ପୁଣି ଆଇସିୟୁରେ ଭର୍ତ୍ତି ହେଲେ ଅଭିଜିତ୍ ମଜୁମ୍ଦାର
ଭୁବନେଶ୍ୱର,୧୧ା୧୦: ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାର(ଦାଦା)। ସ୍ନାୟୁଜନିତ ସମସ୍ୟାରେ ସୁଧାର ନ ଆସିବାରୁ ପୁଣି ଆଇସିୟୁକୁ ସ୍ଥାନାନ୍ତର ହୋଇଛନ୍ତି ଦାଦା। ଗତ ୨୪ ଘଣ୍ଟାରେ ଅଭିଜିତ୍ଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତେବେ…
ବ୍ୟାଟିଂ କରିବାକୁ ସୁଯୋଗ ଦେଲେନି ଗିଲ, ଏମିତି ରାଗ ଶୁଝେଇଦେଲେ ଜାଡେଜା
ନୂଆଦିଲ୍ଲୀ,୧୦।୧୧: ଅରୁଣ ଜେଟଲୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଟିମ ଇଣ୍ଡିଆ ଦମ୍ଦାର ଫର୍ମରେ ରହିଛି। ମାତ୍ର ଦେଢ଼ ଦିନ ଭିତରେ ଭାରତ ୫୧୮ ରନରେ ପ୍ରଥମ ଇନିଂସ ଘୋଷଣା କରିଛି। ଯଶସ୍ବୀ ଜୈସୱାଲ ଓ ଅଧିନାୟକ ଶୁଭମନ…
ଟ୍ରକ୍ ସହ ମୁହାଁମୁହିଁ ପିଟିହେଲା ସ୍କୁଟି: ଚାଲିଗଲା ନାବାଳକଙ୍କ ଜୀବନ
କୋରାପୁଟ,୧୧ା୧୦(ଅମିତାଭ ବେହେରା): ଶନିବାର ଅପରାହ୍ନରେ କୋରାପୁଟ ସହରର ଭବାନୀନଗରସ୍ଥିତ ୨୬ ନଂ ଜାତୀୟ ରାଜପଥଠାରେ ଏକ ଟ୍ରକ୍ ସହ ସ୍କୁଟି ମୁହାଁମୁହିଁ ପିଟି ହେବାରୁ ସ୍କୁଟି ଚାଳକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନାରୁ ଜଣାଯାଇଛି, ଶନିବାର ଅପରାହ୍ନରେ ସୁନାବେଡ଼ା ପଟୁ…
ପାକିସ୍ତାନରେ ହିଂସା: ପୋଲିସ ଗୁଳିରେ ୧୧ ମୃତ, ୫୦ରୁ ଊର୍ଦ୍ଧ୍ୱ ଆହତ
ଲାହୋର,୧୧ା୧୦ଲାହୋରରେ ତେହରିକ୍-ଇ-ଲାବାଇକ୍ ପାକିସ୍ତାନ (ଟିଏଲ୍ପି) ଇସ୍ଲାମୀୟ ସଂଗଠନର ଶୋଭାଯାତ୍ରା ବେଳେ ପୋଲିସ ସହ ସଂଘର୍ଷ ଘଟିଥିଲା। ପାଲେଷ୍ଟାଇନ୍ ସପକ୍ଷବାଦୀ ରାଲି କରିବା ପାଇଁ ସେମାନେ ରାଜଧାନୀ ଅଭିମୁଖେ ଯିବାକୁ ଥିବାବେଳେ ସୁରକ୍ଷା ବଳ ଅଟକାଇବାକୁ ଉଦ୍ୟମ କରିବାରୁ ଉତ୍ତେଜନା ଦେଖାଦେଇଥିଲା। ପୋଲିସ…
‘ବଳାତ୍କାରୀଙ୍କ ସୁରକ୍ଷିତ ଠିକଣା ପାଲଟିଛି ପଶ୍ଚିମବଙ୍ଗ’: ଓଡ଼ିଆ ଛାତ୍ରୀଙ୍କୁ ବଳାତ୍କାର ପରେ…
କୋଲକାତା,୧୧।୧୦: ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲାର ଦୁର୍ଗାପୁରରେ ଏକ ମେଡିକାଲ ଛାତ୍ରୀଙ୍କ ସହ କଥିତ ଗଣବଳାତ୍କାର ଘଟଣା ପରେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ଭାରତୀୟ ଜନତା ପାର୍ଟି(ଭାଜପା) ମମତା ବାନାର୍ଜୀ ସରକାରକୁ ମହିଳାମାନଙ୍କ ସୁରକ୍ଷା ଉପରେ ଗମ୍ଭୀର ଆକ୍ଷେପ କରିଛି।…
ରାଜୁ ଭାଇଙ୍କୁ ମନେ ପକାଇଲା ବିଜେଡି: କହିଲା ଜୟଙ୍କ ଦେହରେ ପ୍ରବାହିତ ହେଉନି ଢୋଲକିଆ ରକ୍ତ
ନୂଆପଡ଼ା,୧୧।୧୦: ଜୟ ଢୋଲକିଆ ଭାଜପାରେ ମିଶିବା ପରେ ବିଜେଡିର ପ୍ରତିକ୍ରିୟା। ପ୍ରେସମିଟ କରି ଜୟ ଢୋଲକିଆଙ୍କୁ ଟାର୍ଗେଟ କଲେ ପ୍ରତାପ ଜେନା। ସେ କହିଛନ୍ତି ଘୋଡ଼ା ବେପାରରେ ଜୟ ଢୋଲକିଆ ବିକ୍ରି ହୋଇଗଲେ। ରାଜୁ ଭାଇ ଯଦି ବଞ୍ଚିଥାନ୍ତେ ତାହେଲେ ଏକଥାକୁ…
ଭାରତ ୫୧୮/୫, ଓ୍ବେଷ୍ଟଇଣ୍ଡିଜ୍ ୧୪୦/୪
ନୂଆଦିଲ୍ଲୀ, ୧୧।୧୦- ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳ ଶନିବାର ତା’ର ପ୍ରଥମ ଇନିଂସରେ ୫ ଉଇକେଟରେ ୫୧୮ ରନ କରି ପାଳି ଘୋଷଣା କରିଛି। ଜବାବରେ ଓ୍ବେଷ୍ଟଇଣ୍ଡିଜ୍ ଦଳ ପ୍ରଥମ ଇନିଂସରେ ଦ୍ୱିତୀୟ ଦିନ…
ପୁଣି କଳିଙ୍ଗା ଘାଟିରେ ପ୍ରବଳ ବର୍ଷା: ଧୋଇଗଲା କଂକ୍ରିଟ୍ କାର୍ଯ୍ୟ
ଜି.ଉଦୟଗିରି,୧୧ା୧୦(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ) ଭୂସ୍ଖଳନ ଯୋଗୁ ଦୀର୍ଘ ୨୫ ଦିନ ହେଲାଣି କଳିଙ୍ଗା ଘାଟି ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ଗତମାସ ୧୬ ତାରିଖରେ ବାଦଲ ଫଟା ବର୍ଷା ଓ…
ଜନନୀ ଯନ୍ତ୍ରଣା: ଖଟିଆରେ ବୁହାହେଲେ ଗର୍ଭବତୀ
ଥୁଆମୂଳ ରାମପୁର,୧୧ା୧୦ (ଦୁର୍ଗା କୀର୍ତ୍ତି)- ରାସ୍ତା ଶୋଚନୀୟ ଯୋଗୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଇଥିଲା। ଜନନୀ ଯନ୍ତ୍ରଣାର ଏଭଳି ଏକ ଚିତ୍ର କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଗୁଣୁପୁର…
ଦୁଇ ଘରୁ ୮ ଜଣଙ୍କ ଆତ୍ମହତ୍ୟା, ଛାତି ଥରାଇଦେବ ଏହି ଘଟଣା
ଜୟପୁର/ସିକର,୧୧।୧୦: ଶନିବାର ରାଜସ୍ଥାନର ଦୁଇଟି ପ୍ରମୁଖ ସହରରେ ଗଣ ଆତ୍ମହତ୍ୟା ଘଟଣା ଘଟିଛି। ସିକରରେ ଗୋଟିଏ ପରିବାରର ପାଞ୍ଚ ଜଣ ଏବଂ ଜୟପୁରରେ ତିନି ଜଣ ଆତ୍ମହତ୍ୟା କରିଛନ୍ତି। ଶନିବାର ସକାଳେ ରାଜଧାନୀ ଜୟପୁରର କରଣୀ ବିହାର ପୋଲିସ ଷ୍ଟେଶନ ଅଞ୍ଚଳରେ…
ପାନ ଦୋକାନରେ ବିକୁଥିଲେ ବିଦେଶୀ ମଦ, ଚଢ଼ାଉ କଲା ଅବକାରୀ ବିଭାଗ, ଅଭିଯୁକ୍ତ…
ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡରେ ଥିବା ନିରଞ୍ଜନ ବେହେରାଙ୍କ ପାନ ଦୋକାନରୁ ଶନିବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ୧୧୧ ଟି ବିଦେଶୀ ମଦ ବୋତଲ ଜବତ କରାଯାଇଛି। ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର…
ଗାଜା ଅସ୍ତ୍ରବିରତି: ଦୁଇ ବର୍ଷ ପରେ ପାଲେଷ୍ଟାଇନୀମାନେ ଧ୍ୱଂସପ୍ରାପ୍ତ ଘରକୁ ଫେରିଲେ, ପଛକୁ ହଟିଲା ଇସ୍ରାଏଲୀ ସେନା
ଜେରୁଜେଲମ,୧୧।୧୦: ଆମେରିକା ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ପରେ, ଗାଜା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟର ଅଂଶ ଭାବରେ ଇସ୍ରାଏଲ ଏବଂ ପାଲେଷ୍ଟାଇନୀ ଆତଙ୍କବାଦୀ ଗୋଷ୍ଠୀ ହମାସ ମଧ୍ୟରେ ଏକ ଯୁଦ୍ଧବିରତି ଘୋଷଣା କରାଯାଇଛି। ଯେତେବେଳେ ଇସ୍ରାଏଲୀ ସେନା ଯୁଦ୍ଧବିରତି…
Archives


