Home Left

ଦୁର୍ଘଟଣାକୁ ନେଇ ଖଣ୍ଡା ବୁଲିଲା

ମହାକାଳପଡ଼ା, ୨୬।୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଥାନା ଅଧୀନ କଣ୍ଟିଲୋ ଛକରେ ଶନିବାର ଅପରାହ୍ନରେ ଏକ ରାସ୍ତା ଦୁର୍ଘଟଣାକୁ ନେଇ ଖଣ୍ଡା ବୁଲିଛି। ତେବେ ଏକ ଜମି କିଣାବିକାକୁ ନେଇ ଏହି ଗଣ୍ଡଗୋଳର ସୂତ୍ରପାତ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବଂ ଅନୁକୂଳ ବାସସ୍ଥାନର ଅଭାବ ଯୋଗୁ ଅନେକ ପ୍ରାଣୀ ଏବେ ବିଲୁପ୍ତିର ଦ୍ୱାରଦେଶରେ। ଏମାନଙ୍କ ମଧ୍ୟରେ ରହିଛି କୃଷ୍ଣସାର ମୃଗ। ଏହିକ୍ରମରେ ଛତିଶଗଡ଼ର ବାଲଦାବଜାର ଜିଲା ଅନ୍ତର୍ଗତ ବରଓ୍ବାଁପଡ଼ା ଅଭୟାରଣ୍ୟରୁ ୧୯୭୦ ଦଶକରେ ଏହି ପ୍ରଜାତିର ମୃଗ…

‘ବର୍ନିଂ ଆର୍ଥ’ର ରୂପକାର

ଭାରତୀୟ ବଂଶୋଦ୍ଭବ ଇତିହାସକାର ସୁନୀଲ ଅମ୍ରିତଙ୍କୁ ୨୦୨୫ ବ୍ରିଟିଶ ଏକାଡେମୀ ବୁକ୍‌ ପ୍ରାଇଜ୍‌ର ବିଜେତା ଘୋଷଣା କରାଯାଇଛି। ତାଙ୍କ ପୁସ୍ତକ ‘ଦ ବର୍ନିଂ ଆର୍ଥ: ଆନ୍‌ ଏନ୍‌ଭାଇରନ୍‌ମେଣ୍ଟାଲ ହିଷ୍ଟ୍ରି ଅଫ୍‌ ଦ ଲାଷ୍ଟ୍‌ ଫାଇଭ୍‌ ହଣ୍ଡ୍ରେଡ୍‌ ଇୟର୍ସ’ରେ ମାନବ ଉଚ୍ଚାକାଂକ୍ଷା କିପରି…

ନୈତିକ ଶିକ୍ଷାର ମହାପ୍ରୟାଣ

ସମସ୍ତ ଦାନ ମଧ୍ୟରେ ଶିକ୍ଷାଦାନର ସ୍ଥାନ ଅତି ଉଚ୍ଚରେ। ସେଥିପାଇଁ ପ୍ରତ୍ୟେକ ଦାନ ସହ ଦକ୍ଷିଣା ଦିଆଯାଉଥିବା ବେଳେ ଶିକ୍ଷାଦାତାଙ୍କୁ ଦକ୍ଷିଣା ଦିଆଯାଇଥାଏ। ଏହାକୁ ଗୁରୁଦକ୍ଷିଣା କୁହାଯାଏ। ପ୍ରତ୍ୟେକ ଦାନରେ ଦାତା,ଗ୍ରହୀତା ରହିଥାନ୍ତି। କିନ୍ତୁ ବିଦ୍ୟାଦାନରେ ବିଦ୍ୟାଦାତା ଗୁରୁ ଓ ଗ୍ରହୀତା…

ମମ୍‌ଦାନିଙ୍କ ମଡେଲ

ଗୁଜରାଟୀ ପିତା ଓ ପଞ୍ଜାବୀ ମାତାଙ୍କ ସନ୍ତାନ ଭାବେ ଜୋହରାନ ମମ୍‌ଦାନି ଜୁନ୍‌ରେ ଡେମୋକ୍ରାଟିକ୍‌ ପାର୍ଟିର ନୋମିନେଶନ ବା ପ୍ରାର୍ଥତ୍ତ୍ୱ ହାସଲ କରିବା ପରେ ୪ ନଭେମ୍ବରରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ନ୍ୟୁୟର୍କ ସହରର ମେୟର ହେବା ସମ୍ଭାବନା ଦେଖାଦେଇଛି।…

ବସ୍‌କୁ ଗୋଡ଼ାଇଲା ହାତୀ: ଯାତ୍ରୀ ଆତଙ୍କିତ

ବେତନଟୀ, ୨୫ା୧୦ (ଧରଣୀଧର ମହାନ୍ତି): ଖାଦ୍ୟ ଅନ୍ବେଷଣରେ ବନ୍ୟଜନ୍ତୁ ଜନବସତିମୁହାଁ ହେଉଛନ୍ତି। ବିଭିନ୍ନ ସମୟରେ ହାତୀପଲ ଜନବସତିରେ ପଶି ଘରଦ୍ୱାର ଭାଙ୍ଗିବା ସହ ଚାଷଜମିରେ ପଶି ଦଳମକଚି ନଷ୍ଟ କରିଦେଉଛନ୍ତି। ଅନେକ ସମୟରେ ଜୀବନହାନି ମଧ୍ୟ ହେଉଛି। ମୟୂରଭଞ୍ଜ ଜିଲା ବେତନଟୀ…

ବାତ୍ୟା ‘ମୋନ୍ଥା’: ୨୭ରୁ ରାଜ୍ୟରେ ପ୍ରବଳ ବର୍ଷା: ଏସବୁ ଜିଲା ପାଇଁ ଜାରି ହେଲା ରେଡ୍‌ ଓ୍ବାର୍ନିଂ, ବନ୍ଦରଗୁଡିକରେ…

ଭୁବନେଶ୍ୱର, ୨୫ା୧୦(ବନ୍ଦନା ସେଠୀ) – ସ୍ପଷ୍ଟ ହେଲା ବାତ୍ୟା ‘ମୋନ୍ଥା’ର ଗତିପଥ। ୨୮ ତାରିଖ ମଙ୍ଗଳବାର ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳର ମଛଲିପାଟନମ୍‌ ଏବଂ କଳିଙ୍ଗପାଟନମ୍‌ ମଧ୍ୟଦେଇ ‘ମୋନ୍ଥା’ ଅତିକ୍ରମ କରି ଲ୍ୟାଣ୍ଡଫଲ୍‌ କରିବ। ‘ମୋନ୍ଥା’ ସ୍ଥଳଭାଗ ଛୁଇଁବା ସମୟରେ…

ନିର୍ବାଚନ ପୂର୍ବରୁ ଆର୍‌ଜେଡିକୁ ବଡ଼ ଝଟକା

ପାଟନା,୨୫ା୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆର୍‌ଜେଡି ନେତ୍ରୀ ତଥା ଦଳର ରାଜ୍ୟ ମହିଳା ଶାଖା ମୁଖ୍ୟ ପ୍ରତିମା କୁଶଓ୍ବାହା ଶନିବାର ଭାଜପାରେ ଯୋଗ ଦେଇଛନ୍ତି। ବିରୋଧୀ ଦଳରେ ତୃଣମୂଳସ୍ତରର ନେତାମାନଙ୍କୁ ସମ୍ମାନ ମିଳୁ ନ ଥିବା ସେ ଅଭିଯୋଗ କରିଛନ୍ତି।…

ପାରା ବ୍ୟାଡ୍‌ମିଣ୍ଟନ ମିଟ୍‌ରେ ଭାରତର ଆଧିପତ୍ୟ: ପଦକ ତାଲିକା ଶୀର୍ଷରେ ରହି ଅଭିଯାନ ଶେଷ

ଭିକ୍ଟୋରିଆ(ଅଷ୍ଟ୍ରେଲିଆ),୨୫ା୧୦: ଅଷ୍ଟ୍ରେଲିଆନ ପାରା ବ୍ୟାଡ୍‌ମିଣ୍ଟନ ଇଣ୍ଟରନ୍ୟାଶନାଲ ୨୦୨୫ରେ ଭାରତ ଆଧିପତ୍ୟ ବିସ୍ତାର କରି ପଦକ ତାଲିକାରେ ଶୀର୍ଷ ସ୍ଥାନ ସହ ଏହାର ଅଭିଯାନ ଶେଷ କରିଛି। ଏଥିରେ ପାରାଲିମ୍ପିକ ଚାମ୍ପିୟନ ପ୍ରମୋଦ ଭଗତ ଦୁଇ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ…

ସନ୍ନ୍ୟାସ ନେବା ମୁଡ୍‌ରେ ନାହାନ୍ତି ରୋହିତ-କୋହଲି! ସିଡନୀ ବିଜୟ ପରେ ଖୋଲାଖୋଲି…

ନୂଆଦିଲ୍ଲୀ/ସିଡନୀ,୨୫।୧୦: ଅଷ୍ଟ୍ରେଲିଆ ଗସ୍ତରେ ଦିନିକିଆ ସିରିଜ ଟିମ ଇଣ୍ଡିଆର ବିଜୟ ସହିତ ଶେଷ ହୋଇଥିଲା। ସିଡନୀରେ ଖେଳାଯାଇଥିବା ଶେଷ ମ୍ୟାଚ୍‌ରେ, ଭାରତ ଅଷ୍ଟ୍ରେଲିଆକୁ ୯ ଉଇକେଟରେ ପରାସ୍ତ କରିଥିଲା। ହେଲେ ଅଷ୍ଟ୍ରେଲିଆ ସିରିଜକୁ ୨-୧ ରେ ଜିତିଥିଲା। କିନ୍ତୁ ଭାରତୀୟ ପ୍ରଶଂସକଙ୍କ…

ପେନ୍‌ସନ୍‌ ଟଙ୍କା କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ

ଜୟପୁର,୨୫ା୧୦(ପବନ ପାଣିଗ୍ରାହୀ): ଏରିୟର୍‌ ଏବଂ ପେନ୍‌ସନ୍‌ ଟଙ୍କା କରାଇ ଦେବାକୁ କହି ସ୍ବତନ୍ତ୍ର କୋଷାଗାରର ପିଅନ ହରିଶ୍ଚନ୍ଦ୍ର ମହାପାତ୍ର ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜିଲା ଜୟପୁର ଭିଜିଲାନ୍ସ ଟିମ୍‌ ଶନିବାର ଚଢ଼ାଉ କରିଛି। ହରିଶ୍ଚନ୍ଦ୍ର ଜଣେ ବ୍ୟକ୍ତଙ୍କଠାରୁ ୪୭ ହଜାର…

ମହିଳା କ୍ରିକେଟ୍‌ ବିଶ୍ୱକପ୍‌: ଅଷ୍ଟ୍ରେଲିଆର କ୍ରମାଗତ ୧୫ତମ ବିଜୟ

ଇନ୍ଦୋର,୨୫ା୧୦: ଲେଗ୍‌ ସ୍ପିନର ଆଲାନା କିଙ୍ଗ୍‌ଙ୍କ ରେକର୍ଡ ୭ ଉଇକେଟ ସଫଳତା ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମହିଳା କ୍ରିକେଟ୍‌ ବିଶ୍ୱକପ୍‌ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ଅତି ସହଜରେ ୩୩.୧ ଓଭର ପୂର୍ବରୁ ୭ ଉଇକେଟରେ ଜିତି ନେଇଛି। ମହିଳା ଦିନିକିଆ ବିଶ୍ୱକପ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri