Home Left

ସାଇକେଲରେ ବୁଲି ନିର୍ବାଚନୀ ପ୍ରଚାର: ୬ ରାଜ୍ୟରେ କଲେଣି ପ୍ରଚାର

ନୂଆପଡ଼ା,୪ା୧୧(ପୀତାମ୍ବର ସାହୁ):ଯେତେବେଳେ ବିଭିନ୍ନ ଦଳ ଡିଜେ ସାଉଣ୍ଡ ଲଗାଇ ଗାଡ଼ିରେ ପ୍ରଚାର କରୁଛନ୍ତି ସେତେବେଳେ ଏକ ସାଇକେଲରେ ଛୋଟ ସାଉଣ୍ଡ ସିଷ୍ଟମ ଲଗାଇ ପ୍ରଚାର କରୁଛନ୍ତି ଜଣେ ବ୍ୟକ୍ତି। ସେ ହେଲେ ସନ୍ତୋଷ କୁମାର ପାତ୍ର(୫୪)। ତାଙ୍କ ଘର ବରଗଡ ଜିଲା…

ମୋ ବାପାଙ୍କୁ ଦେଖିବାକୁ ଆସିଲେନି…ନବୀନଙ୍କୁ କାଉଣ୍ଟର କଲେ ଜୟ

ନୂଆପଡ଼ା,୪ା୧୧ (ମକାରୁ ବେମାଲ):ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନିର୍ବାଚନ ପ୍ରଚାର ପାଇଁ ନୂଆପଡ଼ା ଆସି କୋମନା ବ୍ଲକର ତରବୋଡ଼ ପ୍ରୋଜେକ୍ଟ ସମ୍ଭବ ପଡିଆରେ ଆୟୋଜିତ ସଭାରେ ଯୋଗଦେଇ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ ଦେବା ପାଇଁ…

ଗଣବଳାତ୍କାର ମାମଲାରେ ପୋଲିସକୁ ବଡ଼ ସଫଳତା

କୋଏମ୍ବାଟୁର,୪।୧୧: ତାମିଲନାଡୁ କୋଏମ୍ବାଟୁରର ଏକ ବିମାନବନ୍ଦର ନିକଟରେ ରବିବାର ଜଣେ ମହିଳା କଲେଜ ଛାତ୍ରୀଙ୍କୁ ଅପହରଣ ଏବଂ ଗଣବଳାତ୍କାର ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ସକାଳେ ପୋଲିସ ସହିତ ଏନକାଉଣ୍ଟର ପରେ ଅଭିଯୁକ୍ତ ଥାଭାସି, କାର୍ତ୍ତିକ ଏବଂ କାଲିଶ୍ୱରନଙ୍କୁ…

ପ୍ରଥମେ ଧୋନି ଏବେ ହରମନପ୍ରୀତ, ଗେଟ ଓ୍ବେ ଅଫ ଇଣ୍ଡିଆ ସାମ୍ନାରେ ଫଟୋ ଉଠାଇବାର କ’ଣ ରହିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୪।୧୧: ହରମନପ୍ରୀତ କୌର ଭାରତୀୟ ମହିଳା ଦଳକୁ ୨୦୨୫ ମହିଳା ବିଶ୍ୱକପ ଟାଇଟଲ ଜିତିବା ସହିତ ଏହି ସଫଳତା ହାସଲ କରିଥିବା ପ୍ରଥମ ମହିଳା ଅଧିନାୟକ ହୋଇଥିଲେ। ତାଙ୍କ ପୂର୍ବରୁ କେହି ଭାରତୀୟ ମହିଳା ଦଳକୁ ଟାଇଟଲ ଦେଇପାରି ନଥିଲେ। ଏହା…

ହୃଦୟ ଜିତିଲେ ସିଦ୍ଧାନ୍ତ: ଗୀତ ଗାଇ ଭୋଟରଙ୍କ….

ନୂଆପଡ଼ା,୪ା୧୧ (ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ଲଖନା ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଜନସମାବେଶ ଆୟୋଜିତ ହୋଇଥିଲା। ଏଥିରେ ସିନେତାରକା ତଥା ନେତା ସିଦ୍ଧାନ୍ତ ମହାପାତ୍ର, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂହଦେଓ,…

ଟିମ ଇଣ୍ଡିଆର ଏହି ଏକମାତ୍ର ଖେଳାଳିଙ୍କୁ ଦିଆଗଲାନି ବିଜୟୀ ପଦକ: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୪।୧୧: ମହିଳା ବିଶ୍ୱକପ ୨୦୨୫ ଜିତି ଟିମ ଇଣ୍ଡିଆ ଇତିହାସ ରଚିଛି। ସାରା ବିଶ୍ୱରେ ଭାରତୀୟ ଖେଳାଳିଙ୍କ ବିଷୟରେ ଆଲୋଚନା ହେଉଛି। ବିଶ୍ୱକପ ଜିତିବା ପରେ, ସମସ୍ତ ଖେଳାଳିଙ୍କୁ କେବଳ ପୁରସ୍କାର ରାଶି ନୁହେଁ ବରଂ ପଦକ ମଧ୍ୟ ପ୍ରଦାନ କରାଯାଇଥିଲା।…

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଏସ୍‌ଆଇଆର୍‌

ନୂଆଦିଲ୍ଲୀ,୪ା୧୧(ପି.ଟି.): ଦେଶର ୯ ରାଜ୍ୟ ଓ ୩ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି। ମୋଟ ୫୧ କୋଟି ଭୋଟର ଥିବା ଉକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଏସ୍‌ଆଇଆର୍‌ ଆସନ୍ତାବର୍ଷ…

ଘୁଞ୍ଚିଲା ଆଲିଆଙ୍କ ଆକ୍ସନ ଫିଲ୍ମ ‘ଆଲ୍ଫା’ ରିଲିଜ ତାରିଖ

ମୁମ୍ବାଇ: ବଲିଉଡର ବହୁ ପ୍ରତୀକ୍ଷିତ ଆକ୍ସନ ଫିଲ୍ମ ‘ଆଲ୍ଫା’ର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହି ଫିଲ୍ମ ଖ୍ରୀଷ୍ଟମାସ ସମୟରେ ପରଦାକୁ ଆସିବାର ଥିଲା, କିନ୍ତୁ ଆସନ୍ତାବର୍ଷ ୧୭ ଏପ୍ରିଲରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବ। ୟଶରାଜ ଫିଲ୍ମସ୍‌ (ଓ୍ବାଇଆର୍‌ଏଫ୍‌)ର…

ବଲାଙ୍ଗୀର ଏସପିଙ୍କ ଘର ନିକଟରେ ଟ୍ରଲର-ଟ୍ରକ ଧକ୍କା: ଡ୍ରାଇଭର ଗୁରୁତର

ବଲାଙ୍ଗୀର,୪।୧୧(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ଏସପିଙ୍କ ଘର ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଟ୍ରଲର-ଟ୍ରକ ଧକ୍କା ହୋଇଛି। ଏଥିରେ ଟ୍ରଲର ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି। ଦୁଇ ଗାଡି ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ…

ଆଫଗାନିସ୍ତାନରେ ଭୂକମ୍ପ: ୨୦ ମୃତ, ୫୩୪ ଆହତ

କାବୁଲ,୪ା୧୧: ଆଫଗାନିସ୍ତାନର ଉତ୍ତର ଭାଗରେ ରବିବାର ବିଳମ୍ବିତ ରାତିରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇ ଅନୂ୍ୟନ ୨୦ ଜଣଙ୍କ ମୃତ୍ୟୁ ଘଟିବା ସହ ୫୩୪ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟ ବୃଦ୍ଧି ପାଇବା…

ଦର୍ଶନ, ପବିତ୍ରା ଗୌଡ଼ାଙ୍କ ବିରୋଧରେ ଚାର୍ଜଫ୍ରେମ୍‌

ବେଙ୍ଗାଲୁରୁ,୪ା୧୧: ରେଣୁକାସ୍ବାମୀ ହତ୍ୟା ମାମଲାରେ ବେଙ୍ଗାଲୁରୁର ୬୪ତମ ସେସନ୍ସ କୋର୍ଟ ସୋମବାର କନ୍ନଡ଼ ଅଭିନେତା ଦର୍ଶନ ଓ ଅଭିନେତ୍ରୀ ପବିତ୍ରା ଗୌଡ଼ାଙ୍କ ସମେତ ୧୭ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍‌ କରିଛନ୍ତି। ହତ୍ୟା, ଆପରାଧିକ ଷଡ଼ଯନ୍ତ୍ର, ଅପହରଣ ଏବଂ ବେଆଇନ ଭାବେ ଏକାଠି ହେବା…

ମଣ୍ଡି ଖୋଲିନି, ରାସ୍ତା ଉପରେ ଧାନ: ବଢୁଛି ଧାନ ଅଭାବୀ ବିକ୍ରି ଆଶଙ୍କା

ବରଗଡ଼, ୪ା୧୧(ପ୍ରେମାନନ୍ଦ ଖମାରୀ/ ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲା ରାଜ୍ୟର ଭାତହାଣ୍ଡି। ଏହି ଜିଲାରେ ରାଜ୍ୟରୁ ଅଧିକ ଧାନ ଉତ୍ପାଦନ ପାଇଁ ବରଗଡ଼ ଏପରି ଆଖ୍ୟା ପାଇଛି l ହେଲେ ଜିଲାର ଚାଷ ଏବଂ ଚାଷୀଙ୍କ ସମସ୍ୟା ଏବେ ମଧ୍ୟ ଅସମାହିତ ରହିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri