ରାଜଧାନୀର ୩ଶହ ସ୍ଥାନରେ ଜଳଛତ୍ର ଖୋଲିବ ବିଏମ୍ସି
ଭୁବନେଶ୍ୱର,୨୧।୪ (ବ୍ୟୁରୋ): ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବିଏମ୍ସି ପକ୍ଷରୁ ଜନସାଧାରଣଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଉଛି। ଏହି କ୍ରମରେ ଶୁକ୍ରବାରଠାରୁ ମହାନଗର ନିଗମର ସମସ୍ତ ଓ୍ବାର୍ଡରେ ଜଳଛତ୍ର ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହେବ। ଗୁରୁବାର ବିଏମ୍ସି ମୁଖ୍ୟାଳୟରେ…
ରୋଜଗାରର ବାଟ ଫିଟାଉଛି ବାଉଁଶ ଶିଳ୍ପ
ଭୁବନେଶ୍ୱର,୨୧।୪(ବ୍ୟୁରୋ): ହସ୍ତଶିଳ୍ପର ଆଦର ସବୁବେଳେ ରହିଛି। ତା’ର ଚାହିଦା ଆଗ ଅପେକ୍ଷା ବଢ଼ିବାରେ ଲାଗିଛି। ହସ୍ତଶିଳ୍ପ କଥା ହେଉ କି ହସ୍ତତନ୍ତ ସବୁଥିରେ ନୂଆ କୌଶଳର ପ୍ରୟୋଗ ଫଳରେ ଏହାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। କାରିଗରଙ୍କ କଳାର ଯାଦୁରେ ଅଦରକାରୀ…
‘ପ୍ରାକୃତିକ ବନାମ କୃତ୍ରିମ କୋମା’
ଭୁବନେଶ୍ୱର,୨୧।୪: ଜି-୨୦ ପରିପ୍ରେକ୍ଷୀରେ ଆଇସିଏମ୍ଆର୍ ଆଞ୍ଚଳିକ ଭେଷଜ ଅନୁସନ୍ଧାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ହାଇଟେକ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଭୁବନେଶ୍ୱରଠାରେ ଏକ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ‘ପ୍ରାକୃତିକ ବନାମ କୃତ୍ରିମ କୋମା’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଆଲୋଚନଚକ୍ର…
ପଟିଆ ଛକରେ କଲ୍ୟାଣ ଜୁଏଲର୍ସ
ଭୁବନେଶ୍ୱର,୨୧।୪: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସର ଓଡ଼ିଶା ୟୁନିଟ୍ ପକ୍ଷରୁ ଶୁକ୍ରବାର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ ହେବାକୁ ଯାଉଛି। ବିଶେଷକରି ଭୁବନେଶ୍ୱରର ପଟିଆ ଛକରେ ଉକ୍ତ ଷ୍ଟୋର ଖୋଲିବାକୁ ଯାଉଛି। ଭୁବନେଶ୍ୱରରେ ଏହା ୨ୟ ଆଉଟ୍ଲେଟ୍…
ଦିଲ୍ଲୀରେ ଆପଲ୍ ସାକେତ ରିଟେଲ ଷ୍ଟୋର
ନୂଆଦିଲ୍ଲୀ,୨୧।୪: ପ୍ରିମିୟମ ସ୍ମାର୍ଟଫୋନ ତଥା ଆଇଫୋନ ନିର୍ମାତା ଆପଲ୍ର ୨ୟ ରିଟେଲ ଷ୍ଟୋର ଗୁରୁବାର ନୂଆଦିଲ୍ଲୀର ସାକେତସ୍ଥିତ ସିଟି ଓ୍ବାକ୍ ମଲ୍ରେ ‘ଆପଲ୍ ସାକେତ’ ରିଟେଲ ଷ୍ଟୋର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଆପଲ୍ର ସିଇଓ ଟିମ୍ କୁକ୍…
୧୫ ବର୍ଷ ପରେ ଜେଏସ୍ଏଲ୍ର ପ୍ରଥମ ଡିଭିଡେଣ୍ଟ
ଭୁବନେଶ୍ୱର,୨୧।୪: ଜିନ୍ଦଲ ଷ୍ଟେନ୍ଲେସ ଲିମିଟେଡ୍ (ଜେଏସ୍ଏଲ୍)ର ବୋର୍ଡ ଅଫ୍ ଡାଇରେକ୍ଟର୍ସ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ମଧ୍ୟବର୍ତ୍ତୀ ଡିଭିଡେଣ୍ଡ ପେମେଣ୍ଟ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦୀର୍ଘ ୧୫ ବର୍ଷର ବ୍ୟବଧାନ ପରେ ଜିନ୍ଦଲ ଷ୍ଟେନ୍ଲେସ ହିସାର ଲିମିଟେଡ୍ (ଜେଏସ୍ଏଚ୍ଏଲ୍)ର ସଫଳ…
ସିମ୍ଫୋନିର ବିଏଲ୍ଡିସି ମଡେଲ ଉନ୍ମୋଚିତ
ଭୁବନେଶ୍ୱର,୨୧।୪: ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ ସିମ୍ଫୋନି ଲିମିଟେଡ୍ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବ୍ରସ୍ଲେସ୍ ଡିସି ଇଲେକ୍ଟ୍ରିକ୍ ମୋଟର(ବିଏଲ୍ଡିସି) ପ୍ରଯୁକ୍ତି ମଡେଲ ରେଞ୍ଜକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଏଲ୍ଡିସି ପ୍ରଯୁକ୍ତି ଦ୍ୱାରା ପରିଚାଳିତ…
ଠିକାଦାର ଜାଳିଦେଲେ ଶତାଧିକ ଗଛ
ଚଣ୍ଡିଖୋଲ,୨୧ା୪ (ଡି.ଏନ୍.ଏ.): ଏବେ ସାରା ଓଡ଼ିଶା ଗ୍ରୀଷ୍ମ ପ୍ରବାହରେ ଜଳୁଥିବାବେଳେ ଗଛ କାଟିବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଳିଚନ୍ଦ୍ରପୁର-ବରୁହାଁ ରାସ୍ତାର ମାଣ୍ଡୁକା ଠାରୁ ଅରେଇକଣା ମଧ୍ୟରେ। ବଡ଼ଚଣା ପୂର୍ତ୍ତ ବିଭାଗ ପକ୍ଷରୁ…
ରିଲିଜ ହେଲା ସଲମାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ୍’
ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କିସି କା ଭାଇ କିସି କି ଜାନ୍’ ଶୁକ୍ରବାର ଇଦ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ତେବେ ପ୍ରାୟ ତିନି ବର୍ଷ ପରେ ସଲମାନ ଏହି ଫିଲ୍ମ ମାଧ୍ୟମରେ ପରଦାକୁ…
ସିଂହାପୁର ଯାତ୍ରାରେ ପରମ୍ପରା ଭଙ୍ଗ
ରସୁଲପୁର,୨୧ା୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ପ୍ରସିଦ୍ଧ ସିଂହାପୁର ଯାତ୍ରା ମଙ୍ଗଳବାର ଶେଷ ହୋଇଛି। ମାତ୍ର ଏହି ଯାତ୍ରାରେ ଐତିହାସିକ ପରମ୍ପରା ବଜାଇ ରଖିବାରେ ପ୍ରଶାସନ ବିଫଳ ହୋଇଛି। ଯାତ୍ରାରେ ଭକ୍ତଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁ ପ୍ରଭୁ ନାରାୟଣ ଗୋସାଇଁଙ୍କ ମୁଗୁନି ପ୍ରସ୍ତରର…
ଜଳୁଛି ଜଙ୍ଗଲ, ଅସୁରକ୍ଷିତ ବନ୍ୟଜନ୍ତୁ
କାଳିଆପାଣି,୨୧ା୪(ଡି.ଏନ.ଏ.): ଯାଜପୁର ଜିଲାର ଜଙ୍ଗଲ ଉପତ୍ୟକାରେ ଚାରିଆଡ଼େ ନିଆଁଲାଗିଛି। ଫଳରେ ଜଙ୍ଗଲର ବହୁ ମୂଲ୍ୟବାନ ଗଛ ସହିତ ଔଷଧୀୟ ଗୁଳ୍ମ, ସରୀସୃପ ଓ କୀଟ, ପତଙ୍ଗ ପୋଡ଼ି ପାଉଁଶ ହୋଇଯାଉଛନ୍ତି। ମାତ୍ର ଏହା ଜନ୍ତୁ ଶିକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ସେହିପରି…
ୟୁବିଆଇ ସମ୍ବଲପୁର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ
ଭୁବନେଶ୍ୱର,୨୧।୪: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ(ୟୁବିଆଇ)ର ସମ୍ବଲପୁର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ଧର୍ମେନ୍ଦ୍ର ରାଜୋରିଆ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତିା ଏହା ପୂର୍ବରୁ ସେ ଗାଜିପୁର କ୍ଷେତ୍ରୀୟ କାର୍ଯ୍ୟାଳୟରେ କ୍ଷେତ୍ରୀୟ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଉଲ୍ଲେଖଯୋଗ୍ୟ, ୨୦୦୬ରେ…
Archives


