Home Left

ଶିଶୁକୁ ଆକ୍ରମଣ କରିବାକୁ ଆସିଥିବା ସିଂହକୁ ଅଟକାଇଦେଲା ଗାଈ; ଭାଇରାଲ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ

ଗୁଜୁରାଟ,୨୧।୧୦: ଗୁଜୁରାଟର ଜୁନାଗଡ଼ ଜିଲାରୁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଘର ବାହାରେ ଠିଆ ହୋଇଥିବା ଏକ ଛୋଟ ପିଲାକୁ ହଠାତ୍ ଜଙ୍ଗଲରୁ ଆସିଥିବା ଏକ ସିଂହ ଆକ୍ରମଣ କରିବାକୁ…

ପୃଥିବୀର ସବୁଠାରୁ ବଡ଼ ସୁନାର ପଦ୍ମ

ପଦ୍ମ କେବଳ ତା’ର ସୌନ୍ଦର୍ଯ୍ୟରେ ସମସ୍ତଙ୍କୁ ମତୁଆଲା କରେ ସେକଥା ନୁହଁ, ଏହାକୁ ସମୃଦ୍ଧିର ପ୍ରତିକ ବୋଲି ବି ଗଣନା କରାଯାଏ। କାରଣ ପଦ୍ମ ହେଉଛି ମା’ ଲକ୍ଷ୍ମୀଙ୍କର ପ୍ରିୟ ଫୁଲ। ହିନ୍ଦୁ ଧର୍ମର ବିଭିନ୍ନ ପୂଜାପର୍ବରେ ମା’ ଲକ୍ଷ୍ମୀଙ୍କୁ ପଦ୍ମ…

ବିଦ୍ୟୁତ୍‌ ଖୁଣ୍ଟରେ ପିଟିହେଲା ବାଇକ୍‌: ଚାଲିଗଲା ଦୁଇ ଜୀବନ

ଚମ୍ପୁଆ,୨୧।୧୦: କେନ୍ଦୁଝର ଜିଲା ୫୨୦ ନମ୍ବର ଜାତୀୟ ରାଜପଥ ମରସୁଆଁ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨ଜଣ ବାଇକ୍‌ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ…

ଦୀପାବଳି ବୋନସ୍ ନ ମିଳିବାରୁ ଏକ୍ସପ୍ରେସୱେ ଟୋଲ୍ ଫାଟକ ଖୋଲିଦେଲେ କର୍ମଚାରୀ, ଲକ୍ଷାଧିକ ଟଙ୍କା କ୍ଷତି

ଆଗ୍ରା,୨୧।୧୦: ଦୀପାବଳି ବୋନସ୍ ନ ମିଳିବା କାରଣରୁ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ଫତେହାବାଦ ଟୋଲ୍ ପ୍ଲାଜା କର୍ମଚାରୀମାନେ ରବିବାର ବିଳମ୍ବିତ ରାତିରେ ଧର୍ମଘଟ କରିଥିଲେ। ସେମାନେ ଟୋଲ୍ ଫାଟକ (Toll Gates) ଖୋଲି ଦେବାରୁ ହଜାର ହଜାର ଗାଡ଼ି ବିନା ଶୁଳ୍କରେ ଯାତାୟାତ…

ଛତ୍ରପୁରରେ ପୋଲିସ ଶହୀଦ ସ୍ମୃତି ଦିବସ

ଛତ୍ରପୁର,୨୧ା୧୦(ଦିଲୀପ ସାମଲ): ଛତ୍ରପୁର ରିଜର୍ଭ ପୋଲିସ ପଡିଆଠାରେ ଗଞ୍ଜାମ ପୋଲିସ ଜିଲା ତରଫରୁ ୬୬ତମ ପୋଲିସ ଶହୀଦ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ଶହୀଦ ସ୍ମୃତି ସ୍ମାରକୀରେ ପୁଷ୍ପଗୁଚ୍ଛ…

ଭାରତରେ ଦୀପାବଳି ବାଣ ପାଇଁ ପାକିସ୍ତାନରେ ବାଜିଲା ଆଲାରାମ୍, ଲାହୋରକୁ ସବୁଠୁ ବଡ କ୍ଷତି

ନୂଆଦିଲ୍ଲୀ,୨୧।୧୦: ଭାରତରେ ଦୀପାବଳି ପାଳନ ସମୟରେ ଫୁଟାଯାଇଥିବା ବାଣର ଧୂଆଁ ଓ ପ୍ରଦୂଷକ ପାକିସ୍ତାନର ପଞ୍ଜାବ ପ୍ରଦେଶକୁ ବ୍ୟାପିଛି। ଭାରତର ଉତ୍ତର ସହରରୁ ଆସୁଥିବା ପବନ ଏବଂ କମ୍ ବେଗରେ ପ୍ରବାହିତ ହେଉଥିବା ପବନ ଯୋଗୁଁ ପାକିସ୍ତାନରେ ବାୟୁ ଗୁଣବତ୍ତା ବହୁତ…

ଉପ ନିର୍ବାଚନ ତାତି: ଭାଜପା ନେତା ଓ କର୍ମୀଙ୍କ ବୈଠକକୁ ନେଇ ଫେରାଦ ହେଲା ବିଜେଡି

ଭୁବନେଶ୍ୱର,୨୧।୧୦: ନୂଆପଡ଼ା ଉପ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି। ଶିକ୍ଷାନୁଷ୍ଠାନରେ ଭାଜପା ନେତା ଓ କର୍ମୀଙ୍କ ବୈଠକକୁ ନେଇ ଫେରାଦ ହୋଇଥିବା ସୂଚନା ମିଳିଛି।…

ପୂର୍ବତନ ଡିଜିପିଙ୍କ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ: ବାପାଙ୍କ ଉପରେ ଆଣିଥିଲେ ସ୍ତ୍ରୀ ସହ ଅବୈଧ ସମ୍ପର୍କ ଅଭିଯୋଗ

ଚଣ୍ଡିଗଡ଼: ପୂର୍ବତନ ପଞ୍ଜାବ ପୋଲିସ୍ ଡିଜି (DGP) ମହମ୍ମଦ ମୁସ୍ତାଫାଙ୍କ ପୁଅ ଆକିଲ ଅଖତରଙ୍କ ପଞ୍ଚକୁଲାରେ ଥିବା ଘରେ ସନ୍ଦେହଜନକ ମୃତ୍ୟୁ ହୋଇଛି। ପରିବାର ଲୋକେ ଏହାକୁ ‘ଔଷଧର ଅତ୍ୟଧିକ ମାତ୍ରା ସେବନ ଯୋଗୁଁ’ ବୋଲି କହିଥିବାବେଳେ, ମୃତ୍ୟୁର କିଛି ଦିନ…

ଯୁବକଙ୍କ ଟାଙ୍ଗିଆ ଚୋଟରେ ମହିଳା ମୃତ, ଶିଶୁ କନ୍ୟା ଗୁରୁତର

ଯାଜପୁର,୨୧।୧୦: ଯାଜପୁର ଜିଲା ଯଖପୁରା ଥାନା ରାବଣା ଛକ ନିକଟ ଇଟା ଫ୍ୟାକ୍ଟ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ଟାଙ୍ଗିଆ ଚୋଟରେ ଜାଣେ ମହିଳା ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଶିଶୁ କନ୍ୟା ଗୁରୁତର ହୋଇଛନ୍ତି। ଶିଶୁଙ୍କ ମୁଣ୍ଡରେ…

ଦକ୍ଷିଣ ଓଡ଼ିଶାରେ ରେଡ, ଉପକୂଳରେ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର,୨୧।୧୦: ସମ୍ଭାବ୍ୟ ବାତ୍ୟା ଏବଂ ଲଘୁଚାପଜନିତ ଲଗାଣ ବର୍ଷା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ନେଇ ସମସ୍ତ ଜିଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ…

କଳିଙ୍ଗ ବାଲିଯାତ୍ରା ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୧୦: ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରାଦୀପ କଳିଙ୍ଗ ବାଲିଯାତ୍ରାର ଉଦ୍‌ଘାଟନ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ନଭେମ୍ବର ୪ରୁ ୧୦ ତାରିଖ ଯାଏ କଳିଙ୍ଗ ବାଲିଯାତ୍ରା ଆୟୋଜିତ…

ରିଷଭ ପନ୍ତ ଅଧିନାୟକ, ଗିଲଙ୍କୁ ମିଳିଲାନି ସ୍ଥାନ: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୧।୧୦: ଭାରତ ଏ ଅକ୍ଟୋବର ୩୦ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଚାରିଦିନିଆ ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚ ଅକ୍ଟୋବର ୩୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ମ୍ୟାଚ ୬ ନଭେମ୍ବରରୁ ନଭେମ୍ବର ୯ ପର୍ଯ୍ୟନ୍ତ ଖେଳାଯିବ। କେଏଲ ରାହୁଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri