ମନ୍ଦିରରୁ ମୂର୍ତ୍ତି ସହ ଅଳଙ୍କାର ସବୁ ନେଇଗଲେ ଦୁର୍ବୃତ୍ତ, ସକାଳୁ ପୂଜକ ଦେଖିବା ପରେ…
ବାଲିଗୁଡା,୧୦।୧୧: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ଥାନା ମହାସିଙ୍ଗି ପଞ୍ଚାୟତ ୫୯ ନଂ.ଜାତୀୟ ରାଜପଥ କଡରେ ଥିବା ଇଷ୍ଟଦେବୀ ମା’ କାକବୁଢା (ଧୂଙ୍ଗିଆ ଦେଇ)ଙ୍କ ମନ୍ଦିରରୁ ଚୋରି। ମନ୍ଦିର ଗେଟ୍ ତାଲାଭାଙ୍ଗି ରବିବାର ମଧ୍ୟ ରାତ୍ରରେ…
ଅଭିଯୁକ୍ତଙ୍କ ଘରେ ବୁଲିଲା ବୁଲ୍ଡୋଜର
ବଡ଼ବିଲ,୧୦।୧୧: କେନ୍ଦୁଝର ଜିଲା ବଡ଼ବିଲରେ ବୁଲିଲା ବୁଲ୍ଡୋଜର। ପ୍ରଶାସନ ପକ୍ଷରୁ ସରକାରୀ ଜମିରେ ଥିବା ୪ ଅଭିଯୁକ୍ତଙ୍କ ଘରକୁ ବୁଲ୍ଡୋଜର ଲଗାଇ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ…
ବିଲରେ କାମ କରୁଥିଲେ ମହିଳା: କାମୁଡି ଦେଲା ସାପ, ଆଉ ତା’ପରେ…
ଗଞ୍ଜାମ,୧୦।୧୧(ବିଦ୍ୟାଧର ସାହ/ ଅଖିଳ ତରାଇ): ବିଲରେ କାମ କରୁଥିବା ବେଳେ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା ଜଣକ ହେଲେ ରମ୍ଭା ଥାନା ବାଲିବଗଡ଼ ଗ୍ରାମର ଗଣେଶ ସ୍ବାଇଁଙ୍କ ସ୍ତ୍ରୀ ଲଳିତା ସ୍ବାଇଁ(୫୦) ବର୍ଷ।…
ଏକାଠି ପରଦାରେ ଧମାଲ କରିବେ ସଲମାନ-ଅଭିଷେକ
ଅଭିନେତା ସଲମାନ ଖାନ ଏବଂ ଅଭିଷେକ ବଚ୍ଚନ ଗୋଟିଏ ଫିଲ୍ମରେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି। ଏହା ଅନେକ ପ୍ରଶଂସକଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଖବର ହୋଇପାରେ, କିନ୍ତୁ ଏହା ସତ। ଆସନ୍ତା ବର୍ଷ ଏହି ଫିଲ୍ମ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଛି।…
ସୌରଜଗତରେ ଅଜଣା ପରିବ୍ରାଜକ
ଜେମ୍ସ ୱେବ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଉତ୍ତୋଳିତ ପ୍ରତ୍ୟେକ ନୂତନ ଚିତ୍ର ସହିତ ରହସ୍ୟ ଆହୁରି ଗଭୀର ହେଉଛି। ୩ଇ/ ଆଟଲାସ ଆମକୁ ଭେଟିବାକୁ ଆସିଥିବା ପ୍ରଥମ ଅନ୍ତଃନକ୍ଷତ୍ରୀୟ ଭ୍ରମଣକାରୀ ନୁହେଁ। ୨୦୧୭ରେ ଜ୍ୟୋତିର୍ବିଜ୍ଞାନୀମାନେ ପ୍ରଥମ ଥର ପାଇଁ ଏହିପରି ଏକ…
ବିଭିନ୍ନ ପ୍ରକାର କ୍ଷୀର ଓ ଦୀର୍ଘାୟୁ ଜୀବନ
ଆମେ ସ୍ବାସ୍ଥ୍ୟ ସୁରକ୍ଷା ନିମନ୍ତେ ଖାଦ୍ୟପେୟ ପ୍ରତି ଗୁରୁତ୍ୱ ଦେଇଥାଉ। ପୃଥିବୀରେ ଯେଉଁସବୁ ଖାଦ୍ୟସାମଗ୍ରୀ ରହିଛି ସେହିସବୁ ମଧ୍ୟରେ କେତେକ ପ୍ରାକୃତିକ ଉପାୟରେ ମିଳିଥାଏ। ତନ୍ମଧ୍ୟରୁ କ୍ଷୀର ଅନ୍ୟତମ। ଏହା ସ୍ବାସ୍ଥ୍ୟପ୍ରଦ ଭାବେ ଅନ୍ୟତମ ଶ୍ରେଷ୍ଠ ଖାଦ୍ୟ ବୋଲି ଆମରି ଭାରତୀୟ…
ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ସାଂଘାତିକ ଅଭିଯୋଗ ଆଣିଲେ ତେଜସ୍ବୀ
