୩ ଦିନ ମଧ୍ୟରେ ଦାବି ପୂରଣ କର
କେସିଙ୍ଗା,୨୪।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଯୋଗାଣ ସହାୟକ ସଙ୍ଘ ସଭାପତି ଚମାରୁ ସୁନା, ସମ୍ପାଦକ ଦୁର୍ଗା ପ୍ରସାଦ ମିଶ୍ରଙ୍କ ନେତୃତ୍ୱର ଗୁରୁବାର ୬ ଦଫା ସମ୍ବଳିତ ଏକ ଦାବିପତ୍ର ଶାସନ ସଚିବ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି…
ଛତିଶଗଡ ନିର୍ବାଚନ: ରାଜ୍ୟରେ ୭ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କଲା କଂଗ୍ରେସ
ରାୟପୁର,୨୪।୮: ଛତିଶଗଡରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ସମସ୍ତ ରାଜନୈତିକ ଦଳର ନିର୍ବାଚନ ପ୍ରସ୍ତୁତି ସେତିକି ତୀବ୍ର ହୋଇଛି। ଏଥି ସହିତ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବହୁତ ସକ୍ରିୟ ଥିବା ଜଣାପଡିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ…
ପ୍ରଧାନମନ୍ତ୍ରୀ ମୋଦି,ଇରାନର ରାଷ୍ଟ୍ରପତିଙ୍କ ମଧ୍ୟରେ ହେଲା ଦ୍ୱିପାକ୍ଷିକ ବୈଠକ
ଜୋହାନ୍ସବର୍ଗ,୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ବୈଦଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍ଚି ଗୁରୁବାର ଟୁଇଟ୍ କରି ଦୁଇ ନେତାଙ୍କ ସାକ୍ଷାତ…
ଶ୍ରୀଲଙ୍କାରେ ତାମିଲ ସମ୍ପ୍ରଦାୟଙ୍କ ପ୍ରସଙ୍ଗକୁ ନେଇ କଥା ହେଲେ ଏସ ଜୟଶଙ୍କର
କଲମ୍ବୋ,୨୪।୮: ଶ୍ରୀଲଙ୍କାରେ ତାମିଲ ସମ୍ପ୍ରଦାୟ ସହ ଜଡିତ ୧୩ ତମ ସାମ୍ବିଧାନିକ ସଂଶୋଧନର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ସମ୍ପର୍କରେ ରାଷ୍ଟ୍ରପତି ରାନିଲ ୱିକ୍ରେମିସିଂହେ ଅନେକ ବିବୃତ୍ତି ଦେଇଛନ୍ତି। ଏଥି ସହ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହା ଉପରେ ଏକ ବୟାନ…
କୁଏତର ପ୍ରଥମ ଉପ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁରଲିଧରନ
କୁଏତ ସିଟି,୨୪।୮: ଭାରତର ବିଦେଶ ରାଜ୍ୟମନ୍ତ୍ରୀ ବି ମୁରଲିଧରନ ଗୁରୁବାର କୁଏତ ସହରରେ କୁଏତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଓ ଆଭ୍ୟନ୍ତରିଣ ମନ୍ତ୍ରୀ ଶେଖ ତଲାଲ ଖାଲିଦ ଅଲ-ଅହମଦ ଅଲ-ସବାଙ୍କ ସହ ସାକ୍ଷାତ୍ କରିଛନ୍ତି ଓ ସେହି ଦେଶରେ ରହୁଥିବା ଭରତୀୟଙ୍କ…
ନିର୍ବାଚନି ରାଜ୍ୟ ରାଜସ୍ଥାନରେ ରାଜନୈତିକ ଉଷ୍ମତା, କେତେଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ଯୋଗଦେଲେ ଭାଜପାରେ
ଜୟପୁର,୨୪।୮: ଆଜି ରାଜସ୍ଥାନ ଭାଜପାରେ ମୋଟ ୧୭ଜଣ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ କେତେଜଣ ନେତା ଏବଂ ପୂର୍ବତନ ପ୍ରଶାସନିକ ଅଧିକାରୀ ମଧ୍ୟ ଅଛନ୍ତି। ଯେଉଁଥିରେ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ରାୟଗର ମହାସଭାର ରାଷ୍ଟ୍ରୀୟ ସଭାପତି ଭଓ୍ବଁରଲାଲ ନଭଲ, ବୀରୱା…
ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିବେ ମଣିପୁର ମୁଖ୍ୟମନ୍ତ୍ରୀ
