Home Left

କ୍ୱିଭ୍‌ ଉପାନ୍ତରୁ ରୁଷିଆ ବେଦଖଲ

କ୍ୱିଭ୍‌, ୨୩ା୩: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଙ୍ଗଳବାର ୨୭ ଦିନରେ ପହଞ୍ଚିଥିବା ବେଳେ ଲଢ଼େଇ ଥମିବାର କୌଣସି ଉପାୟ ବାହାରିପାରିନାହିଁ। ଉଭୟ ପକ୍ଷଙ୍କ ପ୍ରତିନିଧି ପୂର୍ବରୁ ସ୍ଥଗିତ ଥିବା ଆଲୋଚନା ସୋମବାର ଆଗେଇ ନେଇଥିଲେ ହେଁ ଯୁଦ୍ଧବିରତି ଦିଗରେ ଏହା ସଫଳ ହୋଇପାରିନାହିଁ।…

କଂଗ୍ରେସ କଶ୍ମୀରବାସୀଙ୍କ ଭାବନାକୁ ବୁଝି ପାରୁନାହିଁ: ବିକ୍ରମାଦିତ୍ୟ ସିଂ

ନୂଆଦିଲ୍ଲୀ,୨୩ ।୩: ଦେଶ ସ୍ୱାଧିନତା ସମୟରେ ଜମ୍ମୁ-କଶ୍ମୀରର ମହାରାଜା ଥିବା ହରି ସିଂଙ୍କ ନାତି ବିକ୍ରମାଦିତ୍ୟ ସିଂ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତାଙ୍କ ପିତା କର୍ନ ସିଂ କଂଗ୍ରେସର ଜଣେ ବରିଷ୍ଠ ନେତା । ବିକ୍ରମାଦିତ୍ୟ ସିଂ ମଙ୍ଗଳବାର…

ସୋନିଆଙ୍କୁ ଭେଟିଲେ ଜି-୨୩ ନେତା

ନୂଆଦିଲ୍ଲୀ,୨୩ା୩: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ‘ଜି-୨୩’ ନେତାମାନେ ସାକ୍ଷାତ୍‌ କରିଛନ୍ତି। ଜି-୨୩ ହେଉଛି କଂଗ୍ରେସରେ ସାଙ୍ଗଠନିକ ପରିବର୍ତ୍ତନ ଦାବି କରୁଥିବା ଅସନ୍ତୁଷ୍ଟ ଗୋଷ୍ଠୀ। ନିକଟରେ ଏହି ଗୋଷ୍ଠୀର ବରିଷ୍ଠ ନେତା ଗୁଲାମନବୀ ଆଜାଦ ସୋନିଆଙ୍କୁ ଭେଟିଥିବାବେଳେ ମଙ୍ଗଳବାର ରାଜ୍ୟ ସଭାର…

୧୨ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜଧାନୀରେ ଶାନ୍ତିଶୃଙ୍ଖଳାର ସହ ପୌର ନିର୍ବାଚନ ସମ୍ପନ୍ନ ନିମନ୍ତେ ମଡେଲ କୋଡ୍‌ ଅଫ କଣ୍ଡକ୍ଟ ଲାଗୁ ହେବା ପରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲା ତରଫରୁ ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ ଆରମ୍ଭ ହୋଇଛି। ଫେବୃୟାରୀ ୫ରୁ ଏହି ଡ୍ରାଇଭ ଆରମ୍ଭ…

କଂଗ୍ରେସ ଛାଡ଼ିଲେ କରଣ ସିଂଙ୍କ ପୁଅ

ନୂଆଦିଲ୍ଲୀ,୨୩ା୩: ଜମ୍ମୁ-କଶ୍ମୀରର ପ୍ରଥମ ରାଜ୍ୟପାଳ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କରଣ ସିଂଙ୍କ ପୁଅ ବିକ୍ରମାଦିତ୍ୟ ସିଂ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ କଂଗ୍ରେସ ତୃଣମୂଳ ସ୍ତରରେ ବାସ୍ତବତାରୁ ବହୁ ଦୂରରେ ଥିବା ଦର୍ଶାଇ ସେ ଦଳ ଛାଡ଼ିଥିବା ଟୁଇଟରରେ ଦର୍ଶାଇଛନ୍ତି।…

ଏଣିକି ଦେଶରେ ଏକକ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ଏଣିକି କଲେଜରେ ନାମଲେଖା ପାଇଁ ସାରା ଦେଶରେ ଏକକ ପ୍ରବେଶିକା ପରୀକ୍ଷା ହେବ। ଆଉ ଦ୍ୱାଦଶ ଶ୍ରେଣୀର ମାର୍କ ଭିତ୍ତିରେ ଛାତ୍ରୀଛାତ୍ରଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ। ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ…

ଅଯୋଧ୍ୟା ଗଲା ସୀତାକୁଣ୍ଡ ଜଳ

ମାଲକାନଗିରି/କୋରାପୁଟ,୨୩ା୩ (ଡି.ଏନ୍‌.ଏ./ସ୍ବ.ପ୍ର.): ମଙ୍ଗଳବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମାଲକାନଗିରି ଜିଲା ଖଇରପୁଟ ବ୍ଲକର ବଣ୍ଡାଘାଟି ଗସ୍ତ କରିଛନ୍ତି। ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମମନ୍ଦିର ପାଇଁ ରାଜ୍ୟପାଳ ମୁଦୁଲିପଡ଼ାରେ ଥିବା ସୀତାକୁଣ୍ଡରୁ ଜଳ ସଂଗ୍ରହ କରିଛନ୍ତି। ଉକ୍ତ ଜଳକଳସ ରାମନବମୀ ଦିନ…

ମଲାଇକାଙ୍କ ପ୍ରେରଣା ଅର୍ଜୁନ

ମୁମ୍ବାଇ: ବି’ ଟାଉନ୍‌ରେ ଫିଟ୍‌ନେଶ୍‌ କଥା ଉଠିଲେ ଆଖି ଆଗକୁ ଚାଲିଆସନ୍ତି ମଲାଇକା ଅରୋରା। ୪୮ ବର୍ଷୀୟା ମଲାଇକା ନିଜ ଫିଟ୍‌ନେଶ୍‌ ଓ ଜିରୋ ଫିଗର୍‌ ପାଇଁ ଜଣାଯାଉଥିବାବେଳେ ଏଥିଲାଗି ସେ ତାଙ୍କର ସବୁ ଶ୍ରେୟ ବୟଫ୍ରେଣ୍ଡ ଅର୍ଜୁନଙ୍କୁ ଦେଇଛନ୍ତି। ମଲାଇକା…

ସ୍କୁଲ ବାରଣ୍ଡାରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ନୂଆଗାଁ,୨୩।୩(ଡି.ଏନ.ଏ.): ଅନୁଦାନ ଆସିଛି ହେଲେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ ହୋଇପାରୁନାହିଁ। ଫଳରେ ସ୍କୁଲ ବାରଣ୍ଡାରେ ଚାଲିଛି କେନ୍ଦ୍ର। ଏଥିସହିତ ଉକ୍ତ କେନ୍ଦ୍ର ପକ୍ଷରୁ ପ୍ରତିଦିନ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସେହି ସ୍କୁଲ ବାରଣ୍ଡାରେ ହିଁ ଚାଲିଛି। ମଙ୍ଗଳବାର ମମତା ଦିବସ ମଧ୍ୟ…

ପ୍ରଚାର ଶେଷ, ଏଥର ଭୋଟ ପ୍ରସ୍ତୁତ

ନୟାଗଡ଼ ଅଫିସ, ୨୩।୩: ପୌର ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାର ଶେଷ ହୋଇଛି । ୨୪ରେ ଭୋଟ ଗ୍ରହଣ ହେବ। ସେଥିପାଇଁ ଜିଲା ପ୍ରଶାସନଠାରୁ ଆରମ୍ଭ କରି ପ୍ରାର୍ଥୀ ଓ ନେତାମାନେ ପ୍ରସ୍ତୁତ ହେଉଛନ୍ତି ା ଆଉ ମାତ୍ର ଗୋଟିଏ ଦିନ…

ବୀରଭୂମୀ ହିଂସା ପରେ ଘର ଛାଡୁଛନ୍ତି ଲୋକେ

କୋଲକାତା,୨୩ ।୩: ପଶ୍ଚିମବଙ୍ଗର ବୀରଭୂମୀରେ ତ୍ରୁଣମୂଳ କଂଗ୍ରେସ ନେତା ଭାଦୁ ଶେଖଙ୍କୁ ହତ୍ୟା କରାଯିବା ପରେ ୮ ଜଣଙ୍କୁ ଜୀବନ୍ତ ଜଳାଇ ଦିଆଯାଇଛି । ଏହି ଘଟଣା ପରେ ବୀରଭୂମୀ ଜିଲା ବାଗୁଟି ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।…

ଆରମ୍ଭ ହେଲା ତୈଳ ଝଟକା

ନୂଆଦିଲ୍ଲୀ,୨୩ା୩: ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଉଥିବା ବେଳେ ଭାରତୀୟ ବଜାରରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୪ ମାସରୁ ଊର୍ଦ୍ଧ୍ୱ ସମୟ ଧରି ସ୍ଥିର ରହିଥିଲା। ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବାରୁ ସରକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri