ପାକିସ୍ତାନକୁ ୪୪୦ ଭୋଲ୍ଟର ଆଉ ଏକ ବଡ଼ ଝଟକା ଦେଲା ଭାରତ
ନୂଆଦିଲ୍ଲୀ/ଇସଲାମାବାଦ,୩୧।୭: ଭାରତ ପୁଣି ଥରେ ପାକିସ୍ତାନକୁ ଏକ ବଡ଼ ଝଟକା ଦେଇଛି। କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀରର ରାମବନ ଜିଲାରେ ଚେନାବ ନଦୀ ଉପରେ ୧୮୫୬ ମେଗାୱାଟ ସାୱଲକୋଟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ଭାରତ ପୂର୍ବରୁ ସିନ୍ଧୁ...
ଯୁବକଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଲେ, ୨ ଜଣଙ୍କୁ ଉଠାଇନେଲା ପୋଲିସ
ପାଟଣା,୩୧ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଙ୍କୁରା ନାଏକ ସାହିର ଜଣେ ୨୮ବର୍ଷ ଯୁବକଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ଉକ୍ତ ଗାଁର ଭକ୍ତ ବନ୍ଧୁ ନାଏକଙ୍କ ପୁଅ ଗଙ୍ଗାଧର ନାଏକ। ଗଙ୍ଗାଧରଙ୍କ...
ନଦୀ ସଂଯୋଗୀକରଣ ପାଇଁ ତେଜୁଛି ଦାବି, ୬ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୮୦୦ କୋଟି ଟଙ୍କା
କେନ୍ଦ୍ରାପଡ଼ା, ୩୧ା୭ (ଜଗନ୍ନାଥ ଧଳ): ରାଜ୍ୟ ସରକାର ଆନ୍ତରାଜ୍ୟ ନଦୀ ସଂଯୋଗୀକରଣକୁ ଗୁରୁତ୍ୱ ଦେଇଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ୬ଟି ଏପରି ପ୍ରକଳ୍ପ ପାଇଁ ମୋଟ ୧୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ପ୍ରାଥମିକ ସ୍ତରରେ ଆଲୋଚନା...
ସେଲ୍ଫି ବାହାନାରେ ସ୍ବାମୀଙ୍କୁ ନଦୀକୁ ଠେଲିଦେଲେ ସ୍ତ୍ରୀ: ଓଲଟା ସ୍ବାମୀଙ୍କ ନାଁରେ ହେଲା ମାମଲା: ଜାଣିଲେ ମୁଣ୍ଡ ହୋଇଯିବ ଗୋଲ୍
ବେଙ୍ଗାଲୁରୁ,୩୧।୭: କର୍ନାଟକର ରାଇଚୁର ଜିଲାର ଗୁର୍ଜାପୁର ବ୍ୟାରେଜ ନିକଟରେ ଫଟୋ ଉଠାଇବା ବାହାନାରେ ପତ୍ନୀ ତାଙ୍କ ସ୍ବାମୀଙ୍କୁ ପୋଲ ଉପରୁ ନଦୀକୁ ଠେଲି ଦେବା ମାମଲାରେ ଏକ ନୂତନ ମୋଡ଼ ଆସିଛି। ଫଟୋ ଉଠାଇବା ବାହାନାରେ ତାଙ୍କ ସ୍ତ୍ରୀ ତାଙ୍କୁ...
ଜୋରଦାର ଧରପଗଡ଼: ବ୍ରାଉନସୁଗାର ଜବତ, ବଡ଼ ଚେନ୍ ଥିବା ସନ୍ଦେହ
ହାଟଡିହୀ,୩୧l୭(ଶୁଭକାନ୍ତ ନାୟକ):କେନ୍ଦୁଝର ଏସପି ନୀତିନ କୁଶଲକର ଦାଗୁଡୁଙ୍କ ତତ୍ତ୍ୱାବଧାନ ଏବଂ ନିର୍ଦ୍ଦେଶରେ ମଙ୍ଗଳବାର ରାତିରୁ ସ୍ବତନ୍ତ୍ର ଟିମ ଗଠନ କରି ଆନନ୍ଦପୁର ଏବଂ ଘସିପୁରା ଅଞ୍ଚଳରେ ଚଢ଼ାଉ କରାଯାଇ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରପଗଡ଼ କରାଯାଉଛି। ଅଦ୍ୟାବଧି ବିଭିନ୍ନ...
ସତର୍କ ସଙ୍କେତ ଉପରେ ବୈତରଣୀ ଜଳସ୍ତର: ଧାମନଗର ଚାନ୍ଦବାଲିରେ ବନ୍ୟା ଆଶଙ୍କା
ଭଦ୍ରକ, ୩୧।୭(ସନାତନ ରାଉତ): ବୈତରଣୀ ବନ୍ୟା ଜଳ ଦୁଇ ଦିନ ତଳେ ହ୍ରାସ ପାଇଥିବାବେଳେ ଗୁରୁବାର ସକାଳୁ ପୁଣି ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି l ସକାଳୁ ଭଦ୍ରକ ଜିଲା ଆଖୁଆପଦା ଆନିକଟ ନିକଟରେ ବୈତରଣୀ ଜଳ ସ୍ତର...
ଜଳିଗଲା ଯୁଦ୍ଧ ବିମାନ ଆକାଶ ଧୂଆଁମୟ
ଓ୍ବାଶିଂଟନ,୩୧।୭: କାଲିଫର୍ନିଆର ନେଭାଲ ଏୟାର ଷ୍ଟେଶନ ଲେମୁର୍ ନିକଟରେ ବୁଧବାର ଏକ ଆମେରିକୀୟ ଯୁଦ୍ଧ ବିମାନ F-35 ଦୁର୍ଘଟଣାଗ୍ରସ୍ତ ହୋଇଛି। ଜେଟ ଦୁର୍ଘଟଣାଗ୍ରସ୍ତ ହେବା ପରେ ତୁରନ୍ତ ଏଥିରେ ନିଆଁ ଲାଗିଗଲା ଏବଂ ଆକାଶରେ ଧୂଆଁ ଉଠିବାକୁ ଲାଗିଲା। ଏହି...
ଦାରିଙ୍ଗବାଡି ଅଗ୍ନିଶମ ବିଭାଗର ନିଆରା ପ୍ରୟାସ ନିଜେ ଫିଟ ସହ ପରିବେଶ ରଖିଲେ ସୁନ୍ଦର-ସ୍ବଚ୍ଛ
ଦାରିଙ୍ଗବାଡ଼ି,୩୦।୭(ଅରୁଣ ସାହୁ): କେତେବେଳେ ରାସ୍ତାରେ ବିରାଟକାୟ ଗଛ ପଡି ରାସ୍ତା ଅବରୋଧ ତ କେଉଁଠି ଘରେ ନିଆଁ ଲାଗି ବିପଦ ଆସୁଛି ଆଉ କେତେବେଳେ ରାସ୍ତା ଦୁର୍ଘଟଣା, କିଏ ପାଣିରେ ବୁଡି ଯାଉଥିବା ବେଳେ ଉଦ୍ଧାର କରି ଲୋକଙ୍କ ଜୀବନକୁ...
ସ୍କୁଲରେ ଶିକ୍ଷକ ଅଭାବ: ୫ରୁ ତାଲା ବନ୍ଦ ଆନ୍ଦୋଳନ ଚେତାବନୀ
ଅତାବିରା, ୩୧ା୭(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲା ଅତାବିରା ବ୍ଲକ ଲରାସରା ପଞ୍ଚାୟତ ଖଇରପାଲିସ୍ଥିତ ସରକାରୀ ୟୁଜିଏମ୍ଇ ସ୍କୁଲରେ ଶିକ୍ଷକ ଅଭାବରୁ ପାଠପଢ଼ାରେ ବ୍ୟାଘାତ ହେଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି l ଏହାକୁ ନେଇ ବୁଧବାର ସ୍କୁଲ କମିଟି ଓ ଶିକ୍ଷକଙ୍କ ବୈଠକ...
ଉଚ୍ଛେଦ ସମୟରେ ପୋଲିସ-ଜନତା ମୁହାଁମୁହିଁ
ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରସ୍ଥିତ ଲମ୍ବା ବିଲଡିଂ ଛକରୁ ଭଟଲି ରୋଡ୍ ଛକ ରାସ୍ତାପାର୍ଶ୍ୱରେ ବୁଧବାର ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ବିନା ଲିଖିତ ନୋଟିସ୍ରେ ପ୍ରଶାସନ ପକ୍ଷରୁ ବୋଲଡୋଜର ଲଗାଇ ଉଚ୍ଛେଦ କରାଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏହାକୁ...
ବେଇମାନ ଟ୍ରମ୍ପ, ଭାରତକୁ ଝଟକା ଦେବା ପରେ ପାକିସ୍ତାନ ସହ ହାତ ମିଳାଇ ବଡ଼ କଥା କହିଲା ଆମେରିକା
ଓ୍ବାଶିଂଟନ,୩୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ସହିତ ହାତ ମିଳାଇ ଭାରତକୁ ଚକିତ କରିଛନ୍ତି। ଗୁରୁବାର (୩୧ ଜୁଲାଇ) ଟ୍ରମ୍ପ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ...
ଶିକ୍ଷକ ବଦଳି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ
ଭୁବନେଶ୍ୱର/କଟକ,୩୧ା୭,(ରବିନାରାୟଣ ଜେନା/କାର୍ତ୍ତିକ ସାହୁ): ରାଜ୍ୟରେ ଶିକ୍ଷକ ବଦଳି ଲାଗି ବିଧାୟକ ଓ ଏମ୍ପିଙ୍କ ସୁପାରିସ୍ ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି। ଏ ସଂକ୍ରାନ୍ତୀୟ ଏକ ମାମଲାର ବିଚାରକରି ହାଇକୋର୍ଟଙ୍କ ପକ୍ଷରୁ ମଙ୍ଗଳବାର ଅନ୍ତରୀଣ ରହିତାଦେଶ ଜାରି କରାଯାଇଛି। ଏହାକୁ...
Archives


