ଦୀପାବଳିରେ ଅଘଟଣ: ବାଣ ନେଲା ଯୁବକଙ୍କ ଜୀବନ
ଖଲ୍ଲିକୋଟ,୨୦।୧୦(ପ୍ରଶାନ୍ତ କୁମାର ମିଶ୍ର): ଖୁସିର ପର୍ବ ଦୀପାବଳିରେ ଏକ ଅଘଟଣ ସାମ୍ନାକୁ ଆସିଛି। ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କଇଠଡ଼ା ଗ୍ରାମରେ ବାଣ ବିସ୍ଫୋରଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଇଠଡ଼ା ଗ୍ରାମର ପିଣ୍ଟୁ ପଲେଇ ।…
ଗାଈକୁ ବଳାତ୍କାର କଲେ ଯୁବକ, ମାଲିକ ପହଞ୍ଚି ଯିବାରୁ…
ବାସୁଦେବପୁର,୨୦ା୧୦(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ଗ୍ରାମରେ ଗୋ’ମାତାଙ୍କୁ ବଳାତ୍କାର କରି ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ ବାସୁଦେପୁର ପୌରାଞ୍ଚଳ ଅଧୀନ ଶାବରପୁରର ସେକ୍ ରାଜନ(୨୦)। ବିଦେଇପୁର ଅଞ୍ଚଳର ଏକ ଓ୍ବେଲ୍ଡିଂ ଦୋକାନରେ ସେ…
ଦୀପାବଳି ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର
ପୁରୀ,୨୦ା୧୦(ଅଜିତ୍ କୁମାର ମହାନ୍ତି): ଆଲୋକର ପର୍ବ ଦୀପାବଳି ପାଇଁ ପୁରୀ ସହର ଉତ୍ସବମୁଖର ହୋଇଉଠିଛି। ଦୀପାବଳି ଅବସରରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହେବାରେ ଲାଗିଛି। ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ପୁରୀରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ…
ଖୁସିର ପର୍ବ ଦୀପାବଳି
ଭୁବନେଶ୍ୱର,୨୦।୧୦: ଆଲୋକର ପର୍ବ ଦୀପାବଳି। ଅସତ୍ୟ ଉପରେ ସତ୍ୟର ବିଜୟ ବହନ କରିଥାଏ ଦୀପାବଳି ପର୍ବ। ହିନ୍ଦୁମାନଙ୍କର ଏହି ମହାନ ପର୍ବରେ ପୂର୍ବପୁରୁଷଙ୍କୁ ମନେପକାଇବା ସହିତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବଡବଡୁଆ ଡାକିଥାଉ। ପିତୃପୁରୁଷଙ୍କ ଆଶୀର୍ବାଦ ଜୀବନର ଅନ୍ଧକାରକୁ ଦୂରୀଭୂତ କରି ଆଲୋକର…
ଅସତୋ ମା ସଦ୍ଗମୟ, ତମସୋ ମା ଜ୍ୟୋତିର୍ଗମୟ…
ଆଲୋକର ପର୍ବ ଦୀପାବଳି। ଏହି ଦିନଟିକୁ ସମସ୍ତେ ଦୀପ, ମହମବତି ଓ ବିଭିନ୍ନ ରଙ୍ଗବେରଙ୍ଗର ଲାଇଟ୍ ଜଳାଇ, ବାଣଫୁଟାଇ ବେଶ୍ ଧୁମଧାମରେ ପାଳନ କରିଥା’ନ୍ତି। ପିଠା, ମିଠା ବଣ୍ଟନର ଆନନ୍ଦରେ ବିଭୋର ହୋଇଥା’ନ୍ତି। ପ୍ରତିବର୍ଷ ଭାରତ ବର୍ଷରେ ଏହି ପର୍ବ ପାଳନ…
ଆଜି ଅପରାହ୍ନରେ ଚାଲିବନି ‘ଆମ ବସ୍’
ଭୁବନେଶ୍ୱର, ୨୦ା୧୦: ଦୀପାବଳି ପାଇଁ ସୋମବାର ଅପରାହ୍ନରେ ‘ଆମ ବସ୍’ ଚଳାଚଳ କରିବ ନାହିଁ। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍)ର ସୂଚନାନୁସାରେ, ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆମ ବସ୍ ଚାଲିବ। ଏହାପରଠାରୁ କୌଣସି ରୁଟ୍ରେ ଆମ ବସ୍ ଚାଲିବ ନାହିଁ।…
ଦୀପାବଳିରେ ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
ଭୁବନେଶ୍ୱର,୨୦।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଆଜି ଶେଷ ଦିନ ଥିବା ବେଳେ ସୋମବାର ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଭରିଛନ୍ତି। ୧୮ରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଉଭୟ ଭାଜପା ଓ କଂଗ୍ରେସ। ଭାଜପାରୁ ଜୟ ଢୋଲକିଆ ନାମାଙ୍କନପତ୍ର…
ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ
ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ଭଦ୍ରକାଳୀ ପୀଠ। ପ୍ରତିବର୍ଷ କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସ ବ୍ୟାପୀ ମହାଯଜ୍ଞ ସହ ମା’ଙ୍କର ସପ୍ତମାତୃକା ବେଶ ହୋଇଥାଏ। ଚଳିତବର୍ଷ ସୋମବାରଠାରୁ ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ପୂଜା ପାଇବେ। ଏଥିସହ…
‘ଯେଉଁମାନେ ନିଜ ଦମ୍ରେ ଲଢ଼ନ୍ତି, ସେମାନଙ୍କର ସର୍ବଦା ବିଜୟ ହୁଏ’, INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୦।୧୦: ସବୁଥର ପରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସୈନିକମାନଙ୍କ ସହିତ ଦୀପାବଳି ପାଳନ କରିଥିଲେ। ଏଥର, ପ୍ରଧାନମନ୍ତ୍ରୀ ମୋଦି ଗୋଆ ଏବଂ କରୱାର ଉପକୂଳରେ ଅବସ୍ଥିତ INS ବିକ୍ରାନ୍ତକୁ ଦୀପାବଳି ପାଳନ କରିବା ପାଇଁ ବାଛିଥିଲେ। ସୈନିକମାନଙ୍କୁ ସମ୍ବୋଧିତ କରି…
ପରିବା କିଆରି ଉପରେ ଅପରାଧୀଙ୍କ ଲୋଲୁପ ଦୃଷ୍ଟି: ପୂର୍ବରୁ ମାରିଥିଲେ ଲଟାମରା ଔଷଧ, ଏବେ…
ବରଗଡ଼,୨୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ କିଛିଦିନ ହେଲା ଚାଷୀଙ୍କ ପରିବା କିଆରି ଉପରେ ଦୁର୍ବୃତ୍ତଙ୍କ ଲୋଲୁପଦୃଷ୍ଟି ପଡ଼ିଛି। ପ୍ରଥମେ ବରଗଡ଼ ଜିଲା ଜମୁର୍ଡା ଗ୍ରାମରେ ଚାଷୀଙ୍କ କୋବି ଫସଲରେ ଦୁର୍ବୃତ୍ତମାନେ ଲଟାମରା ଔଷଧ ସିଞ୍ଚନ କରିଥିଲେ। ଫଳରେ ସେହି ଫସଲ…
ଦଲାଲ ସକ୍ରିୟ, ପନିପରିବା ଚାଷୀ ନିରାଶ, ୧୨୦ରୁ ଖସୁନି ଦର
ଦାରିଙ୍ଗବାଡ଼ି,୨୦ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ମାସ ହେଲା ବର୍ଷା ପନିପରିବା ଚାଷୀଙ୍କୁ ଦାଉ ସାଧିଛି। ଚଳିତ ବର୍ଷ ଅଦିନିଆ ବର୍ଷାରୁ ଆରମ୍ଭ ପରେ ମୌସମୀ ବର୍ଷା ଓ ବାରମ୍ବାର ଏକାଧିକ ଥର ଲଘୁଚାପ ଜନିତ ବର୍ଷା…
ନୌସେନା ଯବାନଙ୍କ ସହ ଏଥର ଦୀପାବଳି ପାଳିବେ ମୋଦି
ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୀପାବଳିରେ ଗୋଆ ଉପକୂଳରେ ଭାରତୀୟ ନୌସେନା କର୍ମଚାରୀଙ୍କ ସହିତ ଦୀପାବଳି ପାଳନ କରିବେ। ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ପହଲଗାମ ଆତଙ୍କବାଦୀ ଆକ୍ରମଣର ଭାରତର ପ୍ରତିକ୍ରିୟା ଅପରେଶନ ସିନ୍ଦୂରର ସଫଳତାକୁ ଦୀପାବଳି ସହିତ ପାଳନ କରିବେ।…
Archives