ଇମ୍ଫାଲ,୨୪।୮: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ ଅଗଷ୍ଟ ୨୫ ଅର୍ଥାତ୍ ଶୁକ୍ରବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ। ଏହି ସମୟରେ ମଣିପୁରର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା ହେବ। ଏହା ସହିତ ମୁଖ୍ୟମନ୍ତ୍ରୀ ବିରେନ ମଧ୍ୟ ମଣିପୁରର…
ହୃଷୀଙ୍କ ଯୋଗଦାନ କଂଗ୍ରେସକୁ ସୁଦୃଢ କରିବ: ନିରଞ୍ଜନ
ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର କଲ୍ୟାଣ ମଣ୍ଡପରେ ଗୁରୁବାର ପାଟଣା ନିର୍ବାଚନ ମଣ୍ଡଳସ୍ତରୀୟ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମିଶ୍ରଣ ପର୍ବ ପୂର୍ବରୁ ରାଜ୍ୟ ନେତୃତ୍ୱଙ୍କୁ ରାଜନଗର ଛକରୁ ଏକ ବିରାଟ ପଟୁଆରରେ ରାଜଗର କଲ୍ୟାଣ…
କାର୍ଗିଲରେ ଯବାନଙ୍କ ସହ ଫଟୋ ଉଠାଇଲେ ରାହୁଲ
ନୂଆଦିଲ୍ଲୀ,୨୪।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଦାଖ ଗସ୍ତରେ ଅଛନ୍ତି। ସେ ଗୁରୁବାର ତାଙ୍କର ଭ୍ରମଣର ଅନେକ ଫଟୋ ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ସେ କାର୍ଗିଲରେ ଯବାନଙ୍କ ସହ ନଜର ଆସିଛନ୍ତି। ଇନଷ୍ଟାଗ୍ରାମରେ ଶେୟାର କରି ଦେଶର ସୀମା ରକ୍ଷା…
ଅପରେଶନ କ୍ଷମତାକୁ ବଢାଇବା ପାଇଁ ୭,୮୦୦ କୋଟିର ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ମଞ୍ଜୁରୀ
ନୂଆଦିଲ୍ଲୀ,୨୪।୮: ସଶସ୍ତ୍ର ବାହିନୀର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରାୟ ୭,୮୦୦ କୋଟି ଟଙ୍କା ମୂଲ୍ୟର ପ୍ରସ୍ତାବକୁ ଅନୁମୋଦନ କରିଛି। ପ୍ରତିରକ୍ଷା କ୍ରୟ ସହ ଜଡିତ ପ୍ରସ୍ତାବଗୁଡ଼ିକ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ…
ନାଶନାଲ ଫିଲ୍ମ ଆଓ୍ବାର୍ଡ ୨୦୨୩: ଅଲ୍ଲୁ ଅର୍ଜୁନ ବେଷ୍ଟ ଆକ୍ଟର, ଆଲିଆ ଭଟ୍ଟ, କ୍ରିତି ସାନନ ବେଷ୍ଟ ଆକ୍ଟ୍ରେସ
ନୂଆଦିଲ୍ଲୀ,୨୪।୮: ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ୨୦୨୩ର ବିଜେତାଙ୍କ ଘୋଷଣା ପିଆଇବି(ପ୍ରେସ ଇନଫରମୋନ ବ୍ୟୁରୋ) ପକ୍ଷରୁ କରାଯାଇଛି। ରାଜଧାନୀ ଦିଲ୍ଲୀର ନାଶନାଲ ମିଡିଆ ସେଣ୍ଟରରେ ଏହି ବିଶେଷ ଆଓ୍ବାର୍ଡ ସେରିମନିର ଆୟୋଜନ କରାଯାଇଛି। ମୁଭି ‘ପୁଷ୍ପା ଦ ରାଇଜ’ ପାଇଁ ସାଉଥ ଷ୍ଟାର…
ଉତ୍ତର ପ୍ରଦେଶର ସରକାରୀ କର୍ମଚାରୀଙ୍କ ପାଇଁ ଯୋଗୀ ସରକାରଙ୍କ ନୂଆ ନିୟମ, ଉଲ୍ଲଂଘନ କଲେ ବନ୍ଦ ରହିବ ପଦନ୍ନୋତି
ଲକ୍ଷ୍ନୌ,୨୪।୮: ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ନିର୍ଦ୍ଧାରିତ କରି ରାଜ୍ୟରେ ଜନସେବା କାର୍ଯ୍ୟରେ ନିୟୋଜିତ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ସମସ୍ତ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ କାର୍ଯ୍ୟରେ ସ୍ବଚ୍ଛତା, ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ସ୍ଥିର କରିଛନ୍ତି। ମାନବ ସମ୍ପଦା ପୋର୍ଟାଲ…

