ପୌର ଉପାଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବ ମାମଲା: ହ୍ବିପ୍ ଜାରିକଲା ବିଜେଡି, ନିର୍ଦ୍ଦେଶ ନ ମାନିଲେ…
ରାୟଗଡ଼ା,୮ା୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌରପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ୧୯ଜଣ କାଉନସିଲର ସେପ୍ଟେମ୍ବର ୧୨ ତାରିଖରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହି ମାମଲାରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ସମସ୍ତ ୧୯ଜଣ କାଉନସିଲରଙ୍କୁ ହ୍ବିପ୍ ଜାରି କରିଛନ୍ତି। ଉକ୍ତ ହ୍ବିପ୍…
ହଠାତ୍ ଛାତିରେ ହେଲା ଯନ୍ତ୍ରଣା, ଚାଲିଗଲା ଅବସରପ୍ରାପ୍ତ କିରାଣିଙ୍କ ଜୀବନ
ବଲାଙ୍ଗୀର,୮ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଇନ୍ଦିରା ନଗର ନିବାସୀ କିଶୋର କୁମାର ରାଉତ (୬୨ )ଙ୍କ ହୃଦ୍ଘାତରେ ବୁଧବାର ପରଲୋକ ହୋଇଛି। ସମ୍ବଲପୁର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ହୋଇଛି। ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲକୁ…
ଚକରା ବିଷୋୟୀ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଭୁବନେଶ୍ୱର-ଭଞ୍ଜନଗର କଡ଼ା ଟକ୍କର
ଭଞ୍ଜନଗର,୮ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡ଼ିଆରେ ବୁଧବାରଠାରୁ ରାଜ୍ୟସ୍ତରୀୟ ଚକରା ବିଷୋୟୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଭଞ୍ଜନଗର ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ପ୍ରସାଦ…
ଆଇନଜୀବୀଙ୍କ ସୁରକ୍ଷା, ଅଭିଯୁକ୍ତଙ୍କ ଗିରଫ ଦାବିରେ ଆନ୍ଦୋଳନ
ଖୋର୍ଦ୍ଧା,୮ା୧୦(ପ୍ରଭାତ ପାଣିଗ୍ରାହୀ): ବ୍ରହ୍ମପୁର ସହର ଜଣାଶୁଣା ଆଇନଜୀବୀ, ଭାଜପା ନେତା ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ଗୁଳିକାଣ୍ଡ ମାମଲା ରାଜ୍ୟ ଆଇନଜୀବୀ ପରିଷଦ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ପରିଷଦ ନିଷ୍ପତ୍ତି କ୍ରମେ ବୁଧବାର ରାଜ୍ୟ ବ୍ୟାପୀ…
ନଦୀପାରବେଳେ ପ୍ରବଳ ଜଳସ୍ରୋତରେ ଭାସିଗଲେ ଚାଷୀ
ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ନୂଆଗଡ଼ ଗ୍ରାମ ନିକଟ ଦେଇ ପ୍ରବାହିତ ଘୋଡ଼ାହାଡ ନଦୀର ପ୍ରଖର ଜଳସ୍ରୋତରେ ଭାସି ଜଣେ ଚାଷୀ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ନୂଆଗଡ଼ ଗ୍ରାମର ଅରକ୍ଷିତ ପ୍ରଧାନ…
UPI କୁ ନେଇ ଆସିଲା ବଡ଼ ଖବର, ଟଙ୍କା ନ ଥିଲେ ବି କରିପାରିବେ ପେମେଣ୍ଟ!
ନୂଆଦିଲ୍ଲୀ,୮।୧୦: ଆପଣଙ୍କ ଆକାଉଣ୍ଟରେ ଟଙ୍କା ନ ଥିଲେ ମଧ୍ୟ ଆପଣ ଆପଣଙ୍କ ଫୋନ ମାଧ୍ୟମରେ UPI ପେମେଣ୍ଟ କରିପାରିବେ? ଏହା BHIM UPI ଆପରେ ଉପଲବ୍ଧ ଏକ ବିଶେଷ ଫିଚର। BHIM UPI ଆପ ହେଉଛି ଏକ ସରକାରୀ ମାଲିକାନାରେ ଥିବା…
ପାହାଡ ଉପରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
ଗୁଣପୁର,୮l୧୦(ପ୍ରଦୀପ କୁମାର ପାଢୀ): ରାୟଗଡା ଜିଲା ରାମନାଗୁଡା ବ୍ଲକ ଗୋଗୁପାଡୁ ପଞ୍ଚାୟତର ସିକଲା ଗ୍ରାମ ନିକଟସ୍ଥ ଓଣ୍ଡରୁବାଙ୍ଗ ପାହାଡ ଉପରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ଯୁବକଙ୍କ ଶରୀରରେ ଗୁଳି ବାଜିଥିବା ଜଣାପଡ଼ିଛି। ତେବେ ଗୁଳି କିଏ ମାରିଛି…
ଆଇନଜୀବୀ ହତ୍ୟା ଘଟଣା: କଲମ ଛାଡ଼ ଆନ୍ଦୋଳନ କରି ଆଇନଜୀବୀଙ୍କ ପ୍ରତିବାଦ
ଲୋଇସିଂହା,୮ା୧୦(ସୁଶାନ୍ତ ବାରିକ): ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ଓଡ଼ିଶା ଆଇନଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ନିର୍ମମ ହତ୍ୟାର ତୀବ୍ର ପ୍ରତିବାଦ କରି ଓଡ଼ିଶା ଆଇନଜୀବୀ ପରିଷଦର ଡାକରା କ୍ରମେ ବୁଧବାର ଲୋଇସିଂହା ଓକିଲ ସଂଘ ପକ୍ଷରୁ ଦିନିକିଆ…
ପଥର କ୍ବାରିରେ ଭୟଙ୍କର ବିସ୍ଫୋରଣ: ଚାଲିଗଲା ୩ ଶ୍ରମିକଙ୍କ ଜୀବନ, ୪ ଗୁରୁତର
ଗଜପତି,୮।୧୦(ଗିରିଧାରୀ ପରିଛା): ପଥର କ୍ବାରିରେ ବିସ୍ଫୋରଣ ଜନିତ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଘଟଣାଟି ଘଟିଛି ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ମେଳିଆପୁଟି ମଣ୍ଡଳର ଗଙ୍ଗାରାଜୁ ପୁରମ ଗ୍ରାମର ରାଜଯୋଗ ପଥର ଖଣିରେ। ଆଜି…
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ଯୋଗଦେଲେ ଶତାଧିକ ରୋଗୀ
ଦାରିଙ୍ଗବାଡି,୮।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ବୁଧବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ବିଭାଗର ଡାକ୍ତରୀ ଦଳ ପହଞ୍ଚି ରୋଗୀଙ୍କୁ ପରୀକ୍ଷା…
ଚମକାଇଲେ ଚିରାଗ, ଭାଜପାକୁ ଦେଲେ ଜୋରଦାର ଝଟ୍କା
ନୂଆଦିଲ୍ଲୀ,୮।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ NDA ମଧ୍ୟରେ ଆସନ ବଣ୍ଟନ ସମ୍ପର୍କରେ ଆଲୋଚନା ତୀବ୍ର ହୋଇଛି। ଏହି ପରିପ୍ରେକ୍ଷୀରେ, ଧର୍ମେନ୍ଦ୍ର ପ୍ରଧାନ, ବିନୋଦ ତାୱଡେ ଏବଂ ମଙ୍ଗଳ ପାଣ୍ଡେ ମଙ୍ଗଳବାର ଚିରାଗ ପାସୱାନଙ୍କ ପାଟନା ବାସଭବନରେ ପହଞ୍ଚିଥିଲେ। ସେମାନେ 49…
ଯୁବକଙ୍କୁ ଘରକୁ ଡାକିଲେ ବିବାହିତା ମହିଳା, କାଟିଦେଲେ ପ୍ରାଇଭେଟ୍ ପାର୍ଟ: ଆଉ ତା’ପରେ ଘଟିଲା…
ଲକ୍ଷ୍ନୌ,୮।୧୦: ଉତ୍ତର ପ୍ରଦେଶର ଜୌନପୁରରେ, ଜଣେ ବିବାହିତ ମହିଳା ତାଙ୍କ ଗାଁର ଜଣେ ଯୁବକଙ୍କୁ ଘରକୁ ଡାକି ତାଙ୍କ ପ୍ରାଇଭେଟ୍ ପାର୍ଟ କାଟିଦେଇଛନ୍ତି। ଯୁବକ ଜଣକ ରକ୍ତାକ୍ତ ଅବସ୍ଥାରେ ପଡ଼ି ଯନ୍ତ୍ରଣାରେ ଛଟପଟ୍ ହେଉଥିଲେ। ତାଙ୍କୁ ତୁରନ୍ତ ଜିଲା ହସ୍ପିଟାଲକୁ ନିଆଯାଇଥିଲା।…
Archives


