ଟଙ୍କା ପାଇଁ ତଣ୍ଟି କାଟିଲେ ସାନଭାଇ
ସୋର,୪୧।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ସବିରା ପଞ୍ଚାୟତର ମୁନିସବିରା ଗ୍ରାମର ରଘୁନାଥ ବେହେରା (୩୫) ଓ ତାଙ୍କ ସ୍ତ୍ରୀ ପ୍ରଭାତିଙ୍କୁ ଗଳାକାଟି ହତ୍ୟା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ରଘୁନାଥଙ୍କ ସାନଭାଇ ମଧୁସୂଦନ ବେହେରା ହିଁ ମୁଖ୍ୟ ଅଭିଯୁକ୍ତ…
୨୨ ବର୍ଷ ଧରି ପୋଲ ପାଇଁ ହନ୍ତସନ୍ତ ଟେଲାପାଲିବାସୀ
ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୪ା୩: କନ୍ଧମାଳ ଜିଲା ଫିରଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ଟେଲାପାଲି ଗ୍ରାମବାସୀ ଆଜକୁ ଦୀର୍ଘ ୨୨ ବର୍ଷ ହେବ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି। ଆଜି ପର୍ଯ୍ୟନ୍ତ ସେମାନଙ୍କ ଦୁଃଖ ପ୍ରଶାସନ କି ରାଜନେତା ଶୁଣୁନାହାନ୍ତି…
ନୂଆ ରୂପରେ ଚମକିବ ଭୂଆବନ୍ଧ
ଭୋଗରାଇ, ୩।୩(ଡି.ଏନ.ଏ.):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବନ୍ୟା ପ୍ରତିରୋଧକ ଭୂଆବନ୍ଧ ଏବେ ନୂଆ ରୂପ ନେବାକୁ ଯାଉଛି। ବ୍ରିଟିଶ୍ ଅମଳ ଏବଂ ମରହଟ୍ଟା ଅମଳର ନିର୍ମିତ ଏହି ଭୂଆବନ୍ଧ ଦକ୍ଷିଣଭୋଗରାଇ ୩୨ ପଞ୍ଚାୟତକୁ ବନ୍ୟା ଦାଉରୁ ରକ୍ଷା ପାଇଁ ପାଚେରି ଭଳି…
ପିସି ପାଇଁ ଫାଇଲ ଲୁଚାଇ ଦିଆଯାଉଛି
ଆନନ୍ଦପୁର,୪। ୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ହାଇଡ୍ରାମା ଦେଖିବାକୁ ମିଳିଥିଲା। ପୌର କାର୍ଯ୍ୟାଳୟରେ ୬ ନଂ. ଓ୍ବାର୍ଡର କାଉନ୍ସିଲର ମଣିଲତା ରାମଙ୍କ ପ୍ରତିନିଧି ଦେବବ୍ରତ ରାମ ମାଇକ୍ ଲଗାଇ ଦୁର୍ନୀତି ପେଡ଼ି ଖୋଲିଥିଲେ। ବିଗତ…
ଆତଙ୍କବାଦୀଙ୍କୁ ଦେଖି ସୁରକ୍ଷା ଏଜେନ୍ସିକୁ ସୂଚନା ଦେଲେ ନାହିଁ କାହିଁକି: ରାହୁଲଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ
ଗୁଆହାଟି,୪ ।୩: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ ୟୁନାଇଟେଡ କିଙ୍ଗଡମର କେମ୍ବ୍ରିଜ ବିଜନେସ ସ୍କୁଲରେ ନିଜ ଟିପ୍ପଣି ରଖି ଦେଶକୁ ବଦନାମ…
ଜୟବିଜୟ ଦ୍ୱାର ନିକଟରେ ଦର୍ଶନ କରିବେ ଦିବ୍ୟାଙ୍ଗ
ପୁରୀ ଅଫିସ, ୪ା୩: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ନେଇ ଶୁକ୍ରବାର ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଅଧ୍ୟକ୍ଷତା କରିଥିବାବେଳେ ପରିଚାଳନା କମିଟି…
ସମୟ ସୀମା ଶେଷ ସତ୍ତ୍ୱେ ସରୁନି ରାସ୍ତା କାମ
ବଳଙ୍ଗା,୪।୩(ଡି.ଏନ୍.ଏ.): ଗ୍ରାମାଞ୍ଚଳରେ ସଡ଼କଠାରୁ ଆରମ୍ଭ କରି ଜଳ, ବିଦ୍ୟୁତ୍ ଭଳି ସବୁ କ୍ଷେତ୍ରରେ ବିକାଶ କରିବା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଉନ୍ନତମାନର କାର୍ଯ୍ୟ କରାଯାଉଛି। ହେଲେ ସରକାରୀ ଅଧିକାରୀମାନେ କାର୍ଯ୍ୟଗୁଡ଼ିକର ତଦାରଖ କରୁ ନ…
୫ଶ୍ରେଣୀକୁ ଜଣେ ଶିକ୍ଷୟିତ୍ରୀ
ନିଶ୍ଚିନ୍ତକୋଇଲି,୪ା୩(ସ୍ବ.ପ୍ର.): ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ କରିବା ସହ ଏହା ଏକ ମୌଳିକ ଆବଶ୍ୟକତା ଭାବେ ଗ୍ରହଣ କରି ସରକାର ବିଦ୍ୟାଳୟର ଭିତି ଭୂମି ବିକାଶରେ କୋଟି କୋଟି ଟଙ୍କା ବ୍ୟୟ କରି ବିଦ୍ୟାଳୟକୁ ଆଧୁନିକ ଓ ଶିକ୍ଷଣ ଉପଯୋଗୀ କରିଛନ୍ତି। ଶିକ୍ଷାଦାନ…
ବ୍ଲକ କାର୍ଯ୍ୟାଳୟ ଘେରାଉ ପରେ ବୋମା ମାଡ଼
ତିଗିରିଆ,୪। ୩(ଡି. ଏନ. ଏ. ): ତିଗିରିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ମହିଳା ଗୋଷ୍ଠୀ କର୍ମକର୍ତ୍ତା ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଆନ୍ଦୋଳନକାରୀମାନେ ଯେଉଁ ଗାଡ଼ିରେ ଆସିଥିଲେ ତା’ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ…
ତୁଳସୀ ମୁଣ୍ଡାଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ
ଭୁବନେଶ୍ୱର,୪।୩ (ବ୍ୟୁରୋ): ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାଙ୍କୁ ନେଇ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ପରିଚୟ ଫାଉଣ୍ଡେଶନ ପକ୍ଷରୁ ଆର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇ କହିଛନ୍ତି,…
ଜାଗମରା ଅଞ୍ଚଳରୁ ୫୦ ଆମିଷ ଦୋକାନ ଉଚ୍ଛେଦ
ଭୁବନେଶ୍ୱର,୪।୩ (ବ୍ୟୁରୋ): ଗୁରୁବାର ଭୁବନେଶ୍ୱରରୁ ପୁନେ ଯାଉଥିବା ଏୟାର ଏସିଆ ବିମାନରେ ପକ୍ଷୀ ମାଡ ହେବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଏବଂ ବିଏମ୍ସି ଘଟଣାକୁ ଗୁରୁତର ସହ ନେଇଛନ୍ତି। ରେଡ୍ ଜୋନ୍ରେ ଥିବା ଜାଗମରା ଅଞ୍ଚଳରୁ ଶୁକ୍ରବାର ବିଏମ୍ସି ଓ…
ଟିକସ ଆଦାୟ ଚିନ୍ତା, ଶେଷବେଳକୁ ତତ୍ପରତା
ଭୁବନେଶ୍ୱର, ୪।୩ (ବ୍ୟୁରୋ): ବାହାଘର ବେଳେ ବାଇଗଣ ରୁଆ ଭଳି ଶେଷ ବେଳକୁ ବିଏମ୍ସିର ଚେତା ପଶିଛି। କେମିତି ଧାର୍ଯ୍ୟ ଟିକସ ଆଦାୟ ହେବ ସେ ନେଇ ତନାଘନା ଆରମ୍ଭ ହୋଇଯାଇଛି। ବର୍ଷତମାମ ଅଧିକାରୀଙ୍କର ରାଜସ୍ବ ଆଦାୟ ପ୍ରତି ଆନ୍ତରିକତା ଦେଖିବାକୁ…
Archives


