ସବୁଠୁ ଛୋଟ ପକ୍ଷୀ: ମଣିଷର କାଣି ଆଙ୍ଗୁଠିଠାରୁ ବି…
ହଭାନା: ବିଶ୍ୱର ସବୁଠାରୁ ଛୋଟ ପକ୍ଷୀର ନାମ ହେଉଛି ବି ହମିଂବାର୍ଡ। କାରବିଆନ୍ ଦେଶ କ୍ୟୁବାର ଘନ ଜଙ୍ଗଲରେ ମାତ୍ର ୫ରୁ ୬ ସେଣ୍ଟିମିଟର ଲମ୍ବ ବିଶିଷ୍ଟ ଏହି ପକ୍ଷୀକୁ ଦେଖିବାକୁ ମିଳିଥାଏ। ଏହି ପକ୍ଷୀଟି ଆକାରରେ ଏତେ କ୍ଷୁଦ୍ର...
ରାହୁଲଙ୍କ ଗସ୍ତ ପୂର୍ବରୁ ଭାଜପା ନେତାଙ୍କ ବିସ୍ଫୋରକ ବୟାନ, କହିଲେ ହତାଶା ହୋଇଗଲାଣି…
ଭୁବନେଶ୍ୱର,୧୧।୭: ଆଜି ଆସୁଛନ୍ତି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ୫୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ...
ମା’-ବାପାଙ୍କ ଶେଷଇଚ୍ଛା ପୂରଣ ପାଇଁ ନିର୍ମାଣ କଲେ ୧୦ କୋଟି ଟଙ୍କାର ମନ୍ଦିର: ସମ୍ପୂର୍ଣ୍ଣ କାହାଣୀ ଜାଣିଲେ ଆଖିରେ ଆସିଯିବ ଲୁହ
ଛପରା,୧୧।୭: ବିହାରର ଛପରା ଜିଲାର ନୈନି ଗ୍ରାମରେ ଏକ ଅତ୍ୟନ୍ତ ସୁନ୍ଦର ଏବଂ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି। ଏହା ଏବେ ଭକ୍ତଙ୍କ ମଧ୍ୟରେ ବିଶ୍ୱାସ ଏବଂ ଆକର୍ଷଣର କେନ୍ଦ୍ର ପାଲଟିଛି। ବିଶେଷ କଥା ହେଉଛି, ଏହି ମନ୍ଦିର କୌଣସି...
ନୀତିଶ ରେଡ୍ଡି ଇଂଲଣ୍ଡ ଗସ୍ତ ପାଇଁ SRH କ୍ୟାପଟେନ୍ ପାଟ୍ କମିନ୍ସଙ୍କର ନେଇଥିଲେ ପରାମର୍ଶ, ଏବେ ସମସ୍ତଙ୍କୁ ଚମକାଇଲେ
ନୂଆଦିଲ୍ଲୀ,୧୧ା୭: ଇଂଲଣ୍ଡର ପ୍ରଥମ ଟେଷ୍ଟ ଗସ୍ତ ପାଇଁ ପ୍ରସ୍ତୁତି ନେବା ପାଇଁ ଭାରତୀୟ ଟେଷ୍ଟ କ୍ରିକେଟର ନୀତିଶ କୁମାର ରେଡ୍ଡି ଆଇପିଏଲ ସଂଯୋଗକୁ ବ୍ୟବହାର କରିଛନ୍ତି। ଅଲ-ରାଉଣ୍ଡର ଭାବେ ପରିଚିତ ରେଡ୍ଡିଙ୍କର ଅଷ୍ଟ୍ରେଲିଆର ବର୍ଡର-ଗାଭାସ୍କର ଟ୍ରଫିରେ ବୋଲିଂ ପ୍ରଦର୍ଶନ ଖରାପ...
ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଯାଇ ଷଣ୍ଢ ଆକ୍ରମଣରେ ସ୍ବାମୀଙ୍କ ଜୀବନ ଗଲା
ବାସୁଦେବପୁର,୧୧ା୭(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବ୍ରାହ୍ମଣ ଗାଁ ପଞ୍ଚାୟତର ପାଢ଼ୀ ସାହିରେ ଶୁକ୍ରବାର ସକାଳେ ଷଣ୍ଢ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି, ସେ ହେଲେ ନେପାଳ କୁମାର ଜେନା(୫୫), ତାଙ୍କ ସ୍ତ୍ରୀ ବାସନ୍ତୀ ଶୌଚ...
୮ ବଲ୍ରେ ୬ ଉଇକେଟ୍: କ୍ରିକେଟ୍ରେ ଚମତ୍କାର କଲେ ଏହି ବୋଲର୍
ନୂଆଦିଲ୍ଲୀ,୧୧।୭: କ୍ରିକେଟରେ ପ୍ରତିଦିନ ନୂଆ ରେକର୍ଡ ହୁଏ, କିନ୍ତୁ ଭାରତୀୟ ବଂଶୋଦ୍ଭବ ସ୍ପିନର କିଶୋର କୁମାର ସାଧକ ଇଂଲଣ୍ଡରେ ଯେଉଁ ଚମତ୍କାର କରିଥିଲେ ତାହା ହୁଏତ ବର୍ଷ ବର୍ଷ ଧରି ପୁନରାବୃତ୍ତି ହେବ ନାହିଁ। ଟୁ କାଉଣ୍ଟି ଚାମ୍ପିଅନସିପ ଡିଭିଜନ...
ୟୁରିଆ, ଡିଏପି ସାର କଳାବଜାର, ତେଜୁଛି ଚାଷୀ ଅସନ୍ତୋଷ
ବରଗଡ଼,୧୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କୃଷି ଓ କୃଷକଙ୍କ ସମସ୍ୟା ଅସମାହିତ ରହିଛି। ନିକଟରେ ରବିଧାନ ବିକ୍ରି ନେଇ ଜିଲାର ଚାଷୀମାନଙ୍କୁ ଖୁବ୍ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅନ୍ୟପଟେ ଏବେ ଖରିଫ୍ ଚାଷକାର୍ଯ୍ୟ ଆରମ୍ଭରୁ ଚାଷୀଙ୍କୁ ସାର ଅଭାବ...
ତହସିଲ କାର୍ଯ୍ୟାଳୟରେ ସଠିକ୍ ସମୟରେ ମିଳୁନି ପ୍ରମାଣପତ୍ର, ଲୋକେ ହଟହଟା
ଦାରିଙ୍ଗବାଡ଼ି,୧୧ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟରେ ଉପଭୋକ୍ତା ନାନା ହଇରାଣ ହରକତ ହେଉଛନ୍ତି। ଲୋକଙ୍କ ସେବାରେ ଥିବା ଅଧିକାରୀମାନେ ସାଧାରଣ ଲୋକଙ୍କ କାର୍ଯ୍ୟକୁ ସଠିକ ସମୟସୀମା ମଧ୍ୟରେ କରି ଦେଉ ନ ଥିବା ଅଭିଯୋଗ ହେଉଛି। ଏବେ...
ସ୍ପେସ୍ ଷ୍ଟେଶନକୁ ଯାଇଥିବା ଶୁଭାଂଶୁ ଶୁକ୍ଳା କେବେ ପୃଥିବୀକୁ ଫେରିବେ? ସ୍ପଷ୍ଟ କଲା NASA
ନୂଆଦିଲ୍ଲୀ,୧୧।୭: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲା ଏବଂ ତାଙ୍କ ଦଳ ୧୪ ଜୁଲାଇରେ ମହାକାଶରୁ ଫେରିପାରନ୍ତି। ଗୁରୁବାର ଏକ ବିବୃତ୍ତିରେ ନାସା ଏହି ସୂଚନା ଦେଇଛି। ପୂର୍ବରୁ, ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA) ସୂଚିତ କରିଥିଲା ଯେ...
ଅଗଷ୍ଟ ୧ରୁ ଯୁବକମାନଙ୍କୁ ମିଳିବ ୧୫,୦୦୦ ଟଙ୍କା: ଜାଣଙ୍କୁ କେଉଁମାନେ ଉଠାଇପାରିବେ ଏହାର ଲାଭ
ନୂଆଦିଲ୍ଲୀ,୧୧।୭: ଅଗଷ୍ଟ ୧ ତାରିଖରୁ ଦେଶରେ ଏମ୍ପୋଲୟମେଣ୍ଟ ଲିଙ୍କ୍ଡ ଇନସେଣ୍ଟିଭ ସ୍କିମ (ELI) ଆରମ୍ଭ କରିବାକୁ ଯାଉଛନ୍ତି ସରକାର। ଏହା ଅଧୀନରେ ପ୍ରଥମ ଥର ପାଇଁ ନିଯୁକ୍ତି ପାଇଥିବା ଯୁବକମାନଙ୍କୁ ସରକାର ୧୫,୦୦୦ ଟଙ୍କା ଦେବେ। ଏହି ଯୋଜନାର ଲକ୍ଷ୍ୟ...
ଭୁବନେଶ୍ୱର ବାଇପାସ୍ ପ୍ରକଳ୍ପକୁ ଅନୁମୋଦନ ମିଳିବ, ୧୧୦ କିମି ପାଇଁ ଖର୍ଚ୍ଚ ହେବ ୮,୩୦୦ କୋଟି ଟଙ୍କା
ଭୁବନେଶ୍ୱର,୧୧ା୭: ଭାରତ ସରକାର ଓଡ଼ିଶାରେ ଏକ ବହୁଲକ୍ଷ୍ୟମୂଳକ ଆଧୁନିକ ପ୍ରକଳ୍ପକୁ ଅନୁମୋଦନ ପାଇଁ ପ୍ରସ୍ତୁତ ହେଉଛନ୍ତି। ୧୧୦ କିଲୋମିଟର ଲମ୍ବା ଏହି ଛଅ ସ୍ତରର ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜନ୍ ରିଙ୍ଗ ରୋଡ୍ (ଭୁବନେଶ୍ୱର ବାୟପାସ୍) ପ୍ରକଳ୍ପର ଆସମାନ୍ତା ୮,୩୦୦ କୋଟି...
ପାକିସ୍ତାନରେ ହେବ ବଡ଼ ବିଦ୍ରୋହ: ମାଷ୍ଟରମାଇଣ୍ଡ ମୁନିର୍
ଇସଲାମାବାଦ୍,୧୧।୭: ଗତ କିଛି ଦିନ ଧରି ପାକିସ୍ତାନରେ ବିଦ୍ରୋହ ହେବାର ଗୁଜବ ଉଠିଛି ଏବଂ ଏବେ ଏହା ଜୋର ଧରିଛି। ଦାବି କରାଯାଉଛି ଯେ, କ୍ଷମତା ହାସଲ କରିବା ପରେ, ଫିଲ୍ଡ ମାର୍ଶାଲ ଅସୀମ ମୁନିର ରାଷ୍ଟ୍ରପତି ଆସିଫ ଅଲ୍ଲୀ...
Archives


