ବ୍ରିଜ୍ରୁ ଖସିପଡ଼ିଲା ବାଇକ୍: ଯୁବକ ମୃତ
ବିନିକା,୨୨।୧୦: ସୁବର୍ଣ୍ଣପୁର ଜିଲା ବିନିକା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବେଲପଡ଼ା ଛକ ନିକଟ ମଗରକୁନ୍ଦା ବ୍ରିଜ୍ ଉପରୁ ଏକ ବାଇକ୍ ତଳକୁ ଖସିପଡ଼ିବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସୂଚନାନୁସାରେ, ଯୁବକ ଜଣକ ଭାରସାମ୍ୟ ହରାଇ ବାଇକ୍…
ଧର୍ମଶାଳାରେ ଯୁବତୀଙ୍କୁ ଅପହରଣ ଉଦ୍ୟମ; ଜଣେ ଅଟକ
ଧର୍ମଶାଳା,୨୨।୧୦: ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ରାସ୍ତାରୁ ଅପହରଣ କରି ନେବା ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, କଣ୍ଟାମାଳିଆ-ଥାନୁଆଳ ରାସ୍ତାରେ ଏହି ଅପହରଣ ଉଦ୍ୟମ ହୋଇଥିଲା, କିନ୍ତୁ ଯୁବତୀ ଜଣକ ଅଳ୍ପକେ ବର୍ତ୍ତି…
୫ ଦିନ ଯାଏ ବର୍ଷା, ଏସବୁ ଜିଲା ପାଇଁ ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର,୨୧।୧୦(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ସକାଳ ୮ଟା ୩୦ରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ବୁଧବାର ଅପରାହ୍ନ ସୁଦ୍ଧା ଅବପାତରେ ପରିଣତ ହେବ। ଏହାର…
କୁଲଦୀପଙ୍କୁ ନେଇ ଆସିଲା ନିରାଶାଜନକ ଖବର, ଆଡିଲେଡ୍ରେ ଏ କ’ଣ ହେଲା?
ନୂଆଦିଲ୍ଲୀ,୨୧।୧୦: ଭାରତ ପର୍ଥ ଦିନିକିଆରେ ପରାଜିତ ହେବାପରେ କୁଲଦୀପ ଯାଦବଙ୍କୁ କାହିଁକି ପ୍ଲେଇଂ ଇଲେଭେନରେ ସାମିଲ କରାଗଲା ନାହିଁ ବୋଲି ପ୍ରଶ୍ନ ଉଠିଥିଲା। ଟିମ ଇଣ୍ଡିଆ ଜଣେ ବିଶେଷଜ୍ଞ ବୋଲରଙ୍କ ବଦଳରେ ତିନି ଜଣ ଅଲରାଉଣ୍ଡରଙ୍କୁ ଖେଳାଇଥିଲା। ଏବେ କୁଲଦୀପ ପରବର୍ତ୍ତୀ…
ନୂଆ ଓପନର ରେଡ୍ଡି କଲେଣି ଗମ୍ଭୀର, ଏବେ ରୋହିତ ଶର୍ମାଙ୍କ ପାଖରେ ଶେଷ ସୁଯୋଗ?
ନୂଆଦିଲ୍ଲୀ,୨୧।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆଡିଲେଡ୍ ଓଭାଲରେ ଖେଳାଯିବ। ଟିମ ଇଣ୍ଡିଆକୁ ଏହି ଗ୍ରାଉଣ୍ଡରେ ଜିତିବାକୁ ପଡିବ, କାରଣ ମ୍ୟାଚ୍ ହାରିଲେ ସିରିଜ ହାତରୁ ଚାଲିଯିବ। ଟିମ୍ ଇଣ୍ଡିଆକୁ ଏହି ମ୍ୟାଚ୍ ଜିତିବା ପାଇଁ କଠିନ ପରିଶ୍ରମ…
‘କାବୁଲ୍ ଉପରେ କେହି ହୁକୁମ୍ ଚଲାଇ ପାରିବେନି’, ପାକିସ୍ତାନକୁ ଆଫଗାନିସ୍ତାନର କଡ଼ା ଜବାବ
କାବୁଲ୍,୨୧।୧୦: ଭାରତକୁ ଦୋଷ ଦେଇ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ପାଇଁ ଦାୟୀ କରିବା ଅଭିଯୋଗ ଉପରେ ତାଲିବାନ୍ର ପ୍ରତିରକ୍ଷା ମନ୍ତ୍ରୀ ମୌଲବୀ ମହମ୍ମଦ ୟାକୁବ ମୁଜାହିଦ୍ କଡ଼ା ଜବାବ ଦେଇଛନ୍ତି। ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫଙ୍କ ବୟାନକୁ…
ମାନୁନି ଇସ୍କନ, ପୁଣି ଚିଠି ଲେଖିଲେ ଗଜପତି ମହାରାଜା, ଆପତ୍ତି ଉଠାଇ…
ଭୁବନେଶ୍ୱର,୨୧।୧୦: ମାନୁନି ଇସ୍କନ। ପୁଣି ଥରେ ଗଜପତି ମହାରାଜା ଚିଠି ଲେଖିଛନ୍ତି। ଭାରତ ବାହାରେ ରଥଯାତ୍ରା ନେଇ ସହମତ ହୋଇପାରୁ ନ ଥିବା ନେଇ ଇସ୍କନ ଜଣାଇଛି। ଧାର୍ଯ୍ୟ ୯ ଦିନ ମଧ୍ୟରେ ରଥଯାତ୍ରା ନେଇ ସହମତି ହୋଇପାରୁନି ବୋଲି ଲେଖିଛି।…
କାମାକ୍ଷାନଗରରେ ବାଘ ଆତଙ୍କ: ଗାଁ ନିକଟରେ ମିଳିଲା ପାଦଚିହ୍ନ
କାମାକ୍ଷାନଗର,୨୧।୧୦: ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ପୁଣି ଥରେ ବାଘ ଆତଙ୍କ ଦେଖାଦେଇଛି। କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍ ଅଧୀନ ଖଟଖୁରା ଗାଁର ଧାନ ବିଲରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। କିଛି ଦିନ ତଳେ ବାଘଟି କଣ୍ଟାରିପାଟ ଜଙ୍ଗଲରେ ଏକ ଷଣ୍ଢକୁ…
ଜାଗା ଥିଲେ ଆପଣ ବି ନେଇପାରିବେ Hero MotorCorpର ଡିଲର୍ଶିପ୍, ଜାଣନ୍ତୁ ଆବେଦନ କରିବାର ପ୍ରକ୍ରିୟା ସହ ସର୍ତ୍ତ…
ନୂଆଦିଲ୍ଲୀ,୨୧।୧୦: ଭାରତର ବୃହତ ଦୁଇଚକିଆ ଯାନ ନିର୍ମାତା ମଧ୍ୟରୁ ହିରୋ ମୋଟୋକର୍ପ ଗୋଟିଏ। ଯଦି ଆପଣ ଅଟୋମୋବାଇଲ କ୍ଷେତ୍ରରେ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି, ତେବେ ହିରୋ ମୋଟୋକର୍ପ ଡିଲରସିପ ହାସଲ କରିବା ଏକ ବଡ଼ ସୁଯୋଗ ହୋଇପାରେ। କମ୍ପାନୀର…
ଫୁଟ୍ବଲ ମହାସଂଘର ବଡ଼ ଘୋଷଣା
ନୂଆଦିଲ୍ଲୀ,୨୧ା୧୦: ନିକଟରେ ଏଏଫ୍ସି ୧୭ ବର୍ଷରୁ କମ୍ ଏସିଆ କପ୍ ପାଇଁ ପ୍ରଥମଥର ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ମହିଳା ଦଳ ଲାଗି ସର୍ବଭାରତୀୟ ଫୁଟ୍ବଲ ମହାସଂଘ(ଏଆଇଏଫ୍ଏଫ୍) ମଙ୍ଗଳବାର ୨୫,୦୦୦ ଆମେରିକୀୟ ଡଲାର ପୁରସ୍କାର ଘୋଷଣା କରିଛି। ଭାରତ ବିଶ୍କେକ୍ଠାରେ ଗତ…
ନୂତନ ସଂଯୋଗୀକରଣ ରାସ୍ତା ନିର୍ମାଣ ଦାବି
ଖଡ଼ିଆଳ,୨୧ା୧୦ (ସୁଜିତ କୁମାର ପ୍ରଧାନ) ନୂଆପଡ଼ା ଜିଲା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ୍ ୱେ ସହ ଏନ୍ଏଚ୍ ୩୫୩କୁ ତିଖାଲି ପ୍ରକଳ୍ପର ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଏକ ସଂଯୋଗୀକରଣ ରାସ୍ତା ନିର୍ମାଣ କରିବାକୁ ଦାବି ହେଉଛି। ଏହା ହେଲେ ଜିଲାର ୫…
ବାପା ଟଙ୍କା ପଠାଇଛନ୍ତି ଚପଲ କିଣିବା କହି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ଫୋନ୍ ଟ୍ରାକ୍ କରି…
ଦାରିଙ୍ଗବାଡି,୨୧।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଫୁଲବାଣୀ ପକ୍ସୋ କୋର୍ଟରେ ହାଜର କରାଇଛି । ସେଠାରେ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ…
Archives