ପାଟନା,୧୦।୧୧: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ନଭେମ୍ବର ୧୧ ତାରିଖରେ ହେବାକୁ ଯାଉଛି। ଏହାପୂର୍ବରୁ ତେଜସ୍ବୀ ଯାଦବ ନିର୍ବାଚନ କମିଶନ ଏବଂ ଭାଜପା ଉପରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ସେ ସର୍ବାଧିକ ୧୭୧ଟି ଜନସଭା କରିଛନ୍ତି।…
ଡୁଲୁରୀ ପାଇନବଣରେ ପର୍ଯ୍ୟଟକଙ୍କୁ ମିଳୁନି ଶୁଦ୍ଧ ପାନୀୟ ଜଳ, ବଣଭୋଜି ପାଇଁ ଆସି ହେଉଛନ୍ତି ହଟହଟା
ଦାରିଙ୍ଗବାଡ଼ି,୧୦ା୧୧(ଅରୁଣ ସାହୁ): ଆସିଲା ପର୍ଯ୍ୟଟନ ଋତୁ। ଦୈନିକ ଶହ ଶହ ପର୍ଯ୍ୟଟକ ପରିବାର ସାଙ୍ଗସାଥୀ ସହ ଆସି ଦାରିଙ୍ଗବାଡ଼ି ବୁଲିବା ସହ ବଣଭୋଜି କରି ମଜା ନିଅନ୍ତି। ଦାରିଙ୍ଗବାଡ଼ିର ଏକାଧିକ ପର୍ଯ୍ୟଟନକ୍ଷେତ୍ର ରହିଥିବା ବେଳେ କିସୁବାଡ଼ି ଜଳପ୍ରପାତ, ଡୁଲୁରୀ ପାଇନବଣ ଏବଂ…
CSK ଛାଡ଼ିବା ଚର୍ଚ୍ଚା ଭିତରେ ଜାଡେଜା କୁଆଡ଼େ ଗାଏବ୍: ବଢୁଛି ଚର୍ଚ୍ଚା
ନୂଆଦିଲ୍ଲୀ,୧୦।୧୧:ଭାରତୀୟ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଇପିଏଲ ୨୦୨୬ ନିଲାମ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ବଦଳାଇପାରେ। ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନଙ୍କ ବଦଳରେ ତାଙ୍କୁ ଏବଂ ସାମ କରାନଙ୍କୁ ବଦଳାଇ ଦିଆଯାଇପାରେ। ଏହାପୂର୍ବରୁ ରବିନ୍ଦ୍ର ଜାଡେଜାଙ୍କ ଇନଷ୍ଟାଗ୍ରାମ…
ମଣ୍ଡି ପ୍ରସ୍ତୁତିରେ ବିଳମ୍ବ: ବଢୁଛି ଚାଷୀ ଅସନ୍ତୋଷ
କୁଚିଣ୍ଡା, ୧୦।୧୧(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଆରଏମ୍ସି ପକ୍ଷରୁ ମଣ୍ଡି ପ୍ରସ୍ତୁତିରେ ବିଳମ୍ବକୁ ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି। ବିଗତ ବର୍ଷରେ ମାସେ ପୂର୍ବରୁ ମଣ୍ଡି ପ୍ରସ୍ତୁତି ହେଉଥିବା ବେଳେ ଚଳିତବର୍ଷ ନଭେମ୍ବର ୧୦ସୁଦ୍ଧା ଆରଏମ୍ସି ପକ୍ଷରୁ ମଣ୍ଡି ପ୍ରସ୍ତୁତି…
ଏହି ୫ ମନ୍ଦିରକୁ ଗଲେ ପ୍ରାପ୍ତ ହୁଏ ପୁତ୍ର ସନ୍ତାନ: ଜାଣନ୍ତୁ ରୋଚକ ତଥ୍ୟ
ଦେଶରେ ଲକ୍ଷ ଲକ୍ଷ ମନ୍ଦିର ଅଛି। କିଛି ମନ୍ଦିର ଅନନ୍ୟ ବିଶ୍ୱାସ ଏବଂ ଚମତ୍କାର ପାଇଁ ଲୋକପ୍ରିୟ। କିଛି ମନ୍ଦିର ପାପରୁ ମୁକ୍ତି ପାଇଁ, କିଛି ଇଚ୍ଛା ପୂରଣ ପାଇଁ, କିଛି ଋଣରୁ ମୁକ୍ତି ପାଇଁ ଏବଂ କିଛି ସନ୍ତାନର ଆଶୀର୍ବାଦ…
କୋଣାର୍କର ପଞ୍ଚବଟ ମଧ୍ୟରୁ ଅର୍କବଟ ଥିଲା ସିଦ୍ଧିପ୍ରଦ
ଗତ ସଂଖ୍ୟାରେ ବିଶୁ ମହାରଣାଙ୍କ ଗାଁ ନୂଆଗଡ଼ କଥା ଲେଖିଥିଲୁ। ନୂଆଗଡ଼ ଗାଁ ୧୬୨୬ରେ ହୋଇଥିବା ସୁନାମିରେ ମହୋଦଧିରେ ଲୀନ ହୋଇଯାଇଥିଲା। ଗଡ଼ ସହିତ ସାମିଲ ଥିଲା ‘ଗୋ-ଧନପଡ଼ା’। ଆଶ୍ଚର୍ଯ୍ୟଜନକ ଭାବରେ ଏହି ପଡ଼ା ରହିଯାଇଥିଲା। ନୂଆଗଡ଼ର ଆରାଧ୍ୟା ଥିଲେ ଜାଗୁଳାଈ।…
Archives


