Home Left

ବର୍ଷା ଦିନେ ଖାଉଛନ୍ତି କି ବାସିରୁଟି, ଜାଣି ରଖନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ: ଦେଶର ପ୍ରାୟ ସମସ୍ତ ସହର ଏବଂ ଗାଁରେ ବାସି ରୁଟି ଖାଇବା ଏକ ପାରମ୍ପରିକ ପ୍ରଥା। ଯେଉଁମାନେ ଖାଦ୍ୟକୁ ପୂଜା କରନ୍ତି, ସେମାନେ ଖାଦ୍ୟକୁ ଫୋପାଡ଼ି ଦେବା ପରିବର୍ତ୍ତେ ବଳକା ଖାଦ୍ୟ ଖାଇବାକୁ ଉଚିତ ବୋଲି ଭାବନ୍ତି। ଲୋକମାନେ...

ଆପଣଙ୍କ ଘରେ ଅଛି କେତୋଟି କୋଠରୀ, ଏସି, ଫୋନ, ଗାଡ଼ି ଅଛି ନା ନାହିଁ? ଜାଣିରଖନ୍ତୁ ଜନଗଣନା ସମୟରେ ପଚରାଯିବ ଏମିତି ୨୬ ପ୍ରଶ୍ନ

ମେରଠ,୧।୭: ଜିଲା ପ୍ରଶାସନକୁ ଜନଗଣନା ଫର୍ମ ମିଳିଛି। ଜଲା ପ୍ରଶାସନ ଏବଂ ପରିସଂଖ୍ୟାନ ବିଭାଗ ମଧ୍ୟ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିପାଇଁ ଏଡିଏମ ପ୍ରଶାସନକୁ ନୋଡାଲ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି। ଯେତେବେଳେ ଜନସାଧାରଣଙ୍କଠାରୁ ସୂଚନା ନିଆଯିବ,...

ଚଳନ୍ତା ଟ୍ୟାଙ୍କରରୁ ବିଶାକ୍ତ ଗ୍ୟାସ୍‌ ଲିକ୍‌: ରାଜପଥରେ ଗାଡ଼ି ଚଳାଳଚ ବନ୍ଦ

ଭୁବନେଶ୍ୱର,୧।୭: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ୪୯ ନମ୍ବର ଜାତୀୟ ରାଜପଥ ଜାମଶୋଳା ନିକଟରେ ମଙ୍ଗଳବାର ଏକ ଅଘଟଣ ସାମ୍‌ନାକୁ ଆସିଛି। ଚଳନ୍ତା ଟ୍ୟାଙ୍କରରୁ ବିଷାକ୍ତ ପ୍ରପିଲିନ ଗ୍ୟାସ ଲିକ୍‌ ହୋଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଘଟଣା...

୫ ଯାଏ ପ୍ରବଳ ବର୍ଷା : ଏସବୁ ଜିଲାକୁ…

ଭୁବନେଶ୍ୱର,୧।୭: ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ସୁନ୍ଦରଗଡ଼, ଝାରସୁଗୁଡ଼ା ଓ...

BMC ହିଂସାକାଣ୍ଡ: ଭାଜପାର ବଡ଼ ଆକ୍ସନ: ୫ଙ୍କୁ ଭାଜପାରୁ ନିଲମ୍ବନ

ଭୁବନେଶ୍ୱର,୧।୭: ଭୁବନେଶ୍ୱର ମହାନଗର ନିଗମ (BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରେ ଆକ୍ରମଣ ଘଟଣାକୁ ନେଇ ୫ ଜଣଙ୍କୁ ଭାଜପା ପ୍ରାଥମିକ ସଦସ୍ୟ ପଦରୁ ଦଳ ନିଲମ୍ବିତ କରିଛି। ରାଜ୍ୟ ସଭାପତି ମନମୋହନ ସାମଲ ସେମାନଙ୍କୁ ନିଲମ୍ବନ...

ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ

ଭୁବନେଶ୍ୱର,୧।୭ ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ। ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକଙ୍କୁ ନିଲମ୍ବିତ କରାଯାଇଛି। ବିଞ୍ଜେଶ ରଞ୍ଜନଙ୍କୁ ନିଲମ୍ବନ ରାଜସ୍ବ ବିଭାଗ ନିଲମ୍ବନ କରିଥିବା ଜଣାପଡ଼ିଛି। ସେ ଜଟଣୀ ସବ ରେଜିଷ୍ଟ୍ରାର ଥିବାବେଳେ ବେଆଇନ କାମ ଅଭିଯୋଗରେ...

BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣା: ସାଙ୍ଘାତିକ ଅଭିଯୋଗ ଆଣିଲେ ଏହି ମହିଳା , ମୋତେ ଚାକିରିରୁ ବାହାର କରି ଦେବାକୁ..

ଭୁବନେଶ୍ୱର,୧।୭: ଭୁବନେଶ୍ୱର ମହାନଗର ନିଗମ (BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରେ ଆକ୍ରମଣ ଘଟଣାକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ବଚ୍ଛ ସାଥୀ। ମୋତେ ଚାକିରିରୁ ବାହାର କରି ଦେବାକୁ ଧମକ ଚମକ ଦେଉଥିଲେ।ମୋଦିଙ୍କ ରାଲିକୁ କାହିଁକି...

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ପ୍ରତିବାଦ କଲେ ବଲାଙ୍ଗୀର ଓଏଏସ, ଓଆରଏସ ସଂଘ

ବଲାଙ୍ଗୀର, ୧/୭ (ସୁନିଲ କୁମାର ମହାନ୍ତି): ଭୁବନେଶ୍ବର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟରେ ସୋମବାର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ମଙ୍ଗଳବାର ବଲାଙ୍ଗୀର ଓଏଏସ ଓ ଓଆରଏସ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯାଇଛି।...

ବୟଫ୍ରେଣ୍ଡଙ୍କ ପାଇଁ ସ୍ବାମୀଙ୍କୁ କଲବଲ କରି ମାରି ନଳକୂପରେ ଟାଙ୍ଗିଦେଲେ ସ୍ତ୍ରୀ: ୯ ପିଲାର ମା’ଙ୍କୁ ବାନ୍ଧିଲା ପୋଲିସ

ଲକ୍ଷ୍ନୌ,୧।୭: ସପ୍ତାହେ ପୂର୍ବରୁ ଉତ୍ତର ପ୍ରଦେଶର କାସଗଞ୍ଜରେ ୯ ପିଲାର ଜଣେ ମା’ ତାଙ୍କ ବୟଫ୍ରେଣ୍ଡଙ୍କ ସହାୟତାରେ ତାଙ୍କ ସ୍ବାମୀଙ୍କୁ ହତ୍ୟା କରି ଏକ ନଳକୂପରେ ମୃତଦେହ ଟାଙ୍ଗି ଦେଇଥିଲେ। ଏବେ ପୋଲିସ ଅଭିଯୁକ୍ତ ମହିଳା ରୀନା ଏବଂ ତାଙ୍କ...

BMC କମିଶନରଙ୍କୁ ମାଡ଼ ଘଟଣା: କହୁ କହୁ ସତ ଓଗାଳି ପକାଇଲେ ଜଗନ୍ନାଥ ମୋତେ କରିଥିଲେ, ଜଣାପଡ଼ିଗଲା ଅସଲକଥା….

ଭୁବନେଶ୍ୱର,୧।୭: ଭୁବନେଶ୍ୱର ମହାନଗର ନିଗମ (BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରେ ଆକ୍ରମଣ ଘଟଣାକୁ ନେଇ ମୁହଁ ଖୋଲିରେ ଜଗନ୍ନାଥ ପ୍ରଧାନ। କହୁକହୁ କହିଦେଲେ  ସବୁ ସତ କଥା।  ମୋତେ BMC ଅତିରିକ୍ତ କମିଶନର ରତ୍ନାକର ଖରାପ...

ବୋହୂଙ୍କୁ ଏମିତି କରିବାକୁ କହିଲେ ଶ୍ୱଶୁର: ନ କରିବାରୁ ମିଳିଲା….

ବରେଲି,୧।୭:ଯୌତୁକ ଉପରେ ଆଇନ ଥିବା ସତ୍ତ୍ୱେ, ଯୌତୁକ ଲୋଭ ଯୋଗୁ ସମ୍ପର୍କ କିପରି ଭାଙ୍ଗିଯାଏ, ଏହାର ଏକ ସଦ୍ୟ ଉଦାହରଣ ଉତ୍ତର ପ୍ରଦେଶର ବରେଲି ଜିଲାରେ ଦେଖିବାକୁ ମିଳିଛି। ବାଗପତ ଜିଲାରେ ADM ଭାବରେ ନିଯୁକ୍ତ ଶିବ ନାରାୟଣଙ୍କ ଝିଅ...

ପାକିସ୍ତାନ-ଚାଇନାର ହୋସ୍‌ ଉଡାଇବେ ମୋଦି ସରକାର, ପ୍ରସ୍ତୁତ ହେଲାଣି ଆକ୍ସନ ପ୍ଲାନ

ନୂଆଦିଲ୍ଲୀ/ଇସଲାମାବାଦ,୧।୭: ଅପରେଶନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ କଡ଼ା ଜବାବ ଦେବା ପରେ, ଭାରତ ପୁଣି ଥରେ ଆକ୍ସନ ମୋଡରେ ଅଛି। ହଁ, ମୋଦି ସରକାର ଏହାର ଶତ୍ରୁମାନଙ୍କ ଉପରେ ସିଧାସଳଖ ନଜର ରଖିବା ଏବଂ ସେମାନଙ୍କ କାର୍ଯ୍ୟକଳାପର ମୂଲ୍ୟାଙ୍କନ କରିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri