Home Left

ଟୁଇଟରର ନୀଳ ପକ୍ଷୀକୁ କୁକୁରରେ ପରିବର୍ତ୍ତନ କଲେ ମସ୍କ

ଓ୍ବାଶିଂଟନ,୪।୪: ଟୁଇଟର ମାଲିକ ଏଲନ ମସ୍କ ଏହି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମର ଫିଚରରୁ ନେଇ ଏହାର ସମ୍ପୂର୍ଣ୍ଣ ରୂପରେଖକୁ ପରିବର୍ତ୍ତନ କରିବାରେ ଲାଗିପଡିଛନ୍ତି। ଏହି କ୍ରମରେ ଟୁଇଟରର ଚିର ପରିଚିତ ’ବାର୍ଡ ଲୋଗୋ’ ଅର୍ଥାତ୍‌ ନୀଳ ପକ୍ଷିର ଟ୍ରେଡମାର୍କ ଚିହ୍ନକୁ ବଦଳାଇ…

ଆଇଡିବିଆଇ ବ୍ୟାଙ୍କର ‘ଇ-ବ୍ୟାଙ୍କ ଗ୍ୟାରେଣ୍ଟି’

ନୂଆଦିଲ୍ଲୀ,୪।୪: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ନିକଟରେ ଏକ ନୂତନ ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ୟାଙ୍କ ନ୍ୟାଶନାଲ ଇ-ଗଭର୍ନାନ୍ସ ସର୍ଭିସେସ୍‌ ଲିମିଟେଡ୍‌ (ଏନ୍‌ଇଏସ୍‌ଏଲ୍‌) ସହଭାଗିତାରେ ‘ଇ-ବ୍ୟାଙ୍କ ଗ୍ୟାରେଣ୍ଟି’ ସୁବିଧାର ଶୁଭାରମ୍ଭ କରାଯାଇଛି। ଏପରିକି ଏହା କାଗଜ-ଆଧାରିତ ବ୍ୟାଙ୍କ ଗ୍ୟାରେଣ୍ଟି…

ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୬.୬୧ ଲକ୍ଷ କୋଟି

ନୂଆଦିଲ୍ଲୀ,୪।୪: ଚଳିତ ଆର୍ଥିକ ବର୍ଷ ( ୨୦୨୨-୨୩ ବଷ)ରେ ୧୬.୬୧ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ସଂଗ୍ରହ କରାଯାଇଛି , ଯାହାକି ୨୦୨୧-୨୨ ତୁଳନାରେ ପ୍ରାୟ ୧୮% (୧୭.୬୩%) ବୋଲି କୁହାଯାଉଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ୍‌ ଆକଳନ…

ମଧ୍ୟସ୍ଥ ସାଜି କରୁଛନ୍ତି ଟଙ୍କା ଚଳୁ

ଅନୁଗୋଳ ଅଫିସ, ୪ା୪: ଅନୁଗୋଳ ଜିଲା କାର୍ଯ୍ୟାଳୟ ହେଉ କି ମୁଖ୍ୟ ଚିକିତ୍ସାଳୟ, ସବୁଠି ଦଲାଲ୍‌ ସକ୍ରିୟ ରହିଛନ୍ତି। ଜିଲା କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କୁ କାର୍ଯ୍ୟ କରାଇଦେବାର ବିଶ୍ୱାସ ଦେଖାଇ ସେମାନଙ୍କ ଠାରୁ ଶତାଧିକ ଟଙ୍କା ଚଳୁ କରୁଛନ୍ତି। ସେହିପରି ମେଡିକାଲକୁ…

ନଦୀରେ ଗର୍ଭବତୀଙ୍କୁ ବୋହିଲେ ମହିଳା

ରାୟଗଡ଼ା ଅଫିସ/ରାୟଗଡ଼ା(ସ୍ବ.ପ୍ର.)/ଟିକିରି(ଡି.ଏନ୍‌.ଏ.)୪।୪: ରାୟଗଡା ଜିଲାରେ ଜନନୀ ଯନ୍ତ୍ରଣା ଥମୁନାହିଁ। ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସି ପାରିଲାନି। ତେଣୁ ଜଣେ ଗର୍ଭବତୀଙ୍କୁ ମହିଳାମାନେ ନଦୀରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଛନ୍ତି। ସୋମବାର କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ କାହ୍ନୁଗୁଡା…

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ମାଥିଲି,୪।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଦୌରାଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଜଣେ ମହିଳାଙ୍କୁ ପଥରରେ ଛେଚି ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟେ ଅଧିକ ୧ବର୍ଷ ଜେଲ୍‌ଦଣ୍ଡ…

ପରିଧାନ ସମ୍ପର୍କରେ ଜାଣିନି ପୌରପାଳିକା

ଅନୁଗୋଳ ଅଫିସ, ୪।୪: ଅନୁଗୋଳ କୋର୍ଟ ସମ୍ମୁଖ ଗୋପବନ୍ଧୁ ଉଦ୍ୟାନରେ ବିଶିଷ୍ଟ ଗାନ୍ଧିବାଦୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶାର୍ଟ, ପ୍ୟାଣ୍ଟ ଓ ବୁଟ୍‌ ପିନ୍ଧା ନବନିର୍ମିତ ପ୍ରତିମୂର୍ତ୍ତି ତ୍ରୁଟିପୂର୍ଣ୍ଣ ବୋଲି ଅନୁଗୋଳ ପୌର କର୍ତ୍ତୃପକ୍ଷ ସୋମବାର ସ୍ବୀକାର କରିଛନ୍ତି।…

ସୀମାନ୍ତରେ ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୪।୪(ଡି.ଏନ୍‌.ଏ.): ମାଓବାଦୀଙ୍କ ଗଡ଼ ରୂପେ ପରିଚିତ ଛତିଶଗଡରେ ମାଓବାଦୀଙ୍କୁ ଶକ୍ତ ଝଟକା ଲାଗିଛି। ସୋମବାର ସିଆରପିଏଫ୍‌ର ଦାନ୍ତଓ୍ବୋଡା ଡେପୁଟି ରେଞ୍ଜର କମଳାଲୋଚନ କଶ୍ୟପ ଓ ପୋଲିସ୍‌ ସୁପରିଟେଣ୍ଡେଣ୍ଟ ଅଞ୍ଜାନେୟ ଭର୍ସନିଙ୍କ ନିକଟରେ ୧୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ…

ସିରିଡି ସାଇଙ୍କ ଉପରେ ବୟାନ ଦେଇ ଫସିଲେ ବାଗେଶ୍ୱର ଧାମର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀ

ମୁମ୍ବାଇ,୪।୪: ବାଗେଶ୍ୱର ଧାମର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀ ଶିରିଡି ସାଇ ବାବାଙ୍କ ଉପରେ ବୟାନ ଦେବା ପରେ ମୁମ୍ବାଇ ପୋଲିସରେ ଅଭିଯୋଗ ଦାୟର କରାଯାଇଛି। ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ ଏଫଆଇଆର ଦେବାକୁ ଦାବି କରାଯାଇଛି।…

ଦଣ୍ଡନାଚ ରେକର୍ଡ ଡାନ୍ସବେଳେ ଗୋଷ୍ଠୀସଂଘର୍ଷ: ୧୦ ଆହତ

ଭଞ୍ଜନଗର,୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁ ମହୁଲିଆରେ ରବିବାର ବିଳମ୍ବିତ ରାତିରେ ଦଣ୍ଡନାଚରେ ରେକର୍ଡ ଡାନ୍ସ ଚାଲିଥିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷର ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ଜଣେ…

୮୦ ବଦଳରେ ଆସିଲା ୪୦ ମାର୍କ ପ୍ରଶ୍ନପତ୍ର

ଭଞ୍ଜନଗର, ୪ା୪(ଡି.ଏନ.ଏ): ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ବର୍ତ୍ତମାନ ଯୁକ୍ତ ୩ ତୃତୀୟ ସେମିଷ୍ଟର୍‌ ପରୀକ୍ଷା ଚାଲିଛି। ସୋମବାର କଳା ଓ ବିଜ୍ଞାନ ଛାତ୍ରୀଛାତ୍ରଙ୍କ କମ୍ୟୁନିକେଟିଭ ଇଂଲିଶ ଥିଲା। ବାଣିଜ୍ୟ ଛାତ୍ରୀଛାତ୍ରଙ୍କ ଇ କମର୍ସ ପରୀକ୍ଷା ଥିଲା। ତେଣୁ ସୋମବାର ଯୁକ୍ତ ୩…

ଜିଲାରେ ୮୭୩ ହେକ୍ଟର ସୂର୍ଯ୍ୟମୁଖୀ ଚାଷ

ବ୍ରହ୍ମପୁର ଅଫିସ,୪।୪: ତୈଳବୀଜ ଉତ୍ପାଦନରେ ସୂର୍ଯ୍ୟମୁଖୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ପ୍ରଚୁର ପରିମାଣରେ ଜୀବନଶକ୍ତି ବା ଖାଦ୍ୟପ୍ରାଣ ରହିଛି। ଏଥିରେ ମୁଖ୍ୟତଃ ୨୦.୮% ପୁଷ୍ଟିସାର ଓ ୫୦% ସ୍ନେହସାର ଥିବାରୁ ଖାଇବା ତେଲ ଉତ୍ପାଦନରେ ଏବଂ ସ୍ବାସ୍ଥ୍ୟରକ୍ଷା ଦିଗରେ ଏହାର ପ୍ରମୁଖ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri