Home Left

୪ ମାସରେ ଗାର୍ଡଓ୍ବାଲ୍‌ ଫାଟି ଆଁ

ରାସୋଳ,୧୮ା୫(ଡି.ଏନ୍‌.ଏ.):ସୁରକ୍ଷା ପାଚେରି ହେବା କଥା କଂକ୍ରିଟ୍‌ରେ। ହେଲେ ନିୟମକୁ ଫୁ’ କରି ମାଙ୍କଡ଼ା ପଥରରେ ଉଠାଇଦେଲେ ଓ୍ବାଲ୍‌। ଫଳରେ ମାତ୍ର ୪ ମାସ ନ ବିତୁଣୁ ପାଚେରି ଫାଟି ଆଁ କଲାଣି। ମୂଳଦୁଆ ଠିକ୍‌ ଭାବେ ନିର୍ମାଣ ହୋଇ ନ ଥିବାରୁ…

ବଞ୍ଚିବାର ରାହା ଦେଖାଇଛି ଏଡ୍‌ସ ଟିକା

ପ୍ରତିବର୍ଷ ମେ ୧୮ରେ ବିଶ୍ୱ ଏଡ୍‌ସ ଟିକା ଦିବସ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଏଚଆଇଭି ଟିକା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥାଏ। ଏହି ଦିବସ ପାଳନ ଅବସରରେ ଟିକା ପ୍ରସ୍ତୁତି କ୍ଷେତ୍ରରେ ମିଳିତ ଭାବରେ କାର୍ଯ୍ୟ କରିଥିବା ଏଚ୍‌ଆଇଭି…

ସଂଗ୍ରହାଳୟର ଉତ୍ପତ୍ତି ଓ ପ୍ରଗତି

ଗ୍ରୀକ୍‌ ଶବ୍ଦ ମ୍ୟୁଜିଅନ୍‌ରୁ ମ୍ୟୁଜିୟମ୍‌ର ସୃଷ୍ଟି ବୋଲି ଧରାଯାଏ। ଗ୍ରୀକ୍‌ର ଧାର୍ମିକ ଚର୍ଚ୍ଚାର ସ୍ଥଳକୁ ମ୍ୟୁଜିଅନ୍‌ କୁହାଯାଉଥିଲା। ମହାପ୍ରତାପୀ ଆଲେକ୍‌ଜାଣ୍ଡରଙ୍କ ଯୁଦ୍ଧ ଜୟରୁ ସଂଗୃହୀତ ଦ୍ରବ୍ୟମାନ ଏଭଳି ଧାର୍ମିକ ସ୍ଥଳରେ ଧୀରେ ଧୀରେ ଶୋଭାମଣ୍ଡିତ କଲା। ସମ୍ଭବତଃ ଖ୍ରୀ.ପୂ.୨୮୩ରେ ଆଲେକଜାଣ୍ଡ୍ରିଆଠାରେ ବିଶ୍ୱର…

ପାରାଦୀପରେ ଭୂତଳ ଜଳ ସାଜିଛି ନୀରବ ଘାତକ

ପାରାଦୀପ,୧୮ା୫(ସ୍ବ.ପ୍ର.): ପାରାଦୀପ ତଥା ଆଖପାଖ ଅଞ୍ଚଳରେ ପ୍ରଦୂଷଣ ମାତ୍ରା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଜଳ,ବାୟୁ,ମୃତ୍ତିକା ଆଦି ପ୍ରଦୂଷିତ ବୋଲି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସାର୍ବଜନୀନ କରାଯାଇଛି। ଏହା ମଧ୍ୟରେ ଭୂତଳ ଜଳ ମଧ୍ୟ…

ଲୋପ ପାଇବେ ବିଞ୍ଝାରପୁରୀ ଗାଈ

ଯାଜପୁର ଅଫିସ,୧୮ା୫: ଯାଜପୁର ଜିଲାର ବିଞ୍ଝାରପୁରୀ ଗୋ ସମ୍ପଦକୁ ୨୦୧୦ ମେ ମାସରେ ଜାତୀୟ ମାନ୍ୟତା ମିଳିଥିଲା। ଏହାସହ ମାଲକାନଗିରି ଜିଲାର ମୋଟୁ, ଗଞ୍ଜାମ ଓ ଫୁଲବାଣୀ ଜିଲାର ଘୁମୁସୁରୀ, ନୂଆପଡ଼ା ଜିଲାର ଖରିଆର, ପୁରୀ ଓ ଖୋର୍ଦ୍ଧା ଜିଲାର ଚିଲିକା…

ଯାଜପୁର-କେନ୍ଦ୍ରାପଡ଼ା ସୀମାରେ ଚୋରାତେଲ କାରବାର

ବାଲିଚନ୍ଦ୍ରପୁର,୧୮ା୫(ସ୍ବ.ପ୍ର.): ଚଣ୍ଡିଖୋଲ-ପାରାଦୀପ ୫୩ନଂ. ଜାତୀୟ ରାଜପଥର ଯାଜପୁର-କେନ୍ଦ୍ରାପଡ଼ା ଜିଲା ସୀମାନ୍ତ ଇଲାକାରେ ବ୍ୟାପକ ଚୋରା ପେଟ୍ରୋଲ, ଡିଜେଲ କାରବାର ହେଉଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲାର ଶେଷ ଭାଗ ହେଉଛି ପାରିପଲେଇ ଛକ ଓ କେନ୍ଦ୍ରାପଡ଼ା ଜିଲାର ଆରମ୍ଭ ସ୍ଥାନଟି ହେଉଛି…

ଦିବ୍ୟାଙ୍ଗ ଧନେଶ୍ୱରଙ୍କୁ ଘର ମିଳୁନାହିଁ

କଳିଙ୍ଗନଗର,୧୮ା୫(ଡି.ଏନ.ଏ.):ବିଞ୍ଝାରପୁର ବ୍ଲକ ଜରି ପଞ୍ଚାୟତ ଅନ୍ତର୍ଗତ ଜରି ଗ୍ରାମର ଧନେଶ୍ୱର ସେଠୀ ଜଣେ ଭୂମିହୀନ ଓ ଦିବ୍ୟାଙ୍ଗ ବ୍ୟକ୍ତି। ଘର ନ ଥିବାରୁ ସେ ଓ ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅ ବାଳମୁକୁଳିଠାରେ ଘର ଭଡ଼ା ନେଇ ରହୁଛନ୍ତି। ଧନେଶ୍ୱର…

୩ ଦିନ ପରେ ବି ପୋଲିସ ହାତ ଖାଲି

କଳିଙ୍ଗନଗର,୧୮ା୫(ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗରସ୍ଥିତ ସେନ୍‌କୋ ଜୁଏଲେରି ଶୋ’ରୁମ୍‌ ଲୁଟ୍‌ ଘଟଣାକୁ ବୁଧବାର ୩ ଦିନ ବିତିଛି। ହେଲେ ଡକାୟତମାନଙ୍କୁ ଠାବ କରିବାରେ ପୋଲିସ ବିଫଳ ହୋଇଛି । ମଙ୍ଗଳବାର ପୋଲିସ ଅଭିଯୁକ୍ତମାନଙ୍କ ଫଟୋ ଜାରି କରିବା ସହିତ ସୂଚନାଦାତାଙ୍କୁ ପୁରସ୍କାର…

ଲାଞ୍ଚ ନ ଦେଲେ ଉନ୍ନୟନମୂଳକ କାର୍ଯ୍ୟ ହେଉନି

ନାଉଗାଁ,୧୮ା୫(ସ୍ବ.ପ୍ର.): ଜଗତ୍‌ସିଂପୁର ଜିଲା ନାଉଗାଁ ବ୍ଲକ ଘୋଡାଂଶ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୁଧବାର ସରପଞ୍ଚ ନୀହାର ରଞ୍ଜନ ବସ୍ତିଆ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲେ। ଏଥିରେ ସେ ବ୍ଲକରେ ହେଉଥିବା ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲିଥିଲେ। ବ୍ଲ୍ଳକରେ ଥିବା ପ୍ରଶାସନିକ…

ନଦୀ ଆଁରେ ଲୀନ ହେଲାଣି ଶତାଧିକ ଏକର ଚାଷଜମି

ପଟ୍ଟାମୁଣ୍ଡାଇ,୧୮ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ ପ୍ରତିବର୍ଷ କାଣି ଓ ବ୍ରାହ୍ମଣୀ ନଦୀ ବନ୍ୟାରେ ତଟବର୍ତ୍ତୀ ଜମିର ଫସଲ ନଷ୍ଟ ହେଉଛି। ପ୍ରବଳ ବନ୍ୟାରେ ବହୁ ଚାଷ ଜମି ବାଲିଚର ହେଉଛି। ନଦୀ ତଟବର୍ତ୍ତୀ ଜମିର ସୁରକ୍ଷା ପାଇଁ ଉଭୟ ନଦୀ…

ଅନ୍ତର୍ଜାତୀୟ ସହାୟତା ଲୋଡ଼ିଲା ଚାଇନା

ବେଜିଂ,୧୭ା୫: ଚାଇନାର ଏକ ମାଛଧରା ବୋଟ୍‌ ଭାରତ ମହାସାଗରରେ ବୁଡ଼ିଯାଇଛି। ସେଥିରେ ଥିବା ୩୯ଜଣ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରେ ୧୭ ଚାଇନା କ୍ରିଉ ମେମ୍ବର, ୧୭ ଇଣ୍ଡୋନେସିଆ ନାଗରିକ ଓ ୫ ଜଣ ଫିଲିପାଇନ୍ସର ଥିଲେ। ନିଖୋଜଙ୍କୁ ଉଦ୍ଧାର କରିବା…

ଜମିର କିସମ ପରିବର୍ତ୍ତନକୁ ବିରୋଧ କରି ତହସିଲ କାର୍ଯ୍ୟାଳୟ ଘେରାଉ

କେନ୍ଦୁଝର,୧୭ା୫(ସ୍ବ.ପ୍ର.): ସଦର ତହସିଲ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ବୀରକିଶୋରପୁର ଗ୍ରାମରେ ସରକାରୀ ଜମିର କିସମ ପରବର୍ତ୍ତନ ଏବଂ ଉଚ୍ଛେଦ ପାଇଁ ଗ୍ରାମବାସୀଙ୍କୁ ନୋଟିସ୍‌ କରାଯାଇଛି। ଏହି ଜମିକୁ ଇଡ୍‌କୋ ମାଧ୍ୟମରେ ଅଧିଗ୍ରହଣ ପରେ ଏକ ଇସ୍ପାତ କାରଖାନା ପାଇଁ ହସ୍ତାନ୍ତର କରାଯିବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri