ପଞ୍ଚଭୂତରେ ବିଲୀନ ହେଲେ ଧର୍ମେନ୍ଦ୍ର: ବଡ଼ପୁଅ ଦେଲେ ମୁଖାଗ୍ନି
ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତ ହୋଇଛି। ସେ ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଧର୍ମେନ୍ଦ୍ର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ପରେ ତାଙ୍କୁ ଡିସଚାର୍ଜ କରାଯାଇ…
ଦୁଇଦିନ ପରେ ପୁଣି ଫେରିଲା ଶୀତ: ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର
ଜି.ଉଦୟଗିରି,୨୪ା୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଦୁଇ ଦିନର ବ୍ୟବଧାନ ପରେ ପୁଣି ଜି.ଉଦୟଗିରିକୁ ଫେରିଛି ଶୀତ। ସୋମବାର ଜି. ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୧୧. ୩ ଡିଗ୍ରୀ ସେଲସିୟସ ରହିଛି। ଯାହାକି ରାଜ୍ୟର ସବୁଠାରୁ କମ୍ ତାପମାତ୍ରା। ସୋମବାର ଘନ କୁହୁଡ଼ି…
ଧରିତ୍ରୀ କ୍ଲାଇମେଟ୍ ଗ୍ରାଣ୍ଟ-୨୦୨୫: ଉଲ୍ଲେଖନୀୟ ଅବଦାନ ପାଇଁ ମିଳିଲା…
ଭୁବନେଶ୍ୱର,୨୪ା୧୧: ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନେ କିଭଳି ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରି ଏହି ଅଭିଯାନରେ ସାମିଲ କରିପାରିବେ ସେ ସଂକ୍ରାନ୍ତରେ ‘ଧରିତ୍ରୀ’ ପକ୍ଷରୁ ପ୍ରତିବର୍ଷ ‘ୟୁଥ କନ୍କ୍ଲେଭ୍ ବା…
ଅଧା ରହିଗଲା ଧର୍ମେନ୍ଦ୍ରଙ୍କ ସ୍ବପ୍ନ, ଏହି ଦିନ ରିଲିଜ୍ ହେବ ଶେଷ ଫିଲ୍ମ
ହିନ୍ଦୀ ସିନେମାର ଜଣେ ପ୍ରବୀଣ ଅଭିନେତା ଭାବେ ଜଣାଶୁଣା ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ବୟସଜନିତ ରୋଗ ସହିତ ଲଢ଼ୁଥିବା ସମୟରେ କିଛି ଦିନ ହେବ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିଛିଦିନ ହେବ ହସ୍ପିଟାଲ୍ରୁ…
କି ସଙ୍କେତ ଦେଉଛନ୍ତି ମହାପଭୁ, କାହିଁକି ହୁହୁ ହୋଇ ଜଳି ଉଠିଲା…
ପୁରୀ,୨୪।୧୧: କି ସଙ୍କେତ ଦେଉଛନ୍ତି ମହାପଭୁ। ଆଗକୁ କ’ଣ ଘଟିବ। ଏନେଇ ଓଡ଼ିଶାବାସୀ ଭୟଭୀତ ଥିବା ଚର୍ଚ୍ଚା ହେଉଛି। ରବିବାର ଶ୍ରୀମନ୍ଦିର ସମ୍ମୁଖରେ ଅରୁଣ ସ୍ତମ୍ଭ ନିକଟରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ଯେଉଁଠି ହଠାତ୍ ହୁତୁହୁତୁ ହୋଇ ଜଳିଉଠିଲା…
ଶିକ୍ଷକ ନିଯୁକ୍ତି ଦାବିରେ ପ୍ରତିବାଦ: ବିଦ୍ୟାଳୟ ଫାଟକରେ ତାଲା, ବାହାରେ ବସିଲେ ଛାତ୍ରୀଛାତ୍ର
ହାଟଡିହୀ,୨୪।୧୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟାକୁ ନେଇ ବିଦ୍ୟାଳୟ ଫାଟକରେ ସୋମବାର ତାଲା ପଡିଛି। ଫଳରେ ଛାତ୍ରୀଛାତ୍ର ଏବଂ ଶିକ୍ଷକମାନେ ବିଦ୍ୟାଳୟ ବାହାରେ ଫାଟକ ସମ୍ମୁଖରେ ତଳେ ବସିଛନ୍ତି ।…
ବ୍ଲକ ଅଧ୍ୟକ୍ଷାଙ୍କୁ ଆସୁଛି ଧମକ: ଭାଜପାରେ ଯୋଗ ଦେବାକୁ ମନମୋହନଙ୍କୁ ଚିଠ ଲେଖିବାରୁ ଜୀବନରୁ ମାରିଦେବାକୁ…
ଭଣ୍ଡାରୀପୋଖରୀ/ଭଦ୍ରକ,୨୪।୧୧(ରାଜେନ୍ଦ ଶତପଥୀ/ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷାଙ୍କୁ ବିଜେଡି ନଛାଡିବା ପାଇଁ ମିଳୁଛି ଧମକ । ଦଳ ପରିତ୍ୟାଗ କଲେ ଜୀବନରୁ ମାରିଦିଆଯିବ ବୋଲି କିଛି ଆସାମାଜିକ ବ୍ୟକ୍ତି ଧମକ ଦେଇଥିବା ଭଣ୍ଡାରିପୋଖରୀ ଥାନାରେ ବ୍ଲକ ଅଧ୍ୟକ୍ଷା ସୁମତୀ…
ତେଜିଲା ଅଙ୍ଗନଓ୍ବାଡି କର୍ମୀଙ୍କ ଆନ୍ଦୋଳନ
ଭୁବନେଶ୍ବର,୨୪।୧୧: ରାଜଧାନୀରେ ଗର୍ଜିଲେ ଅଙ୍ଗନଓ୍ବାଡି କର୍ମୀ। ୧୧ ଦଫା ଦାବି ନେଇ ଅଙ୍ଗନଓ୍ବାଡି କର୍ମୀ ସୋମବାର ଗାନ୍ଧୀ ମାର୍ଗରେ ଏକାଠି ହୋଇ ବିଶାଳ ସମାବେଶ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଙ୍ଗନଓ୍ବାଡି କର୍ମୀଙ୍କୁ ଶିକ୍ଷକ ମାନ୍ୟତା ଦାବି କରିବା ସହ…
ବାରିପଦାରେ ଚାଞ୍ଚଲ୍ୟ: ପୋଖରୀରୁ ମିଳିଲା ନିଖୋଜ ଓକିଲଙ୍କ କାର, ପଚା ଗନ୍ଧରେ …
ବାରିପଦା,୨୪।୧୧(ନୀଳାଦ୍ରି ଦଣ୍ଡପାଟ): ସନ୍ଦେହଜନକ ଅବସ୍ଥାରେ ପୋଖରୀରୁ ନିଖୋଜ ଓକିଲଙ୍କ କାର ଉଦ୍ଧାର କରାଯଇଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବାରିପଦା ସାରସକଣା ଝାରପୋଖରିଆ ଥାନା ଉପରବେଢ଼ା ଗାଁରେ। ତେବେ କାରଟି ସେପ୍ଟେମ୍ବରରୁ ନିଖୋଜ ଥିବା ବିଶୋୟୀ ଅଞ୍ଚଳର ଜଣେ ଓକିଲଙ୍କର…
ଅମଲାତନ୍ତ୍ରକୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ତାଗିଦ, ନିର୍ଦ୍ଦିଷ୍ଟ ସମୟରେ…
ଭୁବନେଶ୍ୱର,୨୪ା୧୧: ଲୋକଙ୍କ ସେବକ ହେଇ କାମ କରିବାକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀ କଡ଼ା ତାଗିଦ କରିଛନ୍ତି। ଜିଲାସ୍ତରରେ ସମାଧାନ ହେବା ଭଳି ଅଭିଯୋଗକୁ ନେଇ ମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଛନ୍ତି।…
ବିନା ଅଟକଳ ମୂଲ୍ୟରେ ଚାଲିଛି ଗୃହ ନିର୍ମାଣ କାମ : ଏବେ ଅସାମାଜିକ ଲୋକଙ୍କ ପାଲଟିଛି ଆଡାସ୍ଥଳୀ
ଲାଞ୍ଜିଗଡ଼,୨୪।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଠାରେ ନିର୍ମାଣଧୀନ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ବର୍ଷେ ହେଲା କାମ ବନ୍ଦ ଥିବାବେଳେ ବର୍ତ୍ତମାନ ସେଇ ଜାଗା ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି I ଲାଞ୍ଜିଗଡ଼ ପଞ୍ଚାୟତ ୧୯୫୭ରେ ଆରମ୍ଭ…
ପ୍ରେମିକାଙ୍କୁ ସ୍ବାଟ ସୁରକ୍ଷା ଦେଇ ଫସିଲେ FBI ମୁଖ୍ୟ କାଶ ପଟେଲ
ଓ୍ବାଶିଂଟନ,୨୪।୧୧: ଭାରତୀୟ-ଆମେରିକୀୟ ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ (FBI) ମୁଖ୍ୟ କାଶ ପଟେଲ ତାଙ୍କ ଗାୟିକା ପ୍ରେମିକା ଆଲେକ୍ସିସ ୱିଲକିନ୍ସଙ୍କୁ ହାଇ-ପ୍ରୋଫାଇଲ SWAT ସୁରକ୍ଷା ପ୍ରଦାନ କରି ସମସ୍ୟାରେ ପଡ଼ିଛନ୍ତି। ଅନେକ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ପୂର୍ବରୁ ଯାଞ୍ଚର ସମ୍ମୁଖୀନ ହୋଇଥିବା…
Archives


