Home Left

ଏମିତି କ’ଣ ଲେଖିଲେ ଇମ୍ରାନ ଖାନ ଯାହାକୁ ନେଇ ଏବେ ହେଉଛି ଖୁବ ଚର୍ଚ୍ଚା

ଇସଲାମାବାଦ,୨୮।୧୧: ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଏବଂ କ୍ରିକେଟ ତାରକା ଇମ୍ରାନ ଖାନ ଗତ ଦୁଇ ବର୍ଷ ଧରି ଆଦିଆଲା ଜେଲରେ ବନ୍ଦୀ ଅଛନ୍ତି। ଅଗଷ୍ଟ ୨୦୨୩ରୁ, ତାଙ୍କର ରାଜନୈତିକ ସଂଘର୍ଷ ଏହାର କାନ୍ଥ ମଧ୍ୟରେ ସୀମିତ ରହିଛି। ଖାନ କହିଥିଲେ ଯେ…

Dubai Drugs Party: ଦାଉଦଙ୍କ ଭଣଜା ଆୟୋଜନ କରିଥିଲେ ପାର୍ଟି ମୁମ୍ବାଇରୁ ପଠାଯାଉଥିଲା ଡ୍ରଗ୍ସ, ଏବେ ରାଡାରରେ ବଲିଉଡ ସେଲିବ୍ରିଟି

ମୁମ୍ବାଇ,୨୮।୧୧: ଦୁବାଇରେ ଡି-ଗ୍ୟାଙ୍ଗ ଦ୍ୱାରା ଆୟୋଜିତ ହାଇ-ପ୍ରୋଫାଇଲ ଡ୍ରଗ୍ସ ପାର୍ଟିଗୁଡ଼ିକର ମୁମ୍ବାଇ ପୋଲିସର ନାର୍କୋଟିକ୍ସ ସେଲ (ANC) ଦ୍ୱାରା କରାଯାଇଥିବା ତଦନ୍ତରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ତଦନ୍ତରୁ ଜଣାପଡିଛି ଯେ ଏହି ପାର୍ଟିଗୁଡ଼ିକରେ ବ୍ୟବହୃତ ଡ୍ରଗ୍ସ ମୁମ୍ବାଇରୁ ପଠାଯାଉଥିଲା,…

ଆଜିଠୁ ବରଗଡ଼ରେ ଧାନକିଣା: ଧାନବିକ୍ରି ଟୋକନ୍ ଧର୍ମକୁ ଆଖିଠାର

ବରଗଡ଼,୨୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଶୁକ୍ରବାରରୁ ଧାନ ସଂଗ୍ରହ ପ୍ରକ୍ରିୟା ହେବ। ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜିଲାରେ ପ୍ରଥମଥର ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଏଭଳି ବିଳମ୍ବ ହୋଇଛି। ଏହାସତ୍ତ୍ୱେ ଏପର୍ଯ୍ୟନ୍ତ ଚାଷୀମାନଙ୍କୁ ଧାନବିକ୍ରି…

୨୧୧ ବଲ୍‌ରେ ୪୬୬ ରନ୍‌: ପୁଣି ବଡ଼ ରେକର୍ଡ କଲେ ଏହି ଯୁବ କ୍ରିକେଟର

ନୂଆଦିଲ୍ଲୀ,୨୮।୧୧: ଭାରତର ଉଦୀୟମାନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୫ରେ ସବୁଠାରୁ ଚର୍ଚ୍ଚିତ ଖେଳାଳି ଥିଲେ। ମାତ୍ର ୧୪ ବର୍ଷ ବୟସରେ, ସେ ଏପରି ପ୍ରଦର୍ଶନ କରିଥିଲେ ଯାହା କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ତାଙ୍କର…

ମକା ବୋଝେଇ ଟ୍ରକ୍‌ ସହ ଘାଟିରୁ ଖସିପଡ଼ିଲେ ଚାଳକ, ଚାଲିଗଲା ଜୀବନ

ମୋହନା,୨୮ା୧୧(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଗୁରୁବାର ରାତିରେ ଜରଉ ଘାଟିରେ ଏକ ମକା ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ଜୀବନ ଚାଲିଯାଇଛି। ମୃତ ଡ୍ରାଇଭର ଜଣକ ହେଲେ ଗଞ୍ଜାମ ଜିଲା…

SIR ଉପରେ ପ୍ରଶ୍ନ ଉଠାଇଲେ କପିଲ ସିବଲ, CJI କହିଲେ…

ନୂଆଦିଲ୍ଲୀ,୨୮।୧୧: ଆବେଦନକାରୀ RJD ମପି ମନୋଜ ଝା ଭୋଟର ତାଲିକାର ଚାଲିଥିବା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକ୍ରିୟା ବାସ୍ତବରେ ଅନ୍ୟାୟ। ସେ ଯୁକ୍ତି ଦେଇଛନ୍ତି ଯେ ଭୋଟରମାନଙ୍କୁ ସେମାନଙ୍କର ଜନ୍ମ…

ୟୁରୋପ ଝିଅ ଓଡ଼ିଶା ବୋହୂ, ପ୍ରେମିକଙ୍କୁ ପାଇବା ପାଇଁ ପାରି ହେଲେ ସାତ ଦରିଆ, ପଡ଼ିଲା ହାତଗଣ୍ଠି

ଗଜପତି,୨୮ା୧୧(ଗିରିଧାରୀ ପରିଚ୍ଛା): କୁହାଯାଏ ପ୍ରେମ ଅନ୍ଧ। ପ୍ରେମକୁ ପାଇବା ପାଇଁ ଜଣେ କିଛି ବି କରିପାରେ। ପ୍ରେମିକ ହେଉ ବା ପ୍ରେମିକା ମନର ମଣିଷକୁ ପାଇବା ପାଇଁ ସବୁ ପ୍ରକାର ବାଧାବିଘ୍ନ ସାମ୍ନା କରିଥାଏ। ଏପରିକି ସାତ ଦରିଆ ପାରି ହୋଇ…

ବିଳମ୍ବିତ ରାତିରେ ଜେଲ ବାହାରେ ହାଇଡ୍ରାମା କଲେ ଇମ୍ରାନଙ୍କ ପୁଅ, ‘କହିଲେ ମୋ ବାପା ଜୀବିତ କି ନାହିଁ….’

ଇସଲାମାବାଦ,୨୮।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲ ଯିବାର ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି। ସେ ପ୍ରାୟ ୮୪୫ ଦିନ ଧରି ଜେଲରେ ଅଛନ୍ତି। ତାଙ୍କ ପରିବାରକୁ ତାଙ୍କୁ ଭେଟିବାକୁ ଅନୁମତି ନାହିଁ, କିମ୍ବା କୌଣସି ପିଟିଆଇ ନେତାଙ୍କୁ…

ଯୁବକଙ୍କୁ ଇଟାରେ ଛେଚିଛେଚି ନିର୍ମମ ହତ୍ୟା, ରାସ୍ତାପାର୍ଶ୍ୱରେ ପଡ଼ିଛି…

ଉଦଳା,୨୮ା୧୧(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ବଡ଼ଖୁଣ୍ଟା ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ରାସ୍ତାପାର୍ଶ୍ୱରେ ପଡ଼ିଛି ମୃତଦେହ। ଖୁଣ୍ଟା ଥାନା ଖପରାପାଳ ଗ୍ରାମର ଗଣେଷ ହେମ୍ବ୍ରମ ଗୁରୁବାର ଖୁଣ୍ଟା ସାପ୍ତାହିକ ହାଟ ଆସିଥିଲେ। ହେଲେ ହାଟରୁ ଆଉ…

ବିବାହକୁ ନେଇ ଆସିଲା ଅପଡେଟ୍‌, ବଡ଼ ସୂଚନା ଦେଲେ ପଲାଶଙ୍କ ମା’

ନୂଆଦିଲ୍ଲୀ,୨୮।୧୧: ସ୍ମୃତି ମନ୍ଧାନା ଏବଂ ପଲାଶ ମୁଛଲଙ୍କ ବିବାହ ବିଷୟରେ ପ୍ରଶଂସକମାନେ ଏବେ ବି ଅନୁମାନ କରୁଛନ୍ତି। ବିବାହ ଦିନ ସ୍ମୃତିଙ୍କ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହୋଇଗଲା। ହୃଦଘାତ ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ବିବାହ…

କୋହଲି, ରୋହିତ, ମୁଁ ଏପରି କରିପାରିଥାଆନ୍ତୁ: ଅଶ୍ୱିନଙ୍କ ମନ୍ତବ୍ୟ ପରେ ଗାଭାସ୍କରଙ୍କ କଡ଼ା ଜବାବ

ଢେଙ୍କାନାଳ,୨୮ା୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ୍ ସିରିଜରେ ଭାରତର ୦-୨ ପରାଜୟ ପରେ ଦଳର ପରିବର୍ତ୍ତନ ରଣନୀତିକୁ ନେଇ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗରେ ପୂର୍ବତନ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ମତ ଦେଇଛନ୍ତି ଯେ ତାଙ୍କ ସହ ବିରାଟ କୋହଲି…

ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ: ନ୍ୟାସନାଲ୍ ଗାର୍ଡ ସଦସ୍ୟା ମୃତ, ଆଫଗାନିସ୍ତାନରେ CIA…

ନୂଆଦିଲ୍ଲୀ,୨୮ା୧୧: ହ୍ୱାଇଟ୍ ହାଉସ୍ ନିକଟରେ ବୁଧବାର ଘଟିଥିବା “ଲକ୍ଷ୍ୟଭେଦୀ ଗୁଳିକାଣ୍ଡ”ରେ ଆହତ ହୋଇଥିବା ଦୁଇ ୱେଷ୍ଟ୍ ଭର୍ଜିନିଆ ନ୍ୟାସନାଲ୍ ଗାର୍ଡ ସଦସ୍ୟଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ସନ୍ଧ୍ୟାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଖବର ନିଶ୍ଚିତ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri