Home Left

ଡିସେମ୍ୱରରେ ପଡିଲା ମଳମାସ, ୩୦ଦିନ ଯାଏ କରନ୍ତୁନି ଶୁଭକାମ ନଚେତ୍‌…

ହିନ୍ଦୁ ଧର୍ମରେ, ସୂର୍ଯ୍ୟ ଦେବତାଙ୍କୁ ନଅଟି ଗ୍ରହର ରାଜା ଏବଂ ଚଳନ୍ତି ପ୍ରତିମା ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଗଣନା ଅନୁସାରେ, ପ୍ରତି ମାସରେ ସୂର୍ଯ୍ୟ ଦେବତା ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରନ୍ତି, ଯାହାକୁ ‘ସଂକ୍ରାନ୍ତି’ କୁହାଯାଏ।…

କୋହଲି-ରୋହିତ-ଗାମ୍ଭୀରଙ୍କ ମଧ୍ୟରେ ଫାଟ, ସିଲେକ୍ଟରଙ୍କ ସହ କୋହଲିଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ,୨।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ ଦ୍ୱିତୀୟ ଦିନିକିଆ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଦଳ ଭିତରେ କିଛି ଠିକ୍ ନଥିବା ଜଣାପଡ଼ିଛି। ମୁଖ୍ୟ କୋଚ୍ ଗୌତମ ଗାମ୍ଭୀର ଏବଂ ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ…

ଆଉ ଏସବୁ କାମ ପାଇଁ ଦରକାର ପଡିବନି ଆଧାର କାର୍ଡ, ଦେବାକୁ ପଡିବ…ଆସିଲା ନୂଆ ନିୟମ

ନୂଆଦିଲ୍ଲୀ,୨।୧୨: ସାଧାରଣ ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ଆଜିକାଲି ପ୍ରାୟ ପ୍ରତ୍ୟେକ ସରକାରୀ ଏବଂ ବେସରକାରୀ କାର୍ଯ୍ୟ ପାଇଁ ଆଧାର କାର୍ଡ ବ୍ୟବହାର କରାଯାଉଛି। ତଥାପି, ଉତ୍ତର ପ୍ରଦେଶ ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି ଯାହା ଅଧାରକୁ ଆଉ…

‘ସଂଚାର ସାଥି ଜବରଦସ୍ତି ନୁହେଁ, ଚାହିଁଲେ ଡିଲିଟ କରିପାରିବେ’, ଗୁପ୍ତଚର ବିବାଦକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ,୨।୧୨: ଯେତେବେଳେ DoT ସମସ୍ତ ମୋବାଇଲ ଫୋନ ନିର୍ମାତାଙ୍କୁ ସଞ୍ଚାର ସାଥୀ ଆପ ପୂର୍ବରୁ ସଂସ୍ଥାପନ କରିବା ପାଇଁ ୯୦ ଦିନର ସମୟସୀମା ଦେଇଥିଲା, ଏହା ଦେଶରେ ରାଜନୈତିକ ହଇଚଇ ସୃଷ୍ଟି କରିଥିଲା। ବିରୋଧୀ ଦଳ ସରକାର ଗୁପ୍ତଚର ଚେଷ୍ଟା କରୁଥିବା…

ଅସ୍ତ୍ର ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ରାଉରକେଲା,୨।୧୨(ସଂଗୀତା ଜେନା): ରାଉରକେଲା ବ୍ରାହ୍ମଣୀତରଙ୍ଗ ପୋଲିସ ଏକ ଅବୈଧ ଅସ୍ତ୍ର କାରବାରର ପର୍ଦ୍ଦାଫାସ କରି ଜଣେ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ଦୁଇଟି ଦେଶୀ ପିସ୍ତଲ, ଗୋଟିଏ ଦେଶୀ ରିଭଲଭର, ଦୁଇଟି ଦେଶୀ ସିଙ୍ଗଲ-ସଟ ପିସ୍ତଲ, ୩୫ ଖଣ୍ଡା ଏବଂ…

“ସ୍ବଦେଶୀ ବନାମ ବିଦେଶୀ”: ଗରୁତ୍ୱ ଦେଲେ ଆଗକୁ…

ଭଞ୍ଜନଗର,୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେମଙ୍ଗଳବାର ରାଜ୍ୟ ସରକାରଙ୍କ ନିର୍ଦ୍ଧେଶକ୍ରମେ ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସର ମିଳିତ ସହଯୋଗରେ “ସ୍ବଦେଶୀ ବନାମ ବିଦେଶୀ” ଉପରେ ଏକ ସଭା ସହ ସ୍ବଦେଶୀ ଖାଦ୍ୟ…

ପୋଲିସ SI ଜାଲିଆତି ମାମଲା: ଅରବିନ୍ଦଙ୍କୁ ମାରାଥନ ଜେରା

ଭୁବନେଶ୍ୱର,୨।୧୨: ପୋଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲାର ଅଭିଯୁକ୍ତ ଅରବିନ୍ଦ ଦାସଙ୍କୁ ସିବିଆଇ ୨ଦିନିଆ ରିମାଣ୍ଡରେ ଆଣିଛି। ମଙ୍ଗଳବାର ସିବିଆଇ ଅଧିକାରୀମାନେ ଅଭିଯୁକ୍ତ ଅରବିନ୍ଦଙ୍କୁ ମାରାଥନ ଜେରା କରିଛନ୍ତି। ଜେରା ବେଳେ ସିବିଆଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିବା ସୂଚନା ମିଳିଛି। ଏପରିକି…

ଏହି ସବୁ ଜିଲାରେ ହେବ ଘନ କୁହୁଡ଼ି: ପାଣିପାଗ ବିଭାଗ କଲା ସତର୍କ

ଭୁବନେଶ୍ୱର,୧।୧୨: କିଛି ଦିନ ହେଲା ପାଗରେ ପରିବର୍ତ୍ତନ ଦେଖାଦେଇଛି। ବର୍ତ୍ତମାନ ରାଜ୍ୟରେ ଶୀତ ପ୍ରକୋପ ସାମାନ୍ୟ ହ୍ରାସ ପାଇଥିବା ବେଳେ ମଙ୍ଗଳବାର ଏବଂ ବୁଧବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ ଏବଂ ଅନୁଗୋଳ ଜିଲାରେ ଘନ କୁହୁଡ଼ି ପଡ଼ିବା ନେଇ ପାଣିପାଗ ବିଭାଗ…

ପୁଣି ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୨।୧୨: ଭାରତର କ୍ରିକେଟ୍‌ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ସୟଦ ମୁସ୍ତାକ ଅଲି ଟ୍ରଫିରେ ଶତକ ହାସଲ କରିଛନ୍ତି। SMAT 2025ର କ୍ରମାଗତ ତିନୋଟି ମ୍ୟାଚରେ ବିଫଳ ହେବା ପରେ, ବୈଭବ ମହାରାଷ୍ଟ୍ର ବିପକ୍ଷରେ ଚତୁର୍ଥ ମ୍ୟାଚରେ ଏକ ଚମତ୍କାର ଶତକ ହାସଲ…

କ୍ରିକେଟ୍‌ରେ ହଇଚଇ କଲେ ଏହି ଷ୍ଟାର୍‌ ଅଲରାଉଣ୍ଡର: ୩୭୬ ରନ୍‌ ସହ ନେଲେ ୧୮ ଉଇକେଟ୍‌

ନୂଆଦିଲ୍ଲୀ,୨।୧୨: କ୍ରିକେଟରେ ଚମକଦାର ଯୁବ ତାରକାମାନଙ୍କୁ ପ୍ରାୟତଃ ଦୀର୍ଘ ଦିନ ପାଇଁ ମନେ ରଖାଯାଏ। ଏଥର ଉତ୍ତର ପ୍ରଦେଶର ଯୁବ ଅଲରାଉଣ୍ଡର ପ୍ରଶାନ୍ତ ବୀର ୨୦୨୫-୨୬ ପୁରୁଷ ୨୩ ବର୍ଷରୁ କମ ରାଜ୍ୟ ଏ ଟ୍ରଫିରେ ଚର୍ଚ୍ଚାକୁ ଆସିଥିଲେ। ଯଦିଓ ଉତ୍ତର…

ଆରମ୍ଭ ହେଲା କୋଣାର୍କ ଉତ୍ସବ

କୋଣାର୍କ,୨ା୧୨(ଜ୍ୟୋତିରାଜ ମହାନ୍ତି): କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଆରମ୍ଭ ହୋଇଛି  ୩୬ତମ କୋଣାର୍କ ଉତ୍ସବ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଆନୁକୂଲ୍ୟରେ ଆୟୋଜିତ ଏହି…

ଶୂନ୍ୟକାଳରେ ଶାସକ- ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର,୨।୧୨: ବିଧାନସଭା ଶୂନ୍ୟକାଳରେ ଶାସକ- ବିରୋଧୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ବିରୋଧୀ ଦଳ ବିଧାୟକଙ୍କୁ କହିବାକୁ ସୁଯୋଗ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ବାଚସ୍ପତି ପାତରଅନ୍ତର କରି ଭାଜପା ବିଧାୟକଙ୍କୁ ଅଧିକ ସମୟ ଦେଉଥିବା ଅଭିଯୋଗ ହେଉଛି। ଏହି ଅଭିଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri