Home Left

ସବୁଠୁ ଓଜନ ସାଟେଲାଇଟ୍‌ ଲଞ୍ଚ୍‌ କରିବ ଇସ୍ରୋ

ଶ୍ରୀହରିକୋଟା,୧ା୧୧: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ରବିବାର ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ୍‌ ମହକାଶ କେନ୍ଦ୍ରରୁ ସିଏମ୍‌ଏସ୍‌-୦୩ ଯୋଗାଯୋଗ ଉପଗ୍ରହକୁ କକ୍ଷପଥକୁ ଛଡ଼ାଯିବ। ଏହି ସାଟେଲାଇଟ୍‌ର ଓଜନ ୪,୪୧୦ କିଲୋଗ୍ରାମ ଯାହାକି ଭାରତ ମାଟିରୁ ଉତ୍‌କ୍ଷେପଣ ହୋଇ ଏକ ଭୂ-ସମକାଳିକ…

ବିମାନରେ ମାନବ ବୋମା ଆତଙ୍କ: ଆଉ ତା’ପରେ…

ହାଇଦ୍ରାବାଦ,୧ା୧୧: ଜେଦାହରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବମାନରେ ମାନବ ବୋମା ରହିଥିବା ଧମକପୂର୍ଣ୍ଣ ଇମେଲ୍‌ ଶନିବାର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଏୟାରପୋର୍ଟକୁ ମିଳିବା ପରେ ଉକ୍ତ ବିମାନକୁ ମୁମ୍ବାଇ ନିଆଯାଇ ସୁରକ୍ଷିତ ଅବତରଣ କରାଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅଭିଯୋଗ…

କଳାକାରଙ୍କ ଅନନ୍ୟ ପ୍ରୟାସ: ନାଟକରେ ଶହୀଦ୍‌ ପରିବାରଙ୍କ ବଳିଦାନ

ବରଗଡ଼,୧।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସମଲେଶ୍ୱରୀ ସଂଘ ପ୍ରାୟୋଜିତ ନାଟ୍ୟ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ନାଟ୍ୟ ଉତ୍ସବରେ ସଂଘର କଳାକାରମାନେ ନାଟକ ଜୀବନ୍‌ ତାଙ୍କର୍‌, ସ୍ବାଧୀନତା ଆମର୍‌ (ମାଧୋ ସିଂ) ମଞ୍ଚସ୍ଥ କରିଥିଲେ। ନାଟ୍ୟକର ଚୂଡ଼ାମଣି ରଥଙ୍କ ରଚିତ ନାଟକରେ ସେ ନିଜେ…

ଚକୋଲେଟ ଦେଇ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାରଣ, ମା’ବାପାଙ୍କ ଅଭିଯୋଗ ପରେ ବନ୍ଧା ହେଲେ ଶିକ୍ଷକ…

ଗଞ୍ଜାମ,୧।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି । ଏକ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ହୁମ୍ମା ଫାଣ୍ଡି ପୋଲିସ ଏକ ପ୍ରାଥମିକ ବିଦ୍ୟାଳୟର…

ସାବଧାନ ବଜାରରେ ମିଳିଲାଣି ନକଲି ଆଳୁ! ଏମିତି ଚିହ୍ନନ୍ତୁ

ଗୋରଖପୁର,୧।୧୧: ଉତ୍ତରପ୍ରଦେଶ ଗୋରଖପୁରର ମହେୱା ମଣ୍ଡିରେ ରଙ୍ଗୀନ ଆଳୁ ଜବତ କରାଯାଇଛି। ନମୁନା ରିପୋର୍ଟରୁ ଜଣାପଡିଛି ଯେ ଆଳୁଗୁଡ଼ିକୁ ରଙ୍ଗ, ମାଟି ଏବଂ ପ୍ରସାଧନ ସାମଗ୍ରୀରେ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ଆଇରନ ଅକ୍ସାଇଡ ସହିତ ରଙ୍ଗ କରାଯାଇଥିଲା। ଖାଦ୍ୟରେ ଏହି…

କେଉଁ ଭିଟାମିନ ଅଭାବରୁ କମ ବୟସରୁ କେଶ ହୋଇଥାଏ ଧଳା? ଜାଣନ୍ତୁ ଏହାର କାରଣ ସହ ନିରାକରଣ

ନୂଆଦିଲ୍ଲୀ: ଆଜିକାଲି, କମ ବୟସରେ କେଶ ଧଳା ହେବା ଏକ ସାଧାରଣ ସମସ୍ୟା ପାଲଟିଛି। ପୂର୍ବରୁ ପାଚିଲା କେଶକୁ ବାର୍ଦ୍ଧକ୍ୟ ହେବାର ଲକ୍ଷଣ ଭାବରେ ବିବେଚନା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଏହା ୧୬ ରୁ ୨୦ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ…

ବିଶ୍ୱକପ୍‌ ଜିତିଲେ ମହିଳାଙ୍କୁ ମିଳିବ କୋଟି କୋଟି ଟଙ୍କାର ପୁରସ୍କାର, ଜାଣନ୍ତୁ…

ନୂଆଦିଲ୍ଲୀ,୧ା୧୧: ମହିଳା ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଯଦି ଆଇସିସି ଟ୍ରଫି ଉଠାଇବାରେ ସଫଳ ହୁଏ, ତେବେ ବିସିସିଆଇ ପକ୍ଷରୁ ସେମାନଙ୍କୁ ଗତବର୍ଷ ଟି୨୦ ବିଶ୍ୱକପ୍‌ ଜିତିଥିବା ରୋହିତ…

କଳାହାଣ୍ଡି ଜିଲା ଗଠନ ସମାରୋହରେ କଳା ପ୍ରଦର୍ଶନ କଲେ କୃତିତ୍ୱ

କେସିଙ୍ଗା,୧।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକସ୍ତରୀୟ ୭୬ତମ କଳାହାଣ୍ଡି ଜିଲା ଗଠନ ପ୍ରତିଷ୍ଠା ସମାରୋହ-୨୦୨୫ ବିଡ଼ିଓ ଜନ୍ମେଜୟ ସ୍ବାଇଁଙ୍କ ନେତୃତ୍ୱରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଶନିବାର ସନ୍ଧ୍ୟାରେ ମହାସମାରୋହରେ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ…

ବ୍ୟବସାୟୀଙ୍କୁ ଅପହରଣ କରି ଅସୁଲିଥିଲେ ୪୦ ଲକ୍ଷ ଟଙ୍କା, ୪ ଡ଼କାୟତଙ୍କୁ ବାନ୍ଧିଲା ବୈଶିଙ୍ଗା ପୋଲିସ…

ବୈଶିଙ୍ଗା,୧।୧୧(ରତନ ଦାଶ):  ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଞ୍ଚଳରେ ଜନୈକ ରାଇସ ମିଲ ମାଲିକଙ୍କୁ ଦିନ ଦ୍ବିପହରରେ ମାରଣାସ୍ତ୍ର ଦେଖାଇ ୧୮ ନଂ ଜାତୀୟ ରାଜପଥ ଉପରୁ ଅପହରଣ କରି ନେଇଥିଲେ। ପରେ ତାଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଅସୁଲିଥିବା…

ଆସନ୍ନ ପରାଜୟକୁ ନେଇ ଭାଜପା ଭୟଭୀତ: ପ୍ରୀତିରଞ୍ଜନ

ନୂଆପଡ଼ା,୧ା୧୧ (ମକାରୁ ବେମାଲ): ଭାଜପା ଜାଣିସାରିଲାଣି ନୂଆପଡାରେ ବିଜେଡିର ବିଜୟ ସୁନିଶ୍ଚିତ। ସେଥିପାଇଁ ପୋଲିସ ପ୍ରଶାସନକୁ ରାଜନୈତିକ ଅସ୍ତ୍ର ଭାବେ ଶାସକ ଦଳ ବ୍ୟବହାର କରୁଛି। ଶୁକ୍ରବାର ସାରେ ନୂଆପଡ଼ାଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ…

ନୂଆପଡ଼ା ପାଇଁ ପ୍ରଚାର କଲେ ନବୀନ

ନୂଆପଡ଼ା,୧ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳର ହେଭିୱେଟ ନେତା ପ୍ରଚାର ଜୋରଦାର କରିଛନ୍ତି। କିଏ ଘରକୁ ଘର ବୁଲି ତ କିଏ ସଭାସମିତି କରି ପ୍ରଚାର କରୁଛନ୍ତି। ମାତ୍ର ବିଜେଡି ଏକ ଅଭିନବ ଢଙ୍ଗରେ ପ୍ରଚାର…

ନବୀନଙ୍କ ସଭା ଭଣ୍ଡୁର ପାଇଁ ଭାଜପା ଉଦ୍ୟମ କରୁଛି: ବିଜେଡି

ନୂଆପଡ଼ା,୧ା୧୧ (ମକାରୁ ବେମାଲ): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭାକୁ ଭଣ୍ଡୁର କରିବା ପାଇଁ ଭାଜପା ଷଡ଼ଯନ୍ତ୍ର କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଶୁକ୍ରବାର ଏ ନେଇ ଦଳ ପକ୍ଷରୁ ନିର୍ବାଚନ ସାଧାରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri