ଭାରତକୁ ପୁଣି ଫେରିବ TikTok! ସରକାର ଦେଲେ ଏହି ଜବାବ
ନୂଆଦିଲ୍ଲୀ,୨୩।୮: ଶୁକ୍ରବାର ଭାରତ ସରକାରଙ୍କ ସୂତ୍ରରୁ କୁହାଯାଇଛି ଯେ TikTok ଉପରୁ ପ୍ରତିବନ୍ଧକ ଉଠାଇବା ପାଇଁ କୌଣସି ଅନୁମତି ଦିଆଯାଇ ନାହିଁ। ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ କିଛି ବ୍ୟବହାରକାରୀ ଦାବି କରିଥିଲେ ଯେ ସେମାନେ TikTok...
ସଲମାନ୍ଙ୍କ ଶୋ’ରେ Undertakerଙ୍କ ଏଣ୍ଟ୍ରି! ଚକିତ ହେବେ ଦର୍ଶକ…
ମୂମ୍ବାଇ: ଖୁବ୍ଶୀଘ୍ର ପରଦାକୁ ଆସିବ ସଲମାନ ଖାନଙ୍କ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ ବସ ୨୦୨୫’। ଏହି ସିଜନରେ କେଉଁ କେଉଁ ପ୍ରତିଯୋଗୀ ଅଂଶଗ୍ରହଣ କରିବେ, ସେନେଇ ଅନେକ ଚର୍ଚ୍ଚା ହୋଇଆସୁଥିଲା। କିନ୍ତୁ ଏବେ ସେଥିରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ସଲମାନ...
ସାର ଯୋଗାଣ ନ ହେଲେ ଆନ୍ଦୋଳନ
ନୂଆପଡ଼ା,୨୨ା୮ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ୟୁରିଆ ସାରର କୃତ୍ରିମ ଅଭାବ ଦେଖାଦେଇଛି। ଡିଲରମାନେ ମନଇଚ୍ଛା ଦରରେ ସାର ବିକ୍ରୟ କରୁଛନ୍ତି। ଏହା ପ୍ରତିବାଦରେ ଶୁକ୍ରବାର ଜିଲା କଂଗ୍ରେସ କମିଟି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛ। କମିଟିର ଜିଲା ସଂଯୋଜକ ଘାସିରାମ...
ପୁଣି ଚର୍ଚ୍ଚାରେ ASO: ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି…
ଭୁବନେଶ୍ୱର, ୨୨ା୮: ପୁଣି ଚର୍ଚ୍ଚାରେ ASO। ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ASO ଗିରଫ। ଆସିଷ୍ଟାଣ୍ଚ ସେକ୍ସନ ଅଫିସର (ASO) ସୁଶାନ୍ତ ଜେନା ଗିରଫ। ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରିଥିବା...
ଟ୍ରମ୍ପଙ୍କ ଟାରିଫ ମାଡ଼! ଚଳିତ ମାସରେ ଚାଇନା-ଜାପାନ ଗସ୍ତ କରିବେ ମୋଦି
ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ଜାପାନ ଏବଂ ଚାଇନା ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ୨୯-୩୦ ଅଗଷ୍ଟ ୨୦୨୫ରେ ଜାପାନ ଗସ୍ତ କରିବେ ଏବଂ ତା’ପରେ ୩୧ ଅଗଷ୍ଟ ରୁ ୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ...
ଭାରତ ସହ କଥା ହେବାକୁ ପୁଣି ବ୍ୟାକୁଳ ହେଲାଣି ପାକିସ୍ତାନ, କହିଲା ଆତଙ୍କବାଦ ଆଉ କଶ୍ମୀର ପ୍ରସଙ୍ଗକୁ ନେଇ…
ନୂଆଦିଲ୍ଲୀ/ଇସଲାମାବାଦ,୨୨।୮: ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇଶାକ ଡାର ଭାରତ ସହିତ ଆଲୋଚନା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ କେବଳ କଶ୍ମୀର ନୁହେଁ ବରଂ ସମସ୍ତ ବିଚାରାଧୀନ ପ୍ରସଙ୍ଗରେ ଭାରତ ସହିତ...
ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ପ୍ରବୀଣ ଖମାରୀଙ୍କ ପରଲୋକ, କାଲି ସକାଳ ୬ରୁ…
ଭବାନୀପାଟଣା,୨୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଘରୋଇ ବସ ମାଳିକ ସଂଘର ସାଧାରଣ ସମ୍ପାଦକ ପ୍ରବୀଣ ଖମାରୀ (ମୁନା)ଙ୍କ ଶୁକ୍ରବାର ଅପରାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ଶୁକ୍ରବାର ହୃଦଘାତ ଯୋଗୁ ଗୁରୁତର ଅବସ୍ଥାରେ ତାଙ୍କୁ...
ଭାଜପା ମୁଖପାତ୍ରଙ୍କ ବିବାଦୀୟ ବୟାନ,‘ଯଦି ଆମେ ପାକିସ୍ତାନ ସହିତ ମ୍ୟାଚ ନ ଖେଳିବୁ, ତେବେ ଆମ ଉପରେ ପ୍ରତିବନ୍ଧକ ଲଗାଯାଇପାରେ’
ନୂଆଦିଲ୍ଲୀ,୨୨।୮: ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ପୂର୍ବରୁ ଭାଜପା ମୁଖପାତ୍ର ବ୍ରିଗେଡିୟର ଅନିଲ ଗୁପ୍ତା ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆମେ ଏହି ମ୍ୟାଚ ନ ଖେଳିବୁ, ତେବେ ଆମକୁ...
ଯାତ୍ରୀଙ୍କୁ ରେଳ ବିଭାଗର ବଡ଼ ଉପହାର, ଏସବୁ ତାରିଖରେ ରିଟର୍ନ ଟିକେଟରେ ୨୦% ଛାଡ଼
ନୂଆଦିଲ୍ଲୀ,୨୨।୮: ଭାରତୀୟ ରେଳବାଇ ଉତ୍ସବ ଋତୁରେ ଯାତ୍ରୀଙ୍କ ସୁବିଧା ପାଇଁ ବଡ଼ ଘୋଷଣା କରିଛି। ୧୩ରୁ ୨୬ ଅକ୍ଟୋବର ମଧ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନେ ଯଦି ୧୭ ନଭେମ୍ବରରୁ ୧ ଡିସେମ୍ବର ମଧ୍ୟରେ ଫେରନ୍ତି, ତେବେ ସେମାନଙ୍କୁ ରିଟର୍ନ ଟିକେଟ୍ରେ...
ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ ମାଡ଼କୁ ନେଇ ସମାଲୋଚନା କରିଥିବା ପୂର୍ବତନ ଆମେରିକୀୟ NSA ଜନ ବୋଲ୍ଟନଙ୍କ ଘରେ FBI ଚଢାଉ
ଓ୍ବାଶିଂଟନ,୨୨।୮: ପୂର୍ବତନ ଆମେରିକୀୟ NSA ଜନ ବୋଲ୍ଟନ ଟ୍ରମ୍ପଙ୍କ ଶୁଳ୍କକୁ ସମାଲୋଚନା କରିବା ପରେ ଏଫବିଆଇ ଶୁକ୍ରବାର ତାଙ୍କ ଘରେ ଚଢାଉ କରିଥିଲା। ଜନ ବୋଲ୍ଟନ ଟ୍ରମ୍ପଙ୍କ ପୂର୍ବତନ ସହାୟକ ଥିଲେ ଏବଂ ଶୁଳ୍କକୁ ନେଇ ଅନେକ ଥର ଆମେରିକୀୟ...
୧୦୦ ବର୍ଷ ପରେ ଲାଗୁଛି ୨ ଟି ଗ୍ରହଣ! ପିତୃପକ୍ଷରେ ଏମିତି ରୁହନ୍ତୁ ସାବଧାନ
ନୂଆଦିଲ୍ଲୀ: ପିତୃପକ୍ଷ ହେଉଛି ପୂର୍ବପୁରୁଷମାନଙ୍କୁ ସ୍ମରଣ କରିବାର ଏକ ଅବଧି। ଏହି ବର୍ଷ ପିତୃପକ୍ଷ ୭ ସେପ୍ଟେମ୍ବର ୨୦୨୫ ରୁ ଆରମ୍ଭ ହେଉଛି। ସେହି ସମୟରେ ଏହା ୨୧ ସେପ୍ଟେମ୍ବରରେ ଶେଷ ହେବ। ପୂର୍ବପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଏହି...
ପହଞ୍ଚିଲା ସ୍ବାସ୍ଥ୍ୟ ଟିମ୍, ପରକ୍ଷିଲା…
ଭଞ୍ଜନଗର,୨୨।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ତନରଡ଼ା ଜରାଶ୍ରମରେ ଶୁକ୍ରବାର ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ।...
Archives


