ଭାରତ-ପାକିସ୍ତାନ ଏସିଆ କପ୍ ୨୦୨୫ ମ୍ୟାଚ୍ ବାତିଲ ହେବ ନାହିଁ: ସୂତ୍ର
ନୂଆଦିଲ୍ଲୀ,୨୯।୭: ଏସିଆ କପ୍ ୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୧୪ରେ ହେବାକୁ ଥିବା ମ୍ୟାଚ୍କୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ବିରୋଧ ପ୍ରକାଶ ପାଇଛି। ତେବେ, ଉଚ୍ଚ ପଦସ୍ଥ ସୂତ୍ର ଅନୁଯାୟୀ, ଏହି ମ୍ୟାଚ୍ ବାତିଲ ହେବ...
୨୨ ଦିନ ହେବ ନିଖୋଜ ଥିଲେ ଇଞ୍ଜିନିୟରିଂ ଛାତ୍ର: ପଥର ସନ୍ଧିରୁ ମିଳିଲା…
ବଣାଇଁ,୨୯ା୭(ପ୍ରଦୀପ ତ୍ରିପାଠୀ):ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ବାଦଲଗିରିକୁ ଗତ ୬ ତାରିଖରେ ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଆସି ଗାଧୋଇବା ବେଳେ ପାଣିରେ ବୁଡି ନିଖୋଜ ଥିବା ଇଞ୍ଜିନିୟରିଂ ଛାତ୍ର ଗୌରବ ବିପ୍ର(୨୨)ଙ୍କ ଗଳିତ ମୃତଦେହ ୨୨ ଦିନ...
ଆମେରିକାର ସାଂଘାତିକ ଖୁଲାସା! ଯୁଦ୍ଧବେଳେ ଭାରତ ଲୁଚାଛପାରେ କରିଛି…
ଓ୍ବାଶିଂଟନ୍,୨୯।୭: ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ଏବଂ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ଲାଗୁ କରାଯାଇଥିବା ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ, ଭାରତ ଏବଂ ଚାଇନାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ଆମେରିକୀୟ ସମାଚାର ଏଜେନ୍ସି ରଏଟର୍ସର ଏକ ରିପୋର୍ଟରେ...
UPI ପେମେଣ୍ଟକୁ ନେଇ ଖୁସିଖବର: ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି…
ନୂଆଦିଲ୍ଲୀ,୨୯।୭: ଯଦି ଆପଣ ମଧ୍ୟ ସପିଂ ଏବଂ କାରବାର ପାଇଁ Google Pay, PhonePe, କିମ୍ବା Paytm ଭଳି UPI ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି। ସରକାର ସ୍ପଷ୍ଟ କରିଛନ୍ତି...
ପୁଟିନଙ୍କୁ ଶେଷ ଚେତାବନୀ ଦେଲେ ଟ୍ରମ୍ପ: ୨ ସପ୍ତାହ ମଧ୍ୟରେ ବନ୍ଦ କର, ନଚେତ୍…
ଓ୍ବାଶିଂଟନ୍,୨୯।୭: ସ୍କଟଲାଣ୍ଡରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସହ ଏକ ବୈଠକରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆକୁ ଶେଷ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଦୁଇ ସପ୍ତାହରୁ କମ ସମୟ ମଧ୍ୟରେ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବା ଉଚିତ, ନଚେତ୍...
ପୁଣି ବଢିଲା ଅଡୁଆ, ଆଉ ଜଣେ ବିଜେଡି ନେତା…
ଭୁବନେଶ୍ୱର,୨୯।୭: ପୁଣି ଜଣେ ବିଜେଡି ନେତାଙ୍କ ନାଁରେ ବଢିଲା ଅଡୁଆ। ପ୍ରଫୁଲ୍ଲ ଘଡେଇଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ (ଡାନି)ଙ୍କ ନାଁରେ ଏଫଆଇଆର। କେବଳ ଡାନି ନୁହନ୍ତି ତାଙ୍କ ସମେତ ୭ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା।...
ଅଙ୍ଗନବାଡ଼ି କେନ୍ଦ୍ର ପରିସରକୁ ଦ୍ରୁତ ଗତିରେ ମାଡ଼ିଗଲା ପିକଅପ ଭ୍ୟାନ, ଆଉ ତା’ପରେ…
ଜେକେପୁର,୨୯/୭(ରାଜେଶ ବିଶାଳ): ଜେକେପୁର ଠାରୁ ରାୟଗଡ଼ା ଆସୁଥିବା ଏକ ପିକଅପ ଭ୍ୟାନ (ନଂ ଓଡ଼ି୧୮ପି୦୪୬୭) ନାଇଡୁପେଟା ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଅଙ୍ଗନବାଡ଼ି କେନ୍ଦ୍ର ପାଚେରୀ ଭିତରକୁ ମାଡ଼ିଯାଇଥିଲା। ତେବେ ଗାଡ଼ିଟି ଅଟକି ରହିଯିବାରୁ ଅଳ୍ପକେ ବର୍ତ୍ତିଗଲେ...
ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରାଥମିକ ବିଦ୍ୟାଳୟ ପିଲାଙ୍କର ବଦଳିଲା…
ଭୁବନେଶ୍ୱର,୨୯।୭: ସରକାର ନେଲେ ବଡ଼ ନିଷ୍ପତ୍ତି। ବଦଳିଲା ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଆଇକାର୍ଡ ରଙ୍ଗ। ଛାତ୍ରୀଛାତ୍ରଙ୍କ ଆଇଡେଣ୍ଟିଟି କାର୍ଡ ରଙ୍ଗ ବଦଳିବା ସହ ହାଉସ ୟୁନିଫର୍ମ ଓ ଟୋପି ବି ବଦଳିଛି । ପୂର୍ବରୁ ଲେଗୋରେ ଆମେ ଗଢିବୁ ନୂଆ...
ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍: ୧୦ଟି ସ୍ଥାନରେ ଏକକାଳୀନ ଚଢାଉ
ଭୁବନେଶ୍ୱର,୨୯।୭: ସଡକ ଓ ଗୃହ ନିର୍ମାଣ (R&B) ଡିଭିଜନ୍ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ମଙ୍ଗଳବାର ଭିଜିଲାନ୍ସ ଟିମ୍ ଏକକାଳୀନ ଭାବେ ୧୦ଟି ସ୍ଥାନରେ ତଦନ୍ତ କରିଛି। ଭୁବନେଶ୍ୱରର ଗାଲେରିଆ ଓ ସିମ୍ଫୋନୀ...
ଆଉ ଜଣଙ୍କୁ କଚାଡ଼ି ମାରିଲା ଦନ୍ତାହାତୀ: ଭୟଭୀତ ଲୋକେ
ଜି.ଉଦୟଗିରି/ରାଇକିଆ,୨୯/୦୭(ଚିନ୍ମୟ କୁମାର ସେଠୀ/ ପ୍ରଦୀପ ବେହେରା/ଶିଶିର ପଟ୍ଟନାୟକ):କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ତଥା ରାଇକିଆ ବ୍ଲକ ଅନ୍ତର୍ଗତ ଆଡାସିକୁପା ଗ୍ରାମରେ ଆଜି ଭୋର୍ ସମୟରେ ହାତୀ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି। ଗତ ଶନିବାର ଦିନ ସନ୍ଧ୍ୟାବେଳେ...
ମାସ ଶେଷରେ ଶସ୍ତା ହେଲା ସୁନା! ଜାଣନ୍ତୁ ୧୦ଗ୍ରାମ ସୁନା ପାଇଁ ଦେବାକୁ ପଡିବ କେତେ ଟଙ୍କା?
ନୂଆଦିଲ୍ଲୀ,୨୯।୭: ଶେୟାର ବଜାରରେ ହ୍ରାସ ମଧ୍ୟରେ, ଆଜି ଲଗାତାର ପଞ୍ଚମ ଦିନ ପାଇଁ ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି। ରାଜଧାନୀ ଦିଲ୍ଲୀରେ 24 କ୍ୟାରେଟ ସୁନାର ମୂଲ୍ୟ 110 ଟଙ୍କା ହ୍ରାସ ପାଇଛି। ରାଜଧାନୀ ଦିଲ୍ଲୀରେ ସୁନା...
ଭୁବନେଶ୍ୱରରୁ ବିଜେଡି ଏମ୍ପିଙ୍କୁ ଚିଠା ପରାମର୍ଶ: ‘ସିନ୍ଦୂର’ ଅଦ୍ୱିତୀୟ କୁହ
ଭୁବନେଶ୍ୱର,୨୯ା୭(ରବିନାରାୟଣ ଜେନା):ସଂସଦରେ ଆରମ୍ଭ ହୋଇଥିବା ‘ଅପରେଶନ ସିନ୍ଦୂର’ ବିତର୍କ ଉପରେ ବିଜୁ ଜନତା ଦଳ(ବିଜେଡି)ର ଆଭିମୁଖ୍ୟ କ’ଣ ରହିବ ସେନେଇ ଭୁବନେଶ୍ୱରରୁ ଦଳୀୟ ଏମ୍ପିମାନଙ୍କୁ ଚିଠା ପରାମର୍ଶ ଦିଆଯାଇଛି। ସୋମବାର ଏ ସଂକ୍ରାନ୍ତରେ ଭୁବନେଶ୍ୱରରୁ ପ୍ରଦତ୍ତ ତଥ୍ୟରେ ବିଜେଡି ସଭାପତି...
Archives


