Home Left

ହୀରାକୁଦରେ ୧୦୦ କୋଟିର ଆକ୍ୱା ପାର୍କ, ପାଣ୍ଡରାରେ ୫୯ କୋଟିର ମାଛ ମାର୍କେଟ

ଭୁବନେଶ୍ୱର,୧୨ା୧୦(ସୁନିତ୍‌ ମିଶ୍ର): ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହିସବୁ ଯୋଜନା କୃଷକମାନଙ୍କୁ ଆତ୍ମନିର୍ଭର…

ଘୁମୁସର ଉନ୍ନୟନ ମଞ୍ଚ ପକ୍ଷରୁ ବଡ଼ ବୈଠକ, କୁଲାଡରେ ହେବ ମ୍ୟୁଜିୟମ, ଡିସେମ୍ବରରେ ଭୁବନେଶରରେ ଘୁମୁସର ମହୋତ୍ସବ

ଭଞ୍ଜନଗର,୧୨।୧୦(ବାବୁଲା ପ୍ରଧାନ): ଘୁମୁସର ଉନ୍ନୟନ ମଞ୍ଚ ପକ୍ଷରୁ ଶନିବାର ଭୁବନେଶ୍ବର ପାତ୍ରପଡାରେ ରାଜଧାନୀରେ ହେବାକୁ ଥିବା ଘୁମୁସର ମହୋତ୍ସବ ଉପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଞ୍ଚର ସଭାପତି ତଥା ପ୍ରାକ୍ତନ କଲେଜ ଅଧ୍ୟକ୍ଷ ବାଲ୍ମୀକି ପଟ୍ଟନାୟକ ଅଧ୍ୟକ୍ଷତା…

ଦାରିଙ୍ଗବାଡିରେ କାର୍ଯ୍ୟରତ ସବଇନ୍ସପେକ୍ଟରଙ୍କ ଇନ୍ସପେକ୍ଟରକୁ ପଦନ୍ନୋତି

ଦାରିଙ୍ଗବାଡି, ୧୨।୧୦ (ଅରୁଣ ସାହୁ ): ରାଜ୍ୟସରକାରଙ୍କ ବଡ଼ ପଦକ୍ଷେପ ପୋଲିସ ବିଭାଗର କାର୍ଯ୍ୟରତ ସବଇନ୍ସପେକ୍ଟରମାନଙ୍କୁ ପଦନ୍ନୋତି ଦିଆଯାଇ ଇନ୍ସପେକ୍ଟର କରାଯାଇଛି। ପୋଲିସ ମହାନିର୍ଦ୍ଦେଶକଙ୍କ ଅଫିସ ଚିଠି ନଂ ୩୩୧୮ ନିର୍ଦ୍ଦେଶରେ ଶୁକ୍ରବାର ଏହି ପଦନ୍ନୋତି ଦିଆଯାଇଥିବା ବେଳେ ମୋଟ ୪୨୭…

ଯୁବ ଚାଷୀଙ୍କୁ ପାଦରେ ଦଳିଦେଲା ହାତୀ: ଫସଲ ଜଗିବାକୁ ଯାଉଥିବାବେଳେ…

ଦେବଗଡ,୧୨।୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ବନଖଣ୍ଡରେ ଜାରି ରହିଛି ହାତୀ-ମଣିଷ ଲଢେଇ । ଏହି କ୍ରମରେ ଶନିବାର ସଂଧ୍ୟାରେ ଦେବଗଡ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖୋଲଡିହୀ ଗ୍ରମ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି ।…

ଅଟୋ ଡ୍ରାଇଭର ଆକ୍ରମଣରେ ଜଣେ ଗୁରୁତର: ଛତ୍ରପୁର ମେଡିକାଲରେ ଭର୍ତ୍ତି

ଛତ୍ରପୁର,୧୨।୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଥାନା ଅଧିନ କରପଡା ଗ୍ରାମରେ ଅଟୋ ଡ୍ରାଇଭର ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଜଣକ କରପଡା ଗ୍ରାମର ପରିବା ବିକାଳୀ ଶିବରାମ ରାଉଳ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ…

ସରକାର ନ ଶୁଣିଲେ ବିଧାନସଭା ଘେରାଉ କରିବେ

ଭବାନୀପାଟଣା,୧୧ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ଅମଲା ଭବନରେ ଶନିବାର ଇଂଜିନିୟରିଂ ୱାର୍କଚାର୍ଜଡ଼, ନିୟମିତ ଏବଂ ସେବାନିବୃତ୍ତ କର୍ମଚାରୀ ଫୋରମ ମହାମଣ୍ଡଳ କର୍ମକର୍ତ୍ତା ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ଆସିଥିବା ନେତୃବର୍ଗ ମଧ୍ୟରେ ସଂଯୋଜକ…

ନାଳରୁ ମିଳିଲା ବୃଦ୍ଧଙ୍କ ମୃତଦେହ

ଲାଞ୍ଜିଗଡ଼,୧୧ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ କୁମଖାଲ ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଟକଲାସୁର ଗାଁ ନିକଟ ନାଳରେ ଜଣେ ବୃଦ୍ଧଙ୍କ ମୃତଦେହ ଭାସୁଥିବା ଶନିବାର ଦେଖିବାକୁ ମିଳିଛି। ମୃତକ ହେଲେ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଡଙ୍ଗରି ଗାଁର…

ଟି୨୦ରେ ଇତିହାସ ରଚିଲା ନାମ୍ବିଆ

ୱିଣ୍ଡହୋକ,୧୧।୧୦- ଖେଳାଯାଇଥିବା ଟି୨୦ ମ୍ୟାଚ୍‌ରେ ନାମ୍ବିଆ ୪ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଇତିହାସ ରଚିଛି। ଟେଷ୍ଟ ପ୍ଲେଇଂ ଦେଶ ବିପକ୍ଷରେ ଏହା ନାମ୍ବିଆର ଚତୁର୍ଥ ବିଜୟ। ଏଥିପୂର୍ବରୁ ଆୟର୍ଲାଣ୍ଡ, ଜିମ୍ବାଓ୍ବେ ଓ ଶ୍ରୀଲଙ୍କା ଭଳି ଟେଷ୍ଟ ପ୍ଲେଇଂ ଦେଶକୁ…

ବାରିପଦା ବଡ଼ ମେଡିକାଲରୁ ଚୋରି ଶିଶୁ ବୈଶିଙ୍ଗାରୁ ଉଦ୍ଧାର: ମହିଳା ଆଉ ସ୍ବାମୀଙ୍କୁ ବାନ୍ଧିଲା…

ବୈଶିଙ୍ଗା,୧୧।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବାରିପଦା ବଡ଼ ମେଡ଼ିକାଲରୁ ଚୋରି ହୋଇଥିବା ଶିଶୁକୁ ଶନିବାର ଅପରାହ୍ନରେ ବୈଶିଙ୍ଗା ବଜାର ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଏଥିସହ ଶିଶୁ ଚୋରି କରିଥିବା ମହିଳାଙ୍କୁ ମଧ୍ୟ ଗିରଫ କରିଛି ବାରିପଦା ପୋଲିସ। ପ୍ରାପ୍ତ ସୂଚନା ମୁତାବକ,…

ଅଟୋ ଚାଳକରୁ ହୋଇଥିଲେ ସରପଞ୍ଚ, ଧମକ ଯୋଗୁ ପଦ ଛାଡ଼ିଦେଲେ…

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ)- ସରପଞ୍ଚ ପଦ ପାଇଁ ପଞ୍ଚାୟତ ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାସତ୍ତ୍ୱେ ନିର୍ବାଚନୀ ମଇଦାନରେ କିଏ ଜିତୁଛନ୍ତି ତ ଆଉ କେହି ହାରୁଛନ୍ତି। ତେବେ ବରଗଡ଼ ବ୍ଲକ ବରାହଗୋଡା ପଞ୍ଚାୟତରେ ଅଟୋ ଚାଳକରୁ…

ଲର୍କିପାଲି ଆର୍‌ ଆର୍‌ କଲୋନୀ ହାଇସ୍କୁଲ ଉଦ୍‌ଘାଟନ କଲେ MP ସଙ୍ଗୀତା କୁମାରୀ ସିଂଦେଓ

ବଲାଙ୍ଗୀର, ୧୧।୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଲର୍କିପାଲି ସ୍ଥିତ ଆର୍‌ ଆର୍‌ କଲୋନୀ ହାଇସ୍କୁଲକୁ ଶୁକ୍ରବାର ବଲାଙ୍ଗୀର ଲୋକ ସଭା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ଉଦଘାଟନ କରିଛନ୍ତି। ଶୁଭ ଉଦଘାଟନ ପରେ ସ୍କୁଲ ପକ୍ଷରୁ ଏକ ସଭା ଆୟୋଜନ କରାଯାଇଥିଲା…

ନୂଆପଡ଼ା ଉପନିର୍ବାଚନ: ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ପ୍ରାର୍ଥୀ

ନୂଆପଡ଼ା,୧୧ା୧୦(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସମଗ୍ର ଜିଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି l ଏହି ସମୟରେ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ନିଯୁକ୍ତ ଅଧିକାରୀମାନଙ୍କୁ ନିଜ କର୍ତ୍ତବ୍ୟ ସମ୍ବନ୍ଧରେ ଅବଗତ କରିବା ପାଇଁ ଜିଲାପାଳ ମଧୁସୂଦନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri