ପ୍ରବୀଣଙ୍କୁ ଧକ୍କା ଦେଇଥିବା ଡ୍ରାଇଭର ଗିରଫ
ମିରଟ, ୫ା୭: ଏକ କାର ଦୁର୍ଘଟଣାରେ ଭାରତର ପୂର୍ବତନ କ୍ରିକେଟର ପ୍ରବୀଣ କୁମାର ଏବଂ ତାଙ୍କର ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏକ ଏସ୍ୟୁଭି କାର୍ରେ ପ୍ରବୀଣ ପୁଅଙ୍କ ସହିତ ପାଣ୍ଡବ ନଗରରୁ ଫେରୁଥିବା ବେଳେ କମିଶନର ଅଫିସ ସମ୍ମୁଖରେ ପଛ…
ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ଅସନ୍ତୋଷ: ଚାଉଳ ଯାଞ୍ଚ
କେନ୍ଦୁଝର,୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅଡାଳମୁଣ୍ଡା ସାହିରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିମ୍ନମାନର ଚାଉଳରେ ମଧ୍ୟାହ୍ନଭୋଜନ ପିଲାମାନଙ୍କୁ ଖାଇବାକୁ ଦିଆଯାଉଥିବାରୁ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ମଙ୍ଗଳବାର ସ୍ଥାନୀୟ ଅଭିଭାବକମାନେ ବିଦ୍ୟାଳୟ ଯାଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରି ବୁଝିବା…
କଲରାପତରିଆ ବାଘ ଶିକାର କରି ୧୧ ଗିରଫ
ରାଇକିଆ,୫ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ବଡ଼ବାରବା ରେଞ୍ଜର ବାଦଗଡ଼ ଗ୍ରାମ ୧୧ ଜଣ ବ୍ୟକ୍ତିଙ୍କୁ ବୁଧବାର କଲରାପତରିଆ ବାଘ ଶିକାର ଅଭିଯୋଗରେ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଦଗଡ଼ ଗ୍ରାମର…
୩ ମାସରେ ଆସିବ କଙ୍ଗନାଙ୍କ ୩ ଫିଲ୍ମ, ଶେୟାର କଲେ ରିଲିଜ ଡେଟ୍
ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ବୁଧବାର ଆଗାମୀ ଫିଲ୍ମ ‘ତେଜସ୍’ର ରିଲିଜ ତାରିଖ ଘୋଷଣା କରିଛନ୍ତି। ଇନ୍ଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ଶେୟାର କରି ଅଭିନେତ୍ରୀ ସୂଚନା ଦେଇଛନ୍ତି, ଏହି ଫିଲ୍ମ ଅକ୍ଟୋବର ୨୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ କଙ୍ଗନା…
ସେଲ୍ଫି ନେବା ବେଳେ ଏମିତି କହି ଟ୍ରୋଲ୍ ହେଲେ କପିଲ
ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ମଙ୍ଗଳବାର ସନ୍ଧ୍ୟାରେ କମେଡି କିଙ୍ଗ୍ କପିଲ ଶର୍ମାଙ୍କୁ ଦେଖିବାକୁ ମିଳିଥିଲା। ସେ ଆମେରିକା ଯାଇଛନ୍ତି। ବିମାନବନ୍ଦରରୁ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କପିଲ ଜଣେ ପ୍ରଶଂସକଙ୍କ ମୋବାଇଲ କ୍ୟାମେରାକୁ ପରିହାସ କରୁଥିବା ଦେଖିବାକୁ ମିଳିଛି। ଉପଭୋକ୍ତାମାନେ…
ଡାଟା ସୁରକ୍ଷା ବିଲ୍କୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ
ନୂଆଦିଲ୍ଲୀ,୫।୭: ଡାଟା ସୁରକ୍ଷା ବିଲ୍କୁ ବୁଧବାର କ୍ୟାବିନେଟ ଅନୁମୋଦନ କରିଛି। ସଂସଦର ମୌସୁମୀ ଅଧିବେଶନରେ ଡାଟା ସୁରକ୍ଷା ବିଲ ଆଗତ ହେବ। ଭାରତରେ ସମସ୍ତ ବ୍ୟକ୍ତିଗତ ତଥ୍ୟ ଏହାର ଆଇନଗତ ଅଧିକାରରେ ରହିବ। ଏଥିରେ ଉଭୟ ଅନଲାଇନ ଏବଂ ଅଫଲାଇନ ଡାଟା…
ରାଜ୍ୟରେ ବଢ଼ୁଛି ଡେଙ୍ଗୁ , ଖୋର୍ଦ୍ଧା ଆଗରେ
ଭୁବନେଶ୍ୱର,୫।୭: ରାଜ୍ୟରେ ଡେଙ୍ଗୁ ମାଡ଼ିଚାଲିଛି । ଧୀରେଧୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ଏବେ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୦୪ରେ ପହଞ୍ଚିଛି । ୧୭ ଜିଲାରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଖୋର୍ଦ୍ଧା ଜିଲା ଆଗରେ ରହିଛି…
ସ୍ବାମୀଙ୍କୁ କାଠଗଡ଼ାକୁ ଆଣିବାକୁ ଚାହୁଁଛନ୍ତି କାଜଲ
ବଲିଉଡ୍ ଅଭିନେତ୍ରୀ କାଜଲ ପ୍ରାୟ ତିନି ଦଶନ୍ଧି ଧରି ଇଣ୍ଡଷ୍ଟ୍ରିରେ ରାଜ୍ କରିୁଛନ୍ତି। ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ, ଇଶ୍କ, ବାଜିଗର, କୁଛ କୁଛ ହୋତା ହୈ ଭଳି ଅନେକ ହିଟ ଫିଲ୍ମ ଦେଇଛନ୍ତି। ବର୍ତ୍ତମାନ ସେ ଓଟିଟିରେ ପାଦ ରଖିବାକୁ…
ବ୍ଲକ କାର୍ଯ୍ୟାଳୟରେ ବଢୁଛି ଦୁର୍ନୀତି, ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ
ମୋରଡ଼ା,୫ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନ ମଣ୍ଡଳୀରେ ଦୁର୍ନୀତି ପିଛା ଛାଡୁନି। ନିର୍ବାଚନମଣ୍ଡଳୀର ଶୁଳିଆପଦା ବ୍ଲକରେ ମହାଦୁର୍ନୀତି ହୋଇଥିବାର ଅଭିଯୋଗ ବ୍ଲକ କଂଗ୍ରେସ କରିଥିବା ବେଳେ ଆସନ୍ତା ୧୩ ତାରିଖରେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହିତ ଆନ୍ଦୋଳନ…
ଇଲେଭେନ୍ କେଭି ତାର ସଂସ୍ପର୍ଶରେ ଆସି ଶ୍ରମିକଙ୍କ ଜୀବନ ଗଲା
ନିରାକାରପୁର,୫ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ମାଣାଧୀନ କାର୍ଯ୍ୟ ଚାଲୁଥିବା ବେଳେ ଇଲେଭେନ କେଭି ବିଦ୍ୟୁତତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକର ଗୁରୁତର ହୋଇଥିଲେ। ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ…
କେନ ୱିଲିୟମସନ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍: ତାଲିକାରେ ମାତ୍ର ଜଣେ ଭାରତୀୟ
ନୂଆଦିଲ୍ଲୀ,୫।୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ଟପ-୧୦ ଟେଷ୍ଟ ବ୍ୟାଟିଂ ର଼୍ୟାଙ୍କିଂ ପ୍ରକାଶ ପାଇଛି। ଏହି ତାଲିକାରେ କେନ ୱିଲିୟମସନ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ଆଇପିଏଲର ୧୦ତମ ସିଜନରେ ଆହତ ହେବା ପରଠାରୁ ନ୍ୟୁଜିଲାଣ୍ଡ ଦଳର ପୂର୍ବତନ ଅଧିନାୟକ…
ବନ କର୍ମଚାରୀଙ୍କୁ ମିଳିଲା ବନ୍ଧୁକ ଚଳାଇବା କ୍ଷମତା
ଭୁବନେଶ୍ୱର,୫ା୭(ଅସମାପିକା): ଆଜିଠାରୁ ଅର୍ଥାତ୍ ୫ ଜୁଲାଇ ୨୦୨୩ରୁ ଓଡ଼ିଶାର ବନ କର୍ମଚାରୀମାନଙ୍କୁ ବହୁ ପ୍ରତିକ୍ଷୀତ ବନ୍ଧୁକ ଚଳାଇବା ପାଇଁ ଆଇନଗତ କ୍ଷମତା ପ୍ରଦାନ କରାଯାଇଛି। ସଂରକ୍ଷିତ ଜଙ୍ଗଲ ବା ଅଭୟାରଣ୍ୟ ଭିତରେ ଶିକାରୀମାନେ ଆଉ ବନ କର୍ମଚାରୀମାନଙ୍କୁ ବେଆଇନ ବନ୍ଧୁକ ଦେଖେଇ…

