Home Left

ଅପରେଶନ ସମୟରେ ମହିଳାଙ୍କ ପେଟରେ ଡାକ୍ତର ଛାଡ଼ିଦେଲେ ଏହି ଜିନିଷ, ଚାଲିଗଲା ଜୀବନ, ୧୨ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ

ଡାକ୍ତରମାନଙ୍କୁ ଭଗବାନଙ୍କ ରୂପ ବୋଲି ବିବେଚନା କରାଯାଏ। ମାତ୍ର ଆମ ଜୀବନ ରକ୍ଷା କରୁଥିବା ଡାକ୍ତରମାନେ ବେଳେବେଳେ ଅସାବଧାନ ହୋଇଯାଆନ୍ତି, ଯାହା ଯୋଗୁ ରୋଗୀଙ୍କ ଜୀବନ ବିପଦରେ ପଡ଼ିଯାଏ। ଉତ୍ତରପ୍ରଦେଶର ଗାଜିପୁରରୁ ଠିକ୍‌ ସେମିତି ଏକ ଘଟଣା ସାମ୍ନାକୁ ଆସିଛି।...

ବନ ବିଭାଗରେ ହାଜର ହେଲେ ଖଳନାୟକ

ଚଣ୍ଡିଖୋଲ,୨୪।୭(ପ୍ରଦୀପ୍ତ କୁମାର ପୃଷ୍ଟି):ମଞ୍ଚରେ ଅଜଗର ସାପ ଧରି ଯାତ୍ରା ପରିବେଷଣ କରିବା ତୁଳସୀ ଗଣନାଟ୍ୟର ଖଳନାୟକ ସାଜିଥିବା ଅଭିନେତା ସାଇ ସତ୍ୟଜିତ୍‌ ପଣ୍ଡାଙ୍କ ପାଇଁ ମହଙ୍ଗା ପଡ଼ିଛି। ବନ ବିଭାଗ ନୋଟିସ ଅନୁସାରେ ଖଳନାୟକ ସାଇ ସତ୍ୟଜିତ୍‌ ବୁଧବାର ଯାଜପୁର...

ମୋବାଇଲ୍‌ରେ ଗେମ୍‌ ଖେଳୁଥିଲେ, ବାନ୍ଧିଲା ପୋଲିସ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମିରୁଟ,୨୪।୭: ବର୍ତ୍ତମାନ ଦେଶରେ ଆତଙ୍କବାଦୀ ସଂଗଠନର ସ୍ଲିପର ସେଲ ଏବଂ ସହଯୋଗୀଙ୍କୁ ନିରନ୍ତର ଗିରଫ କରାଯାଉଛି। ଏହି କ୍ରମରେ, ଗୁଜରାଟ ATS ଆତଙ୍କବାଦୀ ସଂଗଠନ ଅଲକାଏଦା ସହିତ ଜଡିତ ଚାରି ଜଣ ଯୁବକଙ୍କୁ ଗିରଫ କରିଛି। ଏହି ଚାରି ଜଣ...

ବର୍ଷା ହେଲେ ବିଦ୍ୟାଳୟ ଯିବା ରାସ୍ତା କର୍ଦ୍ଦମାକ୍ତ, ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ଥୁଆମୂଳ ରାମପୁର,୨୪ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ନୂଆପଡ଼ା ପାଖ ବ୍ରିଜଠାରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଖାପାଖି ୨ଶହରୁ ୩ଶହ ମିଟର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତା ସାରା ଖାଲଖମା ହୋଇରହିଥିବା...

ତେଜପ୍ରତାପଙ୍କ ସ୍ବପ୍ନରେ ଆସିଲେ ମୋଦି: କହିଲେ, ଭାଜପାକୁ ଆସ… ମିଳିଲା ଏମିତି ଜବାବ

ପାଟନା,୨୪।୭: କିଛି ମାସ ମଧ୍ୟରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନ ପୂର୍ବରୁ ଲାଲୁ ପରିବାର ବହୁତ ଚର୍ଚ୍ଚାରେ ଅଛନ୍ତି। ଏହାର କାରଣ ହେଉଛି ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ। ପରିବାର ଏବଂ ଦଳରୁ...

ଗନ୍ଧମାର୍ଦ୍ଦନ ପର୍ବତରେ ଫସିଥିଲେ ଛତିଶଗଡ଼ର ୧୭ ଶ୍ରଦ୍ଧାଳୁ, ୧୮ ଘଣ୍ଟା ପରେ ହେଲେ ଉଦ୍ଧାର

ପାଇକମାଳ,୨୪ା୭(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ନୃସିଂହନାଥ, ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ଭୀମମଣ୍ଡୁଆ, ବାଲକୋ ଖାଦାନ ପାଖରେ ବୁଧବାର ଫସି ରହିଥିବା ୧୭ଜଣ ଶ୍ରଦ୍ଧାଳୁଙ୍କୁ ଗୁରୁବାର ଉଦ୍ଧାର ଜରାଯାଇଛି। ଆଜି ସକାଳେ ଉଦ୍ଧାରକାରୀ ଦଳ ଶ୍ରଦ୍ଧାଳୁମାନଙ୍କୁ ପାଇବା ପରେ ତାଙ୍କୁ...

ଲଗାଣ ବର୍ଷାରେ ଘର ଭାଙ୍ଗିଲା, ୩ ପରିବାର ବାସହରା

ନୂଆପଡ଼ା,୨୩ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ ସିଆଲଲଟି ପଞ୍ଚାୟତ ଭାଲୁକୋନା ଗାଁରେ ଲଘୁଚାପଜନିତ ଲଗାଣ ବର୍ଷାରେ ଘର ଭାଙ୍ଗି ୩ ପରିବାର ବାସହରା ହୋଇଯାଇଛନ୍ତି। ସୂଚନା ଅନୁଯାୟୀ ଭାଲୁକୋନା ଗାଁର ବାବୁଲାଲ ଦୁରିଆ (୪୮)ଙ୍କ ୫ପ୍ରାଣୀ କୁଟୁମ୍ବ...

ବ୍ରେଣ୍ଡନ ମ୍ୟାକକୁଲମଙ୍କ ରେକର୍ଡ ଭାଙ୍ଗିଲେ ଆୟୁଷ ମହାତ୍ରେ, ହାସଲ କଲେ ଦମଦାର ଶତକ

ନୂଆଦିଲ୍ଲୀ,୨୪।୬: ଭାରତୀୟ ଯୁବ କ୍ରିକେଟ ଦଳର ଅଧିନାୟକ ଆୟୁଷ ମହାତ୍ରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଯୁବ ଟେଷ୍ଟରେ ଏକ ଐତିହାସିକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ମାତ୍ର ୬୪ ବଲରେ ଶତକ ପୂରଣ କରି ସେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ...

୧୨୯୬ ଦିନ ପରେ ବିଦେଶ ମାଟିରେ ବଡ଼ କାରନାମା କଲେ ସାଇ ସୁଦର୍ଶନ

ମାଞ୍ଚେଷ୍ଟର,୨୪।୭:ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଆକର୍ଷଣୀୟ ମୋଡ଼ ଦେଖିବାକୁ ମିଳିଥିଲା। ସାଇ ସୁଦର୍ଶନ ବିଦେଶ ମାଟିରେ ତାଙ୍କ କ୍ୟାରିୟରର ପ୍ରଥମ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ।...

ଆଶ୍ରମ ବିଦ୍ୟାଳୟରେ ଛାତ୍ର ଆତ୍ମହତ୍ୟା ଘଟଣା: ୩୦ରେ ଆଦିବାସୀ କଲ୍ୟାଣ ସଂଘର ଆନ୍ଦୋଳନ

ନୂଆପଡ଼ା,୨୪।୭ (ମକାରୁ ବେମାଲ)-ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ କୋମନା ବ୍ଲକ୍‌ ସାହାଜଟ ଆଶ୍ରମ ବିଦ୍ୟାଳୟରେ ଜଣେ ଅଣଆଦିବାସୀ ଛାତ୍ର ଆତ୍ମହତ୍ୟା ଘଟଣାରେ ଜିଲା ପ୍ରଶାସନ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ହଷ୍ଟେଲ ଦାୟିତ୍ୱରେ ଥିବା...

ନାଗରିକଙ୍କ ଉପରେ ନଜର ରଖିବାକୁ ନୂଆ ଆପ୍ ଲଞ୍ଚ କରିବ ରୁଷିଆ, ହ୍ଵାଟସଆପରେ ଲାଗିବ କଟକଣା!

ମସ୍କୋ,୨୪।୬: ରୁଷିଆ ଏକ ନୂଆ ଡିଜିଟାଲ ଡିଭାଇସ ଲଞ୍ଚ କରିବାକୁ ଯାଉଛି, ଯେଉଁଥିରେ ଏକ ନୂଆ ମେସେଞ୍ଜର ଆପ୍ ‘ମ୍ୟାକ୍ସ’ ସ୍ଥାପିତ ହେବ। ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ଯେ, ଏହି ଆପ୍ ଜରିଆରେ କ୍ରେମଲିନ ରୁଷିଆର ନାଗରିକଙ୍କ ଉପରେ ନଜର...

୨୫ ଦିନରୁ ଉର୍ଦ୍ଧ ସମୟ ବିଏସଏନଏଲ ମୋବାଇଲ ସେବା ଅଚଳ: ତାତିଲେ ସିମନବାଡିର ଉପଭୋକ୍ତା

ଦାରିଙ୍ଗବାଡି, ୨୪।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରେ ଗତ ୨୫ ଦିନରୁ ଉର୍ଦ୍ଧ ସମୟ ହେଲା ବିଏସଏନଏଲର ମୋବାଇଲ ନେଟୱାର୍କ ସେବା ଅଚଳ ହୋଇପଡିଛି। ଫଳରେ ଉପଭୋକ୍ତା ମାନେ ଅସୁବିଧା ଭୋଗୁଛନ୍ତି । ଯାହାକୁ ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri