Home Left

କ୍ଲିନ ଦାରିଙ୍ଗବାଡି, ଗ୍ରୀନ ଦାରିଙ୍ଗବାଡି ପାଇଁ ବିଡ଼ିଓଙ୍କ ବଡ଼ ପଦକ୍ଷେପ, ପ୍ରଥମଥର ପାଇଁ…

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକକୁ ଅନେକ ଥର ବିଜ୍ଞାପିତ ପରିଷଦ ଅଞ୍ଚଳ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଦାରିଙ୍ଗବାଡିର ବିକାଶ ପାଇଁ ବିଜ୍ଞାପିତ ପରିଷଦ ଅଞ୍ଚଳ ହେବା ଜରୁରୀ ବୋଲି ଅଞ୍ଚଳବାସୀ କହୁଥିବା...

ଟ୍ରମ୍ପଙ୍କ ଟାରିଫ୍‌ ଧମକ ମଧ୍ୟରେ ଭାରତ ଏହି ଧନୀ ଦେଶ ସହ କରିବାକୁ ଯାଉଛି ବଡ଼ ଚୁକ୍ତି

ନୂଆଦିଲ୍ଲୀ,୧୨।୮: ଭାରତ ସିଙ୍ଗାପୁର ସହିତ ୧୦ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି୍‌ ସ୍ବାକ୍ଷର କରିବାକୁ ଯାଉଛି। ଭାରତ ଏବଂ ସିଙ୍ଗାପୁର ଏହି ସପ୍ତାହରେ ହେବାକୁ ଥିବା ଦୁଇ ଦେଶର ମନ୍ତ୍ରୀଙ୍କ ବୈଠକରେ ପ୍ରଯୁକ୍ତିବିଦ୍ୟା, ସଂଯୋଗୀକରଣ, ଦକ୍ଷତା ବିକାଶ ଏବଂ ଡିଜିଟାଲାଇଜେସନ ଭଳି କ୍ଷେତ୍ରରେ...

ଗୁରୁତ୍ୱପୂର୍ଣ୍ଣ ସଚିବସ୍ତରୀୟ ବୈଠକ: ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା

ଭୁବନେଶ୍ୱର,୧୨।୮: ମଙ୍ଗଳବାର ସଚିବସ୍ତରୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୧୦ଟି ଦିଗ ଉପରେ ଫୋକସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି CMଙ୍କ ଅଫିସରୁ ଆସୁଥିବା UI ନୋଟ୍‌ରେ ତୁରନ୍ତ ଉତ୍ତର ସହ ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ...

ପରୀକ୍ଷା ଦେବାକୁ ଯାଇଥିଲେ ଛାତ୍ରୀ: ଅନ୍ୟଗାଁ ଛକରୁ ମିଳିଲା ସାଇକେଲ, ହେଲେ ଛାତ୍ରୀ

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଡିଗ୍ରୀ କଲେଜରେ ଯୁକ୍ତ ୩ କଳା ଦ୍ବିତୀୟ ବର୍ଷରେ ପଢୁଥିବା ଜଣେ ଛାତ୍ରୀ ୫ ଦିନ ହେଲା ନିଖୋଜ ଥିବା ଜଣାପଡିଛି। ଛାତ୍ରୀଙ୍କ ବାପା ଏନେଇ ଦିଗପହଣ୍ଡି...

ବାଥ୍‌ରୁମରୁ ଯୁକ୍ତ-୩ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ତଦନ୍ତ ଜାରି

ଭଦ୍ରକ,୧୨।୮: ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ-୩ ପ୍ରଥମ ବର୍ଷରେ ପଢୁଥିବା ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ଏକ ଘରୋଇ ମେସ୍‌ର ବାଥ୍‌ରୁମରୁ ଉଦ୍ଧାର ହୋଇଛି। ବାସୁଦେବପୁର ଅଞ୍ଚଳର ଏହି ଛାତ୍ରୀ ରାକ୍ଷୀ ପାଇଁ ଘରକୁ ଯାଇ ଗତକାଲି...

ଭୁବନେଶ୍ବରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ: ଏହି କାରଣରୁ ନେଲେ ଚରମ ପଦକ୍ଷେପ

ଭୁବନେଶ୍ୱର, ୧୨।୮: ଖଣ୍ଡଗିରି ଥାନା ଅଧୀନ ଏକ ଘରୋଇ କଲେଜ ପରିସରରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି। ଯାଜପୁର ଜିଲା ବିଂଝାରପୁରର ଏହି ଯୁବକ କଲେଜରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ପାରିବାରିକ ବିବାଦ...

ଆସିଲା ବଡ଼ ଖବର କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର,୧୨।୮: ସ୍ବାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ଜାଣନ୍ତୁ….ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ବରରେ ପତାକା ଉତ୍ତୋଳନ କରିବେ। ସେହିପରି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କେନ୍ଦୁଝରରେ। କଟକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସମ୍ବଲପୁରରେ ସୁରେଶ ପୂଜାରୀ, ବଲାଙ୍ଗୀରରେ ମନ୍ତ୍ରୀ...

ନିଜ ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି

ଭୁବନ,୧୨।୮( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନଏସି ୨ ନମ୍ବର ଓାର୍ଡର ଅଜୟ କୁମାର େହେରାଙ୍କ ପତ୍ନୀ ପ୍ରେମଲତା ନାଏକ (୩୬) ସୋମବାର ରାତିରେ ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।...

ଅନଲାଇନ ଗେମକୁ ପରିବାର ଲୋକେ ବାରଣ କରିବାରୁ ଚରମ ନିଷ୍ପତ୍ତି ନେଲେ ନାବାଳକ, ବାଥରୁମ୍‌ରେ…

ବାଲେଶ୍ୱର, ୧୨।୮(ବାଞ୍ଛାନିଧି ଦେ): ଅନଲାଇନ ଗେମ ହେଲା କାଳ। ପରିବାରଲୋକେ ଖେଳିବାକୁ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲା ନାବାଳକ ପୁଅ । ମୃତ ନାବାଳକ ହେଉଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ର। ଅନଲାଇନ ଗେମ ଖେଳକୁ...

ଜେଲ ଦଣ୍ଡ ସମାପ୍ତ କରିଥିବା ଦୋଷୀଙ୍କୁ ତୁରନ୍ତ ମୁକ୍ତ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୮: ୨୦୦୨ ନୀତିଶ କଟାରା ହତ୍ୟା ମାମଲାରେ ଦୋଷୀ ସୁଖଦେବ ପେହଲୱାନଙ୍କୁ ୨୦ ବର୍ଷର ଦଣ୍ଡ ସମାପ୍ତ ହେବା ପରେ ଜେଲରୁ ମୁକ୍ତ କରାଯିବା ଉଚିତ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି, ସୁଖଦେବ ଭଳି...

ଭାରତର ସଙ୍କଟମୋଚକ ସାଜିବେ ଏହି ୨ ଦେଶ: ଟ୍ରମ୍ପଙ୍କୁ ପାନେ ଦେବାକୁ ଯୋଜନା

ଓ୍ବାଶିଂଟନ୍‌,୧୨।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଘୋଷଣା କରିଛନ୍ତି। ଭାରତ ଏବେ ଆମେରିକାର ଏହି ଟାରିଫ୍‌କୁ ମୁକାବିଲା କରିବାର ଉପାୟ ଖୋଜୁଛି। ଭାରତ ଏବେ ସେହି ରୁଷିଆର ବଜାର ଆଡ଼କୁ ଚାହିଁ ରହିଛି,...

ଭାରତ ଜବାବ ଶୁଣି ରାଗିଗଲା ପାକିସ୍ତାନ: ପୁଣି ବିଷ ଓଗାଳିଲା

ଇସଲାମାବାଦ୍‌,୧୨।୮: ପାକିସ୍ତାନ ଏପର୍ଯ୍ୟନ୍ତ ଅନେକ ଥର ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇସାରିଛି। ଅପରେଶନ ସିନ୍ଦୂର ସମୟରେ ମଧ୍ୟ ଏହା ତାର କାର୍ଯ୍ୟକଳାପର ପର୍ଦ୍ଦାଫାସ କରିଛି। ଭାରତ ପାକିସ୍ତାନର ପରମାଣୁ ବ୍ଲାକମେଲର ଉଚିତ ଜବାବ ଦେଇଥିଲା। ଏବେ ପାକିସ୍ତାନ ଏହାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri