CSKରୁ ବିଦା, MIରେ ଏଣ୍ଟ୍ରି? ଆଇପିଏଲ୍ ପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କ ଫଟୋକୁ ନେଇ…
ନୂଆଦିଲ୍ଲୀ,୭।୧୦: କ୍ରିକେଟ ଜଗତର ସବୁଠାରୁ ଲୋକପ୍ରିୟ ଖେଳାଳିମାନଙ୍କ ମଧ୍ୟରୁ ଜଣେ ହେଲେ ମହେନ୍ଦ୍ର ସିଂହ ଧୋନୀ। ସୋସିଆଲ ମିଡିଆରେ ସେ କମ ଆକ୍ଟିଭ। ଏମିତିରେ ତାଙ୍କର ଏକ ଫଟୋ ଏବେ ବେଶ ଭାଇରାଲ ହେଉଛି, ଯାହା ଚେନ୍ନାଇ ସୁପର୍ କିଙ୍ଗ୍ସର ପ୍ରଶଂସକଙ୍କର…
ଅଧିନାୟକ ପଦ ଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରୋହିତ ଶର୍ମା, ‘ଲୋକମାନେ ବହୁତ…’
ମୁମ୍ବାଇ,୭।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକତ୍ୱରୁ ରୋହିତ ଶର୍ମାଙ୍କୁ ହଟାଇବା ପରେ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଦିନିକିଆ ସିରିଜ ନେଇ ସେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ବିସିସିଆଇ ଶୁଭମାନ ଗିଲଙ୍କୁ ନୂଆ ଦିନିକିଆ ଅଧିନାୟକ ଏବଂ ଶ୍ରେୟସ ଆୟାରଙ୍କୁ ଉପଅଧିନାୟକ ଭାବେ…
ଜାଣିଛନ୍ତି କି… ଗଣିତରେ କାହିଁକି ମିଳେ ନାହିଁ ନୋବେଲ ପୁରସ୍କାର?
ନୂଆଦିଲ୍ଲୀ,୭।୧୦: ସାରା ବିଶ୍ୱରେ ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ମଧ୍ୟରୁ ଗୋଟିଏ ହେଲା ନୋବେଲ ପୁରସ୍କାର। ଏନେଇ ଘୋଷଣା ଆରମ୍ଭ ହୋଇଛି। ୬ ଟି ବିଷୟରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସେଗୁଡ଼ିକ ହେଲା ଶାନ୍ତି, ସାହିତ୍ୟ, ସାଇକୋଲୋଜି(ମନୋବିଜ୍ଞାନ) ନଚେତ ମେଡିସିନ, ଫିଜିକ୍ସ(ଭୌତିକ…
ହିମାଚଳ ପ୍ରଦେଶରେ ବଡ଼ ବସ ଦୁର୍ଘଟଣା: ୧୫ ଜଣଙ୍କର ମୃତ୍ୟୁ
ବିଲାସପୁର,୭।୧୦: ହିମାଚଳ ପ୍ରଦେଶରେ ବଡ଼ ବସ୍ ଦୁର୍ଘଟଣା। ବିଲାସପୁର ଜିଲାରେ ଏକ ଭୟଙ୍କର ଦୁର୍ଘଟଣା ହୋଇଛି। ବଲ୍ଲୁ ବ୍ରିଜ ନିକଟରେ ଭୂସ୍ଖଳନ ଯୋଗୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ପାହାଡରୁ ବସ ଉପରେ ପଥର ଓ ମାଟି ଅତଡା ଖସି ପଡ଼ିବାରୁ…
ଓଡ଼ିଶାରେ ଜଣେ ବ୍ୟାଚଲର କେତେ ଜମି କିିଣିପାରିବେ? ଆସିଲା ବଡ଼ ଅପଡେଟ୍!
ଭୁବନେଶ୍ୱର,୭।୧୦: ଭାରତୀୟ ଲୋକଙ୍କର ସର୍ବଦା ସଞ୍ଚୟ କରିବାର ଅଭ୍ୟାସ ରହିଆସିଛି। ପ୍ରତ୍ୟେକ ବ୍ୟକ୍ତି, ତାଙ୍କ ଜୀବନରେ ଭବିଷ୍ୟତ ପିଢ଼ି ବିଷୟରେ ଚିନ୍ତା କରନ୍ତି । ପୁଞ୍ଜି ବିନିଯୋଗ ବିଷୟରେ କହିବାକୁ ଗଲେ, ସବୁବେଳେ ସୁନାରେ ନିବେଶ କରିବା ନେଇ ଲୋକମାନେ ଚିନ୍ତା…
ଗୋଟିଏ ପଦ ପାଇଁ ୧୩,୦୦୦ ଆଶାୟୀ, ଆବେଦନ କଲେ ଏକାଧିକ PhD ହୋଲଡର, ଇଞ୍ଜିନିୟର
ନୂଆଦିଲ୍ଲୀ,୭।୧୦: ମଧ୍ୟପ୍ରଦେଶରେ ପୋଲିସ କନେଷ୍ଟେବଳ ପଦ ପାଇଁ ନିଯୁକ୍ତି ଘୋଷଣା ପରେ ଚାକିରି ଆଶାୟୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ମଧ୍ୟପ୍ରଦେଶ ଷ୍ଟାଫ ସିଲେକ୍ସନ ବୋର୍ଡ ଅନୁଯାୟୀ, ମାତ୍ର ୭,୫୦୦ କନେଷ୍ଟେବଳ ପଦ ପାଇଁ ୯.୭୬ ଲକ୍ଷ ଆବେଦନ ପ୍ରାପ୍ତ ହୋଇଛି,…
ବିହାର ନିର୍ବାଚନ ପୂର୍ବରୁ ବଡ଼ ହଲଚଲ, ଏନଡିଏ ଛାଡିବେ ଚିରାଗ!
ନୂଆଦିଲ୍ଲୀ,୭।୧୦: ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ସହିତ ରାଜନୈତିକ ମହଲ ସରଗରମ ହୋଇଉଠିଛି। ଲୋକ ଜନଶକ୍ତି ପାର୍ଟି (LJP) ନେତା ଚିରାଗ ପାସୱାନ ଏବଂ ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ…
UPIରେ ସବୁଠାରୁ ବଡ଼ ପରିବର୍ତ୍ତନ, ଏବେ ପେମେଣ୍ଟ କରିବା ପୂର୍ବରୁ…
ନୂଆଦିଲ୍ଲୀ,୭।୧୦: ଭାରତର ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମ ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରିବାକୁ ଯାଉଛି। ଲକ୍ଷ ଲକ୍ଷ ଭାରତୀୟଙ୍କ ଦ୍ୱାରା ପ୍ରତିଦିନ ବ୍ୟବହୃତ ୟୁନିଫାଏଡ ପେମେଣ୍ଟ୍ସ ଇଣ୍ଟରଫେସ (UPI) ପେମେଣ୍ଟ କରିବାର ପଦ୍ଧତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ…
ଘୁଙ୍ଗିଯୋର ପୋଲ ଉପରେ ୪ ଫୁଟ୍ର ବନ୍ୟା ଜଳ ପ୍ରବାହିତ: ଯାତାୟାତ ଠପ୍
ଅମରପାଲି,୭।୧୦(ପିତାମ୍ବର ସାହୁ): ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଲୁତୁରପଙ୍କ – ଭୁତିଆପାଲି ମଝିରେ ଯାଇଥିବା ଘୁଙ୍ଗିଯୋର ପୋଲ ଉପରେ ମଙ୍ଗଳାବର ୪ ଫୁଟ୍ର ବନ୍ୟା ଜଳ ପ୍ରବାହିତ ହେଉଛି। ମଙ୍ଗଳବାର ସକାଳୁ ବର୍ଷା ଲାଗି…
ବର୍ଷାରୁ ମିଳିବ ନାହିଁ ତ୍ରାହି: ୩୦ରୁ ୪୦ କିମି ବେଗରେ ବୋହିବ ପବନ
ଭୁବନେଶ୍ୱର,୭।୧୦: ଟ୍ରପ୍ ଲାଇନ୍ ପ୍ରଭାବରେ ଗତ ୨୪ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ଆଗାମୀ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ଏଭଳି ବର୍ଷା ଲାଗି ରହିବା ନେଇ ପାଣିପାଗ କେନ୍ଦ୍ର…
ସ୍ତ୍ରୀ ସାଜିଲା ସଇତାନ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିବାକୁ ରଚିଥିଲେ ଷଡଯନ୍ତ୍ର, ଦୁର୍ଗା ପୂଜା ରାତିରେ…
ପାଟଣା,୭।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାର ପଡ଼ା ବ୍ଲକ ମୁଖ୍ୟାଳୟରୁ ମାଟିଆ ଗୁନିକୁ ସଂଲଗ୍ନ କରୁଥିବା ରାସ୍ତାର ସାହାର ପଡ଼ା କଲେଜ ସମ୍ମୁଖ ରାସ୍ତା କଡ ବିଲରୁ ଜଣେ ବ୍ୟକ୍ତଙ୍କ ମୃତଦେହ ମିଳିଛି। ସେ ହେଲେ ମୟୂରଭଞ୍ଜ…
ଏୟାର ଇଣ୍ଡିଆ ବିମାନରେ ମାଡ଼ ହେଲା ପକ୍ଷୀ: ୧୫୮ ଜଣ ଥିଲେ ଯାତ୍ରୀ
ନୂଆଦିଲ୍ଲୀ,୭।୧୦: ଏୟାର ଇଣ୍ଡିଆର ଏକ ବିମାନ ଏକ ସାଂଘାତିକ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଗଲା। ମଙ୍ଗଳବାର କଲମ୍ବୋ-ଚେନ୍ନାଇ ବିମାନରେ ଏକ ପକ୍ଷୀ ଧକ୍କା ଦେବା ଫଳରେ ବିମାନକୁ ଜରୁରୀକାଳିନ ଅବତରଣ କରିବାକୁ ପଡିଥିଲା। ବିମାନବନ୍ଦର ଅଧିକାରୀମାନେ କହିଛନ୍ତି, ବିମାନଟି ୧୫୮ ଜଣ…
Archives


