କମିଲା ଗ୍ୟାସ ଦର
ନୂଆଦିଲ୍ଲୀ,୧।୭: ପ୍ରତି ମାସରେ କିଛି ନା କିଛି ନୂଆ ପରିବର୍ତ୍ତନ ଆସୁଛି। ଏହି କ୍ରମରେ, ଆଜି ଅର୍ଥାତ ୧ ଜୁଲାଇ ଠାରୁ, ଏପରି କିଛି ନିୟମ ପରିବର୍ତ୍ତନ କରାଯାଉଛି ଯାହା ଆପଣଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇପାରେ। ଏହି ପରିବର୍ତ୍ତନଗୁଡ଼ିକ...
ସପ୍ତାହେ ପରେ ସୁବର୍ଣ୍ଣରେଖାରେ ପୁଣି ବନ୍ୟା
ଭୋଗରାଇ,୧ା୭(ପ୍ରଦୀପ ଦାସ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ସୁବର୍ଣ୍ଣରେଖା ଉପରମୁଣ୍ଡ ଓ ନିମ୍ନ ଅବବାହିକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଏଭଳି ସ୍ଥିତିରେ ଝାଡ଼ଖଣ୍ଡରେ ଥିବା ଚାନ୍ଦଲି ଡ୍ୟାମ ସହିତ ଗାଲୁଡ଼ିହି ଓ ଖରଖାଇ ବ୍ୟାରେଜରୁ ଉଦ୍ବୃତ୍ତ...
ହିମାଚଳରେ ବାଦଲ ଫଟା ବର୍ଷା, ୩ ମୃତ ୩୦ ନିଖୋଜ
ମଣ୍ଡି,୧।୭: ହିମାଚଳ ପ୍ରଦେଶର ମଣ୍ଡି ଜିଲାରେ ସୋମବାର ରାତିରେ ଏବଂ ମଙ୍ଗଳବାର ସକାଳେ ବାଦଲ ଫଟା ବର୍ଷା ଯୋଗୁ ବହୁ କ୍ଷୟକ୍ଷତି ଘଟିଛି। କାରସୋଗ, ସେରାଜ ଏବଂ ଧରମପୁର ଉପଖଣ୍ଡରେ ଏହି ବାଦଲ ଫଟା ବର୍ଷା ଯୋଗୁ ଜୀବନଯାତ୍ରା ବ୍ୟାହତ...
ଏଇ ଭାରତରେ
ଚେନ୍ନାଇର ୩୬ ବର୍ଷୀୟା ଡି. ଉମାରାନୀ ଅସହାୟ ଲୋକଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ବିଶେଷକରି ଅନ୍ୟମାନଙ୍କ ଘରେ କାମ କରୁଥିବା ଗରିବ ମହିଳା, ଶ୍ରମିକ ଶ୍ରେଣୀର ଲୋକ କିମ୍ବା ପରିବାର ଛାଡ଼ି ଅସହାୟ ଅବସ୍ଥାରେ ରହୁଥିବା ୮୦୦ ଲୋକଙ୍କୁ ପ୍ରତିଦିନ...
ଶହେବର୍ଷର ଆହ୍ବାନ
ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶକୁ ଶହେ ବର୍ଷ ପୂର୍ତ୍ତି ହେବାକୁ ଆଉ ଏଗାର ବର୍ଷ ବାକି ଅଛି। ଗୋଟିଏ ପ୍ରଦେଶକୁ ଶହେ ବର୍ଷ ପୂରଣ ହେବା ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଖୁଣ୍ଟ। ଏହି ଅବସରରେ ରାଜ୍ୟ ସରକାର, ରାଜନୈତିକ ଦଳ...
ଆମ ସମବେଦନା କେତେ ନିରପେକ୍ଷ
ପର ଦୁଃଖରେ ଦୁଃଖୀ ହେବା ତଥା ସମବେଦନା ପରିପ୍ରକାଶ କରିବା ଏକ ସ୍ବୟଂକ୍ରୀୟ ପ୍ରବୃତ୍ତି। ସେଥିପାଇଁ ଗୁଜରାଟୀ କବି ନରସିଂହ ମେହଟ୍ଟାଙ୍କ ଭାଷାରେ ”ବୈଷ୍ଣବ ଜନତୋ ତେନେ କହିଏ ଯୋପୀଡ଼ ପରାଇ ଜାନେରେ।“ କିନ୍ତୁ ଏହି ସହାନୁଭୂତିକୁ ଜାତି, ଧର୍ମ,...
ବଙ୍କର-ବଷ୍ଟର ମିଶାଇଲ ବିକଶିତ କରୁଛି ଭାରତ
ନୂଆଦିଲ୍ଲୀ,୧।୭: ଇରାନର ୩ଟି ନ୍ୟୁକ୍ଲିୟର ଫାସିଲିଟିକୁ ଧ୍ୱଂସ କରିବା ଲାଗି ଆମେରିକା ଗତ ୨୨ ତାରିଖରେ ଜିବିୟୁ-୫୭/ଏ ବଙ୍କର-ବଷ୍ଟରକୁ ନିୟୋଜିତ କରିଥିଲା। ଏହି ଅତ୍ୟାଧୁନିକ ସାମର୍ଥ୍ୟ ହାସଲ କରିବା ଲାଗି ଭାରତ ଜୋର୍ଦାର ଉଦ୍ୟମ ଚଳାଇଛି। ନୂଆ ତଥା ଶକ୍ତିଶାଳୀ ମିଶାଇଲ୍...
ଟ୍ରମ୍ପ୍ଙ୍କ ନୂଆ ବିଲ୍ରେ ରିମିଟାନ୍ସ ଟ୍ୟାକ୍ସ ୧%କୁ ହ୍ରାସ
ନୂଆଦିଲ୍ଲୀ,୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିଗ୍ ବିଉଟିଫୁଲ୍ ବିଲ୍ରେ ପ୍ରସ୍ତାବିିତ ୫ ପ୍ରତିଶତ ରିମିଟାନ୍ସ ଟ୍ୟାକ୍ସକୁ ୧ ପ୍ରତିଶତକୁ ହ୍ରାସ କରାଯାଇଛି। ଏହି ବିଲ୍ ସିନେଟ୍ର ଏକ ପ୍ରମୁଖ ପ୍ରତିବନ୍ଧକକୁ ଅତିକ୍ରମ କରିଛି। ସଂଶୋଧିତ ବିଲ୍ରେ ଟିକସ ହ୍ରାସ କରାଯାଇଥିବାରୁ...
ସାର୍କର ବିକଳ୍ପ ଗଢ଼ୁଛନ୍ତି ଚାଇନା, ପାକିସ୍ତାନ
ନୂଆଦିଲ୍ଲୀ,୧।୭: ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ (ସାର୍କ)ରେ ଭାରତ ପ୍ରମୁଖ ସଦସ୍ୟ ରହିଛି। ଏଥିରେ ଭାରତର ପ୍ରାଧାନ୍ୟ ରହିଥିବାରୁ ଏହାକୁ ଟକ୍କର ଦେବା ପାଇଁ ଏକ ବିକଳ୍ପ ସଂଗଠନ ଗଢ଼ିବା ପାଇଁ ଚାଇନା ଏବଂ ପାକିସ୍ତାନ ଯୋଜନା ଚଳାଇଛନ୍ତି। ବାଂଲାଦେଶ...
ଶିମିଳିପାଳରେ ଭୂସ୍ଖଳନ: ଯୋଗାଯୋଗ ବିଚ୍ଛିନ୍ନ
ବାରିପଦା,୧ା୭(ନୀଳାଦ୍ରି ବିହାରୀ ଦଣ୍ଡାପାଟ): ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ଭୂସ୍ଖଳନ ହୋଇଛି। ଫଳରେ ୩ ପଞ୍ଚାୟତ ଗୁଡ଼ୁଗୁଡ଼ିଆ, ଅସ୍ତକୁଅଁର ଓ ବରେହିପାଣିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଅଭୟାରଣ୍ୟ ମଧ୍ୟରେ ଥିବା ମୁଖ୍ୟ...
ଯୌନ ଅପରାଧ ସୁରକ୍ଷା ନେଇ…
ନୂଆପଡ଼ା,୩୦ା୬ (ମକାରୁ ବେମାଲ) ନୂଆପଡ଼ା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ସୋମବାର ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଯୌନ ଅପରାଧରୁ ପିଲାମାନଙ୍କୁ ସୁରକ୍ଷା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷା ବି.କେ. ରସ୍ମିତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ...
୧ ଜୁଲାଇରୁ ଆର୍ଥିକ ନିୟମରେ ବଡ଼ ପରିବର୍ତ୍ତନ: ଆଧାର-ପ୍ୟାନ ଲିଙ୍କ, ଏଟିଏମ ଫିସ୍ ଆଉ ଏସବୁ ବଦଳିଯିବ
ନୂଆଦିଲ୍ଲୀ,୩୦ା୬: ୧ ଜୁଲାଇ ୨୦୨୫ରୁ ଭାରତରେ ଆର୍ଥିକ ଓ ସେବା ସମ୍ବନ୍ଧୀୟ ନିୟମାବଳୀରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସୁଛି। ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ, କ୍ରେଡ଼ିଟ କାର୍ଡ ବ୍ୟବହାର, ତତକାଳ ଟ୍ରେନ ଟିକେଟ ବୁକିଂ ଏବଂ ନୂଆ ପ୍ୟାନ କାର୍ଡ ପାଇଁ...
Archives


