Home Left

ଗଦର-୨ରେ ଖର୍ଚ୍ଚ ହୋଇଛି ଏତିକି କୋଟି

ମୁମ୍ବାଇ: ଗଦର -୨ ବର୍ତ୍ତମାନ ବକ୍ସ ଅଫିସରେ ବହୁତ ଭଲ ବ୍ୟବସାୟ କରୁଛି। ଘରୋଇ ବକ୍ସ ଅଫିସରେ ଏହି ଫିଲ୍ମଟି ‘ଓଃ ମାଇଁ ଗଡ୍‌ -୨ ରୁ ଆରମ୍ଭ କରି ‘ରକି ଔର୍‌ ରାନୀ କି ପ୍ରେମ କହାନୀ’ ଏବଂ ‘ଜେଲର’…

ବ୍ରିକ୍ସ ସମ୍ମିଳନୀ ସମୟରେ ସାମ୍ନାସାମ୍ନି ହେଲେ ମୋଦି-ଜିନପିଙ୍ଗ୍‌

ଜୋହାନ୍ସବର୍ଗ,୨୪।୮: ଚାଇନା ଏବଂ ଭାରତ ମଧ୍ୟରେ ନିରନ୍ତର ତିକ୍ତତା ଦେଖାଦେଇଛ। ଏହି ସମୟରେ, ଉଭୟ ଦେଶର ବରିଷ୍ଠ ନେତା ୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି। ଏହି ସମ୍ମିଳନୀର ଏକ ଭିଡିଓ ସାମ୍ନାକୁ…

ଚନ୍ଦ୍ରୟାନ-୩ କେବଳ ଭାରତର ସଫଳତା ନୁହେଁ, ଏହା ସମଗ୍ର ବିଶ୍ୱର ସଫଳତା: ମୋଦି

ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୪।୮: ଚନ୍ଦ୍ରାୟନ-୩ କେବଳ ଭାରତର ସଫଳତା ନୁହେଁ, ଏହା ସମଗ୍ର ବିଶ୍ୱର ସଫଳତା ବୋଲି ଜୋହାନ୍ସବର୍ଗରେ ଅନୁଷ୍ଠିତ ୧୫ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଚନ୍ଦ୍ରୟାନ-୩ ମିଶନର ସଫଳତା ଉପରେ ମୋଦି କହିଛନ୍ତି, ଆମ ପାଇଁ ଗର୍ବର ବିଷୟ ଯେ…

ତ୍ରିପୁରାର କାର୍ଯ୍ୟକାରୀ ସଭାପତିଙ୍କୁ ବହିଷ୍କାର କଲା କଂଗ୍ରେସ

ଅଗରତାଲା,୨୪।୮: ତ୍ରିପୁରା କଂଗ୍ରେସର କାର୍ଯ୍ୟକାରୀ ସଭାପତି ବିଲାଲ ମିୟାଁ ତାଙ୍କ ପଦରୁ ଇସ୍ତଫା ଦେବା ପରେ ତୁରନ୍ତ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଏବେ ସେ ଭାଜପାରେ ଯୋଗଦେବେ ବୋଲି କୁହାଯାଉଛି। ମିୟାଁ ଇସ୍ତଫା ଦେବା ପରେ ଦଳ ବିରୋଧୀ କାର୍ଯ୍ୟକଳାପ…

ଜିତନ ରାମ ମାଂଝିଙ୍କୁ ଝଟକା, ହମ ଛାଡି ଜେଡିୟୁରେ ସାମିଲ ହେଲେ ଅନେକ ନେତା

ପାଟନା,୨୪।୮: ହିନ୍ଦୁସ୍ତାନ ଆଓ୍ବାମ ମୋର୍ଚ୍ଚାର ସଂରକ୍ଷକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝିଙ୍କ ଦଳକୁ ବଡ ଝଟକା ଲାଗିଛି। ହିନ୍ଦୁସ୍ତାନି ଆଓ୍ବାମ ମୋର୍ଚ୍ଚାର ଅନେକେ କର୍ମୀ ଗୁରୁବାର ଜେଡିୟୁରେ ମିଶି ଯାଇଛନ୍ତି। ଦଳରେ ଯୋଗ ଦେଇଥିବା ନୂଆ କର୍ମୀଙ୍କୁ ଜେଡିୟୁ…

ଇସ୍ରୋର କୌଣସି ବୈଜ୍ଞାନିକ କୋଟିପତି ନୁହେଁ: ମାଧବନ ନାୟର

ବେଙ୍ଗାଲୁରୁ,୨୪।୮: ଦେଶର ଚନ୍ଦ୍ରାୟନ-୩ ମିଶନର ସଫଳତାରେ ଖୁସି ବ୍ୟକ୍ତ କରି ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ)ର ପୂର୍ବତନ ଅଧ୍ୟକ୍ଷ ଜି ମାଧବନ ନାୟର କହିଛନ୍ତି, ଇସ୍ରୋ ବୈଜ୍ଞାନିକଙ୍କ ବେତନ ଅନ୍ୟ ବିକଶିତ ଦେଶର ବୈଜ୍ଞାନିକଙ୍କ ବେତନର ପାଞ୍ଚ ଭାଗରୁ ଭାଗେ।ବୋଧହୁଏ ଏହା…

ଓଟିଟିରେ ରିଲିଜ ହେବ ‘ସତ୍ୟପ୍ରେମ କି କଥା’

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନିଙ୍କ ଅଭିନୀତ ଫିଲ୍ମ ‘ସତ୍ୟପ୍ରେମ କି କଥା’ ଜୁନ ୨୯ରେ ଇଦ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ମୋଟ ୮୩.୮୫ କୋଟି ଟଙ୍କା ବ୍ୟବସାୟ କରିଛି।…

ମଧ୍ୟପ୍ରଦେଶ, ଛତିଶଗଡରେ ସହ-ପ୍ରଭାରୀ ନିଯୁକ୍ତ କଲା ଏଏପି

ଭୋପାଳ,୨୪।୮: ଆମ ଆଦମୀ ପାର୍ଟି ଜଗତାର ସିଂ ଦିୟାଲପୁରା ଏବଂ ରଜନୀଶ କୁମାର ଦାହିଆଙ୍କୁ ମଧ୍ୟପ୍ରଦେଶର ସହ-ପ୍ରଭାରୀ ଏବଂ ଅମୋଲକ ସିଂ ଏବଂ ଅମୃତପାଲ ସିଂ ସୁଖାନନ୍ଦଙ୍କୁ ଛତିଶଗଡର ସହ-ପ୍ରଭାରୀ ନିଯୁକ୍ତ କରିଛି। ଚଳିତ ବର୍ଷ ଶେଷରେ ଉଭୟ ରାଜ୍ୟରେ ବିଧାନସଭା…

‘ଗର୍ବର ବିଷୟ’ ଚନ୍ଦ୍ରୟାନ-୩ ସଫଳତା ଉପରେ ଏସ୍‌ ସୋମନାଥଙ୍କୁ ଚିଠି ଲେଖିଲେ ସୋନିଆ

ନୂଆଦିଲ୍ଲୀ,୨୪।୮: ଚନ୍ଦ୍ରୟାନ-୩ ସଫଳତା ପାଇଁ ସାରା ଦେଶରେ ଖୁସିର ବାତାବରଣ ରହିଛି। ଏହି କ୍ରମରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ସୋନିଆ ଗାନ୍ଧୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ଚନ୍ଦ୍ରୟାନ-୩ର ସଫଳ ଅବତରଣ ପରେ ସେ ନିଜ ଖୁସି…

ଏସିଆ କପ ବାହାନାରେ ବିଶ୍ୱକପର ପ୍ରସ୍ତୁତି, ଟିମ ଇଣ୍ଡିଆର ଖେଳାଳିଙ୍କ ପାଇଁ ‘ଅଗ୍ନି ପରୀକ୍ଷା’

ନୂଆଦିଲ୍ଲୀ,୨୪।୮: ଟିମ ଇଣ୍ଡିଆ ଏସିଆ କପ ୨୦୨୩ ପାଇଁ ପ୍ରସ୍ତୁତ ହେଉଛି। ଏଥିପାଇଁ ଭାରତରେ ବିସିସିଆଇ ଖୁବ୍‌ଶୀଘ୍ର ଏକ କ୍ୟାମ୍ପ୍‌ ଆୟୋଜନ କରିବ। ଏସିଆ କପ ପୂର୍ବରୁ ଟିମ ଇଣ୍ଡିଆକୁ ବହୁତ ଝାଳ ବୁହାଇବାକୁ ପଡିବ। ଭାରତ ଏସିଆ କପ ପରେ…

ରେକର୍ଡ ଭାଙ୍ଗୁଛି ‘ଗଦର-୨’, ବକ୍ସ ଅଫିସରେ କଲାଣି ୫୦୦ କୋଟି ରୋଜଗାର

ମୁମ୍ବାଇ: ଅଭିନେତା ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର-୨’ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ରେକର୍ଡ କରୁଛି। ତାରା ସିଂଙ୍କୁ ସାରା ଦୁନିଆ ପସନ୍ଦ କରୁଛି, ଯେଉ କାରଣରୁ ସବୁଆଡେ ଚର୍ଚ୍ଚା କରାଯାଉଛି। ତାର ସିଂ ଏବଂ ସକିନାଙ୍କ କାହାଣୀ ସାରା…

ଏସିଆ କପ ପୂର୍ବରୁ ୟୋ-ୟୋ ଟେଷ୍ଟ ପାସ କଲେ ବିରାଟ, କଲେ ୧୭.୨ ସ୍କୋର …

କୋଲକାତା,୨୪।୮ : ବିରାଟ କୋହଲି ଅନେକ ଥର ପ୍ରମାଣ କରିଛନ୍ତି ତାଙ୍କୁ ବିଶ୍ୱର ସବୁଠାରୁ ଭଲ କ୍ରିକେଟ ଖେଳାଳିଙ୍କ ମଧ୍ୟରେ କାହିଁକି ଗଣାଯାଏ? ଭାରତୀୟ ଦଳର ଅଧିନାୟକ ଥିବାବେଳେ କୋହଲି ଫିଟନେସ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିଲେ ଏବଂ ଦଳରେ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?