ଭାରତକୁ ଏକ ବଡ଼ ଜିନିଷ ଦେଇଦେଲା ବନ୍ଧୁ ରୁଷିଆ: ପାକିସ୍ତାନ ଛାନିଆ
ନୂଆଦିଲ୍ଲୀ,୧୮।୮: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ହୋଇଥିବା ଅପରେଶନ ସିନ୍ଦୂରରେ, ରୁଷିଆଠାରୁ କିଣାଯାଇଥିବା ଅସ୍ତ୍ରଶସ୍ତ୍ର ବହୁତ ଭଲ ପ୍ରଦର୍ଶନ କରିଥିଲା। ବିଶେଷକରି ରୁଷିଆର S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ୨୫୦ କିଲୋମିଟରରୁ ଅଧିକ ଦୂରତାରେ ଉଡ଼ୁଥିବା ଏକ ପାକିସ୍ତାନୀ AWACS...
ଭାରତ-ପାକିସ୍ତାନ ମଧ୍ୟରେ ପୁଣି ହେବ ଯୁଦ୍ଧ! ଆମେରିକା ଦେଲା ବଡ଼ ସଙ୍କେତ
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନାକୁ ନେଇ ଆମେରିକାରୁ ପୁଣି ଥରେ ଏକ ବଡ଼ ବୟାନ ଆସିଛି। ପ୍ରକୃତରେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ଆମେ ଭାରତ ଏବଂ...
କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କୁ ସମ୍ମାନିତ କରିବ ପାର୍ଲାମେଣ୍ଟ, ମୋଦିଙ୍କ ସହ ହେବ ଭେଟ
ନୂଆଦିଲ୍ଲୀ,୧୮।୮: ଭାରତୀୟ ମହାକାଶଚାରୀ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲା ମହାକାଶରେ ଇତିହାସ ସୃଷ୍ଟି କରି ଭାରତ ଫେରିଛନ୍ତି। ରବିବାର, ବହୁ ସଂଖ୍ୟକ ଲୋକ ଦିଲ୍ଲୀ ବିମାନବନ୍ଦରରେ ତ୍ରିରଙ୍ଗା ହଲାଇ ଏବଂ ଡ୍ରମ ବଜାଇ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। କେନ୍ଦ୍ର ମନ୍ତ୍ରୀ...
ଟ୍ରମ୍ପଙ୍କୁ ଭେଟିବା ପୂର୍ବରୁ ପୁଟିନଙ୍କୁ ଖୋଲା ଚେତାବନୀ ଦେଲେ ଜେଲେନସ୍କି: କହୁ କହୁ କହିଦେଲେ…
କିଭ୍,୧୮।୮: ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କି ଆମେରିକା ଗସ୍ତ ପାଇଁ ୱାଶିଂଟନରେ ପହଞ୍ଚିଛନ୍ତି। ସେ ଏକ୍ସରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବି। ଆମେ ୟୁରୋପୀୟ ନେତାମାନଙ୍କ ସହ ମଧ୍ୟ କଥା ହେବୁ। ନିମନ୍ତ୍ରଣ ପାଇଁ...
ସ୍କ୍ରିଜୋଫ୍ରେନିଆ କ’ଣ, କାହିଁକି ହୋଇଥାଏ ଏହି ରୋଗ…
ଯେତେପ୍ରକାର ମାନସିକ ରୋଗ ରହିଛି ସେଥିମଧ୍ୟରୁ ସ୍କ୍ରିଜୋଫ୍ରେନିଆ ହେଉଛି ଏକ ଗମ୍ଭୀର ମାନସିକ ସମସ୍ୟା। ଏହା ମଣିଷର ଭାବନା ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷଭାବରେ ପ୍ରଭାବିତ କରିଥାଏ। ପ୍ରାରମ୍ଭିକ ଅବସ୍ଥାରେ ରୋଗୀ ଏକୁଟିଆ ରହିବାକୁ ପସନ୍ଦ କରେ। ନିଜର...
ଜଣାପଡ଼ିଲା ଅସଲ କାରଣ କାହିଁକି ଚାଇନାକୁ ଡରୁଛନ୍ତି ଟ୍ରମ୍ପ! ଆମେରିକା ବୈଦେଶିକ ମନ୍ତ୍ରୀ କହିଲେ ରୁଷିଆରୁ ତେଲ କିଣିବାର କାରଣ
ଓ୍ବାଶିଂଟନ,୧୮।୮: ସାରା ବିଶ୍ୱ ପୁଣିଥରେ ଆମେରିକାର ଦ୍ୱୈତ ମାନଦଣ୍ଡକୁ ଦେଖିଛି। ଆମେରିକା ରୁଷିଆରୁ ତେଲ କିଣିବା ପାଇଁ ଭାରତ ଉପରେ ଭାରୀ ଶୁଳ୍କ ଲଗାଇଥିଲା, କିନ୍ତୁ ଚାଇନାକୁ ଏପରି କୌଣସି କାର୍ଯ୍ୟରୁ ବଞ୍ଚାଇ ଦେଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ...
ଭୂତାଣୁଜନିତ ଯକୃତ ପ୍ରଦାହ
ଆମେ ପିଲାଦିନେ ମାଙ୍କଡ଼, କୁମ୍ଭୀର ଓ କଲିଜାର ଗପ ପଢ଼ିଛେ। ସବୁଦିନ ମିଠା ଜାମୁକୋଳି ଖାଉଥିବା ମାଙ୍କଡ଼ର କଲିଜା (ଯକୃତ) ଅତି ମିଠା ହୋଇଥିବ ଭାବି କୁମ୍ଭୀରର ସ୍ତ୍ରୀ ତାହା ଖାଇବା ପାଇଁ ଆଗ୍ରହୀ ଥିଲା। ମାତ୍ର ଏହାର ଶେଷ...
YouTube ମାଲିକଙ୍କ ଗୋଟିଏ ଦିନର ରୋଜଗାର ଜାଣିଲେ ଉଡ଼ିଯିବ ହୋଶ୍
ଆଜିର ଇଣ୍ଟରନେଟ ଦୁନିଆରେ, YouTube ର ନାମ ସମସ୍ତଙ୍କ ନଜରରେ ଅଛି। ଏହା କେବଳ ଏକ ମନୋରଞ୍ଜନ ପ୍ଲାଟଫର୍ମ ନୁହେଁ, ବରଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ରୋଜଗାରର ଏକ ଉତ୍ସ ପାଲଟିଛି। ଭାରତରୁ ଆମେରିକା ପର୍ଯ୍ୟନ୍ତ, ପ୍ରତ୍ୟେକ ଦେଶରେ...
ଆଇଇଡି ବିସ୍ଫୋରଣ ଜଣେ ଯବାନ ଶହୀଦ, ୩ ଆହତ
ବିଜାପୁର,୧୮।୮: ଛତିଶଗଡ଼ର ବିଜାପୁରରେ ଏକ ବଡ଼ IED ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ, ଜଣେ ଜିଲା ରିଜର୍ଭ ଗାର୍ଡ (DRG) ଯବାନ ଶହୀଦ ହୋଇଛନ୍ତି ଏବଂ ତିନି ଜଣ ଯବାନ ଆହତ ହୋଇଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ଏହି IED...
ସୁସ୍ଥ ହେଉଛନ୍ତି ନବୀନ, ଆଜି ହୋଇପାରନ୍ତି ଡିସ୍ଚାର୍ଜ
ଭୁବନେଶ୍ୱର,୧୮ା୮: ସୁସ୍ଥ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଜି ଅର୍ଥାତ୍ ସୋମବାର ସେ ମେଡିକାଲରୁ ଡିସଚାର୍ଜ ହୋଇପାରନ୍ତି। ସୂଚନାନୁଯାୟୀ, ବାର୍ଦ୍ଧକ୍ୟ ଏବଂ ଡିହାଇଡ୍ରେଶନଜନିତ ଅସୁସ୍ଥତା ପାଇଁ ତାଙ୍କୁ ସମ୍ ଅଲ୍ଟିମେଟ୍ରେ ସନ୍ଧ୍ୟା ପ୍ରାୟ...
ନୀଳ ଡ୍ରମ୍ରେ ସ୍ବାମୀଙ୍କ ମୃତଦେହ: ସ୍ତ୍ରୀ, ଘର ମାଲିକ ଅଚାନକ କୁଆଡ଼େ ଗାଏବ୍, ସନ୍ଦେହ ବଢାଉଛି…
ଜୟପୁର,୧୮।୮: ରାଜସ୍ଥାନର ଖେରଥଲ-ତିଜାରା ଜିଲାର କିଶନଗଡ଼ବାସ ସହରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଘରର ଛାତ ଉପରେ ରଖାଯାଇଥିବା ଏକ ଡ୍ରମରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କ ସ୍ତ୍ରୀ ଏବଂ ୩ ପିଲା ରହସ୍ୟମୟ...
ନାଳିରେ ୭୩ ମଇଁଷିଙ୍କ ମୃତ୍ୟୁ, କୁମ୍ଭୀର ଆକ୍ରମଣ ନା ଆଉ କିଛି ବଢୁଛି ଚର୍ଚ୍ଚା
ଆଳି/ରାଜନଗର,୧୮ା୮(ବନମାଳୀ ସେନାପତି/ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଏକମାଣିଆ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ୩ ଗୋପାଳକଙ୍କ ୭୩ ମଇଁଷିଙ୍କ ବ୍ରାହ୍ମଣୀ ନଦୀ ଶାଖା ଦକ୍ଷିଣଡିହା ଗଳିଆ ପାଣି ନାଳିରେ ମୃତ୍ୟୁ ଘଟିଛି। କୁମ୍ଭୀର...
Archives


