Home Left

ନେଟ୍‌ସେବା ବନ୍ଦ: ଛାତ୍ରୀଛାତ୍ର ହଇରାଣ

ସମ୍ବଲପୁର,୨୧।୪: (ବ୍ୟୁରୋ) ସମ୍ବଲପୁର ନାଗରିକ କଲ୍ୟାଣ ସମିତି ସଦସ୍ୟମାନେ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି। ସମ୍ବଲପୁରରେ ହୋଇଥିବା ହିଂସା ଘଟଣା ପରେ ସହର ଅଶାନ୍ତ ହୋଇପଡିଛି। ନେଟ୍‌ସେବା ବନ୍ଦ ଯୋଗୁ…

୫-ଟି ଅନୁଦାନ ବାଟମାରଣା

ଢେଙ୍କାନାଳ ଅଫିସ,୨୧।୪: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କାଣ୍ଡବିନ୍ଧା ପଞ୍ଚାୟତର ରଘୁନାଥଜୀଉ ବିଦ୍ୟାମନ୍ଦିରରେ ‘୫-ଟି’ ଅନୁଦାନରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟରେ ଅର୍ଥ ବାରମାରଣା କରାଯାଉଥିବା ଅଭିଯୋଗ ହୋଇଛି। ଶୌଚାଳୟ, ଜଳଯୋଗାଣ ଗୃହ କାର୍ଯ୍ୟ ଠିକ୍‌ ଭାବେ ହେଉ ନ ଥିବା ନେଇ…

୧୦ କି.ମି. ପାଇଁ ଖର୍ଚ୍ଚ ହେବ ସାଢ଼େ ୯ କୋଟି

ପରଜଙ୍ଗ,୨୧।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଭାଲୁମୁଣ୍ଡାଠାରୁ ସରାଙ୍ଗ ଗ୍ରାମ ନିକଟ ୫୩ନଂ. ଜାତୀୟ ରାଜପଥକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତ ହେବ। ଗୁରୁବାର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ପୂର୍ବତନ…

ଜିଲାପାଳ କାର୍ଯ୍ୟାଳୟ ଘେରାଉ, ବିକ୍ଷୋଭ

ନୂଆପଡ଼ା ଅଫିସ୍‌,୨୧।୪: ଟିପିଡବ୍ଲୁଓଡିଏଲର ମନମୁଖୀ କାର୍ଯ୍ୟ ଓ ଶୋଷଣର ପ୍ରତିବାଦ କରି ଗୁରୁବାର ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ପକ୍ଷରୁ ନୂଆପଡା ଜିଲାପାଳ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ…

୫ ବର୍ଷ ପରେ ଆର୍‌ଆଇ ଅଟକ

ଢେଙ୍କାନାଳ ଅଫିସ,୨୧।୪: ଢେଙ୍କାନାଳ ଜିଲାରେ ୨୦୧୮ରେ ଜଣେ ଆର୍‌ଆଇ ନିଜ ସିସିଆର୍‌ରେ ତତ୍କାଳୀନ ଜିଲାପାଳଙ୍କ ଦସ୍ତଖତ ଜାଲ କରିଥିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହି ଘଟଣାର ଅଭିଯୁକ୍ତ ତଥା ସେତେବେଳର ଗଁଦିଆ ଓ ଭୁବନ ତହସିଲ ଯୁଗ୍ମ ଦାୟିତ୍ୱରେ ଥିବା…

ଶନିବାର ସରକାରୀ ବଙ୍ଗଳା ଖାଲିକରିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୧।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଢୁଆ ବଢିବାରେ ଲାଗିଛି। ‘ମୋଦି ’ ସରନେମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ବିରୋଧରେ ରାହୁଲ ଗାନ୍ଧୀ ସୁରଟ କୋର୍ଟରେ ଆବେଦନ କରିଥିଲେ। ତେବେ ଗୁରୁବାର କୋର୍ଟ ଏହି ମାମଲାର ଶୁଣାଣି କରି ଆବେଦନ…

ତାତିରୁ ମିଳୁନି ତ୍ରାହି

ଅନୁଗୋଳ ଅଫିସ,୨୧ା୪: ସକାଳୁ ହେଉଛି ମୁଣ୍ଡଫଟା ଖରା। ଅସହ୍ୟ ହୋଇପଡ଼ୁଛି ତାତି। ମଧ୍ୟାହ୍ନରେ ଝାଞ୍ଜି ପବନ ଯୋଗୁ ଆଉଟୁପାଉଟୁ ହେଉଛନ୍ତି ଅନୁଗୋଳବାସୀ। ଦିନକୁ ଦିନ ପାରଦ ବଢ଼ିଚାଲିଥିବା ବେଳେ କାଳବୈଶାଖୀର ଦେଖା ନ ଥିବାରୁ ତାତିରୁ ତ୍ରାହି ପାଉନାହାନ୍ତି ସହରବାସୀ। ଗତ…

ରାଷ୍ଟ୍ରପତିଙ୍କ ଦୁଇଦିନିଆ ମୟୂରଭଞ୍ଜ ଗସ୍ତ ନେଇ ଜିଲାବାସୀ ଆନନ୍ଦିତ

ବାଲେଶ୍ୱର ଅଫିସ/ବାରିପଦା ଅଫିସ,୨୧ା୪: ମହାମହିମ ରାଷ୍ଟ୍ରପତି ତଥା ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ନିଜ ଜନ୍ମମାଟି, କର୍ମଭୂମି ରାଇରଙ୍ଗପୁର ଓ ମୟୂରଭଞ୍ଜକୁ ଦୁଇଦିନିଆ ଗସ୍ତରେ ଆସୁଥିବା ଜଣାପଡ଼ିଛି। ଏନେଇ…

ରାହୁଲ, ଯୋଗୀଙ୍କଠାରୁ ଶାହାରୁଖ, ସଲମାନଙ୍କ ଯାଏ ସମସ୍ତ ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍‌

ନୂଆଦିଲ୍ଲୀ,୨୧।୪: ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରର ସିଇଓ ଏଲନ ମସ୍କଙ୍କ ଘୋଷଣା ମୁତାବକ ଯାଞ୍ଚ ହୋଇଥିବା ଆକାଉଣ୍ଟରେ ଥିବା ବ୍ଲୁ ଟିକ୍‌ ମାର୍କକୁ ହଟାଇ ଦିଆଯାଇଛି। ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

୨ ଯୋଡ଼ା ହାତୀଦାନ୍ତ ଜବତ: ଜଣେ ଗିରଫ

ବାରିପଦା ଅଫିସ,୨୧ା୪: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ନିର୍ଦ୍ଦେଶ କ୍ରମେ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ୨ଟି ହାତୀ ମୃତ୍ୟୁ ଘଟଣାର ହାତୀଦାନ୍ତ (୨ଯୋଡ଼ା) ଉଦ୍ଧାର କରିବା…

ପ୍ରତ୍ୟେକଙ୍କର ଜୀବନସାଥୀ ବାଛିବାର ଅଧିକାର ଅଛି, ସମଲିଙ୍ଗୀ ବିବାହକୁ ସମର୍ଥନ କରି ଏଭଳି କହିଲେ ଟିଏମ୍‌ସି ନେତା

କୋଲକାତା,୨୧।୪: ତୃଳମୂଳ କଂଗ୍ରେସ(ଟିଏମ୍‌ସି)ନେତା ଅଭିଷେକ ବାନାର୍ଜୀ ସମଲିଙ୍ଗୀ ବିବାହକୁ ସମର୍ଥନ କରିଛନ୍ତି। ଗୁରୁବାର ଏକ ବୟାନ ଦେଇ ଟିଏମ୍‌ସି ନେତା କହିଛନ୍ତି, ପ୍ରତ୍ୟେକଙ୍କର ନିଜ ଜୀବନସାଥୀ ବାଛିବାର ଅଧିକାର ଅଛି। ଏହା ସହିତ ସେ ଏହି ପ୍ରସଙ୍ଗରେ ବିଳମ୍ବ ପାଇଁ କେନ୍ଦ୍ର…

ଭଙ୍ଗାହେଲା ୨୫ ବେଆଇନ ଇଟାଭାଟି

ଡେରାବିଶ,୨୧ା୪(ସ୍ବ.ପ୍ର.): ଡେରାବିଶ ତହସିଲ ଅଧୀନରେ ବିଭିନ୍ନ ସ୍ଥାନରେ ଇଟା ବ୍ୟବସାୟୀଙ୍କ ଦ୍ୱାରା ବେଆଇନ ଭାଟି ନିର୍ମାଣ ନେଇ ବିଭିନ୍ନ ସମୟରେ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଅଭିଯୋଗମାନ ହୋଇ ଆସୁଥିଲା। ତେବେ ଏ ଦିଗରେ ତହସିଲ ପ୍ରଶାସନର ନୀରବତା ନେଇ ସାଧାରଣରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri