ସାଉଥ୍-ବଲିଉଡ୍ ବିବାଦରେ ମୁହଁ ଖୋଲିଲେ ତମନ୍ନା
ବର୍ତ୍ତମାନ ଦକ୍ଷିଣ ଭାରତୀୟ ସିନେମାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଏହାସହ ଫିଲ୍ମକୁ ଅଧିକ ସଫଳତା ମଧ୍ୟ ମିଳୁଛି। ଏନେଇ ଏବେ ଦକ୍ଷିଣୀ ଚଳଚ୍ଚିତ୍ରକୁ ବଲିଉଡ୍ ସହ ତୁଳନା କରାଯାଉଛି। ଏହାକୁ ନେଇ ଅନେକ ବିତର୍କ ଆରମ୍ଭ ହୋଇଥିବାବେଳେ ବହୁ କଳାକାର…
‘ସୀତା ମାତାଙ୍କ ଚିର ହରଣ’: ସୁରଜେୱାଲାଙ୍କ ବିବାଦୀୟ ବୟାନକୁ ନେଇ ଟାର୍ଗେଟ କଲା ଭାଜପା
ନୂଆଦିଲ୍ଲୀ,୧୦ ।୬: ଭାରତୀୟ ଜନତା ପାର୍ଟି(ଭାଜପା) ଗୁରୁବାର କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେୱାଲାଙ୍କୁ ଟାର୍ଗେଟ କରିଛି । ଉଦୟପୁରରେ ସେ ଦେଇଥିବା ଏକ ଟିପ୍ପଣିକୁ ନେଇ ଭାଜପା କହିଛି ସୁରଜେୱାଲା ମାତା ସୀତାଙ୍କର ଅପମାନ କରିଛନ୍ତି । ଭାଜପାର ରାଷ୍ଟ୍ରିୟ…
ବଜ୍ରପାତ ନେଲା ୨ ଜୀବନ
ପାଟଣା/ଢେଙ୍କିକୋଟ,୯।୬(ସ୍ବ.ପ୍ର./ଡି.ଏନ୍.ଏ.): କେନ୍ଦୁଝର ଜିଲାରେ ଗୁରୁବାର ସନ୍ଧ୍ୟାରେ ବଜ୍ରପାତ ଘଟି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଘସିପୁରା ଥାନା ରାଇଘାଟି ଗ୍ରାମର ବଳରାମ ପିଙ୍ଗୁଆ (୭୫) ଓ ଘଟଗାଁ ବ୍ଲକ ରୁଟିଶିଳା ଗ୍ରାମର ମଙ୍ଗୁଳି ମୁଣ୍ଡା।…
ଡୋଭାଲଙ୍କ ବୈଠକ ଉପରେ ଇରାନ ଦେଇଥିବା ବିବୃତି ହଟାଇଲା
ନୂଆଦିଲ୍ଲୀ,୯।୬: ପ୍ରଫେଟ ମହମ୍ମଦଙ୍କ ଉପରେ ଭାଜପା ସଦସ୍ୟଙ୍କ ବିବାଦୀୟ ବିବୃତିକୁ ନେଇ କୂଟନୈତିକ ବିବାଦ ଜାରି ରହିଛି। ଏଭଳି ସ୍ଥିତିରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲଙ୍କ ସହ ଇରାନ ବହିର୍ବ୍ୟାପାର ମନ୍ତ୍ରୀଙ୍କ ବୈଠକକୁ ନେଇ ଉକ୍ତ ଦେଶ ପକ୍ଷରୁ…
ଛାତ୍ରୀଙ୍କୁ ହତ୍ୟା କଲେ ପୁରୁଷବନ୍ଧୁ
ଜୟପୁର,୯।୬: ରାଜସ୍ଥାନ କୋଟାରେ ଏନ୍ଇଇଟି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣେ ୧୭ ବର୍ଷୀୟା ଛାତ୍ରୀଙ୍କୁ ତାଙ୍କ ପୁରୁଷବନ୍ଧୁ ହତ୍ୟା କରିଛନ୍ତି। ମୃତ ଛାତ୍ରୀଙ୍କ ଘର ଛତିଶଗଡ଼ ବିଲାସପୁର ଅଞ୍ଚଳରେ ବୋଲି ଜଣାପଡିଛି। ଇନ୍ଷ୍ଟାଗ୍ରାମ ଜରିଆରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ…
ବ୍ୟବସାୟୀଙ୍କ ଘରୁ ଡକାୟତି: ଜବତ ହେଲା ଚୋରି ୩୧ ଲକ୍ଷ ଟଙ୍କା
ଭବାନୀପାଟଣା/ଧର୍ମଗଡ଼,୯।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ସହରରେ ଗତ ୩୦ ତାରିଖ ରାତିରେ ହୋଇଥିବା ଡକାୟତି ଘଟଣାରେ କଳାହାଣ୍ଡି ପୋଲିସ ୪ଜଣଙ୍କୁ ଗିରଫ କରିଛି। ସେମାନେ ଟିଟିଲାଗଡ଼ ଅଞ୍ଚଳର ବାସୁ ପୁଟେଲ, ନେପାଳ ଆଡ଼ଜୁଆଡ଼, ଯୁଗେନ ପଟେଲ ଓ କୈଳାସ ହାତୀ। ପୋଲିସ…
ଦକ୍ଷିଣ ଆଫ୍ରିକାର ଆଗରେ ୨୧୨ ରନ୍ର ଟାର୍ଗେଟ୍
ନୂଆଦିଲ୍ଲୀ,୯।୬: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ ଗୁରୁବାର ଆରମ୍ଭ ହୋଇଯାଇଛି। ଅରୁଣ ଜେଟ୍ଲି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ସିରିଜ୍ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଟସ୍ ଜିତି ବୋଲିଂ…
ତାପମାତ୍ରାରେ ରେକର୍ଡ କଲା ବଲାଙ୍ଗୀର
ଭୁବନେଶ୍ୱର,୯।୬(ବ୍ୟୁରୋ): ଜଳୁଛି ଓଡ଼ିଶା। ଅସହ୍ୟ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ। ଆଜି ବଲାଙ୍ଗୀର ୪୫. ୩ ଡିଗ୍ରୀ ତାପମାତ୍ରା ରେକର୍ଡ କରି ଉତ୍ତପ୍ତ ସହର ପାଲଟିଛି। ସେହିପରି ଟିଟିଲାଗଡ଼ ତାପମାତ୍ରା ୪୫. ୨ ଡିଗ୍ରୀ ରେକର୍ଡ କରାଯାଇଛି । ବରଗଡ଼ରେ ତାପମାତ୍ରା…
ନବରଙ୍ଗପୁରରୁ କଳାହାଣ୍ଡି ଚାଲାଣ ହେଉଥିଲା ମଦ
କୋକସରା,୯।୬(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ମୈଦଳପୁରରୁ ଆମପାଣି ଘାଟି ରାସ୍ତା ଦେଇ କଳାହାଣ୍ଡି ଜିଲାକୁ ଚାଲାଣ ହେଉଥିବା ୫ ପେଟି ବିଦେଶୀ ମଦ ସହ ଏକ ବାଇକ ଜବତ ହୋଇଛି। ଏଥିସହ ଚାଲାଣ କରୁଥିବା ୨ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି…
ଜୁନ୍ ୧୩ରେ ବାଚସ୍ପତି ନିର୍ବାଚନ
ଭୁବନେଶ୍ବର,୯।୬(ବ୍ୟୁରୋ): ଆସନ୍ତା ଜୁନ୍ ୧୩ରେ ଅନୁଷ୍ଠିତ ହେବ ବାଚସ୍ପତି ନିର୍ବାଚନ। ସେନେଇ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ ହେବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦବୀରୁ ଇସ୍ତଫା ଦେବା ପରେ ପଦ ଖାଲି ପଡ଼ିଥିଲା।…
ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି
ନୂଆଦିଲ୍ଲୀ,୯।୬: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟିି-୨୦ ଶୃଙ୍ଖଳା ଗୁରୁବାର ଆରମ୍ଭ ହୋଇଛି। ଅରୁଣ ଜେଟଲି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଟସ୍ ଜିତି ପ୍ରଥମେ ବୋଲିଂ…
ନୟନତାରାଙ୍କ ବିବାହରେ ଯୋଗ ଦେଇଥିଲେ କିଙ୍ଗ୍ ଖାନ୍
ସାଉଥ ଅଭିନେତ୍ରୀ ନୟନତାରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୭ ବର୍ଷ ଧରି ଡେଟ୍ କରୁଥିବା ବିଗ୍ନେଶ ଶିବନଙ୍କୁ ସମସ୍ତ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି। ସାଉଥ ଇଣ୍ଡଷ୍ଟ୍ରିରୁ ବଲିଉଡ୍ ପର୍ଯ୍ୟନ୍ତ ପ୍ରାୟତଃ ସମସ୍ତ ଷ୍ଟାରମାନେ ଏହି ବିବାହ ଉତ୍ସବରେ ଯୋଗ…
Archives


