Home Left

ମଧ୍ୟାହ୍ନଭୋଜନରେ ଅଣ୍ଡା ମିଳୁନି, କମୁଛନ୍ତିି ପିଲା

ଦଶମନ୍ତପୁର,୧୨ା୮(ଡି.ଏନ.ଏ.):ନିୟମିତ ଭାବେ ବିଦ୍ୟାଳୟ ଆସୁନାହାନ୍ତି ଶିକ୍ଷକ। ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନରେ ଦେବା ଲାଗି ପ୍ରଦାନ କରାଯାଉଥିବା ଅଣ୍ଡା ହଡ଼ପ କରାଯାଉଥିବାରୁ ବିଦ୍ୟାଳୟ ଆସିବା ପ୍ରତି ସେମାନଙ୍କ ଆଗ୍ରହ କମିଯାଉଛି। ଫଳରେ ପିଲାଙ୍କ ଭବିଷ୍ୟତ ଅନ୍ଧାରମୁହଁା ହେଉଛି। ଶିକ୍ଷୟିତ୍ରୀଶିକ୍ଷକମାନେ ପିଲାଙ୍କୁ ବିଦ୍ୟାଳୟରେ ଶିକ୍ଷାଦାନ ପରିବର୍ତ୍ତେ…

କାଦୁଅରେ ୫ ଖଣ୍ଡ ଗାଁ

ଦଶମନ୍ତପୁର, ୧୨ା୮ ( ଡି.ଏନ.ଏ.):କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡା ସଦର ପଞ୍ଚାୟତ ଠାରୁ ଝୋପରାପଦର ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କାଦୁଅ ହୋଇ ଏକ ପ୍ରକାର ମରଣଯନ୍ତା ପାଲଟିଛି । ଝୋପରାପଦର ଗ୍ରାମ ଫୁଲବେଡ଼ା ଛକଠାରୁ…

ମେଡ଼ିକାଲ ପରିସରରେ ପଡ଼ିଛି ନବଜାତ ଶିଶୁ ମୁଣ୍ଡ

ଚାନ୍ଦବାଲି,୧୨।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଗୋଷ୍ଠୀ ସାସ୍ଥକେନ୍ଦ୍ର ପରିସରରେ ଏକ ନବଜାତ ଶିଶୁର ମୁଣ୍ଡ ପଡ଼ିଥିବା ଶୁକ୍ରବାର ଦେଖିବାକୁ ମିଳିଛି। ତେବେ ମେଡ଼ିକାଲ ପରିସରରେ ଶିଶୁର ମୁଣ୍ଡ କେଉଁଠୁ ଆସିଲା ଏବଂ ଏହି ଶିଶୁଟି କାହାର ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ଏ…

ଆରୋଗ୍ୟମ୍‌ ହସ୍ପିଟାଲ ନିର୍ଦ୍ଦେଶକ ଦମ୍ପତିଙ୍କ ସମେତ ୩ ଗିରଫ

ବ୍ରହ୍ମପୁର ଅଫିସ,୧୨ା୮: ହସ୍ପିଟାଲ କିଣାବିକା ନଁାରେ ୩ କୋଟି ୪୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ ଆରୋଗ୍ୟମ୍‌ ହସ୍ପିଟାଲର ନିର୍ଦ୍ଦେଶକ ଦମ୍ପତିଙ୍କ ସମେତ ୩ ଜଣଙ୍କୁ ଗୁରୁବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆସ୍କାରୋଡ ରାଧାକୃଷ୍ଣ…

ପୁଣି ୩ କି.ମି. ବୁହାହେଲେ ଗର୍ଭବତୀ

ଟିକିରି,୧୨ା୮(ଡି.ଏନ୍‌.ଏ.):ରାୟଗଡ଼ା ଜିଲା କାଶୀପୁର ବ୍ଲକର ଅନେକ ଗାଁକୁ ପକ୍କାରାସ୍ତା ନ ଥିବାରୁ ବାରମ୍ବାର ଗର୍ଭବତୀ ବୁହା ହେଉଥିବା ଚିତ୍ର ସାମ୍ନାକୁ ଆସୁଛି। ଗୋଡ଼ିବାଲି ପଞ୍ଚାୟତର ଦୁରୂପାଇ ଗ୍ରାମରେ ଗୁରୁବାର ଏଭଳି ଘଟଣାର ପୁନରାବୃତ୍ତି ଘଟିଛି। ଗାଁର ରାମଚନ୍ଦ୍ର ମାଝିଙ୍କ ସ୍ତ୍ରୀ ସୁଧା…

ଅଣଦେଖା କଲା ପୂର୍ତ୍ତ ବିଭାଗ, ରାସ୍ତା ସମତୁଲ କଲେ ଅଞ୍ଚଳବାସୀ

ଉମରକୋଟ/ଧୋଡ୍ରା, ୧୨/୮(ସ୍ବ.ପ୍ର./ଡି.ଏନ୍‌.ଏ.):ରାସ୍ତା ମରାମତି ପାଇଁ ବାରମ୍ବାର ଜଣାଇବା ପରେ ମଧ୍ୟ କାମ ନ ହେବାରୁ ଅଞ୍ଚଳବାସୀ ଏବଂ ସ୍ଥାନୀୟ ବ୍ୟବସାୟୀ ନିଜେ ରାସ୍ତା ସମତୁଲ କରିବାକୁ ବାଧ୍ୟ ହୋଇଛନ୍ତି। କୋଡ଼ି, ଜମେଲା ଧରି ସେମାନେ ରସ୍ତା ମରାମତି କରିଛନ୍ତି। ଉମରକୋଟ ଥାନା…

ସ୍ବାଧୀନତା ଦିବସରେ ବଡ଼ ଆକ୍ରମଣ ଯୋଜନା ପଣ୍ଡ

ନୂଆଦିଲ୍ଲୀ,୧୨।୮: ରାଜଧାନୀ ଦିଲ୍ଲୀରେ ଅଗଷ୍ଟ ୧୫ ପୂର୍ବରୁ ୨ ହଜାର ଲାଇଭ କ୍ୟାଟ୍ରିଜ୍‌ ଜବତ ହୋଇଛି। ଏଥିସହ ଦିଲ୍ଲୀରେ କ୍ୟାଟ୍ରିଜ୍‌ ଯୋଗାଉଥିବା ୬ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ପୂର୍ବ ଦିଲ୍ଲୀ ପୋଲିସ ଆନନ୍ଦ ବିହାର ଅଞ୍ଚଳରୁ ୨ଟି କ୍ୟାଟ୍ରିଜ୍‌ ବ୍ୟାଗ…

‘ପ୍ରଧାନମନ୍ତ୍ରୀ ହେବା ପାଇଁ ଅଣ୍ଡରୱାଲର୍‌ଡ ଡନ ଦାଉଦ ସହ ହାତ ମିଳାଇପାରନ୍ତି ନୀତୀଶ କୁମାର’

ପାଟନା,୧୨।୮: ବିହାରରେ ପୁଣି ମହାମେଣ୍ଟ ସରକାର ଗଠନ କରାଯାଇଛି। ଭାଜପା ସହ ସମ୍ପର୍କ କାଟି ନୀତୀଶ କୁମାର ପୁଣି ବିରୋଧୀଙ୍କ ସହ ମିଶି ସରକାର ଗଢିଛନ୍ତି। ଏହାପରେ ଜେଡିୟୁ ଏବଂ ଭାଜପା ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି। ବିହାରର ସାସରାମରୁ…

ପାଣି ପାଇଁ ହଇରାଣ ୨୦ ପରିବାର

ଭଦ୍ରକ ଅଫିସ,୧୨।୮: ଗ୍ରାମ୍ୟ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ଠିକ୍‌ ଭାବେ ଯୋଗାଣ ହୋଇପାରୁ ନ ଥିବାରୁ ଲୋକେ ସ୍ବଚ୍ଛ ପାନୀୟ ଜଳ ପାଇପାରୁ ନାହାନ୍ତି। ପାଇପ୍‌ରେ ଆସୁଥିବା ଟୋପେ ଟୋପେ ପାଣିକୁ ଘଣ୍ଟା ଘଣ୍ଟା ଧରି ଗ୍ଲାସରେ ଭରି…

ଅଗଷ୍ଟ ୨୮ରେ ଭାଙ୍ଗିବ ସୁପରଟେକ୍‌ ଟୁଇନ୍‌ ଟାୱାର୍ସ

ନୂଆଦିଲ୍ଲୀ,୧୨।୮: ନୋଏଡାରେ ସେକ୍ଟର-୩ରେ ଥିବା ସୁପରଟେକ୍‌ ଟୁଇନ୍‌ ଟାୱାର୍ସ ଭାଙ୍ଗିବାକୁ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ଟୁଇନ୍‌ ଟାୱାର ଆସନ୍ତା ଅଗଷ୍ଟ ୨୧ ବଦଳରେ ଅଗଷ୍ଟ ୨୮ରେ କରାଯିବ ବୋଲି କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ନଅ ସେକେଣ୍ଡ ମଧ୍ୟରେ…

ଘର ଉପରେ ଭାଙ୍ଗି ପଡ଼ିଲା ଗଛ

ପାଟଣା,୧୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଗ୍ରାମ ବଉଳମୁଳ ସାହିର ଲଗାଣ ବର୍ଷାରେ ଏକ ପୁରୁଣା ବଉଳ ଗଛ ଘର ଉପରେ ଭାଙ୍ଗି ପଡ଼ିଛି। ଫଳରେ ଭଗବାନ ନାଏକଙ୍କ ଖପର ଘର ଓ ଡୁମୁରିଆ ସାହି କ୍ଲବ ଘର କ୍ଷତିଗ୍ରସ୍ତ…

ରାସ୍ତାରେ ଖାଲଖମା, ବଢୁଛି ଦୁର୍ଘଟଣା

ଖୋର୍ଦ୍ଧା ଅଫିସ,୧୨ା୮: ସରକାର ଲୋକଙ୍କ ଗମନାଗମନର ସୁବିଧା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ହେଲେ କେତେଜଣ ବିଭାଗୀୟ କର୍ମଚାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ରାସ୍ତା କାର୍ଯ୍ୟ ନିମ୍ନମାନର କରାଯାଉଛି। ପରବର୍ତ୍ତୀ ସମୟରେ ରାସ୍ତାରେ ଖାଲଖମା ସୃଷ୍ଟି ହେବା ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri