Home Left

ବିଜେଡି ହରତାଳକୁ ନେଇ ପୁଣି ମୁହଁ ଖୋଲିଲେ ମୃତ ବଳଙ୍ଗା ଯୁବତୀଙ୍କ ବାପା, କହିଲେ ମୋ’ ଝିଅ ତ ରହିଲାନି ଆମେ…

ବଳଙ୍ଗା,୭ା୮: ପୁରୀରେ ବିଜେଡିର ହରତାଳକୁ ନେଇ ମୃତ ବଳଙ୍ଗା ଯୁବତୀଙ୍କ ବାପା ପୁଣି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମେ ବହୁତ ଦୁଃଖରେ ଅଛୁ, ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ। ମୋ’ ଝିଅ ତ ରହିଲାନି, ଆମେ କାହାକୁ...

ଏ ଜନ୍ମରେ ମୁଖ୍ୟମନ୍ତ୍ରୀ ହୋଇପାରିବେନି ତେଜସ୍ବୀ! ଅନନ୍ତଙ୍କ ଏମିତି ବୟାନକୁ ନେଇ ରାଜନୀତି ହେଲାଣି ସରଗରମ

ପାଟନା,୭।୮: ଅନନ୍ତ ସିଂହଙ୍କ ବୟାନ ପୁଣିଥରେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ସେ ଦାବି କରିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ, ନ୍ୟାଶନାଲ ଡେମୋକ୍ରେଟିକ ଆଲାଏନ୍ସ (NDA) ବିହାରରେ ୨୨୮ ଆସନରେ ବିଜୟୀ ହେବ, ଯେତେବେଳେ ବିରୋଧୀ ଦଳ...

ଅବହେଳିତ ଅବସ୍ଥାରେ ମତ୍ସ୍ୟ ଜାଆଁଳ ଉତ୍ପାଦନ କେନ୍ଦ୍ର: ମନ୍ତ୍ରୀ ଦୃଷ୍ଟିଦେବାକୁ ଦାବି

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ)-ରାଜ୍ୟରେ ମତ୍ସ୍ୟ ଚାଷୀ ସଂଖ୍ୟା ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଏହାଦ୍ବାରା ଅନେକ ଚାଷୀ ସରକାରଙ୍କଠାରୁ କୋଟି କୋଟି ଟଙ୍କାର ସବସିଡି ନେଇ ଲାଭବାନ ହେବାସହ ବ୍ୟବସାୟକୁ ଆଗକୁ ନେଉଛନ୍ତି।...

ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ହତ୍ୟା କରି ପୋାତିଦେଲେ: ଅଭିଯୋଗ ପରେ…

ମୋହନା,୭।୮(ମନ୍ମଥ ମିଶ୍ର): ପୁଣି ଗୁଣି ସନ୍ଦେହରେ ହତ୍ୟା l ଏଭଳି ଅଭିଯୋଗ ଆସିଛି ଗଜପତି ଜିଲା ମୋହନା ଥାନା କୁସୁମପୁର ଗାଁରେ l ମୋହନା ଥାନା ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇ(୩୦) ଙ୍କୁ କୁସୁମପୁର ଗାଁର...

ଯୁଦ୍ଧବିରତି କ୍ରେଡିଟ ନ ମିଳିବାରୁ କ୍ଷୁବ୍ଧ ଅଛନ୍ତି ଟ୍ରମ୍ପ: ରାଗରେ ଭାରତ ଉପରେ ସୁଝାଉଛନ୍ତି ରାଗ

ନୂଆଦିଲ୍ଲୀ, ୭।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭାରତୀୟ ଆମଦାନୀ ଉପରେ ୨୫ ପ୍ରତିଶତ ଅତିରିକ୍ତ ଟାରିଫ ଲଗାଇବା ପାଇଁ ଏକ କାର୍ଯ୍ୟକାରୀ ଆଦେଶ ଜାରି କରିଛନ୍ତି, ଯାହା ଭାରତ-ଆମେରିକା ସମ୍ପର୍କର ଭବିଷ୍ୟତକୁ ନେଇ ଚିନ୍ତା ସୃଷ୍ଟି କରିଛି।...

ଗାଁ ଗାଁ ବୁଲି ସମସ୍ୟା ଦୂର କରୁଛନ୍ତି ବିଧାୟିକା: ସବୁଠି ମିଳୁଛି ଜନସମର୍ଥନ

କେସିଙ୍ଗା, ୭।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତି ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଲୋକଙ୍କ ସମସ୍ୟା ଦୂର କରୁଥିବାର ଦେଖିବାକୁ ମିଳୁଛି। ଗତକାଲି କେସିଙ୍ଗା କସୃପଡ଼ା, ଘଣ୍ଟଶୋଲା, କିନ୍ଦେରକେଲା,...

ବିପଦପୂର୍ଣ୍ଣ ରାସ୍ତାରେ ବିଦ୍ୟାଳୟ ଯାଉଛନ୍ତି ଛାତ୍ରୀଛାତ୍ର

କର୍ଲାମୁଣ୍ଡା,୭ା୮(ପ୍ରଦୀପ କୁମାର ସାହୁ):କମ୍‌ ଛାତ୍ରୀଛାତ୍ର ଥିବା କାରଣରୁ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୨୪ ବିଦ୍ୟାଳୟକୁ ତତ୍କାଳୀନ ରାଜ୍ୟ ସରକାର ୨୦୨୦ରେ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ। ଫଳରେ ବ୍ଲକର ଅନେକ ଗାଁର ଛାତ୍ରୀଛାତ୍ର ଦୂରଦୂରାନ୍ତକୁ ଯାଇ ପାଠ ପଢ଼ୁଥିବା ଦେଖିବାକୁ...

ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ

ଭୁବନେଶ୍ୱର,୭ା୮: ଓଡ଼ିଶାର ବରିଷ୍ଠ ରାଜନେତା ତଥା ଖଣ୍ଡପଡ଼ାଗଡ଼ର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କର ଗୁରୁବାର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ସେ ପୂର୍ବତନ ମନ୍ତ୍ରୀ ଭାବେ ରାଜ୍ୟ ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ବିଭୂତି...

ଭାରତ ସହ ଟାରିଫ୍‌ ଓ୍ବାର ଭିତରେ ଟ୍ରମ୍ପଙ୍କ ସହ ସାକ୍ଷାତ କରିବେ ମୁନୀର, ହୋଇପାରେ ବଡ଼…

ଓ୍ବାଶିଂଟନ,୭।୮: ଗୋଟିଏ ପଟେ, ସମଗ୍ର ବିଶ୍ୱ ଆମେରିକାଠାରୁ ଶୁଳ୍କ ଯୁଦ୍ଧର ସମ୍ମୁଖୀନ ହେଉଛି। ଅନ୍ୟପକ୍ଷରେ, ପାକିସ୍ତାନ ପ୍ରତି ଟ୍ରମ୍ପଙ୍କ ପ୍ରେମ ହ୍ରାସ ପାଉନାହିଁ। କାରଣ ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିର ପୁଣି ଥରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି।...

ଗଳାବାଟ ଦେଇ ଭକ୍ତଙ୍କୁ ଛାଡ଼ିବା ନେଇ ଅଭିଯୋଗ: କମଚାରୀଙ୍କୁ ନିଲମ୍ବନ ନିର୍ଦ୍ଦେଶ

ପୁରୀ,୭ା୮(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ଚାରିଦ୍ୱାର ଓ କିଛି ଗଳାବାଟରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ଭକ୍ତଙ୍କ ଠାରୁ ଟଙ୍କା ନେଇ ଛାଡୁଥିବା ନେଇ ଅଭିଯୋଗ ହୋଇଆସୁଛି। ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ...

ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ପାଇଁ ୭୫% ଉପସ୍ଥାନ ବାଧ୍ୟତାମୂଳକ

ଭୁବନେଶ୍ୱର,୭ା୮(ସୁଚିସ୍ମିତା ସାହୁ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୨୦୨୬ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ଦୁଇ ଶ୍ରେଣୀର ବାର୍ଷିକ ବୋର୍ଡ ପରୀକ୍ଷା ଦେବା ପାଇଁ ସ୍କୁଲରେ ଛାତ୍ରୀଛାତ୍ରଙ୍କ ୭୫%...

ଛିଡ଼ା ହୋଇଥିବା ହାଇଓ୍ବାକୁ ପଛରୁ ପିଟିଲା ବାଇକ୍‌, ଚାଲିଗଲା ଚାଳକଙ୍କ ଜୀବନ 

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ବରଗଡ ଭଟଲି ରାସ୍ତାର ପିପଲମୁଣ୍ଡା ବୁଲାଣି ନିକଟରେ ବୁଧବାର ରାତି ପ୍ରାୟ  ୮ ଟା ୩୦ମିନିଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକ ମୃତ୍ୟୁ ବରଣ କରିଛନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri