ରୁଷିଆ ଅରବପତିଙ୍କୁ ବିଷ ଦିଆଯାଇଥିବା ଆଶଙ୍କା
କିଭ୍,୨୯୩: ରୁଷୀୟ ଅରବପତି ରୋମାନ ଆବ୍ରାମୋଭିଚ୍ ଏବଂ ୟୁକ୍ରେନ୍ର ଦୁଇ ଶାନ୍ତି ପ୍ରତିନିଧିଙ୍କୁ କିଭ୍ରେ ବିଷ ଦିଆଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଶାନ୍ତି ଆଲୋଚନାକୁ ଭଣ୍ଡୁର କରିବାକୁ ମସ୍କୋ ଏପରି କରିଥାଇପାରେ ବୋଲି ସୋମବାର ଓ୍ବାଲ୍ ଷ୍ଟ୍ରିଟ୍ ଜର୍ନାଲରେ ପ୍ରକାଶିତ ଏହି…
ପ୍ରତିଭାଙ୍କୁ ପଦ୍ମଭୂଷଣ, ପ୍ରମୋଦଙ୍କୁ ପଦ୍ମଶ୍ରୀ
ଭୁବନେଶ୍ୱର, ୨୯।୩(ବ୍ୟୁରୋ):ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୁଇ ଓଡ଼ିଆଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ବିଶିଷ୍ଟ ଲେଖିକା ତଥା ଔପନ୍ୟାସିକା ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ଓ କ୍ରୀଡ଼ା କ୍ଷେତ୍ରରେ…
ସାମାଜିକ କାର୍ଯ୍ୟରେ ଶାନ୍ତି ମିଳେ
୮୦ ଦଶକରେ ବର୍ତ୍ତମାନ ଭଳି ନିଯୁକ୍ତି ସୁଯୋଗ ନ ଥିଲା। ତେଣୁ ଉଚ୍ଚ ଶିକ୍ଷା ଶେଷ ପରେ ପାରିବାରିକ ବ୍ୟବସାୟରେ ମନୋନିବେଶ କରିବାକୁ ଜେଜେବାପା ପରାମର୍ଶ ଦେଇଥିଲେ। ବୁଦ୍ଧରାଜ ଗ୍ରୁପ୍ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟରେ ଉଭୟ ସରକାରୀ ଓ ଘରୋଇ…
ମହିଳାଙ୍କ ପାଇଁ ତାଲିବାନର ଆଉ ଏକ ନୂଆ ନିୟମ: ବିନା ପୁରୁଷ ଅଭିଭାବକରେ ବିମାନରେ ଯାତ୍ରା ମନା
କାବୁଲ,୨୯ ।୩: ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ତାଲିବାନର ଶାସନ ବେଳକୁ ବେଳ କଠୋର ହୋଇ ଚାଲିଛି । ଯାହା ଅନୁମାନ କରାଯାଉଥିଲା ଏବେ ତାହାହିଁ ଘଟୁଥିବା ପରିଲକ୍ଷିତ ହେଉଛି । ବିଶେଷ କରି ମହିଳାଙ୍କ ଉପରେ ବିଭିନ୍ନ ପ୍ରକାରର…
ଅନ୍ତର୍ଜାତୀୟ ବ୍ରାଣ୍ଡ୍ର ଚାହିଦା ବଢ଼ୁଛି
ଜାତୀୟ ତଥା ଅନ୍ତର୍ଜାତୀୟ ବ୍ରାଣ୍ଡ୍ଗୁଡ଼ିକର ଆଦର ଆମ ରାଜ୍ୟରେ ବଢ଼ିଚାଲିଛି। ଗ୍ରାହକମାନେ ନିଜ ରୁଚିର ପୋଷାକ ବାଛିବାରେ ମନ ବଳାଉଛନ୍ତି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସହରରେ ସ୍ବତନ୍ତ୍ର ବ୍ରାଣ୍ଡେଡ୍ ଶୋ’ରୁମ୍ ପ୍ରତିଷ୍ଠା କରିଥିବା ରିଦ୍ଧିସିଦ୍ଧିର ନିର୍ଦ୍ଦେଶକ ଅମିତ୍ ଅଗରଓ୍ବାଲ୍ ସାମ୍ପ୍ରତିକ ବ୍ରାଣ୍ଡ୍…
କାଠଯୋଡ଼ିିକୁ ପ୍ରଦୂଷିତ ପାଣି ଛାଡ଼ ନାହିଁ: ହାଇକୋର୍ଟ
କଟକ ଅଫିସ,୨୯ା୩:ଖାନ୍ନଗରଠାରେ କାଠଯୋଡ଼ି ନଦୀରେ ମିଶୁଥିବା ପ୍ରଦୂଷିତ ଜଳକୁ ବନ୍ଦ କରିବାକୁ ହାଇକୋର୍ଟ ସୋମବାର କଟକ ମହାନଗର ନିଗମ(ସିଏମ୍ସି)କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଓ ବିଚାରପତି ଆର୍.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ…
ଗୁଳିମାଡ଼ରେ ସମିତି ସଭ୍ୟାଙ୍କ ସ୍ବାମୀ ମୃତ
ବେଲପଡା, ୨୯ା୩(ଡି.ଏନ୍.ଏ.):ବଲାଙ୍ଗୀର ଜିଲା ବେଲପଡା ବ୍ଲକ ବାଗଡୋର ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ବାମୀ ଲୋକନାଥ ବିଶ୍ୱାଳ(୪୫) ସୋମବାର ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ବନମାଲସ୍ଥିତ ବାସଭବନ ସମ୍ମୁଖରେ ସ୍ତ୍ରୀଙ୍କ ସହ ବସିଥିବା ବେଳେ ଏକ ବାଇକ୍ରେ…
ଥମୁନି ତୈଳ ଦର ବୃଦ୍ଧି: ପେଟ୍ରୋଲ ୩୨, ଡିଜେଲ ୩୭ ପଇସା ପୁଣି ବଢ଼ିଲା
ନୂଆଦିଲ୍ଲୀ,୨୯ା୩: ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ସିଧା ଭାରତୀୟ ତୈଳ ବଜାରରେ ପଡୁଛି। ଫଳରେ କ୍ରମାଗତ ଭାବେ ୪ର୍ଥ ଦିନ ଲାଗି ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢ଼ିଛି। ଏପରିକି ଗତ ୭ ଦିନ ମଧ୍ୟରେ…
ଗୁଳିମାଡ଼ରେ ସମିତି ସଭ୍ୟାଙ୍କ ସ୍ବାମୀ ମୃତ
ବେଲପଡା, ୨୮ା୩(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ବେଲପଡା ବ୍ଲକ ବାଗଡୋର ପଞ୍ଚାୟତର ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ବାମୀ ଲୋକନାଥ ବିଶ୍ୱାଳ(୪୫) ସୋମବାର ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ବନମାଲସ୍ଥିତ ବାସଭବନ ସମ୍ମୁଖରେ ସ୍ତ୍ରୀଙ୍କ ସହ ବସିଥିବା ବେଳେ ଏକ ବାଇକ୍ରେ…
ୟୁପିରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ: ବ୍ରଜେଶଙ୍କୁ ମିଳିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
ଲକ୍ଷ୍ନୌ,୨୮।୩: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ଷମତା ସମ୍ଭାଳିବା ପରେ ସୋମବାର ମନ୍ତ୍ରୀଙ୍କ ବିଭାଗଗୁଡ଼ିକୁ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ନିଜ ପାଖରେ ରାଜସ୍ବ, ଗୃହ ଓ ସୂଚନା ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ରଖିଥିବା ବେଳେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ…
ଇସ୍ତଫା ଦେଲେ ପାକ୍ ପଞ୍ଜାବ ମୁଖ୍ୟମନ୍ତ୍ରୀ
ଲାହୋର,୨୮।୩: ପାକିସ୍ତାନ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିବା ବେଳେ ତାଙ୍କ ଦଳର ସଦସ୍ୟ ତଥା ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଉସ୍ମାନ ବୁଜଦର ସୋମବାର ଇସ୍ତଫା ଦେଇଛନ୍ତି। କେବଳ ଉସ୍ମାନ ନୁହନ୍ତି, ହାଉସିଂ ମନ୍ତ୍ରୀ ତତା ପିଏମ୍ଏଲ୍-କ୍ୟୁ…
ହୁଦା, ବାଦୋନି ଇନିଂସ ସମ୍ଭାଳିଲେ
ମୁମ୍ବାଇ, ୨୮।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଦୁଇ ନୂଆ ଦଳ ଗୁଜରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ ପ୍ରଥମ ମ୍ୟାଚ ସୋମବାର ଅନୁଷ୍ଠିତ ହୋଇଛି। ଦୀପକ ହୁଦା ଓ ଆୟୂଷ ବାଦୋନୀଙ୍କ ଅର୍ଦ୍ଧଶତକ ବଳରେ ଲକ୍ଷ୍ନୌ ଦଳ…
Archives


