Home Left

ପାକିସ୍ତାନ ଡ୍ରୋନକୁ ତଳକୁ ଖସାଇଲେ ଭାରତୀୟ ଯବାନ

ଅମୃତସର,୨୩।୧୨: ପଞ୍ଜାବର ଅମୃତସର ସେକ୍ଟରରେ ସୀମା ସୁରକ୍ଷା ବଳ (ବିଏସଏଫ)ର ଯବାନଙ୍କୁ ଏକ ବଡ଼ ସଫଳତା ପାଇଛନ୍ତି। ସୀମା ସୁରକ୍ଷା ବାହିନୀର ଯବାନମାନେ ପାକିସ୍ତାନୀ ଡ୍ରୋନକୁ ଭାରତ ସୀମା ନିକଟରେ ପୁଲମୋରନ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଗୁଳି…

ଓସ୍କାର ଦୌଡ଼ରେ ‘ନାଟୁ ନାଟୁ’

ଆସନ୍ତା ବର୍ଷ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି ଏସ୍‌ଏସ୍‌ ରାଜମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ। ଅରିଜିନାଲ ସଙ୍ଗ୍‌ କାଟାଗୋରିରେ ଏହାକୁ ମନୋନୀତ କରାଯାଇଛି। ୧୦ ବର୍ଗର ଶର୍ଟଲିଷ୍ଟ ତାଲିକା ବୁଧବାର ରାତିରେ ଓସ୍କାର ପକ୍ଷରୁ ଘୋଷଣା ହୋଇଛି।…

କିଷାନ ଦିବସ: କୃଷକଙ୍କ ବିକାଶରେ ଦେଶର ଉନ୍ନତି

କୃଷକ ହେଉଛନ୍ତି ଦେଶର ଆର୍ଥିକ ମେରୁଦଣ୍ଡ। କୃଷକଙ୍କ ବିକାଶରେ ଦେଶର ବିକାଶ ସମ୍ଭବ ହୋଇ ପାରିଥାଏ। ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଡିସେମ୍ବର ୨୩ରେ ଭାରତ କିଷାନ ଦିବସ ପାଳନ କରାଯାଇଥାଏ। କୃଷକମାନେ ଦେଶର ଅର୍ଥନୀତିର ଏକ ପ୍ରମୁଖ ଶକ୍ତି…

ଅବାଧରେ ଚାଲିଛି ବାଘ ଶିକାର

ନୟାଗଡ଼ ଅଫିସ,୨୩।୧୨: ନୟାଗଡ଼ ଜିଲାରେ ରହିଥିବା ଖୋର୍ଦ୍ଧା ବନଖଣ୍ଡର ରଣପୁର ରେଞ୍ଜ ଓ ନୟାଗଡ଼ ବନଖଣ୍ଡର ଜଙ୍ଗଲରେ ଜାତୀୟ ପ୍ରାଣୀ ବାଘ ବିପଦରେ ରହିଛି ବୋଲି ଅଭିଯୋଗ ହୋଇ ଆସୁଛି। ଉଭୟ ବନଖଣ୍ଡର ଜଙ୍ଗଲରେ ବାଘ ଅଛନ୍ତି କି ନାଁ ବନବିଭାଗ…

ଦେଶର ୪୯୫ଟି ଜିଲାରେ କରୋନା ସଂକ୍ରମଣ ଶୂନ

ନୂଆଦିଲ୍ଲୀ,୨୩।୧୨: ଚାଇନାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଭାରତ ସମେତ ସମଗ୍ର ବିଶ୍ୱ ଏନେଇ ଆଗୁଆ ସତର୍କତା ଅବଲମ୍ବନ କରୁଛନ୍ତି। ତେବେ ଭାରତ ପାଇଁ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି। ଦେଶର ୪୯୫ଟି ଜିଲାରେ କରୋନା ସଂକ୍ରମଣ ଶୂନ ରହିଛି।…

ପରଲୋକରେ ଭେଟେରାନ ଅଭିନେତା ସତ୍ୟନାରାୟଣ

ମୁମ୍ବାଇ: ଭେଟେରାନ ତେଲୁଗୁ ଅଭିନେତା କାଇକାଲା ସତ୍ୟନାରାୟଣଙ୍କର ପରଲୋକ ଘଟିଛି। ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ୮୭ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦଶନ୍ଧି ଧରି ଚାଲିଥିବା କ୍ୟାରିୟରରେ ସେ ପରିବାର ଏବଂ ସାମାଜିକ ନାଟକ ତଥା ପୁରାଣ…

ପରିତ୍ୟକ୍ତ ପୋଖରୀ ସାଜିଛି ମଶାଙ୍କ ଅନ୍ତୁଡ଼ିଶାଳ

ଖଣ୍ଡପଡ଼ା,୨୩ା୧୨(ସ୍ବ.ପ୍ର.): ରାଜରାଜୁଡା ଅମଳରୁ କୁମ୍ଭାରପଡ଼ା ଗ୍ରାମରେ ଥିବା ଜଗନ୍ନାଥ ପୋଖରୀଟି ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁଷ୍କରିଣୀଟି ମଶା, ମାଛି, ଡାଉଁଶଙ୍କ ଅନ୍ତୁଡ଼ିଶାଳ ପାଲଟିଛି। ମଶାବଂଶ ବୃଦ୍ଧି ଘଟିଲେ ଡେଙ୍ଗୁ ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ଏକଦା ଉକ୍ତ ପୁଷ୍କରିଣୀର…

ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମନସୁଖ ମାଣ୍ଡଭିଆ

ନୂଆଦିଲ୍ଲୀ,୨୩।୧୨: ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଶୁକ୍ରବାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ। ଅପରାହ୍ନ ୩ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି…

ଗାଡ଼ି ଚୋରି କରି ବନ୍ଧାହେଲେ ଯୁବକ

ପାଟଣା,୨୩ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ଏକ ବାଇକ୍‌, ସ୍କୁଟି ଓ ମୋବାଇଲ ଚୋରି ଅଭିଯୋଗରେ ପଲାଣଘାଟି ଗ୍ରାମର ସୁଶାନ୍ତ ଲୋହାର(୨୨)ଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଡିସେମ୍ବର ୧୪ରେ ପାଟଣା ପିପିଳିଆ ରାସ୍ତାର ଗୁଲଦୀପଶି ଛକ ନିକଟ ଏକ…

ବିମାନବନ୍ଦର ଉଡାଇ ଦେବାକୁ ଧମକ ଦେଇଥିବା ଛାତ୍ର ଗିରଫ

ବେଙ୍ଗାଲୁରୁ,୨୩।୧୨: ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ (ବିଏଲ) ପୋଲିସର ମିଳିତ ଟିମ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର ବିସ୍ଫୋରଣ କରିବାକୁ ଟୁଇଟ୍‌ ଯୋଗେ ଧମକ ଦେଇଥିବା ୨୦ ବର୍ଷ ବୟସ୍କ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଥିବା ଜଣାପଡିଛି। ଆହ୍ଲାବାଦର ମୋତିଲାଲ ନେହେରୁ ନ୍ୟାଶନାଲ…

ମର୍ମନ୍ତୁଦ ଦୁର୍ଘଟଣା: ୪ ମୃତ

ଜୟପୁର,୨୩।୧୨: ରାଜସ୍ଥାନର ଅଜମେରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ କାର୍‌ ଟ୍ରେଲର୍‌ ଉପରେ ଚଢିଯିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଗୁରୁବାର ସନ୍ଧ୍ୟାରେ ବନ୍ଦନଓ୍ବାରା ସହର ନିକଟ ଭିଲୱାରା-ଅଜମେର ରାଜପଥରେ ଏହି ଦୁର୍ଘଟଣା ଘଟିଛି। ସେମାନେ ଭିଲୱାରାଠାରୁ…

ପଲ୍ଲିଶ୍ରୀ ମେଳା ପାଇଁ ୨୫୦ ଷ୍ଟଲ

ଗୋପାଳପୁର,୨୩ା୧୨(ଡି.ଏନ୍‌.ଏ):ଗୋପାଳପୁର ବେଳାଭୂମି ମହୋତ୍ସବ ଆସନ୍ତା ଶନିବାରଠାରୁ ଆରମ୍ଭ ହେବ। ୫ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ମଞ୍ଚ ଗଞ୍ଜାମ ଜିଲା ସମେତ ଜାତୀୟ ଓ ରାଜ୍ୟସ୍ତରୀୟ କଳାକାରଙ୍କ ଦ୍ୱାରା ଦୁଲୁକିବ। ଏ ନେଇ ଲଗାତାର ଜିଲା ପ୍ରଶାସନ ପକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri