Home Left

ମୋଦିଙ୍କୁ ଏମିତି ନିବେଦନ କଲେ କଙ୍ଗନା

ମୁମ୍ବାଇ: କଙ୍ଗନା ରାଣାଓ୍ବତ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏଥିରେ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁକୁ ନେଇ ସେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ କଡ଼ା ଆଇନ ପ୍ରଣୟନ କରିବାକୁ କଙ୍ଗନା ମୋଦି ସରକାରଙ୍କୁ…

ନୂଆ ବର୍ଷ ପୂର୍ବରୁ ହାର୍ଦ୍ଦିକ- ସୂର୍ଯ୍ୟକୁମାରଙ୍କୁ ବଡ଼ ଭେଟି, ଦୁହିଁଙ୍କ ବମ୍ପର ପ୍ରମୋଶନ…

ନୂଆଦିଲ୍ଲୀ,୨୮।୧୨: ନୂଆ ବର୍ଷ ଆସିବାକୁ ଆଉ ଦିନ କେଇଟା ବାକି। ହେଲେ ଏହା ପୂର୍ବରୁ ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କୁ ବଡ଼ ଉପହାର ମିଳିଛି। ଜାନୁୟାରୀ ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା…

ଛାତ୍ରଙ୍କୁ ଉଦ୍ଧାର କରିବାକୁ ଯାଇ ମହାନଦୀରେ ବୁଡ଼ି ଶିକ୍ଷକଙ୍କ ଜୀବନ ଗଲା

ନୟାଗଡ଼ ଅଫିସ,୨୮ା୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ମହାନଦୀ ଶ୍ମଶାନ ତୁଠରେ ବୁଡ଼ି ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଶିକ୍ଷକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟନଗର ପଞ୍ଚାୟତ ଶଙ୍ଖପଦା ଗ୍ରାମର ସରୋଜ କୁମାର ଦାସ। ସୂଚନାନୁଯାୟୀ,…

ଲାଇଭ୍‌ ଶୋ’ରେ ଡିଗ୍ରୀ ପେପର ଫାଡିଲେ ପ୍ରଫେସର

କାବୁଲ,୨୮।୧୨: ତାଲିବାନ ସରକାର ମହିଳାମାନଙ୍କୁ କଲେଜରେ ପଢିବାକୁ ବାରଣ କରିବା ପରେ ଆଫଗାନିସ୍ତାନର ଶିକ୍ଷକ ସଂଘ ମଧ୍ୟରେ ବ୍ୟାପକ ଅସନ୍ତୋଷ ରହିଛି। ଆଫଗାନିସ୍ତାନରେ ଏକ ଲାଇଭ ଟିଭି ଶୋ’ରେ ଏହାର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା। କାବୁଲ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର…

ତୁନିଶାଙ୍କ ପରେ ଆଉ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ

ବମ୍ବେ: ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲା ଥମି ନ ଥିବା ବେଳେ ମନୋରଞ୍ଜନଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଝାଡ଼ଖଣ୍ଡର ଅଭିନେତ୍ରୀ ରିୟା କୁମାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପଶ୍ଚିମବଙ୍ଗର ହାଇଓ୍ବେରେ ଏହି ଘଟଣା ଘଟିଛି।…

୬ ବର୍ଷ ପରେ ସବୁଠୁ ଖରାପ ର଼୍ୟାଙ୍କିଙ୍ଗ୍‌ରେ ପହଞ୍ଚିଲେ କୋହଲି

ନୂଆଦିଲ୍ଲୀ,୨୮।୧୨: ବିରାଟ କୋହଲି ଟି-୨୦ କ୍ରିକେଟରେ ଦୃଢ ପ୍ରତ୍ୟାବର୍ତ୍ତନ କରିଛନ୍ତି କିନ୍ତୁ ଟେଷ୍ଟରେ ତାଙ୍କର ଖରାପ ପ୍ରଦର୍ଶନ ଜାରି ରହିଛି। ଏହାର ପ୍ରଭାବ ହେଉଛି ସର୍ବଶେଷ ଆଇସିସି ଟେଷ୍ଟ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ସେ ଦୁଇଟି ସ୍ଥାନ ଖସି ୧୪ତମ ସ୍ଥାନରେ ରହିଛନ୍ତି।…

ଡିକି ଭାଙ୍ଗି ୧ ଲକ୍ଷ ୩୬ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଭବାନୀପାଟଣା,୨୮ା୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ଚାରିଛକସ୍ଥିତ ଆଲିଶାନ ହୋଟେଲ ସମ୍ମୁଖରୁ ବୁଧବାର ସ୍ପଷ୍ଟ ଦିବାଲୋକରେ ଡିକି ଭାଙ୍ଗି ୧ ଲକ୍ଷ ୩୬ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ତାରାପୁର ଗ୍ରାମର ଗୁଣଧର ଲହଜଳ ଷ୍ଟେଟ୍‌ ବ୍ୟାଙ୍କରୁ ୧ ଲକ୍ଷ ୩୬…

ବିଚିତ୍ର ଦେଶ: ଏଠାରେ ରହିଛି ‘ରେଡ୍‌ ବିଚ୍‌’

ବର୍ତ୍ତମାନ ଚାଇନା କରୋନା ସହ ଲଢ଼େଇ କରୁଛି। ଏଠାରୁ ପ୍ରତିଦିନ ଲକ୍ଷ ଲକ୍ଷ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଏହି ଦେଶ କରୋନା ପାଇଁ ଏବେ ଚର୍ଚ୍ଚାରେ ରହିଛି। ଏହା ମଧ୍ୟରେ ବି ଏହି ଦେଶରେ ଏମିତି କିଛି ସ୍ଥାନ ଅଛି, ଯାହା…

ସ୍ତ୍ରୀଙ୍କ ସପକ୍ଷରେ ମତ ଦେଇ ଟ୍ରୋଲ ହେଲେ ଜାଡେଜା

ନୂଆଦିଲ୍ଲୀ,୨୮।୧୨: ଭାରତୀୟ ଦଳର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଜିକାଲି କ୍ରିକେଟ ଅପେକ୍ଷା ଅନ୍ୟ ଫିଲ୍ଡରେ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ସେ ସ୍ତ୍ରୀ ରିଭାବାଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ରିଭାବା ଜାମନଗର ଉତ୍ତରରୁ…

ପୁଣି ଦଳରେ ମିଳିଲାନି ସୁଯୋଗ, ଡିପି ହଟାଇ ଭାବବିହ୍ବଳ ପୋଷ୍ଟ କଲେ ପୃଥ୍ବୀ…

ନୂଆଦିଲ୍ଲୀ,୨୮।୧୨: ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଟି୨୦ ଏବଂ ଦିନିକିଆ ସିରିଜ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଥିବା ବେଳେ କିଛି ବାଦ୍‌ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ପୃଥ୍ବୀ ଶ’ ରହିଛନ୍ତି। ମଙ୍ଗଳବାର…

ଜନଜାତି ସମ୍ପ୍ରଦାୟକୁ ରାଜ୍ୟ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ ଦାବି

ସୁନ୍ଦରଗଡ଼,୨୮ା୧୨(ଡି.ଏନ୍‌.ଏ.): ଓଡ଼ିଶା ୧୬୦ରୁ ଊଦ୍ଧର୍‌ବ ଜନଜାତି ସମ୍ପ୍ରଦାୟଙ୍କୁ ରାଜ୍ୟ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାରେ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ବୁଧବାର ସୁନ୍ଦରଗଡ଼ ବିଜୁ ଜନତା ଦଳ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଡିଆର୍‌ଡିଏ ଛକରେ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣା…

ମା‘ ସୋନିଆଙ୍କ ସହିତ ପିଲାଳିଆମି କରୁଥିବା ରାହୁଲଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୨୮।୧୨ : କଂଗ୍ରେସର ୧୩୮ ତମ ପ୍ରତିଷ୍ଠା ଦିବସରେ ରାହୁଲ ଗାନ୍ଧୀ ବୁଧବାର ଦିଲ୍ଲୀରେ ଯୋଗଦେଇଛନ୍ତି। ଭାରତ ଯୋଡୋ ଯାତ୍ରାରେ ଉଷ୍ମତା ଦେଖାଇବା ପରେ ରାହୁଲଙ୍କୁ ଏଠାରେ ଅତି ହାଲୁକା ମନୋଭାବରେ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ସମୟରେ ସେ ତାଙ୍କ ମା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri