Home Left

Chirag Paswan : ଚିରାଗଙ୍କ ବିଜୟରେ ଝଲସି ଉଠିଲା NDA, କେମିତି ହେଲେ ବିହାର ପଲିଟିକ୍ସର ପାଓ୍ବାର ଷ୍ଟାର ଜାଣନ୍ତୁ…

ପାଟନା,୧୪।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ NDAର ଭୂସ୍ଖଳନ ଏବଂ ଆଶା କରାଯାଇଥିବା ବିଜୟ ନିଶ୍ଚିତ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ସବୁଠାରୁ ବଡ଼ ରାଜନୈତିକ ଆଶ୍ଚର୍ଯ୍ୟ ଏପରି ସ୍ଥାନରୁ ଆସିଥିଲା ଯାହାଠାରୁ ଆମେ ଆଶା କରୁ ନ ଥିଲୁ: ‘ପ୍ରଧାନମନ୍ତ୍ରୀ…

ଦୀର୍ଘ ବର୍ଷ ହେବ ଯାହା ହୋଇ ନ ଥିଲା, ଗୋଟିଏ ମାସରେ କରିଦେଖାଇଲେ ବିଡ଼ିଓ: ହସୁଛି କଫି ବଗିଚା

ଦାରିଙ୍ଗବାଡି, ୧୪।୧୧ (ଅରୁଣ ସାହୁ): ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡି କଫି ବଗିଚାର ରୂପରେଖ ଗୋଟିଏ ମାସରେ ବଦଳି ଯାଇଛି । କଫିବଗିଚା ପରିସର ମଧ୍ୟରେ ଇଟା, ସିମେଣ୍ଟରେ ଦୁଇ ପାଖ ଅତି ସୁନ୍ଦରରେ ପାର୍କ ଡିଜାଇନ…

ପାକିସ୍ତାନର ସାଂଘାତିକ ଧମକ, ଭାରତକୁ ଦୁଇଆଡୁ କରିବ ଆକ୍ରମଣ!

ଇସଲାମବାଦ,୧୪।୧୧: ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ ପରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ପୂର୍ବ ସୀମାରେ ଭାରତ ଏବଂ ପଶ୍ଚିମ ସୀମାରେ ଆଫଗାନ ତାଲିବାନ ବିରୋଧରେ ଦୁଇ ମୋର୍ଚ୍ଚା ଯୁଦ୍ଧ…

ମନରେଗା ଯୋଜନାରେ କାମ କରୁଥିବାବେଳେ ଟଳିପଡ଼ିଲେ ଶ୍ରମିକ: ସହାୟତା ଦାବି

କର୍ଲାମୁଣ୍ଡା,୧୪।୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପଞ୍ଚାୟତର ମାତୃପୁରୀ ଅଞ୍ଚଳରେ ମନରେଗା ଯୋଜନାରେ ଗାତ ଖୋଳା କାମ ଚାଲୁଥିଲା l ଏଥିରେ ରିଷିଡା ଗାନ୍ଧୀନଗର ପଡାର ଜବ କୁମାର ମଧ୍ୟ ଶ୍ରମିକ ଭାବେ ନିୟୋଜିତ ଥିଲେ l…

ଭାରତ ଆସିବେ ବାଂଲାଦେଶର ସୁରକ୍ଷା ପରାମର୍ଶଦାତା, କାହିଁକି NSA ଅଜିତ ଡୋଭାଲ ପଠାଇଲେ ନିମନ୍ତ୍ରଣ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୪।୧୧: ବାଂଲାଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଖଲିଲ-ଉର-ରହମାନ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ। ସେ ନଭେମ୍ବର ୨୦, ୨୦୨୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ ମହାସାଗର କ୍ଷେତ୍ର ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଭାରତ…

ଘରୁ ଭିଡିଓ ଶୁଟିଂ ପାଇଁ ବାହାରିଥିଲେ ଯୁବକ: ଗୋଟିଏ ଦିନ ପରେ ମିଳିଲା…

ପରଜଙ୍ଗ୧୪/୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ମୁକ୍ତାପଶି ଗାଁ ସତସଙ୍ଗ ଘର ପାଖ ପୋଖରୀରୁ ମିଳିଲା ଯୁବକଙ୍କ ସନ୍ଦେହଜନକ ମୃତଦେହ। ତାଙ୍କୁ ହତ୍ୟା କରି କେହି ପୋଖରୀରେ ପକେଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ…

ସତ ହେଲା ରିଷଭ ପନ୍ତଙ୍କ ଭବିଷ୍ୟବାଣୀ: ଗୋଟିଏ ବଲ୍‌ ବୋଲିଂ ପରେ ଘଟିଲା….

କୋଲକାତା,୧୪।୧୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଟେମ୍ବା ବାଭୁମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରିଆନ ରିକେଲଟନ ଏବଂ ଏଡେନ ମାର୍କ୍ରାମ ଏକ…

୨୦ ରାଉଣ୍ଡ ଗଣତି ଶେଷ: ବହୁ ଆଗରେ ଭାଜପା, ଦ୍ୱିତୀୟ ସ୍ଥାନ ପାଇଁ କଂଗ୍ରେସ-ବିଜେଡି ଛକ୍କାପଞ୍ଝା

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୦ ରାଉଣ୍ଡ ଗଣତି ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୯୭୭୮୯ ଭୋଟ ପାଇଛନ୍ତି। ହେଲେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୩୨ହଜାର ୧୯୧ଖଣ୍ଡ ଭୋଟ…

‘ଜନ୍ମଦିନରେ କଂଗ୍ରେସର ପରାଜୟ ଦେଖୁଛନ୍ତି ନେହେରୁ’, ମିମ୍ସ ଭାଇରାଲ୍

ନୂଆଦିଲ୍ଲୀ,୧୪ା୧୧: ବିହାର ବିଧାନସଭା ନିର୍ବାଚନ ୨୦୨୫ର ଆଦ୍ୟ ଟ୍ରେଣ୍ଡରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ବଡ଼ ବିଜୟ ଆଡକୁ ଅଗ୍ରସର ହେବା ପରେ ସୋସିଆଲ ମିଡିଆରେ ମିମ୍ସର ବନ୍ୟା ଛୁଟିଛି। ଏହି ମିମ୍ସଗୁଡ଼ିକ ରାଜ୍ୟର ବର୍ତ୍ତମାନର ରାଜନୈତିକ ମାହୋଲକୁ ପ୍ରତିଫଳିତ କରୁଛି।…

ମୋଦିଙ୍କ ମା’ ସାଜିବେ ଏହି ଅଭିନେତ୍ରୀ: ଭାବପ୍ରବଣ ହୋଇ କହିଲେ…

ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଦ୍ୱିତୀୟ ଇନିଂସ ଭଲ ଚାଲିଛି। ଏହି ଇନିଂସରେ ସେ ପ୍ରଶଂସା ସାଉଁଟିଛନ୍ତି। ତାଙ୍କର ଧାରାବାହିକ ‘ଆର୍ଯ୍ୟନକ’ ହିଟ୍‌ ପରଠାରୁ ଅଭିନେତ୍ରୀ ଅନେକ ପ୍ରୋଜେକ୍ଟ ପାଇଛନ୍ତି। ଏବେ ଏହି ଅଭିନେତ୍ରୀ ଆଉ ଏକ ବଡ଼ ଅଫର୍‌ ମିଳିଛି।…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୨ଜୀବନ

ଜୟପୁର,୧୪ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ରେଲୱେ ଛକରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ହରଡାପୁଟ ଗ୍ରାମର ଅଜୟ ମୁଦୁଲି ଓ…

ଓଭରବ୍ରିଜ ନିର୍ମାଣରେ ବିଳମ୍ବ, ଆନ୍ଦୋଳନ ଚେତାବନୀ ଦେଲେ ସ୍ଥାନୀୟ ବାସିନ୍ଦା

ଗଞ୍ଜାମ,୧୪ା୧୧(ବିଦ୍ୟାଧର ସାହୁ/ଅଖିଳ ତରାଇ): ୧୬ ନଂ ଜାତୀୟ ରାଜପଥ ହୁମା ଓଭରବ୍ରିଜ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏନେଇ ହୁମା ପଞ୍ଚାୟତ ସମିତି ସଭ୍ୟ ଧ୍ରୁବଚରଣ ପଲାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri