ଯାଜପୁରରେ ଚାଞ୍ଚଲ୍ୟ: କନ୍ୟା ସନ୍ତାନ ଜନ୍ମ ଦେଲେ ନାବାଳିକା
ଯାଜପୁର, ୯ା୧୦(ହର୍ଷବର୍ଦ୍ଧନ ବେହେରା): କଳିଙ୍ଗନଗର ଥାନା ଅଞ୍ଚଳର ଜଣେ ନାବାଳିକା ଯାଜପୁର ରୋଡ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟ ଏକ ଘରୋଇ ହସ୍ପିଟାଲରେ କନ୍ୟାସନ୍ତାନ ଜନ୍ମ ଦେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ସାମାଜିକ କର୍ମୀ ଜିତେନ ବାରିକ…
ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ; ୨୦୨୫ ଶେଷବେଳକୁ କୋଟିପତି ହୋଇଯିବେ ୩ ରାଶି !
ବାବା ଭେଙ୍ଗା ୨୦୨୫ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ କରିଛନ୍ତି। ସେ ଏପରି ତିନୋଟି ରାଶି ବିଷୟରେ ମଧ୍ୟ କହିଛନ୍ତି, ଯାହାର ଲୋକମାନେ ୨୦୨୫ର ଶେଷ ୩ମାସରେ ବିଶେଷ ଲାଭ ପାଇପାରିବେ । ବାବା ଭେଙ୍ଗା କହିଛନ୍ତି ଯେ ୨୦୨୫ ଅକ୍ଟୋବରରୁ…
ଭିକ୍ଷୁକ ବୃଦ୍ଧଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ…
ସୋରଡ଼ା, ୯।୧୦ (ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଗୋଛା ପଞ୍ଚାୟତ ସର୍ଗଦାର ଗ୍ରାମ ନିକଟରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଠେଙ୍ଗାରେ ପିଟି ପିଟି ବୃଦ୍ଧାଙ୍କ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ମୃତକ ଜଣକ ସିଙ୍ଗପୁର ଗ୍ରାମର ଶିଶିର…
ରାତିରେ ଖାଇପିଇ ଶୋଇଥିଲେ ପଦ୍ମଲୋଚନ, କାମୁଡ଼ିଦେଲା ରଣାସାପ: ଆଉ ତା’ପରେ ଘଟିଲା…
ଖଇରା,୯।୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ଚାନ୍ଦଗୋଛି ଗ୍ରାମର ପଦ୍ମଲୋଚନ ପତି(୮୭) ଘରେ ଶୋଇଥିବାବେଳେ ସାପ କାମୁଡାରେ ପ୍ରାଣ ହରାଇଛନ୍ତି । ବୁଧବାର ରାତିରେ ଘରେ ଖାଇପିଇ ଶୋଇଥିବାବେଳେ ଏକ ରଣାସାପ ଦଂଶନ କରିଥିଲା। ଗୁରୁତର…
ଇସ୍ରାଏଲ-ହମାସ ଶାନ୍ତି ଯୋଜନାରେ ସହମତ, ଟ୍ରମ୍ପଙ୍କ ଘୋଷଣା ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା, କହିଲେ…
ନୂଆଦିଲ୍ଲୀ,୯।୧୦: ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲ ଏବଂ ହମାସ ସହମତ ହୋଇଛନ୍ତି। ଏହା ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସେ ଟୁଇଟରରେ…
ଛାତ୍ରାବାସ ବନ୍ଦ ନିର୍ଦ୍ଦେଶ ପରେ ଅସନ୍ତୋଷ: ଅନ୍ତେବାସୀ ଜିଲାପାଳଙ୍କୁ ଫେରାଦ
ବରଗଡ଼,୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ତେଜାଗୋଲାରେ ଏନ୍ଜିଓ ଦ୍ୱାରା ପରିଚାଳିତ ଏକ ଛାତ୍ରାବାସ ବନ୍ଦ କରିବାକୁ ପ୍ରଶାସନ ତଥା ଜିଲା ଶିଶୁ ସୁରକ୍ଷା ୟୁନିଟ୍, ଶିଶୁ ମଙ୍ଗଳ ସମିତି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରାବାସକୁ ବନ୍ଦ କରି ସେଠାରେ…
କନ୍ଧମାଳରୁ କଳାହାଣ୍ଡିକୁ ଲମ୍ବିଛି ଗଞ୍ଜେଇ ଚେର: ଦୁର୍ଗମ ଅଞ୍ଚଳରେ ହେଉଛି ବ୍ୟାପକ ଗଞ୍ଜେଇ ଚାଷ
ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ):ରାଜ୍ୟର ମାଲକାନଗିରି, ବୌଦ୍ଧ, କନ୍ଧମାଳ ଭଳି ୮ ଜିଲାରେ ଗଞ୍ଜେଇ ଚାଷ ବ୍ୟାପକ ମାତ୍ରାରେ ହେଉଛି। ଏହି କରିଡରରେ ଏବେ କଳାହାଣ୍ଡି ଜିଲା ସାମିଲ ହୋଇଗଲାଣି। କନ୍ଧମାଳ ସୀମାନ୍ତ ଅଞ୍ଚଳରୁ କଳାହାଣ୍ଡିକୁ ଗଞ୍ଜେଇ ଚାଷର ଚେର ଲମ୍ବିଛି। ଜିଲାର…
ଆପଣଙ୍କର ମୋଟ ସମ୍ପତ୍ତି କେତେ? ସହଜ ଷ୍ଟେପରେ ଜାଣନ୍ତୁ ନିଜର ନେଟଓ୍ବର୍ଥ
ନୂଆଦିଲ୍ଲୀ,୯।୧୦: ଆଜିର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ, ଆପଣଙ୍କର ଆର୍ଥିକ ସ୍ବାସ୍ଥ୍ୟ କେବଳ ଆପଣଙ୍କର ମାସିକ ଆୟ କିମ୍ବା ବ୍ୟାଙ୍କ ସଞ୍ଚୟ ଦ୍ୱାରା ମପାଯାଏ ନାହିଁ। ଯଦି ଆପଣ ପ୍ରକୃତରେ ଆପଣଙ୍କର ମୋଟ ସମ୍ପତ୍ତି ଜାଣିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଆପଣଙ୍କର ନେଟଓ୍ବର୍ଥ…
ଚାଇନା ଉପରେ ଦୟା ଦେଖାଇଲା ଭାରତ, କଲା ଏମିତି କାମ, ଯାହା ୧୭ ବର୍ଷ ଧରି…
ନୂଆଦିଲ୍ଲୀ,୯।୧୦: ଭାରତ ସରକାର ଚାଇନା ସହିତ ଏହାର ଉନ୍ନତିମୂଳକ ସମ୍ପର୍କକୁ ଆହୁରି ସୁଦୃଢ଼ କରିଛି। ପ୍ରାୟ ୧୭ ବର୍ଷ ପରେ, ସରକାର ଚାଇନା ସମେତ ଅନେକ ଦେଶର ସାମଗ୍ରୀ ଉପରେ ଆଣ୍ଟି-ଡମ୍ପିଂ ଟାରିଫ୍ ଉଚ୍ଛେଦ କରିଛି। ଏହି ପଦକ୍ଷେପ ବାଣିଜ୍ୟ ସୁରକ୍ଷା…
ଟିମ୍ରେ ଏଣ୍ଟ୍ରି ହେଲେ ଶାମି, ୧୭ଖେଳାଳିଙ୍କ ସ୍କାଡ୍ରେ…
ନୂଆଦିଲ୍ଲୀ,୯।୧୦: ଇଣ୍ଡିଆନ କ୍ରିକେଟ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମି କିଛି ସମୟ ପାଇଁ ଟିମ୍ ଇଣ୍ଡିଆରେ ନାହାନ୍ତି। ଚାମ୍ପିଅନ ଟ୍ରଫି 2025 ର ଫାଇନାଲ ତାଙ୍କର ଶେଷ ଆନ୍ତର୍ଜାତୀୟ ମ୍ୟାଚ ଥିଲା । କିନ୍ତୁ ତାଙ୍କୁ ଅଷ୍ଟ୍ରଲିଆ ବିପକ୍ଷ…
୬ ବଲରେ ୪୮ ରନ, କିଏ ସେହି ୨୧ ବର୍ଷୀୟ ବ୍ୟାଟସମ୍ୟାନ ଯାହାଙ୍କ ରେକର୍ଡ ଆଜି ଯାଏ କେହି ଭାଙ୍ଗିନାହାନ୍ତି…
ନୂଆଦିଲ୍ଲୀ,୯।୧୦: କ୍ରିକେଟରେ କୁହାଯାଏ, “ରେକର୍ଡ ଭାଙ୍ଗିବା ପାଇଁ ତିଆରି ହୋଇଥାଏ” କିନ୍ତୁ ଯୁବ ଆଫଗାନିସ୍ତାନ ବ୍ୟାଟସମ୍ୟାନ ସେଦିକୁଲ୍ଲା ଅଟଲ ଏକ ରେକର୍ଡ ସ୍ଥାପନ କରିଛନ୍ତି ଯାହା ଅତୁଟ ରହିଛି। ଦୁଇ ବର୍ଷ ପୂର୍ବେ, ଏକ ଘରୋଇ ମ୍ୟାଚରେ, ୨୧ ବର୍ଷୀୟ ଖେଳାଳି…
ଗାଧୋଇବାବେଳେ ବନ୍ୟା ପାଣିରେ ଭାସିଯାଇଥିଲେ ବୃଦ୍ଧ: ଦିନକ ପରେ ମୃତଦେହ ଉଦ୍ଧାର
ଅମରପାଲି,୯।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ଗାଧୋଇବାକୁ ଯାଇଥିବା ବେଳେ ବନ୍ୟାପାଣି ରେ ଭାସି ଯାଇଥିବା ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବୃଦ୍ଧ ଜଣକ ହେଲେ ଖଣ୍ଡହତା ଗ୍ରାମର ମୁରଲୀ ସାହୁ(୭୨) । ମୁରଲୀ…
Archives


