ପକ୍ଷ ଉଦ୍ଘାଟନ ହୋଇଯାଇଛି । ରବିବାର ପଞ୍ଚକର୍ମ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ଶାରଦୀୟ ବିରେଚନ ପକ୍ଷକୁ ଅଧ୍ୟକ୍ଷ ପ୍ରଫେସର ଡାକ୍ତର…
ଏହି କାରଣ ପାଇଁ ରୋହିତଙ୍କୁ ଅଧିନାୟକ ପଦରୁ ହଟାଗଲା! ଚାଞ୍ଚଲ୍ୟକର ଖୁଲାସା କରିଦେଲେ…
ନୂଆଦିଲ୍ଲୀ,୬।୧୦: ରୋହିତ ଶର୍ମାଙ୍କ ଟେଷ୍ଟ ଅବସର ପରେ, ଶୁଭମନ ଗିଲ ନୂତନ ଅଧିନାୟକ ହୋଇଥିଲେ। ଏବେ, ODI ଦଳର ଅଧିନାୟକତ୍ୱ ଦାୟିତ୍ୱ ମଧ୍ୟ ଗିଲଙ୍କ କାନ୍ଧରେ ଅଛି। ଅନେକ ପ୍ରଶଂସକ ଏବଂ କ୍ରିକେଟ ବିଶେଷଜ୍ଞ ରୋହିତଙ୍କ ଅଧିନାୟକତ୍ୱରୁ ହଟାଇବା ନେଇ ଏବେ…
ବାଇକ୍କୁ ଧକ୍କାଦେଇ ଗଛରେ ପିଟିହେଲା ବସ୍, ଗୋଟିଏ ପରିବାରର ଜଣେ ମୃତ, ୪ ଆହତ
ଲକ୍ଷ୍ମୀପୁର,୬ା୧୦(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ନଂ ୩୨୬ ଜାତୀୟ ରାଜପଥ କାକିରିଗୁମା ଥାନା ଅଧିନସ୍ଥ ଡି.ପଞ୍ଚଡ଼ା ଛକ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଏହି ଦୁର୍ଘଟଣାରେ ଗୋଟିଏ ପରିବାରରଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ…
ଚୌକା-ଛକା ବର୍ଷା କଲେ ରାହୁଲ ଦ୍ରାଭିଡଙ୍କ ପୁଅ: ଧମାକା ପରେ ମିଳିଲା ବଡ଼ ପୁରସ୍କାର
ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟର ‘ଦ ଓ୍ବାଲ୍’ ଭାବରେ ଜଣାଶୁଣା ରାହୁଲ ଦ୍ରାବିଡ ତାଙ୍କ କ୍ୟାରିୟରରେ ଅଗଣିତ ରେକର୍ଡ ସ୍ଥାପନ କରିଥିଲେ। କିନ୍ତୁ ଏବେ ତାଙ୍କ ପୁଅ ଅନଭୟ ଦ୍ରାବିଡ ମଧ୍ୟ କ୍ରିକେଟ ଜଗତରେ ନିଜର ଛାପ ସୃଷ୍ଟି କରୁଛନ୍ତି। ଅନଭୟଙ୍କୁ କର୍ନାଟକ…
Archives


